Ajira Bitarka Live | ବଦଳିବ ମୋ ପୋଲିସ ! | 15 Jun 2024 | Argus News

แชร์
ฝัง
  • เผยแพร่เมื่อ 14 มิ.ย. 2024
  • Ajira Bitarka Live | ବଦଳିବ ମୋ ପୋଲିସ ! | 15 Jun 2024 | Argus News
    #argusnews #ajirabitarka #specialdebate #police #odishanews
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to education & employment, health & wellness, politics, sports, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/ (Odia)
    Visit Our Official Website: argusenglish.in/ (English)
    iOS App: bit.ly/ArgusNewsiOSApp
    Android App: bit.ly/ArgusNewsAndroidApp
    Live TV: argusnews.in/live-tv/
    Facebook: / argusnews.in
    TH-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks HYD - 12
    Hathway - 732
    GTPL KCBPL - 713
    SITI Networks Kolkata - 460
    & other Leading Cable Networks
    You Can WhatsApp Us Your News On- 8480612900

ความคิดเห็น • 299

  • @sanatanagochhayat2774
    @sanatanagochhayat2774 19 วันที่ผ่านมา +94

    ଲାଚୁଆ ପୋଲିସ ପ୍ରତି ପୁରା ଦୂଷ୍ଟି ରଖନ୍ତୁ

    • @Bhagyabanhappy
      @Bhagyabanhappy 19 วันที่ผ่านมา

      Se magia mananku dismiss Kari ki fasi dei deba katha

  • @AdvJKDas
    @AdvJKDas 19 วันที่ผ่านมา +56

    ବିଲକୁଲ ଠିକ କଥା ପୋଲିସ ମାନେ ନିଜ ମନ ଇଚ୍ଛା କାମ କରୁଛନ୍ତି

  • @user-en1uk5xs1n
    @user-en1uk5xs1n 19 วันที่ผ่านมา +44

    ଆମ ସରକାର ଯାହା ନିଷ୍ପତି ନେଇଛନ୍ତି ଅତି ଉତ୍ତମ 👍🌹🙏🙏🙏

  • @skumar7960
    @skumar7960 19 วันที่ผ่านมา +40

    କିନ୍ତୁ ପୋଲିସ ପୂର୍ବରୁ ବିକ୍ରି ହୋଇ ସାରିଛି

    • @krushnadas1509
      @krushnadas1509 19 วันที่ผ่านมา +3

      BJP. Nuaa Police nuaa pila nku chakiri diantu. S m j

    • @Bhagyabanhappy
      @Bhagyabanhappy 19 วันที่ผ่านมา

      Right bhai

  • @user-cb9vf1cx4i
    @user-cb9vf1cx4i 19 วันที่ผ่านมา +29

    ଆଗ ବିଛୁଆତି ବଣ ସଫାକରି ତୁଳସୀ ଲଗାଇବା ଉଚିତ ହେବ.

    • @kumartiki6550
      @kumartiki6550 18 วันที่ผ่านมา

      Yes bother❤❤❤

  • @user-en1uk5xs1n
    @user-en1uk5xs1n 19 วันที่ผ่านมา +22

    ମୁଁ ସରକାରଙ୍କୁ ଅନୁରୋଧ କରୁଛି ସାଧାରଣ ଜନତାଙ୍କ ପାଇଁ ଫୋନ ନମ୍ବର ରଖନ୍ତୁ ଯାହାକି ପୋଲିସର ଦୁର୍ବ୍ୟବହାର ହେଲେ ସେ ନମ୍ବରରେ ଯୋଗା ଯୋଗ କରିପାରିବେ 🙏🙏🙏

    • @KhuSus536
      @KhuSus536 19 วันที่ผ่านมา

      Absolutely right

    • @prasantpatel3384
      @prasantpatel3384 19 วันที่ผ่านมา

      Right tlk

  • @deepakmohasuar1963
    @deepakmohasuar1963 19 วันที่ผ่านมา +20

    ଜଦି ବିଜେପି ସରକାର ଙ୍କ ଜନ ସାଧାରଣ ପାଇଁ ଟୋଲ ଫ୍ରୀ ସବୁ ସରକାର ବିଭାଗ କାଯ୍ୟ କାରି କରନ୍ତ ଭଲ ହୁଅନ୍ତା

  • @AdvJKDas
    @AdvJKDas 19 วันที่ผ่านมา +37

    ଏମିତିକି ଲୋକଙ୍କୁ ଭୟଭୀତ କରାଯାଉଛି ଆଉ ଯଦି ଲୋକ ଓକିଲଙ୍କୁ ସାଙ୍ଗରେ ନେଇକି ଯାଉଛନ୍ତି ଥାନା ଅଧିକାରୀ ଲୋକଙ୍କ ସାମ୍ନାରେ ଓକିଲଙ୍କୁ କହୁଛନ୍ତି ତାଙ୍କର କଲର ଟେକିକି I AM THE OWNER of the seat ଏହା କେତେ ଦୁର ଠିକ ଆପଣମାନେ କୁହନ୍ତୁ ଏହି ବାବଦରେ sp ଙ୍କୁ ଆପ୍ଲିକେସନ ଦିଆଗଲା ପରେ ବି କୌଣସି ଉତ୍ତର ନାହିଁ

    • @SwarnalataBehera-nq6zt
      @SwarnalataBehera-nq6zt 19 วันที่ผ่านมา +2

      ସତରେ ନିୟ ପାଇବେ ଏ ଗରିବ ଖଟିଖିଆ ଲୋକ 😭😭🙏🙏

  • @jdsoren9299
    @jdsoren9299 19 วันที่ผ่านมา +14

    Atti uttam ପଦକ୍ଷେପ ଧନ୍ୟବାଦ୍

  • @SuraisorenSuraisoren-rn7xm
    @SuraisorenSuraisoren-rn7xm 19 วันที่ผ่านมา +12

    ଏହିପରି ପୋଲିସକୁ ବହିଷ୍କାର କରାଯାଉ 👌👌

  • @janardanpanda5378
    @janardanpanda5378 19 วันที่ผ่านมา +18

    ପୋଲିସ ର ଭୂମିକା ବତ୍ତର୍ମାନ ଠିକ୍ ନୁହେଁ ପ୍ରଥମେ ପୋଲିସ ନିଜକୁ ନିଜେ ଠିକ୍ ରହିଲେ ଲୋକମାନେ ଠିକ୍ ରହିବେ

  • @prakashmajhi7201
    @prakashmajhi7201 19 วันที่ผ่านมา +18

    ସାର ପୋଲିସ୍ ବାଲାଙ୍କ ଠାରୁ ଜନସାଧାରଣ ଙ୍କର ଭରସା ତୁଟି ଯାଉଚି ୟା ଉପରେ କିଛି ପଦକ୍ଷେପ ନିଅନ୍ତୁ

    • @minatibehera8783
      @minatibehera8783 10 วันที่ผ่านมา +1

      ❤❤❤❤❤❤❤❤❤❤❤

  • @digambarbehera9039
    @digambarbehera9039 19 วันที่ผ่านมา +6

    ଜୟ ଜଗନ୍ନାଥ ପୋଲିସ ଚାହିଁଲେ ସୁନ୍ଦର ଓଡ଼ିଶା ହେବ, କିନ୍ତୁ କିଛି ଟାଉଟର ପୋଲିସ ଯୋଗୁ ଓଡ଼ିଶା ଅନ୍ଧାର ଆଡ଼କୁ ଚାଲିଯାଇଛି ଆମର ସରକାର ବିଜେପି ଆସିଛି ପରିବର୍ତ୍ତନ ହେବ ଜୟ ଜଗନ୍ନାଥ

  • @madhusudanparida6857
    @madhusudanparida6857 19 วันที่ผ่านมา +12

    ବିକଶିତ ଓଡିଶା ରାଜ୍ୟ ଗଠନ ପାଇଁ,ପ୍ରଥମେ କେଳେଙ୍କାରୀ ଙ୍କୁ ରାଜରାସ୍ତାକୁ ଅଣାଯାଉ ଯାହା ଫଳରେ ଭବିଷ୍ୟତରେ ଭୁଲ କରିବା ପୂର୍ବରୁ ଶହେ ଥର ଚିନ୍ତା କରିବ।ଜୟ ଶ୍ରୀ ରାମ 🎉🎉🎉

  • @subhashota2480
    @subhashota2480 19 วันที่ผ่านมา +13

    ଗତ 20 ବର୍ଷରେ ଏବେ ଥିବା ଓ ରିଟାୟର କରିଥିବା ପ୍ରତ୍ୟେକ ପୋଲିସ୍ ର
    ଆୟ ବହିର୍ଭୁତ ରୋଜଗାର ହିସାବ ନିଆଯାଉ ।

  • @sopanabadek5696
    @sopanabadek5696 19 วันที่ผ่านมา +10

    ବିଜେଡି ସରକାର ଯେତେ ଦିନ ଓଡ଼ିଶାକୁ ଶାସନ କରୁଥିଲା,ସବୁ ବିଭାଗରେ ଏକଛତ୍ରବାଦ ଶାସନ ଚାଲିଥିଲା , ଏଥିରେ ତିଳେ ମାତ୍ର କେହି ସନ୍ଦେହ କରିବା କଥା ନୁହେଁ । ଆଉ ଯିଏ ସନ୍ଦେହ କରିବା ନାଟକ କଲା,ସେ ହେଉଛି ସମ୍ପୁର୍ଣ୍ଣ ବେଇମାନ୍ ଲୋକ । ତାକୁ ତାର ବିରୁଦ୍ଧରେ ତୁରନ୍ତ ସରକାର କାର୍ଯ୍ୟାନୁଷ୍ଠାନ ନେବା କଥା। ହେଲେ ଯାଇ ଜନସାଧାରଣ ସୁଶାସନ ପାଇପାରିବେ ଓ ସମସ୍ତ ବର୍ଗର ଲୋକେ ଉନ୍ନତି କରିପାରିବେ।

  • @niranjankhandual3180
    @niranjankhandual3180 19 วันที่ผ่านมา +6

    I'm salute to cm mohan majhi sir

  • @dhoombarttadm5387
    @dhoombarttadm5387 19 วันที่ผ่านมา +10

    IIC ପୋଲିସ କୁ ଗିରଫ କରାଯାଉ ।

  • @Khamania02
    @Khamania02 18 วันที่ผ่านมา +2

    ନିହାତି ଆବଶ୍ୟକ ପଦକ୍ଷେପ ନେବାକୁ ସରକାରଙ୍କୁ ଅନୁରୋଧ 😌🙌🙌

  • @Rabindrakumarl
    @Rabindrakumarl 19 วันที่ผ่านมา +2

    Ok thank you sir 🎉🎉🎉🎉🎉🎉

  • @rajadi9407
    @rajadi9407 19 วันที่ผ่านมา +4

    So nyc sir.we proud for our CM Mr M C Majhi. Jay BJ P

  • @sukantkumardas9023
    @sukantkumardas9023 19 วันที่ผ่านมา +4

    Asa karibi mohon sarkar nirapakhya rahibe

  • @rabinarayanmishra2036
    @rabinarayanmishra2036 19 วันที่ผ่านมา +6

    We welcome the change

  • @rajlaxmimohapatra4233
    @rajlaxmimohapatra4233 19 วันที่ผ่านมา +4

    Thankyou cm. 🙏🙏🙏🙏🙏🙏 Right now ❤❤❤❤❤❤

  • @gangadharsatapathy316
    @gangadharsatapathy316 19 วันที่ผ่านมา +2

    ଧନ୍ୟବାଦ୍ ମ୍ୟାମ୍ ଆପଣଙ୍କ ପ୍ରଶ୍ନ ର ଢଙ୍ଗ କୁ

  • @prafullamohanty5557
    @prafullamohanty5557 19 วันที่ผ่านมา +4

    କୁଟେ ଆଶିଷ ଏବଂ ବୋଥ୍ରା ଙ୍କୁ ଆଗ ବଧ୍ୟାତା ମୂଳକ ଅବସର ଦିଆଯାଉ ତେବେ ଯାଇ ଡର ଆସିବ।

  • @pramodpradhan8792
    @pramodpradhan8792 19 วันที่ผ่านมา +4

    Our cm a polite true honest simple hardworking person god bless you honorable cm

  • @BHANJRUSIKA
    @BHANJRUSIKA 18 วันที่ผ่านมา +1

    ଜୟ ଜଗନ୍ନାଥ...🙏 ଜୟ ମୋଦୀ ଜୀ...ଜୟ ମୋହନ ଜୀ...❤❤❤

  • @binayakrai9009
    @binayakrai9009 19 วันที่ผ่านมา +8

    କୁଟେ ର କୁକର୍ମ ତାକୁ ନର୍କ ଭୋଗିବ ଚାକିରି ପରେ ଲୋକେ ତା ମୁହଁ କୁ ଛେପ ପକାଇବେ ଛି ଧକ ତା ଜୀବନ

  • @ghasinathmahanta6376
    @ghasinathmahanta6376 19 วันที่ผ่านมา +2

    Good Proposal

  • @deepakmohasuar1963
    @deepakmohasuar1963 19 วันที่ผ่านมา +4

    ପୋଲିସ କାମ ଭଲ ନୁହେଁ

  • @ghasirambehera4703
    @ghasirambehera4703 19 วันที่ผ่านมา +3

    ହଁ ଆଜ୍ଞା, ମୋ ପ୍ରତି ଅର୍ଥାତ ମୋ ପରିବାର ପ୍ରତି ଅନ୍ୟାୟ ହୋଇଛି. ମିଛ case ରେ ଫସାଇ ଦେଲେ. ମୋ ସ୍ତ୍ରୀ ଙ୍କୁ ମାରିଦେଲେ. Hon'ble high court ନିର୍ଦୋଷ ସାଭ୍ୟସ୍ତ କଲେ, କିନ୍ତୁ clearance ଦେଉନାହାନ୍ତି. ମୁଁ 7/8 ମାସ ହୁଅନ୍ତାଣି ମୋ କାର୍ଯ୍ୟରେ ଯୋଗ ଦେବା କଥା. କିନ୍ତୁ ଦୁଃଖର କଥା ଯେ Hon'ble High Court ଙ୍କ order ଙ୍କୁ ମଧ୍ୟ ଖାତିର ନାହିଁ. ଆଜ୍ଞା ଦୁଇ ପୁଅ ବି ବେକାର. ପ୍ରଭୁ କେହିତ ରକ୍ଷା କରନ୍ତୁ.

  • @SstarRajesh
    @SstarRajesh 19 วันที่ผ่านมา +2

    Good job cm sir❤❤❤🎉🎉🎉🎉

  • @dillipkumarpanda2875
    @dillipkumarpanda2875 19 วันที่ผ่านมา +6

    P-polite ness
    O-obidient
    L-lawaly
    I-inteligence
    C-charector
    E-efficiency
    ଜେଉଥି ପାଇଁ ପୋଲିସ କୁ ପବିତ୍ର ଗଙ୍ଗାର ଧାର ବୋଲି କୁହାଯାଏ ଏଥି ପ୍ରତି ପୋଲିସ ସଜାଗ ରହିବା ଦରକାର

  • @prabhasray675
    @prabhasray675 19 วันที่ผ่านมา +2

    Jay Shriram

  • @jeetendramalik2620
    @jeetendramalik2620 19 วันที่ผ่านมา +2

    Great decision by our cm sir

  • @mamatamohanty9774
    @mamatamohanty9774 19 วันที่ผ่านมา +2

    Bahut sunder decission.

  • @aranyadiscodance
    @aranyadiscodance 19 วันที่ผ่านมา +2

    ଓଡିଶା ପୋଲିସ laz

  • @Skkamaralli-kl8bm
    @Skkamaralli-kl8bm 19 วันที่ผ่านมา +3

    Nice

  • @ganeshpanigrahi8296
    @ganeshpanigrahi8296 19 วันที่ผ่านมา +6

    ଖଜୁରି ଗଛ ର କି ଗୁଣ ଗାଇବି ସେତ ମୁଳରୁ ପାହାଚ ପାହକଚ

  • @ashokdash1599
    @ashokdash1599 19 วันที่ผ่านมา +3

    ପୋଲିସ ଙ୍କୁ ଇନ କାଉଣ୍ଟର କରିବା କର. କାରଣ ଏମାନେ ବିଜେଡି ପୋଲିସ

  • @JyotiranjanRoutrya
    @JyotiranjanRoutrya 19 วันที่ผ่านมา +2

    ହଉ ଦେଖି ବା🎉🎉🎉🎉

  • @AdvJKDas
    @AdvJKDas 19 วันที่ผ่านมา +6

    ଏହା ଯାଜପୁର ଟାଉନ ଥାନାର ଘଟଣା

  • @user-qf2ek5dt2k
    @user-qf2ek5dt2k 18 วันที่ผ่านมา +1

    Thank you odisha cm all right

  • @RajaDas-pp1ez
    @RajaDas-pp1ez 19 วันที่ผ่านมา +1

    Right Sir 🙏 🙏🙏🙏

  • @thanadisari9173
    @thanadisari9173 19 วันที่ผ่านมา +1

    Jay mohn jay modi jay ଓଡିଶା ଜୟ ଭାରତ

  • @user-ye6mn5fi1g
    @user-ye6mn5fi1g 19 วันที่ผ่านมา +1

    Right decession

  • @suvendukumarsuvendukumar6445
    @suvendukumarsuvendukumar6445 19 วันที่ผ่านมา +3

    Mr Mohan ji Jay jaganath Jay hind purba samaya re jadi odisha ra loke jadi a fir debaku padu thila Sethi lagi prathame neta Babu mananku dharibaku padu thila

  • @rajeshbehera4881
    @rajeshbehera4881 19 วันที่ผ่านมา +2

    ମୋତେ କଇଁ ଲାଗୁନି police 🚔 ଠିକ୍ ହେବ ବୋଲି.?
    ନେତା ଥରେ ଫୋନ କରିବା ପରେ police ପଟ ପରିବର୍ତ୍ତନ କରି anaya କରୁଛନ୍ତି.

  • @chandrabhanusingh8660
    @chandrabhanusingh8660 19 วันที่ผ่านมา +2

    ମୁଖ୍ୟ ମନ୍ତ୍ରୀ ବାର୍ତ୍ତ ମାନ ପାଇଁ ଠୀକ୍ ନିଷ୍ପତି ନେଇଛନ୍ତି ପୁର୍ବରୁ ନ୍ୟାୟ ପାଇଁ ନ ଥିବା ଲୋକ କରିବେ କ'ଣ ସେତ ବଦଲା ନବାଟା ସାରା

  • @JBijayaKumarbeheraJBijayaKumar
    @JBijayaKumarbeheraJBijayaKumar 19 วันที่ผ่านมา +1

    ବହୁତ ଭଲ ପଦେକ୍ଷେପ ନେହିଛନ୍ତି ବହୁତ ଗରିବ ଲକଙ୍କୁ ନିଆୟ ମିଳୁ ନଥିଲା ଜୟ ଜଗରନାଥ🙏🙏🙏

  • @ramakrushna8927
    @ramakrushna8927 19 วันที่ผ่านมา +1

    CM SIR APANAKU BAHUTA DHANYABADA APANA ETE MAHAN NAMASKAR

  • @ChinuNayak-wj1lg
    @ChinuNayak-wj1lg 8 วันที่ผ่านมา +1

    ଏମାନଙ୍କୁ ଠିଆ ଗୋଇଠା ଦରକାର । ପାୱାର ର ଗଲାତ୍ ଏସ୍ତମଲ୍ କରିଚନ୍ତି । ଏମାନଙ୍କୁ ଦଣ୍ଡ ମିଳିବା ନିହାତି ଦରକାର ।

  • @SleepyAtv-pu7ng
    @SleepyAtv-pu7ng 19 วันที่ผ่านมา +2

    Good action

  • @PradeepMallik-gs4or
    @PradeepMallik-gs4or 19 วันที่ผ่านมา +1

    Thankyou CM sir

  • @SankaraTez
    @SankaraTez 19 วันที่ผ่านมา +1

  • @jayantasenapati457
    @jayantasenapati457 10 วันที่ผ่านมา +1

    Congratulations 🎉 sir

  • @user-cf8om9mo5z
    @user-cf8om9mo5z 19 วันที่ผ่านมา +2

    24 ବର୍ଷ କାଳ ଏ ଚୋର ପୋଲିସ ବିଜେଡି ପାଇଁ କାମ କରୁଥିଲା, ଭାବିଥିଲେ ଏବେବି ବିଜେଡି ଆସିବ, ସବୁ ଓଲଟି ଗଲା, ଏ ସବୁ ପୋଲିସ କୁ dustbin ରେ ପକାନ୍ତୁ ମୋହନ sir, new ପୋଲିସ କୁ ଦାଇତ୍ୱ ଦିୟନ୍ତୁ, ଏ ଶଳା ଙ୍କର କିଛିବି ଚେଞ୍ଜ ହେବନି,

  • @nirupamasingh3011
    @nirupamasingh3011 19 วันที่ผ่านมา +2

    Police should try to give people justice but they can't make them happy.

  • @Tapas-ip9on
    @Tapas-ip9on 19 วันที่ผ่านมา +1

    Argus ଏମିତି ଶୁଭବେଳା ଶତରେ ରୁହ

  • @prafullamohanty5557
    @prafullamohanty5557 19 วันที่ผ่านมา +2

    ଦୁର୍ନୀତି ଖୋର ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନଙ୍କୁ ଚାକିରି ରେ ବଧ୍ୟାଟା ମୂଳକ ଅବସର ଦିଆଯାଉ ନଚେତ୍ ଏମାନେ ବିଭ୍ରାଟ କରିବେ ତେବେ ଯାଇ ଡର ରହିବ ଏବଂ କାର୍ଯ୍ୟ ଠିକ୍ ଭାବରେ ଚାଲିବ। ପୋଲିସ BJD ର ଦଳୀୟ କର୍ମୀ ହେଇ ଯାଇ ଥିଲେ।

  • @suryanarayansahu5375
    @suryanarayansahu5375 17 วันที่ผ่านมา

    ତଳଠାରୁ କରାଯାଇପାରେ।

  • @bijayaharichandan1592
    @bijayaharichandan1592 19 วันที่ผ่านมา +1

    ଶିବ ବାବୁ ସବୁକଥା ସ୍ପଷ୍ଟ ଭାବେ କୁହନ୍ତୁ

  • @pabitrabarala104
    @pabitrabarala104 19 วันที่ผ่านมา +2

    ଓଡିଶା ପୋଲିସ କେବେ ସୁଧୁରିବେ ନାହିଁ 😮

  • @nirupamabhadra2229
    @nirupamabhadra2229 16 วันที่ผ่านมา

    Very Imp hot discussion of police bebhior Thanks

  • @BijayaMajhi-ui7lp
    @BijayaMajhi-ui7lp 19 วันที่ผ่านมา +1

    Wel com mahan majhi

  • @hareshkumarpatel7452
    @hareshkumarpatel7452 19 วันที่ผ่านมา +1

    କାଲି ମୋ ପୋଲିସ ନୁହଁ। ସବୁ ସରକାରୀ ଅଫିସ ର ବାବୁ,ଅଫିସର, ପିଅନ ଦ୍ବାରା ଲୋକେ ହଇରାଣ। ଆଉ ଏମଏଲ,ଏମପି,ମାନେ ବି ଲକ୍ଷରଖୀ ବାକଥା

  • @PanchaPadhan-eh1us
    @PanchaPadhan-eh1us 19 วันที่ผ่านมา +1

    ‌👍👍👍

  • @rameshbariha9369
    @rameshbariha9369 7 วันที่ผ่านมา

    ଶେମିତିହିରହୀବନ

  • @dalumahakud2723
    @dalumahakud2723 18 วันที่ผ่านมา

    ନିହାତି ବଦଳିବା ଦରକାର

  • @sanjayadas5270
    @sanjayadas5270 19 วันที่ผ่านมา

    Bahut sunder katha kahichhanti cm sir jay hind sir 🙏🙏🙏🙏🙏

  • @thetechhunter2587
    @thetechhunter2587 19 วันที่ผ่านมา +2

    Setebele media bodhe soi podithila

  • @jnanadiptasamantaray1562
    @jnanadiptasamantaray1562 10 วันที่ผ่านมา

    ଲୋକଙ୍କ ସହିତ ବ୍ୟବହାର
    ଆଉ ଲୋକମାନେ କିପରି ଭଲ ବ୍ୟବହାର କରିବେ ? ସେଥିପାଇଁ କ'ଣ ପ୍ରସ୍ତାବ ? ଖାଲି ଗୋଟାଏ ଚ୍ୟାନେଲ ରେ ବସି, ଏପରି କିଛି ଲୋକ ଙ୍କୁ ଡକେଇ ( ଯେଉଁମାନେ ଶିକ୍ଷିତ କିନ୍ତୁ ଦିକ୍ଷୀତ ନୁହଁନ୍ତି) ବିନା ଆଦର୍ଶ ରେ ଆଦର୍ଶବାନ ହେବା କ'ଣ ସମ୍ଭବ ? ବକ୍-ବକ୍ କଲେ କ'ଣ ହେବ ? କେତେ ଦିନ ?

  • @debanaik966
    @debanaik966 19 วันที่ผ่านมา +1

    ପୋଲିସ ଅପରାଧୀ ଅତି ହାରାମି

  • @kanhukabhijoann8714
    @kanhukabhijoann8714 19 วันที่ผ่านมา +1

    Jai Jagannath 🪷🪷🪷🙏🙏,I request to honourable chief minister of odisha,I want to say Sir, you are take action against police department, because, they have not know how to behaviour general public, thanks 🙏🙏

  • @fagulakra520
    @fagulakra520 13 วันที่ผ่านมา

    Jay johar jay jagannath jay CM mohan majhi sir jay samvidhan🎉

  • @bhagyabhusanmahapatra2457
    @bhagyabhusanmahapatra2457 19 วันที่ผ่านมา +1

    Total alia sapha karajau.
    Ta pare new tree plantation karajau

  • @sudeepsudeep3461
    @sudeepsudeep3461 19 วันที่ผ่านมา +1

    Argus news plz try karantu cm office tollfree no public ku daijau garib loka upakruta hebe.

  • @bharatjena2946
    @bharatjena2946 12 วันที่ผ่านมา

    Right

  • @sureshchandra1408
    @sureshchandra1408 19 วันที่ผ่านมา +3

    BjD police

  • @ajayajena136
    @ajayajena136 19 วันที่ผ่านมา +1

    😮😮

  • @sudhalsahoo6422
    @sudhalsahoo6422 14 วันที่ผ่านมา

    Good cmokartthankyou

  • @ashokbaliarsingh9653
    @ashokbaliarsingh9653 18 วันที่ผ่านมา +1

    Sabu tamil officer nka upare immediately action niantu.

  • @JogeshwarMahanta-ut3fe
    @JogeshwarMahanta-ut3fe 18 วันที่ผ่านมา

    Very good action🎉❤

  • @tansenbehera7415
    @tansenbehera7415 19 วันที่ผ่านมา +2

    Police ra rotation duty
    Au weekly off hele police nka tharu sathik respect paiba.
    Au jane manisa with out holiday 24*7 work kale rigid heba compulsory.

  • @rabinarayanmishra2036
    @rabinarayanmishra2036 19 วันที่ผ่านมา +1

    The New CM will invoke change to the system.

  • @kedarbiswal4575
    @kedarbiswal4575 19 วันที่ผ่านมา +1

    ମୂଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ପରି ଆଇନର କାର୍ଯ୍ୟକାରିତା ଉପରେ ପ୍ରାଧାନ୍ୟ ଦେଲେ ସଵୁ ସମସ୍ୟାର ସମାଧାନ ମନକୁ ମନ ହୋଇଯିବ।

  • @RaisingMajhi-nk1bz
    @RaisingMajhi-nk1bz 18 วันที่ผ่านมา

    Really sir

  • @bharatpatra2631
    @bharatpatra2631 19 วันที่ผ่านมา

    ❤❤❤

  • @user-se2do4tr8v
    @user-se2do4tr8v 18 วันที่ผ่านมา

    ❤❤❤❤❤

  • @mukeshkumarsahoo4762
    @mukeshkumarsahoo4762 18 วันที่ผ่านมา

    👍👍👍Thank you cm sir

  • @krushnadas1509
    @krushnadas1509 19 วันที่ผ่านมา +1

    C M Mohan babu Mendhasal Alekha baba nku tikie suraksha diantu Police Baba nku kipari Asnman byabahar karu chhanti s m j

  • @funnyfun4753
    @funnyfun4753 17 วันที่ผ่านมา

    Thankyou cm ❤❤❤❤❤

  • @srtsahoo2862
    @srtsahoo2862 18 วันที่ผ่านมา

    Correct JOB

  • @saradacharanamohapatra9806
    @saradacharanamohapatra9806 19 วันที่ผ่านมา +1

    Pari case ku reopen Kari ips arun bothra ku suspend karajau

  • @kirtansahu8840
    @kirtansahu8840 19 วันที่ผ่านมา +1

    Rakhyak bhakyak hai jaichhi

  • @padmini_barik
    @padmini_barik 18 วันที่ผ่านมา

    Iam salute to CM sir👍👍👍

  • @nirupamabhadra2229
    @nirupamabhadra2229 16 วันที่ผ่านมา

    Very good Debu

  • @JagannathaBadatya-mh5fk
    @JagannathaBadatya-mh5fk 15 วันที่ผ่านมา

    ପ୍ରଥମେ ଓଡିଶାରୁ ମଦ ବନ୍ଦ ହେଉ ଦ୍ୱତୀୟ ଯେତେକ ବେ ଆଇନ ଲାଞ୍ଚୁଆ ପୋଲିସ କୁ ଠିକ ରାସ୍ତାକୁ ଆଣତୁ ତାହାହେଲେ ବିଜେପି ର ବିଜୟୀ ନିହାତି ହବ 🙏🏻ଜୟ ଜଗନ୍ନାଥ 🙏🏻ଜୟ ଶ୍ରୀ ରାମ 🙏🏻

  • @srikanthpradhan642
    @srikanthpradhan642 19 วันที่ผ่านมา +1

    Yogi tharu sikhiba abasyaka.( Uttar Pradesh)