Badhiya prasnatiye rakhil karana ehi prasanara uttara kehi dei paribeni jadi ba uttara debe mu janibi se sakahari karana se hi janiba jananku mari khaile kete kast
Wine, Whiskey, Rum industry also generate employment like poultry firm. So according to Sutar Sir, alcohol industry must be encouraged. Nature has created human being to cook his own food from the earth, so God has provided 2 leg and 2 hand where as animals do not have hand to cook food & eat their food by hand, they directly eat by mouths. Animals do not brush their teeth, nor wash their body every day. Interestingly " Ajagar Snake" takes his food twice in a year. He takes food in every six months, camel has provided a bag to store water for 15 days. So human being must not eat non-veg. It may be taken as supplementary food on deficiency.
ଶାସ୍ତ୍ର ବିନା ସଂସାର ଚାଲିପାରିବାନି 🙋♂️
ସୋମବାର, ମଙ୍ଗଳବାର, ଗୁରୁବାର, ଶନିବାର। ଏହି ସବୁ ବାରରେ କୁକୁଡା,ମେଣ୍ଡା, ଛେଳି,ଏମାନ ଦେହରେ ଜୀବନ ନ ଥାଏ ନା କଣ। ଏହି ସବୁ କିଛି ନୁହେଁ । ଯଦି ଖାଇବ ବାର ସହିତ କିଛି ସମ୍ପର୍କ ନାହିଁ। ଯଦି ଜୀବ ହତ୍ୟା ପାପ ତାହା ହେଲେ ସମ୍ପୁର୍ଣ୍ଣ ନ ଖାଇବା ଭଲ।
ମାଛ ମାସଂ ସୁରାପାନ. ଏ ଅଟେ ଅସୁର ଭୋଜନ.
ଅସୁର ମାନଙ୍କ ସରିର ବଳବାନ୍ ତ ଥିଲା କିନ୍ତୁ ବୁଦ୍ଧି ବିବେକ ଗ୍ୟାନ ବିଚାର ଶକ୍ତି ନ ଥିବାରୁ ସବୁବେଲେ ପରାଜୟ ପାଇଛନ୍ତି.
ନା ନା ଲୋକ ମାନଙ୍କୁ ଯଦି କିଏ ମାରି କି ଖାଆନ୍ତେ ତାହାଲେ ସବୁ ବୁଝିପାରନ୍ତେ👍👍👍👍
Right
Badhiya prasnatiye rakhil karana ehi prasanara uttara kehi dei paribeni jadi ba uttara debe mu janibi se sakahari karana se hi janiba jananku mari khaile kete kast
Right sir
Right
କଣ ଆଜ୍ଞା ପାପପୁନ୍ୟ ନାହିଁ ବୋଲିି କହୁଛନ୍ତି, କଳିଯୁଗରେ ଅଧିକ ପାପ ହେବା ଯୋଗୁଁ, ପାଣି ପବନ ମାଡି ଆସୁଛି, ଯେଉଁ ଜିନିଷ ପୃଥିବୀରେ ସୁଷ୍ଟି ଅଇଅଚି ତାକୁ କେବେହେଲେ ମଣିଷ ଅଟକାଇ ପଚାରିବେ ନାହିଁ,, ଯେ କି ବର୍ଷା ପବନ ଭୁମିକମ୍ଫ ବଜ୍ରପାତ ଏହି ସବୁ ଯାକ, ଆପଣ କୁହନ୍ତୁ ଯେ ପୃଥିବୀ କୁ ମଣିଷ ତିଆରି କରିଚି ନା ଭଗବାନ ତିଆରି କରିଚି, ଯଦି ପୃଥିବୀରେ ଧର୍ମଶାସ୍ତ୍ର ର ସୁବିଧା ନ ଥିଲେ, ଲୋକ ମାନେ କାହାକୁ ମାନି ନ ଥାନ୍ତେ, ଧର୍ମ ଅଛି ବୋଲି ବାଟରେ ଅଜିଥିବା ଟଙ୍କା ପତ୍ର ଫେରାଇ ଦେଉଛନ୍ତି, ସବୁ ଜାତିର ଲୋକ ଧର୍ମ କର୍ମ କରୁଛନ୍ତି,
ମନୁଷ୍ୟ ଶାକହାରି ହେଲେ ବହୁତ ଭଲ
Phone
ଠିକ୍ କଥା
()
ଛାଡ଼ ଖାଇ ଦିନ ଯେଉଁ ନିର୍ଲଜ ସବୁ ଆମିଷ ଖାଇଛନ୍ତି, ସେ ସବୁ ପାପୀ ନିଶ୍ଚୟ ମରିବେ, ଜୟ ଜଗନ୍ନାଥ
Tume bodhe Amara hei rahiba
ସବୁ ଦିନେ ଆମିଷ ଖାଇବା ପାପ।ଆମିଷ ଖାଇବା ସମ୍ପୂର୍ଣ୍ଣ ଭାବରେ ଅନୁଚିତ୍।ଜୟ ଜଗନ୍ନାଥ 🙏🌹🙏
ଜୀବ ହତ୍ୟା ହିଁ ପାପ, ପାପ ପାଇଁ ପୁଣି ଦିନ ବାର କଣ?
Right 👍
Amish Khaiba papa.Barara samparka kana. Kahinki lokanku misguide karuchanti.
Right🙏
Write
Bhogoban ko icha bina gochoru potro holeni
ମଣିଷ ଶରୀରେ ଅଧିକ ଭିଟାମିନ ମିଳେ, ମଣିଷ ଶରୀର କୁ କାହିଁ କି ଖାଉ ନାହାନ୍ତି ମଣିଷ?
ଆମିଷ ଖାଇବା ଉଚିତ୍ ନୁହେଁ ଜୟ ଜଗନ୍ନାଥ
Ati sundar alochona amisa au niramisa bhojana bisayare.
ଏବେ ଯଉଁ 156 ବର୍ଷ ର ବ୍ୟକ୍ତି ପଦ୍ମ ଶ୍ରୀ (ବାରଣାସୀ )ପାଇଲେ, ସେତ ନିରାମିଷାଶୀ
ଅଧିକ ଆୟୁ ପାଇଁ ଦେଶି ଗାଈ ର ଖିର ଦହି ଘିଅ ଓ ଛେନା ଖାଆନ୍ତୁ ।ନିରାମିଷ ଭୋଜନ ନିରାମୟ ଜୀବନ, କ୍ଷୀର ଜାତୀୟ ପଦାର୍ଥ ଖାଇବା ଭଲ ଏବଂ ଫଳ ମୂଳ ଭୋଜନ ଭଲ ।ସୁସ୍ଥ ଜୀବନ ଯାପନ ପାଇଁ ଆମିଷ ବର୍ଜନ କରିବାକୁ ହେବ ।
ଯାହା ପାପ ତାହା ସବୁଦିନ ପାପ । କାରଣ ଯେପରି ଚୋରୀ ଯେତେବେଳେ କଲେ ମଧ୍ୟ ଚୋରୀ ,ସେହିପରି ଯାହା ଖରାପ ବା ପାପ ତାହା ଯେତେବେଳେ ବିକଲେ ପାପ । ଏଣୁ ଯିବହତ୍ୟା ମହାପାପ ।
Right
Right🙏
ଜୀଏ ଜଗତ ସୃଷ୍ଟି କରିଛି ସେ ହେଉଛନ୍ତି jagannath ତ। ପରେ ବିଜ୍ଞାନ ସୃଷ୍ଟି ଜୟ ଜଗନ୍ନାଥ
ଲୋକମାନେ ବହୁତ ସୁବିଧା ବାଦୀ, ବର୍ଷା ଯୁଆଡ଼େ ଛତା ସିଆଡ଼େ ।
ପାରିବାରିକ ଜୀବନ ରେ, ସାମାଜିକ ଜୀବନ ରେ ଆମେ ଶାନ୍ତି ଅନୁଭବ କରିପାରିବା ...!!! ଭଲ ମନ ପାଇଁ ଭଲ ବିଚାର ଦରକାର, ଭଲ ବିଚାର ପାଇଁ ଭଲ ଆହାର ଦରକାର , ଭଲ ଆହାର ପାଇଁ ଭଲ ସଂସ୍କାର ଦରକାର, ଭଲ ସଂସ୍କାର ପାଇଁ ଭଲ ପରିବାର ଟିଏ ଦରକାର ...!!! ଆସନ୍ତୁ ଗୋଟେ ପାରିବାରିକ ଭିତୀ ଭୂମିକୁ ସୁଦୃଢ଼ କରିବା ?
ଜୟ ଜଗନ୍ନାଥ 🙏🙏🙏
ଆଜି କାଲି ଆମିଷ ମଦ ନ ଥିଲେ ଲୋକମାନେ ଭୋଜିକୁ ଆସନ୍ତି ନାହିଁ. ଆମ ଗଜପତି ଅଂଚଳରେ ବ୍ରାହ୍ମଣ ମାନେ ଗୁରୁବାର ଦିନ ଆମିଷ ଭୋଜି କରୁଛନ୍ତି. ପୁରୋହିତ ମାନେ ଆମିଷ ଖାଆନ୍ତି. ସରକାର କାହିଁକି ସ୍କୁଲ ଅଂଗନବାଡି ସରକାରୀ ହସ୍ ପିଟାଲ୍ ରେ ଅଣ୍ତା କାହିଁକି ଦିଆ ଯାଉଛି. ଆମିଷ ନଖାଇଲେ ବିଶେଷ ଉତ୍ତମ.
M
M
ଜାରା ଶବର ଆମିଷ ଖାଇକୀ ଭଗବାନ ଙ୍କୁ ପାଇଛି
Jara ku manuchhanti mane apana purana sastra ku maniba katha.
Tu dekhithilu
ସାଧୁସନ୍ଥଙ୍କ ର, ରୋଗ, କାହିଁକି,ହେଉ, ନାହିଁ,କାରଣ,କଣ
ରାବଣକଁରମୃତ ଛପନଗଁଡାଯୁଗ।
ସଂସାର ଏବେ ବିଜ୍ଞାନ ଉପରେ ନିର୍ଭର କରି ପରିଚାଳିତ ହେଉଛି ହେଲେ ବି କୌଣସି ବୈଜ୍ଞାନିକ
ଆମିଷ ଖାଆନ୍ତି ନାହିଁ ।
Cou thi lekha ochi ki
Dekhithhile ki aapana
@@raistarhero1214 tome nijo ku god bhabuconti ki god jodi thante a sobu hoi no thanta
Tame kn kohibaku chahunchho good nahi
ଜୀବ ହତ୍ୟା ହିଁ ମହା ପାପ, ପାପ ପାଇଁ ଦିନ ବାର ର ପ୍ରଶ୍ନ ଉଠୁଛି କାହିଁକି, ଯୋଉ ଡକ୍ଟର କିମ୍ବା ବିଶେଷଜ୍ଞ କହୁଛନ୍ତି ମାଂସ ଖାଇବା ସ୍ବାସ୍ଥ୍ୟ ପାଇଁ ଭଲ ତାହେଲେ ମଣିଷ ମାଂସ ରେ ଅଧିକ ପ୍ରୋଟିନ ଅଛି ମଣିଷ ମାଂସ କାହିଁକି ଖାଉ ନାହାନ୍ତି ମୁଁ ତ କହିବି ଯୋଉ ମାନେ ମାଂସ ଖାଇବା ପାଇଁ କହୁଛନ୍ତି ସର୍ବ ପ୍ରଥମେ ସେହି ଲୋକ ମାନଙ୍କ ମାଂସ ଖାଆନ୍ତୁ ଭଲ ହେବ
ସାର୍, ହିନ୍ଦୁ ଧର୍ମ କହୁଛି ଜୀବ ହତ୍ୟା ପାପ , ମୁସଲମାନ ଧର୍ମ କହୁଛି ଜୀବ ହତ୍ୟା ପାପ ନୁହେଁ, କେଉଁଟା ଠିକ୍ , ସାର୍
Hindu dharma pratheme asila na pathana dharma .
Veg is good for health
Pathana mane non veg khanti
ମୁଁ କଉଛୀ ମଣୀଷ ଆମିଷ ଖାଇଲେ ପାପ ୧୦୦%✓
Right 👍
ସବୁ ଦିନ ଆମିଷ ଖାଇଲେ ପାପ ଲାଗିଥାଏ
ଧନ୍ଯବାଦ ଶୁଦ୍ଧାଶୁ ସାର ମୁଁ ଆପଣଙ୍କୁ ପ୍ରଣାମ ଜଣୋଉଚି ତୁମେ ଧର୍ମ ର ଦେବତା ୟଦାୟଦା ହି ଧର୍ମଶ୍ଯ
ଯୋଉ ମନେ ସବୁଦିନ ଆମିଷ ଖାଆନ୍ତି ସେମାନେ ରାକ୍ଷସ ସେମାନଙ୍କୁ ବାର ତୀର୍ଥ କିଛି ଜଣା ପଡ଼େ ନାଇ । ଯୋଉ ଯିବ ବେଶୀ ଆମିଷ ଖାଏ ସେ ହଉଚି ହିଂସ୍ର ଅଟେ ଦେଖିବେ ଗୋଟେ ପୋଷା କୁକୁର ମଣିଷ ର କଥା ଅନୁସାରେ ପୁରା ନିରୀହ ହେଇଥାଏ ଏବଂ ଗୋଟେ ବାହାରେ ବୁଲୁଥିବା କୁକୁର କୁ ଦେଖିବା ସେ ବହୁତ ହିଂସ୍ର ହେଇଥାଏ କାହିଁକି ???
Bhai amisa nakhaiki toki nungureile labha nai mun daily nonveg khae but mun cool mo father veg sabubele kintu Ragi loka
@@421-18c Hm ea bi thik katha
ଆମ ପୁରୁଷ ଯେଉଁମାନେ ଜଙ୍ଗଲ ରେ ରହୁଥିଲେ ସେମାନେ କଣ ଖାଇ ଜୀବନ ଯାପନ କରୁଥିଲେ ଆମିଷ ରେ ପ୍ରୋଟିନ ଅଛି ଓ ନିରାମିଷ ରେ ବି ପ୍ରୋଟିନ ଅଛି ଯାହାର ପସନ୍ଦ ଯୋଉଟାକୁ ବେକାର ଯୁକ୍ତି
Kebala phala mula khauthile
He Radha krishna❤❤❤❤
Vegetarian is Best one 😋 👌
Vegetarian is the best
ସାରେ ମୁଁ ଜିବନ ସାରା ଆମିଷ ଖାଏ ନାହିଁ ଭଲ ନାଁ ଖରାପ
Brother Veg is good for health and your mind
You are very good person don't have non veg
ସବୁ ଦିନ ଆମିଷ ଖାଇବା ପାପ
Bilkul right
Sabu dina niramisa khaele kn punya miliba
He Jagannath Sabko sadbuddhi Diya Hai Prabhu Narayan
ମାଂସ କଣ ?
ଗୋଟିଏ ପ୍ରାଣୀ ର ସରୀର ହଁ ମାଂସ
ମଣିଷ ଶରିର କ'ଣ ମାଂସ ନୁହେଁ। ?
ମଣିଷ କାହିଁକି ଖାଉ ନାହିଁ
ଭୁଲ ଭିଡିଓ, କୌଣସି ଜୀବ କୁ ଖାଇବା ବିଲକୁଲ ପାପ
ମାଛ ମାଂସ ମଦ ନାରୀ ଏହା ସଭିଙ୍କର ଦରକାରୀ
ଯେବେ ଭି ଆମିଷ ଖାଅ....ପାପ 😅😅😅
କେଉଁ ଦିନ କଣ୍ ???
Right
ତୁମେମାନେ ସବୁ କଉ ଧର୍ମର କି? ନିଜେ ତ ଖାଉଛନ୍ତି ଆଉ ଅନ୍ୟ ମାନଙ୍କୁ କଣ ଶିକ୍ଷା ଦେବେ
Debentra sutar💗💗
ଆଉ କମ୍ ସମୟ ସୁତାର ବାବୁ ଼ଏବେ ଆପଣ ରୁଷ ଯାଇ ଯୁଦ୍ଧ ବନ୍ଦ କରନ୍ତୁ ଆପଣଙ୍କ ବାଣୀରେ କେତେ ଦମ୍ ଜଣାପଡିବ
ଯାହା ପାପ ତାହା ଯେବେ କଲେ ବି ପାପ
,ଜିଏ ପାପ ପୁଣ୍ୟ କୁ ଦେଖେନା ସେ ମାନେ ଖାଇ ବାରେ ଆନନ୍ଦ ନିୟନ୍ତି୍ ଆଉ କଥା ଗୋଡାକୁ଼୍,ଠେଲନ୍ତି ଗାଲୁଆ ଗୋଡା
ହିରନ୍ୟ କଶ୍ୟପ ଆମିଷ ଖାଇକି ଭଗବାନ କୁ ପାଇଛି
ତୁ ମାଘିଆ ବଡ଼ ପଣ୍ଡିତ😁😁😀😀
ଆଲୋଚନା କାରିଙ୍କୁ ଧନ୍ଯବାଦ
Jay Jagannath 🚩🚩🚩🌺🌺🌺🌺🙏🙏
ଆମିଷ ଖାଇବା ଟା ହିଁ ପାପ।
ସୁଧାଂଶୁ ଆଜ୍ଞା ଠିକ କହିଛନ୍ତି ଥାଙ୍କ
ପ୍ରଥମେ ଏ ବାର ସବୁ କଣ, ଏହାର ଲକ୍ଷଣ କଣ, science ସହ କଣ ଜଡିତ ତାହା ବିଶେଷ ଆଲୋଚନା କରା ଯାଉ, ତାହାପରେ ଜାଣିବେ, କେଉଁ ଦିନ କଣ ଥାଏ
Right
ଆହୁରି ତର୍କ ଦରକାର ଏତିକି ଯଥେଷ୍ଟ ନୁହଁ।
ଜନ୍ମ ଜାତକରେ ଦୀର୍ଘାୟୁ, ମଧ୍ୟାୟୁ, ଅଳ୍ପାୟୁ ଯୋଗ ରହିଛି ଜଣେ ଅଳ୍ପାୟୁ ବ୍ୟକ୍ତି ଶାକାହାରୀ ଭୋଜନ କଲେ ଦୀର୍ଘାୟୁ ହେବ କି ଯଦି ହେବ ତେବେ ଜ୍ୟୋତିଷ ଶାସ୍ତ୍ର ଭୁଲ୍ ହେବ । ଜଣଙ୍କର ଜାତକରେ ଦୀର୍ଘାୟୁ ଯୋଗ ଅଛି ଆମିଷ ଖାଇଲେ ଅଳ୍ପାୟୁ ହେବ କୀ । ଏ ଯୁକ୍ତି ଯୁକ୍ତ ଠିକ୍ ନୁହେଁ । ଜଣେ ଆମିଷ ଖାଉ ବା ନିରାମିଷ ଖାଉ । ଜାହାର ଯେତେ ବେଳରେ ଯିବା ର ଅଛି ସେ ସେତେ ବେଳେ ଯିବ ।
ସୁଧାଂଶୁ ଅଧିକାରୀ ସାର୍ ଠିକ୍ କହିଲେ , କାରଣ ଭାରତ ରେ ୮୦ ପ୍ରତିଶତ ଲୋକ ମାଂସଶି ହେଲେଣି ତେଣୁ ପରିବା ର ବିଟାମିନ ବିଷୟରେ କୌଣସି ଲୋକକୁ ଆଲୋଚନା କରିବା ପାଇଁ ସମୟ ନାହିଁ , କାହିଁକି ନା ସେମାନଙ୍କ ପାଟି ଆମିଷିଆ ହୋଇ ଗଲାଣି । ଯଦି କେବଳ ଆମିଷ ରେ ହିଁ ବିଟାମିନ ମିଳେ ତାହେଲେ ଆଜି ଭାରତ ରେ ୮୦ ପ୍ରତିଶତ ଲୋକଙ୍କୁ ରୋଗ ହୋଇ ନଥାନ୍ତା । ସମୟାନୁ କ୍ରମେ ମନୁଷ୍ୟ ଏତେ ଯେ ମାଂସାଳି ହେବ ,ସେଇଥି ପାଇଁ ଆମର ପୂର୍ବପୁରୁଷ ମାନେ ବା ଦେବତା ମାନଙ୍କ ସମୟରେ ପୃଥିବୀ ରେ ଜୀବ ସବୁବେଳେ ସୁସ୍ଥ ଓ ସବଳ ରହିବା ପାଇଁ କିଛି ଞାନ ଲେଖି ଯାଇଛନ୍ତି , ଯଦି ଆମେ ସେହି ବାର ର ପ୍ରମାଣ ମାଗିବା ତାହେଲେ ଜନ୍ମ କରିଥିବା ମାଁ ଠାରେ ଭି ପ୍ରଶ୍ନ ଉଠୁଛି । ଜନ୍ମ କରିଥିବା ନଦେଖି ମଧ୍ୟ ଆମେ ମାଁ ବୋଲି ମାନୁଛେ , ମାନିବାକୁ ବାଧ୍ୟ । ସେହିପରି ପୂର୍ବ ପୁରୁଷ ଲେଖିଥିବା ଞାନ କୁ ମଧ୍ୟ ମାନିବାକୁ ଆମେ ବାଧ୍ୟ । ନହେଲେ ଡାକ୍ତର ଓ ବୈଜ୍ଞାନିକ ମାନେ ଆମିଷ ଛାଡନ୍ତି କାହିଁକି ।
Right🙏
Jay Jay Shree Jagannath 👏👏👏👏......
Climatic condition ଅନୁସାରେ ଖାଦ୍ୟର calcification କରାଯାଇଛି। ତେଣୁ ଖାଦ୍ୟ ନିଜ choice ଉପରେ ଖାଇବା ଭଲ। ତାଛଡ଼ା ମଣିଷ ଗୋଟିଏ ନିରାମିଷ ପ୍ରାଣୀ। ଯୋଉମାନେ ନିରାମିଷାଶୀ ସେମାନେ ଓଠରେ ପାଣି ପିଅନ୍ତି, ଓ ଆମିଷାଶୀ ଜିଭରେ ପାଣି ପିଅନ୍ତି।
ମାଂସ ଖାଇବା ବିବନ ର ମୃତ୍ୟୁ
ସୁତାର ମତ ଗ୍ରହଣ ନୁହେଁ। ଶିକ୍ଷା ର ଅଭାବ।
ଅନ୍ୟ ତିନି ଜଣ ଙ୍କ ମତ ମୂଲ୍ୟବାନ।
ନିରାମିଷ ଖାଉଥିବା ଲୋକ ଆସ୍ତିକ ଅଟନ୍ତି
Time is very important,
ପରାଶର ଋଷି ଙ୍କ ବାକ୍ୟ ଅନୁସାରେ ପରାଶର ସଙ୍ଗିତା ଅନୁସାରେ ଓଡ଼ିଶାରେ 🐟 ମାଛ ଖାଇବା ଦୋଶାବହ ନୁହେଁ । ପରାଶର ଋଷି ଙ୍କ ଏହି ମତାମତ କୁ ବହୁତ ବଡ଼ ବଡ଼ ଋଷି ସମର୍ଥନ କରିଛନ୍ତି । ପ୍ରମାଣ ପରାଶର ସଙ୍ଗିତା ଶାସ୍ତ୍ର ଦେଖନ୍ତୁ ।
Thank you very much👌
Proud Vegetarian from last 5 months..and will be for the rest of my life.....i regret why i ate non veg for last 28 years...
Q 😂AA 🔥🔥
କେବଳ କୋଳିରସ ଖାଇ ମଁଜି ଚାରାପୋତିବାକୁହେବ।ଅନ୍ୟ ସବୁ ଜିବହତିଆ।
Jay jagannth 🙏🙏
I am 🥦🥕🌽vegetarian......
योग करो आत्मा ज्ञान को जानिए 👍 सेही मानसिकता ज्ञान उदय करे जीएं रियली human brings b👍👍👍👍👍
Wine, Whiskey, Rum industry also generate employment like poultry firm. So according to Sutar Sir, alcohol industry must be encouraged. Nature has created human being to cook his own food from the earth, so God has provided 2 leg and 2 hand where as animals do not have hand to cook food & eat their food by hand, they directly eat by mouths. Animals do not brush their teeth, nor wash their body every day. Interestingly " Ajagar Snake" takes his food twice in a year. He takes food in every six months, camel has provided a bag to store water for 15 days. So human being must not eat non-veg. It may be taken as supplementary food on deficiency.
Jai Mata laxmi
JAY JAY JAGANNATH 🙏 🙌
Jou dina khaile v papa..
Proud to be vegetarian ❤️
ଖାଦ୍ୟର ପ୍ରଭାବ ଶରୀର ଉପରେ ପଡେ
ପୂରାଣ କହେ ଭିନ୍ନ ମତେ
ଲୋକ ଙ୍କୁ ଭଣ୍ଡିବା ନିମନ୍ତେ
ଖାଆ ତୂମେ ସବୁକିଛି
ଯାସ୍ବାସ୍ଥ୍ୟ ପ୍ରଦ ହେଉଛି ।
ଜୀବକୁ ଜୀବ ନଖାଇଲେ
ସୃଷ୍ଟି ଅସୃଷ୍ଠି ହୂଏ ଭଲେ ।
ଆପଣ ବୋଧେ ଏଇ line ସବୁ ଭଲ ସେ ବୁଝି ନାହାନ୍ତି,
ଖାଅ ତୁମେ ସବୁ କିଛି ଯାହା ସ୍ୱାସ୍ତ୍ୟପ୍ରଦ ଅଟେ , ସ୍ୱାସ୍ତ୍ୟପ୍ରଦ ଖାଦ୍ୟ ହି ନିରାମିଷ ଅଟେ, ଯାହା ସ୍ୱାସ୍ତ୍ୟ ପାଇଁ ବିଧି ଯୁକ୍ତ ଅଟେ,
ଯିବ କୁ ଯିବ ନ ଖାଇଲେ ଶ୍ରୁଷ୍ଟି ଅଶ୍ରୁଷ୍ଟି ହୁଏ ଭଲେ,
ଏହାର ମାନେ , ଯେଉଁ ମାନେ ଯିବ ରହିଲେ ସେମାନଙ୍କର ଖାଦ୍ୟ ହେଲା ଆମିଷ, ଯେଉଁମାନେ ଅନ୍ୟ ଯିବ ଉପରେ ନିର୍ଭର କରି ଥାନ୍ତି, ସେମାନଙ୍କ ଉଦେଶ୍ୟ ରେ କୁହାଯାଇଛି,,
ପୁରାଣ ବାଣୀ କୁ ବୁଝିବା ଦରକାର ନା
Sudhansu sir apan right kahile
Nandi Ghosh chenal mi chha prachar Karu chhi
Thank you so much sir 🙏
ବିଜ୍ଞାନ ବିଜ୍ଞାନ ଯଉଁ କହୁଛନ୍ତି, ତାହାତ ଶାସ୍ତ୍ର ରୁ ଆସିଛି
ତ ମା ଵିଆ ରୁ ଆସିଛି
veg nonveg ଚେହେରାରୁ ଜଣାପଡୁଛି ।
Raam krusnara bhumire rhiki pabitra bhmire rahiki rakhyas bhojan karucha dhikar tama jiban jaigurudev
Thank you sir .🙏🙏🙏..
ନିରାମିଷ ନିରାମ।।ସ
I appreciate with patanjali samiti , chief of odisha. Thank you
ଆମିଷ ଯୋଉ ଦିନ ବି ଖାଇଲେ ପାପ, ଆଉ ତୁମେ ଅଧିକା ଟା କଣ କହୁଛ
ଆପଣଙ୍କ speech ଭଲ ଲାଗେ
Wednesday, Friday, Sunday khaele papa
Jay jagannatha sabumanile val huanta
Sir ମ ମତରେ ଜଣେ ଜ୍ୟୋତିର୍ବିତ୍ ଙ୍କୁ ଏହି ମଞ୍ଚକୁ ଅଣାଯାଇଥିଲେ ଭଲ ହେଇଥାନ୍ତା.
Jay Jagannath swami
ଦେବେନ୍ଦ୍ର ସୁତାର ଜଣେ ନାସ୍ତିକ
ମିଛ ଭାରତୀୟ ଲୋକମାନେ ଏତେ ମାତ୍ରାରେ ଆମିଷ ଭୋଜନ କରନ୍ତିନି
6
70% ଭାରତୀୟ ଲୋକ ଆମିଷ ଖାଆନ୍ତି 🤗
Right
ସୁଧାଂଶୁ ବାବୁଙ୍କ କଥାରେ ମୁଁ ଏକ ମତ
ଆମିଷ ନ ଖାଇଲେ ରହି ହେବ ନି
Ok
You are all right
କେଉ ଦିନ ମଦ ପିଇଲେ ଓ କେଉଁ ଦିନ ଦୁର୍ନୀତି ଓ ଜଗଳା କଲେ ପାପ?
Sani rabi
Daily .
Aamar maa nka pakhare aamisha bhoga laguchu makar sankranti re
ଆମିଷ ଯେବେ ଖାଇଲେ ପାପ
ଆମିଷ ଖାଇବା ପାଇଁ ପ୍ରଥମେ ଜଣକୁ ଜୀବନ ଦେବାକୁପଡେ ଆଉ ଜଣକୁ ମାରି ଆଉ ଜଣେ ଭୋଜି party ମନାଉଛି ଆର୍ଥାତ ସବୁ ଦିନ ପାପ
Good advice
ପୋଷା କୁକୁର ମାଂସ ଖାଉ ନାହାଁନ୍ତି
ମଣିଷ ଖାଉଛନ୍ତି ଛି ଛି
Ooo