I Have Never Imagined I will Meet You Like This, Says Complainant at CM's Grievance Cell

แชร์
ฝัง
  • เผยแพร่เมื่อ 30 มิ.ย. 2024
  • ଜଣ ଜଣକି ଲୋକ ଆସୁଛନ୍ତି, ନିଜ ଦୁଃଖ କହୁଛନ୍ତି, ଜଣେ ବ୍ୟକ୍ତି ଆବେଗ ଭରା କଣ୍ଠରେ କହିଲେ, ମୁଁ ଭାବି ନ ଥିଲି ଏମିତି ଆସିକି ଭେଟି ପାରିବି ବୋଲି। no on on... never #OTV #BJP #Odisha #MohanMajhi #cmgrievancecell
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    TH-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

ความคิดเห็น • 978

  • @gopinathgouda714
    @gopinathgouda714 2 วันที่ผ่านมา +387

    ଯାହା ହେଉ ମୋର ଭୋଟ ମୂଲ୍ୟ ଉଚିତ୍ ଲୋକଙ୍କୁ ଦେଇଛି
    ଜୟ ଜଗନ୍ନାଥ ❤❤

  • @pabitranayak4405
    @pabitranayak4405 2 วันที่ผ่านมา +105

    ବିଜେଡି ଵାଲା ଶିଖିବା ଦରକାର

  • @djdhanu5763
    @djdhanu5763 2 วันที่ผ่านมา +316

    ଜନତାଙ୍କ ସହ ମୁଖ୍ୟ ମନ୍ତ୍ରୀଙ୍କ ଏମିତି ସମ୍ପର୍କ ସଦା ବଜାୟ ରହୁ l ଜୟ ଜଗନ୍ନାଥ l

  • @jchoudhury274
    @jchoudhury274 2 วันที่ผ่านมา +602

    World no 1 ନବୀନ ବାବୁ ଙ୍କୁ mla ମନ୍ତ୍ରୀ ଭେଟି ପାରୁ ନ ଥିଲେ ଏ ଠି ସାଧାରଣ ଲୋକ ମିଶି ପାରୁଛନ୍ତି ଜୟ ଜଗନ୍ନାଥ

    • @user-mf8ol8rn3d
      @user-mf8ol8rn3d 2 วันที่ผ่านมา +15

      Jay Shree Ram

    • @Unknownman-12
      @Unknownman-12 2 วันที่ผ่านมา +7

      Formality😂

    • @skmstorywriter6400
      @skmstorywriter6400 2 วันที่ผ่านมา +10

      ​@@Unknownman-12ଚେୟାର ଜଗା ମୁଖ୍ୟମନ୍ତ୍ରୀ ଠୁ କିଛି ଭଲ,

    • @prangyarajput7869
      @prangyarajput7869 2 วันที่ผ่านมา +5

      Jai sriram

    • @ajayanayak5373
      @ajayanayak5373 2 วันที่ผ่านมา +5

      ହାଣ୍ଡିଆ କମାଲ

  • @saratkumargajendra1001
    @saratkumargajendra1001 2 วันที่ผ่านมา +182

    ନବୀନ ପଟନାୟକ କିଛି ଶିଖ ଏଥିରୁ. ଆପନମାନେ କୁସୀ ତ?

    • @koilihota6354
      @koilihota6354 2 วันที่ผ่านมา +1

      Wait for time

    • @heralalduduka800
      @heralalduduka800 2 วันที่ผ่านมา

      ​@@koilihota6354ok

    • @heralalduduka800
      @heralalduduka800 วันที่ผ่านมา

      BJP ta sikhita ta dekhiba kete upaduchhi.

    • @satyabratadas3635
      @satyabratadas3635 วันที่ผ่านมา +1

      Wait kara kete thik kete vul bahariba 😂

    • @Devraj-ym3lp
      @Devraj-ym3lp วันที่ผ่านมา

      Ye sabu mase dimase jae emti dekhei hebe ta pare odisha re jaha hau au bujhibeni

  • @jchoudhury274
    @jchoudhury274 2 วันที่ผ่านมา +191

    Pandian 500କୋଟି ଖର୍ଚ୍ଚ କରି ବୁଲୁ ଥିଲା ଭୋଟ bank ପାଇଁ BJD କ୍ରୀତଦାସ ଭଲ କି ଦେଖ ଆମ ଓଡିଆ ମୂଖ୍ୟ ମନ୍ତ୍ରୀ ଜୟ ଜଗନ୍ନାଥ

  • @sabitaprusty8035
    @sabitaprusty8035 2 วันที่ผ่านมา +120

    ବହୁତ ବଢିଆ, ଲୋକ ମାନେ ଆଶ୍ୱସ୍ତି ହେବେ। ଜୟ ଜଗନ୍ନାଥ।

  • @ramaojha1074
    @ramaojha1074 2 วันที่ผ่านมา +343

    ସବୁ ବିଜେଡ଼ି ବିଧାୟକ ମାନେ ଟିକେ ଦେଖିବା ର ଆବଶ୍ୟକ ରହିଛି

    • @user-mf8ol8rn3d
      @user-mf8ol8rn3d 2 วันที่ผ่านมา +1

      Jay Shree Ram

    • @SukantaRout-xw5dx
      @SukantaRout-xw5dx วันที่ผ่านมา

      Bhalasea to deakhea

    • @asishbehera1561
      @asishbehera1561 วันที่ผ่านมา

      Baala tu deakhea .....Otv BJP channel Jaa chatibu

    • @gamingbikiyt6480
      @gamingbikiyt6480 วันที่ผ่านมา

      Tama gandi poduchhi sala chora party ​@@asishbehera1561

    • @user-ph3vn6fn2h
      @user-ph3vn6fn2h วันที่ผ่านมา

      Righte.bahi

  • @patirajcomedy5931
    @patirajcomedy5931 2 วันที่ผ่านมา +74

    BJD ରାଜ ନିତୀ ଶିଖୁ

  • @sudhirbehera344
    @sudhirbehera344 2 วันที่ผ่านมา +69

    ଜୟ ମୋହନ❤ସରକାର❤

  • @naraharisagaria6923
    @naraharisagaria6923 2 วันที่ผ่านมา +140

    ବିଜେଡି ବାଲା ଙ୍କୁ ଗାଲରେ ଚାପୁଡ଼ା ମାରିଲା ଭଳି ହେଲା ସେମାନେ ପାଟି ଖୋଲିବେ କେମିତି

    • @WATCHtMOVIE
      @WATCHtMOVIE วันที่ผ่านมา +3

      ଧନ୍ୟବାଦ ସାର୍

    • @sunaramtudu617
      @sunaramtudu617 วันที่ผ่านมา +2

      Aviyog suniley kiche Kari paribene

    • @anandamohakuda4943
      @anandamohakuda4943 วันที่ผ่านมา

      Bekar katha

  • @minadas292
    @minadas292 2 วันที่ผ่านมา +50

    ସାଧାରଣ ଲୋକଙ୍କ ହୃଦୟ ସମ୍ରାଟ ଙ୍କୁ କୋଟି ପ୍ରଣାମ

  • @Skmohapatra-fs9gy
    @Skmohapatra-fs9gy 2 วันที่ผ่านมา +49

    ସାଧାରଣ ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଭାଇ ସରକାର, ଖାଣ୍ଟି ଓଡ଼ିଆରେ ଲୋକଙ୍କ ସୁଖ ଦୁଃଖ ବୁଝିବା ପାଇଁ ଆଗେଇ ଆସିଛନ୍ତି 🙏🙏

    • @sradhadoremi3604
      @sradhadoremi3604 วันที่ผ่านมา

      😂😂😂Hau kete dinia photo shoot au video dekhibaku miluchi dekhiba

  • @Katak_Dk
    @Katak_Dk 2 วันที่ผ่านมา +79

    ଧନ୍ୟବାଦ୍ ମୁଖ୍ୟମନ୍ତ୍ରୀ ମହୋଦୟ ଏପରି ନିରନ୍ତର ଚାଲୁ ଜୟ ଶ୍ରୀରାମ

  • @SatrughanNayak-qf1rt
    @SatrughanNayak-qf1rt 2 วันที่ผ่านมา +350

    ଦେଖରେ ବିଜେଡ଼ି ର ନେତା ମନ୍ତ୍ରୀ ଚାମ୍ ଚା, ବେଲଚା ସମସ୍ତେ ମୂଖ୍ୟ ମନ୍ତ୍ରୀ କେମିତି ଜନଶୁଣାଣୀ ହେଉଛି,

    • @superdragonchannel429
      @superdragonchannel429 2 วันที่ผ่านมา

      Sabu chore sale luchithibe kuade

    • @pramitrana7556
      @pramitrana7556 2 วันที่ผ่านมา +3

      Bhai ai ta tanka stap adi basi jau mane ki khande luga pau naha nti semi ti lokamanak katha suna ntu dakhu ba

    • @enoshdas975
      @enoshdas975 2 วันที่ผ่านมา +2

      Thik katha

    • @dibakarsethi4802
      @dibakarsethi4802 2 วันที่ผ่านมา +2

      Lutarageng sabu tadipokaibe chara dallo

    • @dibakarsethi4802
      @dibakarsethi4802 2 วันที่ผ่านมา

      Tu modira gandi dhua chakiri mililani tate

  • @JogeswarKarna
    @JogeswarKarna วันที่ผ่านมา +16

    ସମସ୍ତ ସାଧାରଣା ଲୋକଙ୍କ କଥା ସୁଣୁଛନ୍ତି ସାର ଧନ୍ୟାବାଦ 🎉🎉🎉 ମୁଖ୍ୟମନ୍ତି ହେବତ ଏମିତି 💯👍👍👍🙏🙏🙏 ଜା ଜୟ ଜଗନ୍ନାଥ

  • @pabitranayak4405
    @pabitranayak4405 2 วันที่ผ่านมา +30

    ବହୁତ ସୁନ୍ଦର

  • @numerologistsannjoy5996
    @numerologistsannjoy5996 2 วันที่ผ่านมา +35

    ଆଜି ପଯ୍ୟନ୍ତ ବିଗତ 25 ବର୍ଷ ଭିତରେ ଏମିତି କେବେ ଦେଖିବାକୁ ମିଳି ନ ଥିଲା. କାରଣ ବିଗତ 25 ବର୍ଷ ଭିତରେ ମୁଖ୍ୟମନ୍ତ୍ରୀ କେବେ କାହାରି ସାଙ୍ଗରେ ଦେଖା କରି ନାହାନ୍ତି. ଯାହେଉ ପ୍ରଭୁ ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସଦା ସର୍ବଦା ଥାଉ 🙏🙏🙏

    • @musicon5982
      @musicon5982 วันที่ผ่านมา +3

      ୨୫ ନୁହ ସାର୍ ଏମିତି ଦୃଶ୍ୟ ୫୦ ବର୍ଷ ରୁ ବି ହେଇ ନଥିଲା ମୋର୍ ଜାଣିବାରେ ।ଏଟା ପ୍ରଥମ ଯେ ଓଡ଼ିଶାରେ CM ସିଧା ସଳଖ ସାଧାରଣ ଲୋକଙ୍କ କଥା ଶୁଣୁଛନ୍ତି।

  • @binodbeharidas5801
    @binodbeharidas5801 2 วันที่ผ่านมา +28

    Unique and admirable action
    We salute your good attempt....
    Proud of you sir

  • @golamunda4081
    @golamunda4081 2 วันที่ผ่านมา +48

    ଲୋକଙ୍କ ସରକାର 👌👌

  • @chandrabhanunaik9525
    @chandrabhanunaik9525 2 วันที่ผ่านมา +36

    Superb Initiative CM Sir, My eyes not belive same as real story of Nayak Movie❤Thousand Salute You Sir n Team.

  • @lambudharsanta131
    @lambudharsanta131 วันที่ผ่านมา +44

    ମର ଅନୁରୋଧ କି ଆମ ନୂଆ CM sir ଙ୍କୁ ଆମ 30 ଟି ଜିଲାରେ ମଧ୍ୟ ନିଜେ ଯାଇ ଆମ ପରି ଗରୀବ ଲୋକଙ୍କୁ ଦୁଃଖ ଶୁଖ ଭୁଜନ୍ତୁ ଏହା ହିଁ ମୋର ଅନୁରୋଧ

  • @pravatsahoo5971
    @pravatsahoo5971 2 วันที่ผ่านมา +13

    ବହୁତ ଭଲ କଥା

  • @samparkvisual4566
    @samparkvisual4566 2 วันที่ผ่านมา +43

    ଯିଏ ଆମ ସହିତ ଭେଟ ହେଲେ କାନ୍ଧରେ ହାତ ପକେଇ ପଚାରନ୍ତି ଆଉ କେମିତି ଅଛ ? ବାପାଙ୍କ ଦେହ କେମିତି ଅଛି? ପିଲା ମାନେ କେମିତି ଅଛନ୍ତି ? ବେପାର ତୁମର ଠିକ୍ ଚାଲିଛି କି ନାହିଁ?
    ସେ ଲୋକଙ୍କ ଆସ୍ଥାଭାଜନ ହେଇ ପାରିବେ ଏକଥା ଆମକୁ ଜଣା ଥିଲା। ୨୦୦୫ ମସିହାରେ ବିଧାୟକ ପାଣ୍ଠିରେ ଆମ ଗାଁରେ ପ୍ରତି ଘରକୁ ପିଇବା ପାଣି, ଗାଧୁଆ ଘର ସହିତ ଶୌଚାଳୟ ଏବଂ ବିଜୁଳି ବ୍ୟବସ୍ଥା କରେଇଛନ୍ତି। ଗାଁ ରେ ଏଥର କୀର୍ତ୍ତନ ମଣ୍ଡପ କରେଇଛନ୍ତି। ଅନେକ ପିଲାମାନଙ୍କୁ ତାଙ୍କ ରେଫରେନ୍ସରେ ମାଇନ୍ସ ରେ ଚାକିରୀ କରେଇଛନ୍ତି। ଆଦିବାସୀ ମାନଙ୍କୁ ତାଙ୍କର ୩୫ ବର୍ଷର ବିବାଦୀୟ ଜମିର ମାଲିକାନା ଫେରେଇଛନ୍ତି। ତେଣୁ ଆମ ପାଇଁ ମୋହନ ଭାଈ କୌଣସି ଦେବ ଦୂତ ଠାରୁ କମ୍ ନୁହନ୍ତି।

  • @lipsa5949
    @lipsa5949 วันที่ผ่านมา +6

    ଜନତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଏମିତି ସମ୍ପର୍କ ସଦା ବଜାୟ ରହୁ 🙏🏻❤️ ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻🙏🏻❤️❤️❤️❤️

  • @hemantkumarsahoo9654
    @hemantkumarsahoo9654 2 วันที่ผ่านมา +19

    ଜୟ ଶ୍ରୀଜଗନ୍ନାଥ 🙏❤️

  • @jagannathmuduli7209
    @jagannathmuduli7209 2 วันที่ผ่านมา +36

    ବହୁତ୍ ଦିନର ଆଶା ପୂରଣ ହେଲା

  • @silpibrajendrarout5921
    @silpibrajendrarout5921 2 วันที่ผ่านมา +20

    ସବୁ ବିଧାୟକ ମାନେ ଗାଁକୁ ଯାଇ ଦୁଃଖ ବୁଝନ୍ତୁ । ଭଲ ହେବ।

  • @Bibhutibhusanrout-bc4zy
    @Bibhutibhusanrout-bc4zy 2 วันที่ผ่านมา +15

    ଏସବୁଠିକ୍🎉କାମହେବତ❤ ଜୟଜଗନାଥଜୟ ❤❤🎉

    • @Subhi19
      @Subhi19 วันที่ผ่านมา

      Aneiki basitha sabu heijiba

  • @SatyamebaJayate-ml8qx
    @SatyamebaJayate-ml8qx วันที่ผ่านมา +16

    ଯଦି ମୁଖ୍ୟମନ୍ତ୍ରୀ ଓ ତାଙ୍କ ସରକାର ର ଏଭଳି ଅଭିମୁଖ୍ୟ ସର୍ବକାଳ ପାଇଁ ରହେ ଭୋଟର ଭାଇ ମାନଙ୍କର ଶ୍ରମ ସାର୍ଥକ ହେଲା ବୋଲି ଜଣା ପଡିବ...
    ଓଡ଼ିଶାରେ ଏକ ନୂଆ ସୂର୍ଯ୍ୟ ଓ ସକାଳ ର ଶୁଭାରମ୍ଭ ହେଲା ବୋଧ ହେବ

    • @mmnewsodia
      @mmnewsodia วันที่ผ่านมา

      😄😄

  • @RabindrachandraSahu
    @RabindrachandraSahu วันที่ผ่านมา +4

    ରାଜନେତା ମାନେ ହୃଦୟଙ୍ଗମ କରନ୍ତୁ POWER ଜନସାଧାରଣଙ୍କ ହାତରେ , ଲୋକମାନଙ୍କର ପ୍ରିୟଭାଜନ ହୁଅନ୍ତୁ , ମାନ୍ୟବର Mohan sir 👍👍👍🙏🙏🙏...

  • @manojkumarlenka2288
    @manojkumarlenka2288 วันที่ผ่านมา +3

    ଯେତେ ପ୍ରଶଂସା କଲେ କମ ହେବ. ଧନ୍ୟବାଦ ମାଝୀ ସାର.

  • @sagarnayak1601
    @sagarnayak1601 วันที่ผ่านมา +5

    ମୋ ଭୋଟ ଉଚିତ୍ ପ୍ରାଥି ଙ୍କୁ ଦେଇ ମୁଁ ଗର୍ବିତ 🙏l

  • @azubizu2534
    @azubizu2534 วันที่ผ่านมา +3

    ଗାଲୁଆ ପୋଲିସ ବିଭାଗ ଅଭିଯୋଗ ରଖୁନଥିଲା,,,
    ଏବେ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣୁଛନ୍ତି
    🌹🌹🌹🌹🌹🌹🌹🌹🌹🌹

  • @BaleyaHembram-wr1me
    @BaleyaHembram-wr1me 2 วันที่ผ่านมา +14

    Thank u Majhi sir

  • @nilachalmishra6618
    @nilachalmishra6618 2 วันที่ผ่านมา +9

    Nice step. Congratulations

  • @user-cv3dg3so9m
    @user-cv3dg3so9m 2 วันที่ผ่านมา +7

    Great work well odisha ♥️🙏

  • @gitanjalimishra1049
    @gitanjalimishra1049 2 วันที่ผ่านมา +13

    Thankyou my cm God blessyou

  • @user-eu2fg5fb4w
    @user-eu2fg5fb4w 2 วันที่ผ่านมา +32

    Bhgwan karantu emiti se samadhan karantu.... Nayak movie bhaliya lagila sir... thank so much sir

  • @damalsuman9549
    @damalsuman9549 2 วันที่ผ่านมา +11

    Great sir

  • @nilanchalabisoyi7059
    @nilanchalabisoyi7059 2 วันที่ผ่านมา +12

    Thank you our new chief minister

  • @sorenbabu6743
    @sorenbabu6743 วันที่ผ่านมา +2

    ମୁଖ୍ୟମନ୍ତ୍ରୀ ହେବ ତ ମୋହନ ବାବୁ ପରି. ଜୟ ଜୋହାର 🙏❤🌹

  • @kapilasmahakur8371
    @kapilasmahakur8371 วันที่ผ่านมา +2

    ଠିକ୍, ବିରି କୁ ମାଡ଼ କଲେ କୋଳଥ, ଆପେ ଚେପା ହବ 👍 good decision by our CM😊

  • @narayanpanda4011
    @narayanpanda4011 2 วันที่ผ่านมา +18

    ଯେଉ ମାନେ ନବୀନ ବାବୁ କ ପାଇଁ କାନ୍ଦିଥିଲେ ସେମାନେ ଟିକେ ଆଖି ଖୋଲି ଦେଖନ୍ତୁ,

    • @user-lm6hj4yj7k
      @user-lm6hj4yj7k วันที่ผ่านมา

      କାମକରି ଦେଖାଇଲେ ହେବ

    • @GangaDhar-ln4qi
      @GangaDhar-ln4qi วันที่ผ่านมา

      AAU KO Kama be

    • @GangaDhar-ln4qi
      @GangaDhar-ln4qi วันที่ผ่านมา

      Jai kana mistri palatibe😂😂😂😂

    • @user-lm6hj4yj7k
      @user-lm6hj4yj7k วันที่ผ่านมา

      @@GangaDhar-ln4qi ଯେଉଁ ମାନେ ଅଭିଯୋଗ କରୁଛନ୍ତି ସେମାନଙ୍କ ର କାମ ହେଉ ରେ ବିଆଛୋଡିର ପୁଅ ଶୁଣିଲେ ହେବନି ମୋର ମଧ୍ୟ ଅଭିଯୋଗ ଅଛି କହିବାର ମୁଁ ମଧ୍ୟ ଯିବି

  • @akshayakumarnath7752
    @akshayakumarnath7752 2 วันที่ผ่านมา +27

    Salute to our honourable chief Minister,who proved himself as people's chief minister.Jagannath bless this govt.for solution of problems....Joy Jagannath.

  • @joges...kumar....express5013
    @joges...kumar....express5013 วันที่ผ่านมา +1

    ଧନ୍ୟବାଦ୍ ମୁଖ୍ୟ ମନ୍ତ୍ରୀ..ମୁ ଗର୍ବିତ ମୋର ଭୋଟ ଉଚିତ୍ ଲୋକଙ୍କୁ ଦେଇଛି...ଏମିତି ହିଁ କାମ କରନ୍ତୁ...

  • @mamalittledancer7777
    @mamalittledancer7777 8 ชั่วโมงที่ผ่านมา

    ବହୁତ୍ ବହୁତ୍ ଧନ୍ୟବାଦ୍ keonjhar ଓଡ଼ିଆ ମୁଖ୍ୟ ମନ୍ତ୍ରୀ

  • @user-jt5kn1ip3s
    @user-jt5kn1ip3s 2 วันที่ผ่านมา +10

    This type of cm odissa cityzen searching last 24 years.we win we get this type of cm best cm mohan majhi jai jaganath

  • @jagannathpatnaik8409
    @jagannathpatnaik8409 2 วันที่ผ่านมา +7

    ଲାଗୁଛି ପୂର୍ବରୁ ଏମାନଙ୍କ ଅଭିଯୋଗ ନଥିଲା ଆଉ ମୂଖ୍ୟମନ୍ତ୍ରୀ କୁ ଦେଖିବେ କ'ଣ।

    • @thehardworker4471
      @thehardworker4471 วันที่ผ่านมา +1

      BJD Au asibani bhai AMA BJP ku palei asa😂

    • @duryodhansahu976
      @duryodhansahu976 วันที่ผ่านมา

      Only bjp

    • @BishakhaCreation
      @BishakhaCreation 13 ชั่วโมงที่ผ่านมา

      Pattnaik Bansa ra loka Emiti hin kahibe😂😂, Semananku ebe tike ହାଲ୍କା ଜଳାପୋଡା ହେବ Au

  • @ajayapatraofficial
    @ajayapatraofficial วันที่ผ่านมา +1

    କିନ୍ତୁ ସର୍ବଦା ଏହି ସେବା ବଜାଇ ରଖିବାକୁ ମୋର ଅନୁରୋଧ 🙏 ତାହେଲେ ବହୁତ ଅସହାୟ ଲୋକଙ୍କ ଅନେକ ସମସ୍ୟା ସମାଧାନ ହେଇଯିବ 🙏👏ବହୁତ ଭଲ ପଦେକ୍ଷପ

  • @Sibaram12370
    @Sibaram12370 ชั่วโมงที่ผ่านมา +1

    ଅଲରେଡ଼ି ଓଡ଼ିଶା ଡେବେଲ୍ଫ ହବ❤❤❤❤👍

  • @chaturanandamarndi2115
    @chaturanandamarndi2115 2 วันที่ผ่านมา +7

    ଅଭିଯୋଗ ଶୁଣିଲେ ଭଲ କଥା ତାହା କେତେ ଦୂର କାର୍ଯ ହେଉଛି ତାହା ଦେଖିବାର ବାକି ରହିଲା

    • @adarshmedia7579
      @adarshmedia7579 วันที่ผ่านมา

      ଚଷମା ଗୋଟେ କିଣି କି ରଖ ଭାଇ ଦେଖିବା ପାଇଁ

  • @satyanandasahu335
    @satyanandasahu335 2 วันที่ผ่านมา +12

    ଜୟ ଶ୍ରୀ ରାମ

  • @Bikram_Keshari489
    @Bikram_Keshari489 2 วันที่ผ่านมา +5

    Swagat jogya pada khyapa❤

  • @hemantasahoo1212
    @hemantasahoo1212 วันที่ผ่านมา +1

    ବହୁତ୍ ସୁନ୍ଦର୍

  • @sarojinibagh1990
    @sarojinibagh1990 2 วันที่ผ่านมา +3

    Satya juga aasi galare bhaai Mohan sarkar jindabad

  • @babunamallick5594
    @babunamallick5594 2 วันที่ผ่านมา +15

    ସାର୍ ଆପଣ ଅଭିଯୋଗ ଶୁଣାଣୀ କରୁଛନ୍ତି ବୋହୁତ୍ ଭଲ କଥା, କିନ୍ତୁ ନିର୍ବାଚନ ବେଳେ ଆପଣଙ୍କ ନେତା ମାନେ ଲୋକଙ୍କୁ, 300 ୟୁନିଟ୍ ମାଗଣା ବିଜୁଳି ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ମାଗଣା ବିଜୁଳି କେବେ ମିଳିବ

    • @basudevmallick598
      @basudevmallick598 2 วันที่ผ่านมา +3

      Tamara tike sunibare asubudha heuchi bodhe, karana samaste sunichanti solar lageile 300 unit Chad au balaka bijuliku biki tank incom kariba pai, kahinathile je semitire 300 unit chad pai

    • @babunamallick5594
      @babunamallick5594 2 วันที่ผ่านมา

      @@basudevmallick598 ଭାଇ ନିର୍ବାଚନ ବେଳେ ଧର୍ମେନ୍ଦ୍ର ପ୍ରଧାନ କଣ କହିଥିଲେ ଆପଣ ବୋଧେ ଠିକ୍ ରେ ଶୁଣିନାହାନ୍ତି ସେ ପୁରୁଣା ଭିଡିଓ ଟା ଟିକେ ଦେଖି ନିଅନ୍ତୁ

    • @musicon5982
      @musicon5982 วันที่ผ่านมา +3

      ମାଗଣା ଖାଇ କରି ୨୪ ବର୍ଷ ରେ ଆମକୁ ଦାଦନ ଯିବାକୁ ହେଲା।ଆମେ କେବେ ଆତ୍ମନିର୍ଭର ହେବା?

    • @babunamallick5594
      @babunamallick5594 วันที่ผ่านมา

      @@musicon5982 କୋଉ ଶଳା ମାଗଣା ଦେଇଛି ମୋଦୀ ଦେଇଛି ନା ନବୀନ ପଟ୍ଟନାୟକ ଦେଉଥିଲେ ନା ଏବେ ମୋହନ ମାଝି ଦେବେ, ଆମେ ବେଭହାର କରୁଥିବା ପ୍ରତ୍ୟେକ ସାମଗ୍ରୀ ରେ ଟ୍ୟାକ୍ସ ନେଉଛନ୍ତି, ଏବଂ ଆମ ରୋଜଗାର ରୁ ମଧ୍ୟ ଟ୍ୟାକ୍ସ ନେଇଛନ୍ତି, ସେଇ ଟଙ୍କା ରେ ଆମକୁ ଦେଇଛନ୍ତି, ତା ଛଡା, ନିର୍ବାଚନ ବେଳେ ବଡ଼ ବଡ଼ କଥା କହୁଥିଲେ ଏବେ କାଇଁ ଗାଁ ... ଫାଟୁଛି

  • @amarendramishra7839
    @amarendramishra7839 วันที่ผ่านมา +1

    Mohan sir you are already touched heart of general people and public🎉🎉🎉🎉🎉🎉🎉

  • @mantom5795
    @mantom5795 21 ชั่วโมงที่ผ่านมา

    ବହୁତ୍ ସୁନ୍ଦର୍ ଆମ ସରକାର ମୋହନ୍ ମାଝୀ ସାର୍

  • @R.K.3DHOMEDESIGN
    @R.K.3DHOMEDESIGN 2 วันที่ผ่านมา +4

    କିଛି ଶିଖ ରେ ଗେଣ୍ଡଳୀୟ ଦଳ

  • @YajnaseneeRout
    @YajnaseneeRout 2 วันที่ผ่านมา +16

    Thank U Mohan Sir 🙏

  • @narenkumar1432
    @narenkumar1432 2 วันที่ผ่านมา +8

    ମୁଁ ବି ଯିବି ଆମ ୟାଡେ ଇଲେକ୍ଟ୍ରି କାହିଁକି ବାରମ୍ବାର କଟୁଛି, ନିର୍ବାଚନ ଫଳାଫଳ ପରଠାରୁ

  • @laxmidhardalei2088
    @laxmidhardalei2088 2 วันที่ผ่านมา +5

    Thank you sir

  • @ashoksarangi228
    @ashoksarangi228 2 วันที่ผ่านมา +17

    GOD Bless CM for Direct contact with people problem

  • @Chittaranjan.143
    @Chittaranjan.143 2 วันที่ผ่านมา +19

    Very good sir

  • @ajayapatraofficial
    @ajayapatraofficial วันที่ผ่านมา

    ଅତିସୁନ୍ଦର 👍👏👍

  • @satyanarayanpatra3350
    @satyanarayanpatra3350 วันที่ผ่านมา +1

    My Cm mahan sir is good service to people of odisha. Many many thank,s sir.

  • @TravelWithRamaSinku-pp9yj
    @TravelWithRamaSinku-pp9yj วันที่ผ่านมา +6

    ମାନନୀୟ ମୁଖ୍ୟ ମନ୍ତ୍ରୀ ମହୋଦୟ ଆମ୍ ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଦାମ ପାହାଡ଼ ଖଣି ଅଞ୍ଚଳର ସାଧାରଣ ଜନତାଙ୍କ ରୋଜଗାର ବିଷୟରେ ଟିକେ ବିଚାର କରିବାକୁ ଅନୁରୋଧ।

  • @manojfine7386
    @manojfine7386 2 วันที่ผ่านมา +4

    Very nice cm sir 🙏🙏🙏

  • @hrudayaragita7961
    @hrudayaragita7961 วันที่ผ่านมา

    ଏମିତି ସୁନ୍ଦର ପ୍ରୟାସ ସବୁବେଳେ ରହିବା ଆବଶ୍ୟକ

  • @pintu9102
    @pintu9102 วันที่ผ่านมา +1

    Bahut badhiya.

  • @kamalakantakabi4428
    @kamalakantakabi4428 2 วันที่ผ่านมา +6

    No 1 CM

  • @ranjankumarmohanta2003
    @ranjankumarmohanta2003 วันที่ผ่านมา +3

    ନବୀନ ପଟ୍ଟନାୟକ ମଲା ବେଳେ ହେଲେ ମଧ୍ୟ ଏ ଦୃଶ୍ୟ କୁ ଦେଖି ଶେଷ ନିଶ୍ୱାସ ତ୍ୟାଗ କରନ୍ତୁ ....

  • @GobindaSahoo-vl9ju
    @GobindaSahoo-vl9ju วันที่ผ่านมา +1

    5years ଚାଲିବା ଦରକାର ଏମିତି ଅଭିଯୋଗ ଶୁଣାଣୀ 🎉🎉

  • @Onlyvibrationdj
    @Onlyvibrationdj วันที่ผ่านมา +1

    ଏ ସବୁ ବାଜେ ଦୟାକରି ସରକାରୀ ଡାକ୍ତରଖାନାରେ ଭଲ😢 ଡାକ୍ତର ଆଉ ଭଲ ରୋଗୀ ଚିକିତ୍ସା ପାଆନ୍ତୁ prvt ରେ ଲୁଟୁଛନ୍ତି ସବୁ ଜିଲ୍ଲାରେ ହେବା ଦରକାର । ସରକାରୀ ଡ଼ାକ୍ତର ମାସକୁ ଲକ୍ଷ ଲକ୍ଷ ଦରମା ନେବେ ସେ କରନ୍ତୁ । ମାଗେଣ ଔଷଧ ବନ୍ଦ ହୋଉ ଲୋକ ନିଜେ କିଣି ପାରିବେ । ରୋଗୀ ଭଲ ନ ହେଲେ ଡାକ୍ତରଙ୍କ ଦରମା ବନ୍ଦ କର ।

  • @user-xj5zh7yo5g
    @user-xj5zh7yo5g 2 วันที่ผ่านมา +4

    Jay ho mohan babu 1:02

  • @Aakamaabadi
    @Aakamaabadi 2 วันที่ผ่านมา +17

    ୧- ନୁଆ ସରକାରଙ୍କ ର ଏଇ ବୃକ୍ଷ ରୋପଣ ପ୍ରୟାସ ଟି ବାସ୍ତବରେ ପ୍ରଶନଶନିୟ। ଆଗକୁ ଆସୁଛି ଧାରା ଶ୍ରାବଣ ପ୍ରତ୍ୟେକ କାଉଡ଼ିଆ ଭକ୍ତ ଗୋଟିଏ ଗୋଟିଏ ଗଛ ଭବିଷ୍ୟତ ପାଇଁ ମଂଗଳ ଭାବନା ରଖି ସୁରକ୍ଷିତ ସ୍ଥାନରେ ଲଗାନ୍ତୁ।ମୋ ମତରେ ଗୋଟିଏ ବୃକ୍ଷ ଲଗାଇବା ଗୋଟିଏ ମନ୍ଦିର ତୋଳିବା ସଙ୍ଗେ ସମାନ ହୋଇଥାଏ ।
    ୨- ଆମ ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏତିକି ଅନୁରୋଧ କରିବି ଆପଣ ଯେଉଁ ଅଭିଯୋଗ ପ୍ରକୋଷ୍ଠ ସାଧାରଣ ଜନତାଙ୍କ ପାଇଁ ଖୋଲିଛନ୍ତି ମୋ ମତରେ ଏଥିରେ ପ୍ରକୃତ ଜଣେ ସାଧାରଣ ଜନତା ଉପକୃତ ହୋଇପାରିବେ ନାହଁ।କାରଣ ଏମିତି ବି ଲୋକ ଏବେ ବି ଅଛନ୍ତି କଟକ ଦେଖିନାହାନ୍ତି। ବିଚାର କରନ୍ତୁ ଜଣେ ମାଲକାନଗିରି ରୁ ବୁଢି ମାଉସୀ ଟିଏ ଏଠିକି ଆସିପାରିବ କି ?।ଯିବା ଆସିବା ଖର୍ଚ୍ଚ ସହିତ ଖାଇବା ଖର୍ଚ୍ଚ ତାକୁ କିଏ ଦେବ ? କେବଳ ଜଣେ ବୁଢୀ ମାଉସୀ ନୁହେଁ କି ବୁଢା ମଉସା ନୁହେଁ ଅନେକ ଶାରୀରିକ ଯନ୍ତ୍ରଣା ରେ ରହୁଥିବା ବା ଶାରୀରିକ ବିକଳାଙ୍ଗ ଲୋକ ଏଥିରୁ ନିଶ୍ଚୟ ବଞ୍ଚିତ ହେବେ। ଯଦି ଗୋଟିଏ school ରେ Head Master/ Head mistress ସବୁ ଛାତ୍ର ଛାତ୍ରୀ ମାନଙ୍କ ର ପରୀକ୍ଷା ଖାତା ନିଜେ ଦେଖିବେ ତେବେ ଅନ୍ୟ ଶିକ୍ଷକ ମାନେ କରିବେ କ'ଣ ? ଯଦି ସବୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଶୃଙ୍ଖଳା ଏବଂ ସମୟାନୁବତ୍ତୀତା ସହିତ କିଏ କୋଉ ପାଠ ପଢ଼ାଇବା ପାଇଁ ଯୋଗ୍ୟ ସେହି ଆଧାରରେ ଚୟନ କରାଯାଏ ତେବେ ଏହା ସୁନିଶ୍ଚିତ ସେ ବିଦ୍ୟାଳୟ ର ସୁନାମ ହଁ ସୁନାମ ହେବ । ତଳ ପାହାଚ ଯଦି ଏତେ ଦୁର୍ବଳ ଆଉ ଭଗ୍ନ ତେବେ ଜଣେ ଉପର ପାହାଚ କୁ କେମିତି ଯିବ। ଏହା ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଦୟାକରି ଧ୍ୟାନ ଦେବେ।
    ୩- ୧୯୬୫ ରେ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଗୋଟିଏ ମହାନ ସ୍ଲୋଗାନ ଦେଇ ଥିଲେ ତାହା ହେଲା ଜୟ ଜବାନ ଜୟ କିଶାନ କିନ୍ତୁ ସତରେ ବନ୍ଧୁ ମାନେ ଟିକେ ହୃଦୟକୁ ପଚାରନ୍ତୁ ପ୍ରକୃତରେ କଣ ଚାଷୀ ଭାଇ ଭଉଣୀକୁ ଆଜି ସମ୍ମାନ ମିଳୁଛି।ଯବାନ ଦେଶ ପାଇଁ ସହିଦ୍ ପରେ Guard of honour ଦିଆ ଯାଉଛି ହେଲେ ଚାଷୀ ଏଠି ଆତ୍ମହତ୍ୟା କରୁଛି। ଜଣେ ପୁଅ ଏଠି ଘରକୁ ସୁରକ୍ଷା ଦେଉଛି ଆଉ ଜଣେ ପୁଅ ମଧ୍ୟ ଘରର ସମସ୍ତ ସଦସ୍ୟଙ୍କୁ ଗଣ୍ଡେ ପେଟକୁ ଖାଇବାକୁ ଦେଉଛି।ଏଥିରୁ କୋଉ ପୁଅ କୁ ଅଯୋଗ୍ୟ କହିବେ। ଖାଦ୍ୟ ସମସ୍ତଙ୍କ ପାଇଁ ଜରୁରୀ କାଇଁ କିନା ତା ବିନା ଚାଲିବାବି ମୁସ୍କିଲ ହେଇଯିବ। ଚାଷୀ ନିଜର ବାହାଘର ହେଉ କିମ୍ବା ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠି ଅଣଦେଖା ହୋଇଥାଏ । ତେଣୁ ଚାଷୀ ଟିର ଦେହାନ୍ତ ପରେ ତାକୁ ମଧ୍ୟ Guard of Honour ଦିଆଯାଉ। ଚାଷୀଙ୍କୁ ଉଚିତ ସମ୍ମାନ ଦିଆଯାଉ। ସରକାରୀ ବାବୁମାନେ ବହୁତ ଦରମା ପାଉଛନ୍ତି। ଟିକେ ସେତିକି ତାଂକୁ ଚାହିଁ ଚାଷୀ କୁ ଟିକେ ଅନାନ୍ତୁ।

    • @user-mf8ol8rn3d
      @user-mf8ol8rn3d 2 วันที่ผ่านมา +1

      Jay Shree Ram

    • @Aakamaabadi
      @Aakamaabadi 2 วันที่ผ่านมา

      ​@@user-mf8ol8rn3dଜୟ ଶ୍ରୀ ରାମ। ଜୟ ଜବାନ ଜୟ କିଶାନ୍

    • @gojendramuduli8990
      @gojendramuduli8990 วันที่ผ่านมา

      Right 👍 Bhai

  • @santoshkumarmishra7514
    @santoshkumarmishra7514 วันที่ผ่านมา +1

    ମୂଖ୍ୟମନ୍ତ୍ରୀଙ୍କୁ ଅଶେଷ ଅଶେଷ ଧନ୍ୟବାଦ ! ନିଶ୍ଚୟ ଲୋକଙ୍କୁ ସୁଫଳ ମିଳିବ...... ଅନେକ ସାଧାରଣ ଜନତା ଉପକୃତ ହେବେ..... ଉତ୍ତମ ପଦକ୍ଷେପ..... 🙏

  • @thedancinggirlmeenakshimah7408
    @thedancinggirlmeenakshimah7408 วันที่ผ่านมา

    Great work Mohan Sir.🎉🎉🎉. Odisha is proud of you. Movie has become reality now. 🎉

  • @ishwardishri7473
    @ishwardishri7473 2 วันที่ผ่านมา +2

    The dreams of peoples of odisha is going to fullfill very soon.Jay Jagannath.God bless him to be the chief minister of Odisha till life long

  • @sahoosahoo6208
    @sahoosahoo6208 2 วันที่ผ่านมา +5

    Jay jaganath, bahut vala laguchi a sabu dekhi ,, amiti hele au garibara dukha rahibani, thank u mohan sir , apna amiti sabubele rahi garibara dukha dura କରିଦିଅନ୍ତୁ

  • @saraswatisahoo5171
    @saraswatisahoo5171 2 วันที่ผ่านมา +3

    ଏତେ ଟେକି ହେଉଚ ଯେ ଏଭାବ ସବୁ ବେଳେ ରହିଲେ ହେଲା

    • @papun6380
      @papun6380 2 วันที่ผ่านมา

      ଦେଖରେ ବିଜେଡି chaamchaa jalileeni

  • @manojkumargahir1032
    @manojkumargahir1032 วันที่ผ่านมา +2

    Nayak film r hero majhi sir lage raho hum aap k sath hai tum bhi hamare sath raho

  • @ChandraShekharSahoo-f7c
    @ChandraShekharSahoo-f7c วันที่ผ่านมา

    ଜୟ ଜଗନ୍ନାଥ ।ଏମିତି ଚାଲି ରହୁ।ଭାରତ ହିନ୍ଦୁ ରାଷ୍ଟ୍ରର ପ୍ରଥମ ନମୁନା ।

  • @abanipradhan
    @abanipradhan 2 วันที่ผ่านมา +36

    ନବୀନ ମୋ,,,,,,,,,,,, ମନ୍ତ୍ରୀ ଥିଲା ❤❤❤❤❤,,,bjd ବାଲା ଦେଖ no1 ମନ୍ତ୍ରୀ କାହାକୁ କୁହନ୍ତି,,,,

  • @Haloreaction9.9
    @Haloreaction9.9 2 วันที่ผ่านมา +4

    ପୂର୍ବରୁ ସାଧାରଣ ଜନତା ମୂକ୍ଷମନ୍ତ୍ରୀ ଙ୍କୁ ଭେଟିବା ର ସ୍ଵପ୍ନ କଥା ଥିଲା ତାଙ୍କ ନେତା ସରପଞ୍ଚ , ସଦସ୍ୟ , ମନ୍ତ୍ରୀ ମାନେ ଭି ଭେଟି ପାରୁ ନ ଥିଲେ, ସମସ୍ତେ ପାଣ୍ଡୁ ର ପାଦ ଚାଟି ଚାଟି ଭୁବନେଶ୍ଵର ରୁ ଫେରୁଥିଲେ 😂😂 No 1 CM ସଧାରଣ ଜନତା ଙ୍କ ଦୁଃଖ ଶୁଣିବା ପାଇଁ, ଜୟ ଜଗନ୍ନାଥ, ଜୟ ନୂଆ ଓଡିଶା ,, ଜୟ ଓଡିଆ ପୁଅ

    • @koilihota6354
      @koilihota6354 2 วันที่ผ่านมา

      Cm cyber crime

    • @koilihota6354
      @koilihota6354 2 วันที่ผ่านมา

      Nothing to be reply

    • @koilihota6354
      @koilihota6354 2 วันที่ผ่านมา

      Naveen sir no1

  • @ChandraShekharSahoo-f7c
    @ChandraShekharSahoo-f7c วันที่ผ่านมา

    ଜୟ ଜଗନ୍ନାଥ ।ଏମିତି ଚାଲି ରହୁ।ଭାରତ ହିନ୍ଦୁ ରାଷ୍ଟ୍ରର ପ୍ରଥମ ନମୁନା ।❤❤❤❤❤❤❤❤❤❤

  • @khirodshasini5577
    @khirodshasini5577 2 วันที่ผ่านมา +3

    Good law and order thik rahu.

  • @PradipkumarRoutray-yr9ic
    @PradipkumarRoutray-yr9ic 2 วันที่ผ่านมา +3

    DHANYABAD TO NEW CM FOR TAKING GOOD STEP ...IT IS GIGHLY ACCLAIMED

  • @Dillip5331
    @Dillip5331 วันที่ผ่านมา +1

    Very good initiative
    Hon'ble People CM sir ❤

  • @swagatikasagaratanaya9335
    @swagatikasagaratanaya9335 2 วันที่ผ่านมา +1

    Very good initiative. It should be maintained

  • @chakradharmahanta6131
    @chakradharmahanta6131 2 วันที่ผ่านมา +7

    ବିଜେଡି ବାଲା କୁକୁର ମାନେ କିଛି ଶିଖ

  • @raghumaninayak9593
    @raghumaninayak9593 2 วันที่ผ่านมา +4

    ମୁଖ୍ୟମନ୍ତ୍ରୀ ହେବ ତ ଏମିତି...

  • @bismatchhatria3408
    @bismatchhatria3408 วันที่ผ่านมา +1

    କୋଟି କୋଟି ଜୁହାର ଆଜ୍ଞା 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @skaifoundation8120
    @skaifoundation8120 วันที่ผ่านมา

    CMji, thank you for doing this for Odisha. I am so happy. Thank you thank you thank you. 🙏❤

  • @asutoshbiswal7173
    @asutoshbiswal7173 2 วันที่ผ่านมา +5

    The great CM Majhi Sir 💐💐👏

  • @prasantmohanty4880
    @prasantmohanty4880 2 วันที่ผ่านมา +15

    ଦେଖାର ଗେଣ୍ଡା ଦଳ ଆଉ କେତେ ବକ ବକ ହବ 😄

  • @akmohanty917
    @akmohanty917 วันที่ผ่านมา +1

    ଆଗ ଖାଇବା ରହିବା ଓ ଅନ୍ୟ ଅସୁବିଧା ଏ ମନ୍ଦିର ପାଇଁ ଜାଗା ମନ୍ଦିର ର ପାଇଁ ପୂଜକ ଦରକାର ଏ ସବୁ ପାଗଳାମୀ ମାନଙ୍କୁ ଦୁରେଇ ରଖା ଜାଉ

  • @akashbanara6834
    @akashbanara6834 วันที่ผ่านมา +1

    You are great 👍 sir

  • @mrrao5320
    @mrrao5320 2 วันที่ผ่านมา +8

    BJP JINDABAD