IIT Baba Abhay Singh | ୩୬ ଲକ୍ଷ ଚାକିରୀ ଛାଡ଼ି ନେଲେ ସନ୍ନ୍ୟାସ

แชร์
ฝัง
  • เผยแพร่เมื่อ 23 ม.ค. 2025

ความคิดเห็น • 52

  • @self-motivated1121
    @self-motivated1121 6 วันที่ผ่านมา +21

    Viral and tending video ଆଣିଥିବାରୁ sir ଆପଣଙ୍କୁ ଧନ୍ୟବାଦ 🎉

  • @Akm.854
    @Akm.854 6 วันที่ผ่านมา +3

    Purba sanskara jogu se sanyasi hoi satya sakhyatkar kale... Dhanya sia dhanya tanka maa bapa

  • @SimronMoharana-fx3eg
    @SimronMoharana-fx3eg 5 วันที่ผ่านมา

    This is the prove of actual Spirituality in today's generation 👍Kudos to the vibe of the guy 👌

  • @jayanta2432
    @jayanta2432 6 วันที่ผ่านมา +1

    Thank U Sir 🙏🏻🙏🏻🙏🏻🙏🏻🙏🏻

  • @chinmayapradhan924
    @chinmayapradhan924 6 วันที่ผ่านมา +4

    ଧନୀ ଲୋକ ପୂଜା ପାଏ ଆପଣା ଦେଶରେ
    ଜ୍ଞାନୀ ଲୋକ ପୂଜା ପାଏ ଦେଶ ବିଦେଶ ରେ
    ସେଇଥି ପାଈଁ ପାଠ ପଢ଼ରେ ଭାଇ ମାନେ
    ପାଠ ପଢି ଥିଲେ ବୋଲି ଆଜି ଏମିତି ଆଉ

  • @sanusing2134
    @sanusing2134 5 วันที่ผ่านมา

    ଧନ୍ୟବାଦ ସାର୍

  • @purandarmajhi454
    @purandarmajhi454 6 วันที่ผ่านมา +1

    Thank you very much sir ❤

  • @sibanathsabar5419
    @sibanathsabar5419 6 วันที่ผ่านมา

    God bless you Guruji❤

  • @Balaramjena021
    @Balaramjena021 5 วันที่ผ่านมา

    God bless you sir❤

  • @somanathkhara8368
    @somanathkhara8368 5 วันที่ผ่านมา +2

    ଚକୀରୀ ଝାମେଲା ବହୁତ କଷ୍ଟ ହୋଇ ଥାଏ, ସେଇଥିପାଇଁ ସେ ତ୍ୟାଗ କଲେ ସେବା କାମ।

  • @lochanmajhi2087
    @lochanmajhi2087 6 วันที่ผ่านมา +7

    ଭାଇ ସତ କଥା ତ ଏଇ ଯେ ତାଙ୍କ ଘର ଲୋକେ ତାକୁ ଭଲ ବ୍ୟବହାର ଦେଇ ନଥିଲେ ତେଣୁ ସେ ଘର ଛାଡି ବାବା ହୋଇ ଗଲେ ନହେଲେ ସେ କାହିଁକି ବା କୁମ୍ଭମେଳାରୁ ପଳେଇଥାନ୍ତେ ଯେଉ ସମୟରେ ତାଙ୍କ ଘରଲୋକେ କୁମ୍ଭମେଲା କୁ ତାଙ୍କୁ ଖୋଜିବା ପାଇଁ ଆସିଲେ ?
    ତମେ ନିଜେ ଭାବି ଦେଖ ଏପରି କିଏ ଅଛି ଯେ ଆପଣା ପରିବାର କୁ ଛାଡି ବାବା ହଇଛି ? କେହି ପରିବାରର ପ୍ରେମ, ଭଲ ପାଇବାକୁ ଛାଡି ବାବା ହେବେ ନି

    • @Singh77359
      @Singh77359 6 วันที่ผ่านมา +5

      ଏସବୁକଥା ତମଭଲି ସାଂସାରି ଲୋକପାଇଁ ଦରକାର ଜିଏ ନିଜକୁ ଭଗବାନଙ୍କୁ ସମର୍ପଣକରିଦିଏ ସେ ପରିବାରର ମାୟାରୁ ଦୁରେଇଜାଏ କାରଣ ଦୁନିଆରେ କିଏବି କାହାରନୁହଁ କେବଳ ଭଗବାନ ହିଁ ନିଜର ସେ ହିଁ ଜୀବନ ଓ ମରଣର ସାଥି ଓ ତାଙ୍କ ଘରଲୋକ କୁମ୍ଭମେଳାକୁ ଖୋଜିଆସିଲେ ତେଣୁ ସେ କୁମ୍ଭମେଲା ଦେଖିଲେ ନ ହେଲେତ ଦେଖିବି ନ ଥାନ୍ତେ l ଜିଏ iit କରିଛନ୍ତି ସେ ତମଠୁ ବହୁତ ବୁଦ୍ଧିମାନ ସେ ନିଜେ ଜାଣନ୍ତି ଭଲ କଣ ଖରାପ କଣ ତେଣୁ ଅନ୍ୟକୁ କହିବା ଆଗରୁ ନିଜେ ଭାବ l ଜଣେ ମୁସଲିମ ସବୁବେଳେ ଚାହେଁ ସେ ବଡହେଲେ ଜଣେ ମୌଲାନା ହବ ଖ୍ରିଷ୍ଟିୟାନ ଚାହେଁ ବଡହେଲେ ଜଣେ ପାଦ୍ରି ହବ ହେଲେ ଜଣେହିନ୍ଦୁ କେବେବି ଚାହେଁନାହିଁ ଜେ ସେ ବଡହେଲେ ଜଣେ ଜୋଗି କି ସନ୍ୟାସିହେବ ବୋଲି ଓ ଅନ୍ୟଜଣେ ଜଦି ହେଇଜାଏ ତେବେ କଟାକ୍ଷକରିବାକୁ ଧାଇଁଆସେ ସେଇଥିପାଇଁ ତ ହିନ୍ଦୁ ହିଁ ହିନ୍ଦୁର ସତ୍ରୁ ହୁଏ ଓ ତଳକୁ ଜାଏ

    • @lochanmajhi2087
      @lochanmajhi2087 6 วันที่ผ่านมา

      ଭାଇ ତମେ କଣ ସଂସାର ରେ ନାହଁ କି ? ପରିବାର ର ମାୟା ପୁଣି କଣ ଭାଇ ଯେଉ ମା ତୁମକୁ ଜନ୍ମଦେଲା ତାକୁ ପୁଣି କହୁଛ ମିଛମାୟା ?

    • @MamataSahu-qp1hn
      @MamataSahu-qp1hn 6 วันที่ผ่านมา

      Semiti hele ta sabu sanyasi hebe , sansara bhagwan kn pai gadhi chanti ki, bhagwan mane v sainyasa nei samsara maya re pasichanti ao ame ta turcha manisha​@@Singh77359

    • @Singh77359
      @Singh77359 5 วันที่ผ่านมา

      @@lochanmajhi2087 ହନ୍ଦୁଧର୍ମରେ ୪ ଆଶ୍ରମ ଥାଏ ବ୍ରହ୍ମର୍ଯ୍ୟ,ଗୃହସ୍ଥ,ବାନପ୍ରସ୍ଥ ଓ ସନ୍ୟାସ ହେଲେ ଆମଭଲି ମଣିଷ କବଳ ଗୃହସ୍ଥରେ ବାନ୍ଧିହୁଅନ୍ତି ଓ ଜିଏ ନିଜର ପ୍ରକୃତପରିଚୟକୁ ଜାଣେ ସେ ସନ୍ୟାସ ହେଇଜାଏ ଜେମିତି ଗୌତମ ବୁଦ୍ଧ ମୋ କଥା ବୁଝିବା ସମସ୍ତଙ୍କପକ୍ଷରେ ସମ୍ଭବହେଇ ନ ପାରେ l

    • @Singh77359
      @Singh77359 5 วันที่ผ่านมา

      @@lochanmajhi2087 ତମ ମତରେ ଗୌତମବୁଦ୍ଧ ଭଲନୁହଁନ୍ତି କି ?

  • @Balaramjena021
    @Balaramjena021 5 วันที่ผ่านมา

    God bless you sir

  • @anilbaliarsingh6475
    @anilbaliarsingh6475 6 วันที่ผ่านมา +2

    Never get salvation until unless he knows the true God with whom there is power of Forgiveness and Redemption.
    Whatever he may do.

  • @simonjageranga5615
    @simonjageranga5615 5 วันที่ผ่านมา +10

    ମାନୋସିକ ରୋଗ ହୋଇଛି ତାକୁ । ଯେ ନିଜ ପରିବାର ପାଇ ପ୍ରେମ ନାହି ,ସେ କି ବାବା ।

    • @manojkumarsahu2926
      @manojkumarsahu2926 4 วันที่ผ่านมา +4

      Baba ra meaning bhal se bujha. And bhai se baba nahi loke taku baba boli daku chanti . Se ta gote sataya ra anusandhan pachha re follow karuchhi. God nka path re chalu chi, mane stick to truth pai.

  • @subhasubha8026
    @subhasubha8026 5 วันที่ผ่านมา +1

    Ethiru ame kn sikhibaku pailu

  • @jyotinanda9931
    @jyotinanda9931 2 วันที่ผ่านมา

    🙏🙏

  • @op5773
    @op5773 6 วันที่ผ่านมา

    Tq sir ❤

  • @technogeek8006
    @technogeek8006 5 วันที่ผ่านมา

    Mapakhako asa❤❤❤❤

  • @ACTIVE_BOY_
    @ACTIVE_BOY_ 5 วันที่ผ่านมา +1

    One day I am 😊

  • @chinuspecial97
    @chinuspecial97 6 วันที่ผ่านมา +9

    Life ra real meaning zero se bujhigale sabu moho maya

    • @lochanmajhi2087
      @lochanmajhi2087 6 วันที่ผ่านมา +1

      କିଏ କହିଲା କି Life ର ମାନେ zero ବୋଲି , ତାହେଲେ ତମେ କାହିଁକି ବା ବଞ୍ଚିଛ ମରି ଯାଉନ / ତମେ ତ ବୁଝି ଯାଇଥିବ ନା ବାସ୍ତବରେ Life ର ମାନେ zero ବୋଲି , ହ ନା ନାଇ 😂😂

    • @chinuspecial97
      @chinuspecial97 6 วันที่ผ่านมา

      @lochanmajhi2087 moho maya re achhi

    • @lochanmajhi2087
      @lochanmajhi2087 6 วันที่ผ่านมา +1

      ମୋହ ମାୟା କହିଲେ କଣ ଭଉଣୀ ଏଇ ନା କି କୌଣସି ବିଷୟ କୁ ଅଧିକା ଲୋଭ କରିବା, ନା ଆଉ କଣ ସେସବୁ ତ ଅଜ୍ଞାନତା ରୁ ଜାତ ହୁଏ ନା / ତମେ ମତେ କହିଲ ଭଗବାନ ଯଦି ଆମକୁ ଗଢ଼ିଛନ୍ତି ତେବେ ତାଙ୍କ ଭଲପାଇବା ଆମ ପ୍ରତି ଅଛି ନା ଗଦି ତାଙ୍କ ଭଲପାଇବା ଆମ ପ୍ରତି ଅଛି ତେବେ କଣ ସେ ଚାହିଁବେ କି ଆମେ ନିଜର ପୁଅ କୁ ଭଲ ନ ପାଉ ,ଯଦି ଆମେ ନିଜ ପୁଅ କୁ ଭଲ ନ ପାଉ ତେବେ ଭଗବାନ ଆମକୁ ବା କିପରି ଭଲ ଆଇବେ , ଆଉ ହ ଆମେ ଯଦି ଆପଣା ସପରିବାର କୁ ଭଲ ନପାଉ ତେବେ ଭଗବାନ କିପରି ଆମକୁ ଭଲପାଇବେ ,

    • @biprabarbehera1142
      @biprabarbehera1142 6 วันที่ผ่านมา

      Right

  • @anianusahu2
    @anianusahu2 6 วันที่ผ่านมา

    👍

  • @ldniranjan408
    @ldniranjan408 6 วันที่ผ่านมา

    ❤️🙏

  • @BhismarjunaKheti
    @BhismarjunaKheti 5 วันที่ผ่านมา

    ♥️🙏🥰

  • @LalitakumarHembram
    @LalitakumarHembram 6 วันที่ผ่านมา +1

    IIT Bombay😯😲

  • @technogeek8006
    @technogeek8006 5 วันที่ผ่านมา +1

    Tako Ani madelala dakhaa😂😂😂❤❤❤❤

  • @Suna-x2f
    @Suna-x2f 6 วันที่ผ่านมา

    Ap

  • @raghunathrout6349
    @raghunathrout6349 2 วันที่ผ่านมา

    Babacharcha only

  • @Hlsg-u7g
    @Hlsg-u7g 5 วันที่ผ่านมา

    😂😂

  • @santoshkudas25
    @santoshkudas25 5 วันที่ผ่านมา +4

    ଗଞ୍ଜେଇ ର କମାଲ

    • @lochanmajhi2087
      @lochanmajhi2087 5 วันที่ผ่านมา

      ସତରେ ଭାଇ ଫୋଟ ରେ ପୁରା ଗଜବ ଦିଶୁଛି ବାବା 😂😂😂😂

    • @kailashdongri7750
      @kailashdongri7750 3 วันที่ผ่านมา

      100% right 👍👍👍

  • @mr.entertainer5442
    @mr.entertainer5442 4 วันที่ผ่านมา

    144 barsa re thare maha kumbha Mela hue.... ?