Pandian loyals are thrown away | ତଡ଼ା ଖାଇଲେ ପାଣ୍ଡିଆନ ମାର୍କା ବାବୁ | The Quiver

แชร์
ฝัง
  • เผยแพร่เมื่อ 16 ต.ค. 2024
  • ସରକାରୀ କଳକୁ କବଜା କରିଥିବା ଭିକେ ପାଣ୍ଡିଆନ ମାର୍କା ବାବୁଙ୍କୁ ତଡ଼ିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାର । ଦୀର୍ଘ ୧୦ବର୍ଷ ଧରି ଚୌକି ମାଡ଼ି ବସିଥିବା ଏହି ବାବୁ ମାନଙ୍କୁ ତଡ଼ିଛନ୍ତି । ନଗର ଉନ୍ନୟନ ବିଭାଗକୁ ୧୦ବର୍ଷ ଧରି ଆବୋରି ବସିଥିବା ଜି ମାଥିଭାତନାନଙ୍କୁ ହଟାଇ ଦିଆଯାଇଛି । ସଚିବରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପର୍ଯ୍ୟନ୍ତ ଗୋଟିଏ ଚୌକିରେ ବସିଥିବା ମାଥିଭାତନାନଙ୍କୁ ହଟାଯାଉ ନଥିଲା । ମୋହନ ସରକାର ଆସିବା ପରେ ତାଙ୍କୁ ତଡ଼ି ଦେଇଛନ୍ତି । ସେହିପରି ୭ବର୍ଷ ଧରି କ୍ରୀଡ଼ା ବିଭାଗକୁ ଆବୋରି ବସିଥିବା ଭିନିଲ କ୍ରିଷ୍ଣାଙ୍କୁ ବି ତଡ଼ିଦେଇଛନ୍ତି । ତଥାପି କିଛି ସ୍ଥାନରୁ ପାଣ୍ଡିଆନଙ୍କ ଛାପା ତଥାପି ରହିଯାଇଛି ।
    #thequiver #vkpandian #mohanmajhi
    THE Quiver News is the leading digital news platform in Odisha brings the latest update and insights in politics, business, health, education, technology, sports etc... in Odisha, India and around the World. Stay ahead with the breaking updates with THE Quiver News!
    Get Touch With Us!
    --------------------------
    Subscribe "THEQuiverNews" in TH-cam! / @thequivernews
    Like us in Facebook: / thequiverofficial
    Follow us in Instagram: / thequivernews
    Follow us in Twitter: / thequivernews
    Visit our website: thequiver.in/
    Follow us in LinkedIn: / thequivernews

ความคิดเห็น • 17

  • @BiduutaravaSahoo
    @BiduutaravaSahoo 3 หลายเดือนก่อน +2

    This was grate thank you

  • @sarojde9808
    @sarojde9808 3 หลายเดือนก่อน +9

    ନା କିଛି ହୋଇନାହିଁ !!!
    ଯେଉଁଦିନ Pandian & Co. ଜେଲ୍ ଯିବେ ...
    ସେହି ଦିନ ଓଡ଼ିଶାବାସୀ ଜାଣିବେ କିଛି ପରିବର୍ତ୍ତନ ହୋଇଛି ....
    ସେମାନଙ୍କ ମତାମତକୁ ମୋହନ ସରକାର ଗୁରୁତ୍ବ ଦେଉଛନ୍ତି ...
    ନ ହେଲେ ସମସ୍ତେ କହିବେ....
    ଛତା ବର୍....ସବୁ ଶଳା ଏକା ଦର....

  • @shantanusarangi1973
    @shantanusarangi1973 3 หลายเดือนก่อน +1

    ବିଦ୍ୟାଳୟ o ଗଣ ଶିକ୍ଷା ବିଭାଗ ରେ ଥିବା ଆସ୍ଵସ୍ଥି ମାଦାମ କେବେ ବିଦାୟ ହେବେ?

  • @IndiraPatra-bh3to
    @IndiraPatra-bh3to 3 หลายเดือนก่อน +1

    ଶୁଭା ଶର୍ମା କୁ ହଟୁ ନାହାନ୍ତି କାହିଁକି

  • @sureshdash8597
    @sureshdash8597 3 หลายเดือนก่อน +2

    Mohan sarkar tamil mananku suspend cbi janch haba katha kahin helani

  • @chittaranjannayak843
    @chittaranjannayak843 3 หลายเดือนก่อน +3

    Arrested pandian

  • @laxmidharnayak4191
    @laxmidharnayak4191 3 หลายเดือนก่อน

    No time for strong actions . People of odisha waiting to see the actions against the culprits.

  • @kedarnathbehera711
    @kedarnathbehera711 3 หลายเดือนก่อน

    Ok Majhi ji I am Rj. Boldazer,

  • @KRISHNAFF9149
    @KRISHNAFF9149 3 หลายเดือนก่อน

    Bjd,sarkar,chorebeiman,sarkare

  • @quoteoftheday2357
    @quoteoftheday2357 3 หลายเดือนก่อน +2

    Main karpotadar Nabin Pandu ku arrest kari drunitigrastha Officer tharu tanka Adayakarajau😂😂

  • @giridharsabar8829
    @giridharsabar8829 3 หลายเดือนก่อน

    Basegalejaganatnabinakubikamageebe

  • @KRISHNAFF9149
    @KRISHNAFF9149 3 หลายเดือนก่อน

    Pandhian,choreku,giropkarajau

  • @JaykrusnaShingh
    @JaykrusnaShingh 2 หลายเดือนก่อน

    .

  • @amulyasahoo9692
    @amulyasahoo9692 3 หลายเดือนก่อน

    Big scam...