ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
କଳୀ ଯୁଗରେ ଯେ ନିଜକୁ ଭଗବାନ ବୋଲି କହିବେ,ସେ ଅସୁର ।ଭଗବାନଙ୍କର ଅବତାର ଙ୍କର କିଶୋର ବୟସରୁ ଅଧିକ ହୁଏ ନାହିଁ,ତାଙ୍କର ନିଷ ଦାଡ଼ି ହୁଏ ନାହିଁ ।
ଆଜ୍ଞା ଆପଣ ଦେଖି ଛନ୍ତି କି ଭଗବାନ ଙ୍କ ନିଷ ଉଠେନି ବୋଲି
Jayjagannath
Guruswami 🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻
Jaya shree prabhu 🙏🙏 jaya shree Maa 🙏🚩 Jay shree guru Swami maha prabhu 🙏🙏 jaya shree guru deba maha prabhu 🙏🙏 jaya shree prabhu balabhadra maha prabhu 🙏🙏
Guruswami saranam
Guru swami Narayan
Omm jay shree keshab chandra
ଶ୍ରୀକୃଷ୍ଣଙ୍କ ଧରାବତରଣ କରିଥିଲେ,ସେ ଏକଶତ ପଚିଶ ବର୍ଷ ଦେହ ଧାରଣ କରିଥିଲେ,ସେ ଷୋଳ ସହସ୍ର ଗୋପନାରୀ ରମଣ କରିଥିଲେ। ଏକ ଲକ୍ଷ ଷାଠିଏ ହଜାର ପୁତ୍ର କନ୍ୟା ଥିଲେ।ଅଳ୍ପ ବିଦ୍ଯା ଭୟଙ୍କର ଭଳି ଆପଣ କହୁଛନ୍ତି।ଧର୍ମ ସଂପର୍କରେ ଆପଣଙ୍କର ଧାରଣ ଖୁବ କମ।ରାମ କୃଷ୍ଣ, ବୁଦ୍ଧ, ରାମକୃଷ୍ଣ, ବିବେକାନନ୍ଦ, ଠାକୁର ଅନୁକୂଳ ଚନ୍ଦ୍ର, ଠାକୁର ନିଗମାନନ୍ଦ ସମସ୍ତେ କିଶୋର ବୟସ ଅତିକ୍ରମ କରିଯାଇଥିଲେ।ଯଦି ଆମନା ସାମନା ହେବାକୁ ଚାହୁଁଛନ୍ତି। ତେବେ ଫୋନ୍ ନମ୍ୱର୍ ଦିଅନ୍ତୁ। ଆପଣଙ୍କ ଭ୍ରମ ଦୂର କରିଦେବି। କେବେ ବି କାହାକୁ ନିନ୍ଦା କରନ୍ତୁ ନାହିଁ। ଯଦି ମନକୁ ନ ପାଉଛି, ତେବେ ସେ ଅନୁଷ୍ଠାନ ଠାରୁ ଦୁରେଇ ରୁହନ୍ତୁ।
କଳୀ ଯୁଗରେ ଯେ ନିଜକୁ ଭଗବାନ ବୋଲି କହିବେ,ସେ ଅସୁର ।ଭଗବାନଙ୍କର ଅବତାର ଙ୍କର କିଶୋର ବୟସରୁ ଅଧିକ ହୁଏ ନାହିଁ,ତାଙ୍କର ନିଷ ଦାଡ଼ି ହୁଏ ନାହିଁ ।
ଆଜ୍ଞା ଆପଣ ଦେଖି ଛନ୍ତି କି ଭଗବାନ ଙ୍କ ନିଷ ଉଠେନି ବୋଲି
Jayjagannath
Guruswami 🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻🌷🙏🏻
Jaya shree prabhu 🙏🙏 jaya shree Maa 🙏🚩 Jay shree guru Swami maha prabhu 🙏🙏 jaya shree guru deba maha prabhu 🙏🙏 jaya shree prabhu balabhadra maha prabhu 🙏🙏
Guruswami saranam
Guru swami Narayan
Omm jay shree keshab chandra
ଶ୍ରୀକୃଷ୍ଣଙ୍କ ଧରାବତରଣ କରିଥିଲେ,ସେ ଏକଶତ ପଚିଶ ବର୍ଷ ଦେହ ଧାରଣ କରିଥିଲେ,ସେ ଷୋଳ ସହସ୍ର ଗୋପନାରୀ ରମଣ କରିଥିଲେ। ଏକ ଲକ୍ଷ ଷାଠିଏ ହଜାର ପୁତ୍ର କନ୍ୟା ଥିଲେ।ଅଳ୍ପ ବିଦ୍ଯା ଭୟଙ୍କର ଭଳି ଆପଣ କହୁଛନ୍ତି।ଧର୍ମ ସଂପର୍କରେ ଆପଣଙ୍କର ଧାରଣ ଖୁବ କମ।ରାମ କୃଷ୍ଣ, ବୁଦ୍ଧ, ରାମକୃଷ୍ଣ, ବିବେକାନନ୍ଦ, ଠାକୁର ଅନୁକୂଳ ଚନ୍ଦ୍ର, ଠାକୁର ନିଗମାନନ୍ଦ ସମସ୍ତେ କିଶୋର ବୟସ ଅତିକ୍ରମ କରିଯାଇଥିଲେ।
ଯଦି ଆମନା ସାମନା ହେବାକୁ ଚାହୁଁଛନ୍ତି। ତେବେ ଫୋନ୍ ନମ୍ୱର୍ ଦିଅନ୍ତୁ। ଆପଣଙ୍କ ଭ୍ରମ ଦୂର କରିଦେବି। କେବେ ବି କାହାକୁ ନିନ୍ଦା କରନ୍ତୁ ନାହିଁ। ଯଦି ମନକୁ ନ ପାଉଛି, ତେବେ ସେ ଅନୁଷ୍ଠାନ ଠାରୁ ଦୁରେଇ ରୁହନ୍ତୁ।