ବାଲିଯାତ୍ରା ବଦନାମ ଏଥର❗

แชร์
ฝัง
  • เผยแพร่เมื่อ 14 พ.ย. 2024

ความคิดเห็น • 2

  • @prasantapattanaik862
    @prasantapattanaik862 21 ชั่วโมงที่ผ่านมา +2

    ବାଲିଯାତ୍ରା ପ୍ରସ୍ତୁତି ଚାଲିଛି। କେମିତି ହେବ କେଜାଣି। ମଉସାଙ୍କର ରିକ୍ସା ଚାଳନା ଏ ବୟସରେ ଦେଖି ଦୁଃଖ ଲାଗିଲା। ଆଳୁ ଦମ୍ ଦହିବରା ତ ଏଠାକାର ସାଧାରଣ ଆକର୍ଷଣ। ବାଲିଯାତ୍ରା ତାର ଐତିହ୍ୟ, ପରମ୍ପରା,ମଜା ଓ ମୂଳ ଜିନିଷ ହରେଇଛି। ବ୍ୟବସାୟୀଙ୍କୁ ସୁହାଉଛି।ଚୋର, ଡକାୟତ,ପକେଟମାର,‌ଓ ସ୍ଵାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ। ପଇସା ବାଲାର ବାଲିଯାତ୍ରା, ଅଭାଵୀ ଲୋକର ଏହା କିଛି ନୁହେଁ।ସାଧବ ପୁଅର ବଣିଜ ସୂଦୂର ଇଣ୍ଡୋନେସିଆରେ ହେଉଥିଲା,ଜ୍ଵର ବ୍ୟବସାୟୀ ଲୋକଙ୍କୁ ଶୋଷୁଛି।ସଵୂ ଜିନିଷ ମହା ମହଙ୍ଗା।ସେ ଦିନର ପ୍ରାଚୁର୍ଯ୍ୟ ଓ ସୁଲଭ ପ୍ରାପ୍ତି ଦିନ ଆଉ ନାଇଁ।

  • @sunitaomkarvlogs
    @sunitaomkarvlogs 23 ชั่วโมงที่ผ่านมา +2

    Badanasi aasa