Bhubaneswar Police Case: Court allows polygraph test of suspended IIC of Bharatpur PS || KalingaTV
ฝัง
- เผยแพร่เมื่อ 24 ก.ย. 2024
- Kalinga TV is the fastest growing television channel in Odisha. Kalinga TV, being one of the most trusted channels in the state is always on attempt to bring authenticated and real time news to its viewers. We believe on unbiased coverage. Kalinga TV delivers reliable information across all platforms i.e. TV, Internet and Mobile.
Visit Our Website: kalingatv.com/
Android App: play.google.co...
iOS App: apple.co/2M2KhQA
Watch Live: kalingatv.com/live
TH-cam: / kalingatv24x7
Facebook: / kalingamedia
Twitter: / kalingatv24x7
Instagram: / kalingatv24x7
#kalingatv #kalingatvlive #kalinganews
IIC ଦୀନକୃଷ୍ଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବା ସଙ୍ଗେ ସଙ୍ଗେ ତାକୁ ଝାରପଡ଼ା ଜେଲ କୁ ପଠାଯାଉ ।
ମୁଁ ତ ଆଜି ପଯ୍ୟନ୍ତ ଗୋଟିଏ କଥା ବୁଝି ପାରୁନି ଯେ ଜଣେ ଦାଗି ପୋଲିସ ଵାଲା ପାଇଁ ପୁରା ପୋଲିସ ଦିପାର୍ଟମେଣ୍ଟ ବଦନାମ ସହିବାକୁ ପ୍ରସ୍ତୁତ ଅଛି କିନ୍ତୁ ତା ଉପରେ ଆକ୍ସନ ନେବାପାଇଁ ରାଜି ନୁହେଁ କାହିଁକି ? ଏହାର ରହସ୍ୟ ଟା କଣ ?🤣🤣🤣
Khaki vardi walo ka sach ko swikar karne keliya himmat nahi hai. Ye hai Indian police. Thank u
ଯଦି ଫଳ କିଛି ନ ମିଳୁଛି କେସ ଟିକୁ CBI କୁ ହସ୍ତାନ୍ତର କରାଯାଉ।
Yes polygraph test
most required.
Bro test ti janasadharana re haba darkar
Ame ARMY OFFICERS pai desore Santi re rahiparuchu,,, Au amo Odisha police tanku Respect karunahnti
Justice for odisha police
@@mdshahidanwar4540 joke of the century..
Correct
@@mdshahidanwar4540 justice for chor police Gunda police thaka police 😂
ଏମlନଙ୍କୁ ସର୍ଭିସ ରୁ ତଡ଼l ଯାଉ
ନିଉ ପୋଷ୍ଟିଂ ଦୀୟଯାଉ
ସବୁ ସେଇ ଗୁଜରାଟୀ କ୍ରାଇମ ବ୍ରାଞ୍ଚ,,,,,, ତଦନ୍ତ ନିରପେକ୍ଷ ବା କେମିତି ହେବ ,,,ଚିତ୍ତ ରଞ୍ଜନ ବାବୁ ଯିଏ ବିଚାରପତି ସିଏ ନିଜେ କହିଛନ୍ତି ମୁଁ rss ସମର୍ଥକ,,,,, CCTV ଆଗରୁ ଥିଲା,,, ପୋଲିସ୍ ନିଜ ଅପରାଧ ଲୁଚାଇବା ପାଇଁ CCTV ହଟାଇ ଥିଲା ,,,commissioner ଙ୍କୁ ପଚରା ଯାଉ କି ,, ସବୁଦିନ ର ରିପୋର୍ଟ ଆପଣ କାହିଁ କି ଯାଞ୍ଚ କରୁନଥିଲେ,,ଯଦି କରିଥାନ୍ତେ ତେବେ ୧୪ ତାରିଖ ର ଘଟଣା ୧୮ତାରିଖ ପର୍ଯ୍ୟନ୍ତ କାହିଁକି ରହିଲା ,,,ପ୍ରତୀକ ସିଂ ଜାତୀୟ ଗଣ ମାଧ୍ୟମ କୁ ଏକ ପାଖିଆ ବୟାନ ଦେଉଛନ୍ତି,,, ଏହି ଘଟଣା ପୋଲିସ୍ ର ବର୍ବରତା କାପୁରୁଷତା
Practically
କେତେ ନିରିହ ଲୋକଙ୍କର ଜୀବନ ଓ ସମ୍ମାନ ସହ ଖେଳିଛନ୍ତି। ଭଗବାନ୍ ନିଶ୍ଚିତ ଦଣ୍ଡ ଦେବେ ।
Publicly Kariba darkar
ଘୁସ୍ ଖୋର ପୋଲିସ୍ ଚାକିରି ଛାଡ଼ ଛାଡ଼ ଛାଡ଼।।।।।
ସେ ଆର୍ମି କ୍ୟାପଟେନ ଆଉ ସେ ଝିଅ ର ବି ପୋଲିଗ୍ରାଫ ଟେଷ୍ଟ ହଉ
Crime branch କିଛି କରି ପାରିବ ନାହିଁ,CBI କୁ କେସ ହସ୍ତାନ୍ତର କରାଯାଉ।
ଏହି ଟେଷ୍ଟ ଦୁହି ଯୋଣଙ୍କର ହେବା ଦରକାର୍ ଯାଇକି ସତ ଜଣା ପଡ଼ିବ
ସିସିଟିଭି ଥାନାର କଢ଼ାଯାଇଛି, ପାଖ ଦୋକାନର ସିସିଟିଭି କଢ଼ା ଯାଇଛି l ପୂଜା ବାହାନାରେ ସଫା କରାଯାଇଛି l
ଶତ କହିବାକୁ ଗଲେ ଆଇଆଇସି ଦୀନକୃଷ୍ଣ ମିଶ୍ର ବାବୁଙ୍କୁ ତାଙ୍କର ପୋଲିସ ଗୋଷ୍ଠୀ ହେଲ୍ପ କରୁଛନ୍ତି,ଜଣ। ପଡୁଛି ଭବିଷ୍ୟତରେ ଓଡ଼ିଶା ପୋଲିସ ମାନଙ୍କର ଲିଡର ସାଜିବେ, ବାବାରେ ଓଡ଼ିଶା ପୋଲିସ,ଆଣ୍ଠୁ ଏ ପାଣିରେ ଯାହା ବୁଡି ମାରୁନ।
ପ୍ରଣାମ ନଷ୍ଟ କରିବାକୁ ପୋଲିସ ପ୍ରାଣ କରି ଥାନା ପୂଜା କରିଥିଲେ
Atiki narmal loka hai thile Tak arrest Kari saranteni tahele kahi abe police arrest hauni
ବୈଶାଳୀ IIC କୁ ପୋଲିଗ୍ରାଫି ଟେଷ୍ଟ କରାଯାଉ
ସେଥିରେ ମିଛ କହିଲେ ମଧ୍ୟ ଧରା ପଡ଼େନାହିଁ. ତୁମର heart beet ର speed କୁ ନେଇକି ସେମାନେ ସତ ମିଛ ଦିସାଇଦ କରି ଥାନ୍ତି. ତେଣୁ ସେ iic ସବୁ ଜାଣିଛନ୍ତି ସେ free mind ରେ ଉତ୍ତର ଦେବେ ବେଶି ଚିନ୍ତା କରିକି ଉତ୍ତର ଦେବେନାହିଁ. 🤣🤣🤣
ନବ ଦାସ ମଡ଼ର୍ର ରେ ଗୋପାଳ ଠିକ କହିଲା
Police support re jiba
IIC ku nirdosh pramanita karibar ea eka tarika.
Lanchua crime branch
Bothra sahab gale kichhi sata baharibani.
Sabu khela Kari debe live polygraph test kara jau
Odisa police. Is. Always. Try. To. Abolsh. The. Case.
Jail doctor report pari heba
Polygraph test heu eisabu durniti jukta police manankara .
Nachet dinakrushna nku Baliyatra asilani, puni Cuttack pathajau.
Se jhia ra b test hau......
ତତେ ବି ଟେଷ୍ଟ କରାଜିବ ହେଲା
Gothra ନିଜେ ସେଇ ନାଉର ମଞି
Puja kiya police station me q???saff kiya sanitizer kiya q police station???
Se bandhabi jhia ra bi Lie detector test habaa darkar 😢
Police kan odishare evalia case re polygraph test sabu case re kariba?
Se iic ku turminate karantu au fasi deidia
Tara purba record dekhajau. Poligraph test re eita dhars adiba nahin. Eita bahuta chatura. Ssdharan criminal nuhe.
Road Romio kuade gale. Seitharu asla rahasya jana padiba. Se digaku anadekha karajauchhi.
IICdi. Dinakrushna sanskar kn janinanhanti nijachuamananku kn sanskar dauthibe?
Gujarat re mai ku gai gai ku mai kari deba janasdharan re test karajau
Kichhi nahi athire
Call boy ଦୀନକୃଷ୍ଣ,
Kichi hebani , Acf death case in Balangir. Kan hela
Dina krushna iic ro bite nauna se kn kahuchi odisha basi dekhibe
Se jhia ro to bite nei jaucho
Police wale ko pta hai kaise polygraph test me brain ko control kiya jata hai...RG kar matter me bhi to huya pr ???
Are bhai kaunsi thana re grahasanti homa eha jie dekhib sie hasib au police upare sandeha karib arebabu jie nirmal sie kanhiki ehibhali naheba kam thana re ghatauchi
Is des me sena ka Sasane hon chaye jaise Pakistan me h
Police hin dayi ethipain.
Sabu judgement a dabu kadali news channel hin kari debe... Fact check pain apekhya nahin emananku khali masala darkar
Emananku khadai debara jojana.
Kikarm kale
Use 3rd digree and
Required army digree specialy
Kichi hebani , Acf death case in Balangir. Kan hela ?
Brother NDIAN ARMY officer's case,Indian Army will not allow any lapse in interrogation report .Indian Army is too capable.Army considers any officer as his family member.
Coming to ACF forest deptt did not do enough for it's officer.
Here Indian Army is following every step.No lapse can be tolerated.
Gujurat kahiki
Police ra bul Nhai bade mura Anuman jadi bul kharitae tebe police phai lajita se
କାହିଁକି ଓଡ଼ିଶା ରେ ତଦନ୍ତ ଆଉ ଟେଷ୍ଟ ହୋଇ ପାରିବନି କି ଦିନ କୃଷ୍ଣ କୁ ଗୁଜୁରାଟ ନେଇ ଓଡ଼ିଶା କୁ ଓଡ଼ିଶା ପୋଲିସ୍ କୁ ବଦନାମ କରୀବ ଟେଷ୍ଟ ପୋଲିସ ସହ ସେ ଟୋକିର କର ସବୁ viral ଭିଡିଓ ଦେଖି ନ୍ୟାୟ କର ଜଣା ପଡ଼ୁଛି ଓଡ଼ିଶା ପୋଲିସ୍ କୁ ନିନ୍ଦା ଦେଈ ଅନ୍ୟାୟ କରୁଥିବା ଆର୍ମି କୁ ନିର୍ଦ୍ଦୋଷ ପ୍ରମାଣ କରିବ ସବୁ ଭୁଲ୍ ଟୋକିର ଏହା ପୁର୍ବ ରୁ ଅନ୍ୟାୟ କରିଥିବା ଦିନ ବନ୍ଧୁ କୁ ବି ସଜା ମିଳୁ