Birendra Panda Official is live

แชร์
ฝัง
  • เผยแพร่เมื่อ 7 ม.ค. 2025

ความคิดเห็น • 21

  • @ranjankumarmohanty9131
    @ranjankumarmohanty9131 5 หลายเดือนก่อน +4

    ନମସ୍ତେ ମହୋଦୟ, ବହୁତ ଅଜଣା କଥା ଜାଣି ପାରିଲି। ସୁନ୍ଦର ପରିବେଷଣ 🙏🙏

  • @ak.sanskritlover1201
    @ak.sanskritlover1201 5 หลายเดือนก่อน +5

    ବହୁତ ଦୁଃଖ ଲାଗୁଚି ଆଜି ନିଜେ ଲୋକ ମାନେ ନିଜର ସଂସ୍କୃତି ନଷ୍ଟ କରୁଛନ୍ତି ବହୁତ କଷ୍ଟ ଲାଗୁଚି ପଣ୍ଡିତ ଜି

  • @kailashchpani8856
    @kailashchpani8856 16 วันที่ผ่านมา

    Pranam

  • @prabirpadhihari5
    @prabirpadhihari5 27 วันที่ผ่านมา +2

    ଗୁରୁଜୀ ମୁଁ ଆପଣଙ୍କୁ ପ୍ରାୟତଃ 12 ବର୍ଷ ରୁ ଉର୍ଦ୍ଧ ହେବ ଶୁଣି ଆସୁଛି 🙏 ଆପଣଙ୍କ ସହିତ ସାକ୍ଷାତ କରିବା କୁ ବହୁତ ଇଛା ଅଛି. ସବୁଠାରୁ ବଡ଼ କଥା ହେଲା ମୁଁ ଆପଣଂକୁ ନିମନ୍ତ୍ରଣ କରି ଆମ ଗ୍ରାମ ରେ ଗୋଟେ କାଯ୍ୟକ୍ରମ କରିବା କୁ ଇଚ୍ଛା ଅଛି, ସେଇଥିପାଇଁ ଉପଯୁକ୍ତ ସମୟ ସହିତ କିଛି ଅର୍ଥ ର ବି ଆବଶ୍ୟକ ଅଛି, ଯାହା ବର୍ତମାନ ମୁଁ ଅକ୍ଷମ, ଭଗବାନ ଜାଣନ୍ତି କେଭେ ମୋ ଏହି ମହାନ ଉଦେଶ୍ୟ ପୂରଣ ହେବ 🙏

    • @birendrapandaofficial
      @birendrapandaofficial  26 วันที่ผ่านมา

      @@prabirpadhihari5 ଏହି ନମ୍ବର ରେ ଯୋଗା ଯୋଗ କରନ୍ତୁ 9668056707

  • @sanjaypanda7987
    @sanjaypanda7987 หลายเดือนก่อน

    ଅମୂଲ୍ୟ-ଉପାଦେୟ ଆଉ ମହତ୍ତ୍ୱପୂର୍ଣ୍ଣ ଉପସ୍ଥାପନା ନିମିତ୍ତ ଉପସ୍ଥାପକଙ୍କୁ ଅଶେଷ ଅଶେଷ ସାଧୁବାଦ ଜଣାଉଛି ଏବଂ ଶୁଭ ରାତ୍ରୀର ସୁମଧୁର-ସୁଖକର-ରୁଚିକର ତଥା ଆମୋଦଦାୟକ ମୂହୁର୍ତ୍ତରେ ପ୍ରଭୁ କୃପାମୟ ଆଶୁତୋଷ-ମହାକାଳ-ମାତା ଦୁର୍ଗତି ନାଶିନୀ-ଦୁର୍ଗାଙ୍କର ଶ୍ରୀପୟରେ ଶରଣାପନ୍ନହୋଇ ଆପଣମାନଙ୍କର ତଥା ସମଗ୍ର ବିଶ୍ବ-ବସୁଧାର ସର୍ବାଙ୍ଗୀନ ଉନ୍ନତି-ପ୍ରଗତି ଆଉ ସର୍ବକଲ୍ଯାଣ ମନାସୁଛି --ଶ୍ରଦ୍ଧାଳୁ-ଶୁଭେଚ୍ଛୁ--ସଞ୍ଜୟ ଉବାଚ଼ 🙏🔱🕉️🪔

  • @PrafullachDas-n6c
    @PrafullachDas-n6c 5 หลายเดือนก่อน +2

    ନମସ୍ତେ ପଣ୍ଡିତଜୀ ,ଧନ୍ୟବାଦ ।

  • @sasmitabastia3846
    @sasmitabastia3846 5 หลายเดือนก่อน +1

    କହିବ, କାହାକୁ ଶୁଣିବ କିଏ, ଯଦି କହିବ ଲୋକେ ଗାଁ ଉଲି,ମଫସଲିଆ କହିବେ।ଯୁଗ ବଦଳି ଲାଣି,ନିଜ ମେଣ୍ଟାଲିଟି କୁ ଵଦଳାଅ ବୋଲି ଶୁଣିବାକୁ ପଡ଼ୁଛି।ଆଲୋ ସଖି ଆପଣା ମହତ ଆପେ ରଖି।

  • @padmanavpanda4273
    @padmanavpanda4273 2 หลายเดือนก่อน

    Jay Jagannath 🙏🙏 🙏.1000%Right👍👍👍👍👍👍👍👍👍👍👍👍👍👍👍👍 Jay Jagannath 🙏🙏🙏🙏🙏🙏 🙏🙏🙏🙏 🙏🙏🙏🙏🙏💐💐💐💐💐💐💐💐💐💐

  • @sudhansusekharghosh5122
    @sudhansusekharghosh5122 2 หลายเดือนก่อน

    Apananka pada tale sahasra pranam

  • @kailashchpani8856
    @kailashchpani8856 หลายเดือนก่อน

    Jay gurudev

  • @rabimoharana5973
    @rabimoharana5973 4 หลายเดือนก่อน

    Namaste guruji 🙏🙏🙏🙏🙏🙏🙏

  • @damodarbehera713
    @damodarbehera713 3 หลายเดือนก่อน

    Swamiji Namaste

  • @RajuRaju-ym9eh
    @RajuRaju-ym9eh 5 หลายเดือนก่อน +1

    sir mor gote prasan thila Brahman mane barata hela samaya re jalara bebahar kahiki karuthile abe karuchanti ki nahi mu janini asha karuchi mu apannak tharu utar paibi

  • @RADHERADHE-dy8vn
    @RADHERADHE-dy8vn 5 หลายเดือนก่อน +1

    Namasta goroge🙏🙏

  • @rabimoharana5973
    @rabimoharana5973 4 หลายเดือนก่อน

    Bahut dukhalaguchi bele a samajk aau sanskruti ku dekhila belaku

  • @sridharmalik8979
    @sridharmalik8979 5 หลายเดือนก่อน +1

    🙏

  • @lalitamohanpatro6928
    @lalitamohanpatro6928 2 หลายเดือนก่อน

    Sir please kamiti Arya samaj re jion haba

  • @deepakdas8640
    @deepakdas8640 2 หลายเดือนก่อน

    Justified

  • @kshitishpatra8661
    @kshitishpatra8661 5 หลายเดือนก่อน

    Agyana nka phone number miliba ki