Bahut sunder lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🙏
You are so beautiful family and so cute Khushi so love you Rupa dear aise hi Suhani Mausam hamari udisa mein dekhne ke liye milta Punjab mein nahin kitni achcha laga Apne matrabhasha Ko dekhne ke liye ham Taras jaate Hai Bhai aap barish mei itni mat Gile Ho aapka tabiyat abhi thoda dinon se theek hua kitni cute bacche kisi ki najar Na Lage so sweet love you Khushi❤❤🎉🎉👌👌💕💕💕
Jai Jagannath 🙏🙏bhai ebe deha bhala heichi puni barsa re odda hele kn paien nija deha ku jagiba saha bhauja nka deha ra b care niyantu 👍 happy family 🥰 so cute khusi maa ❤love u beta❤love u all family members ❤❤
ଆରେ ଏବେ ଦେହ ଭଲ ହେଇଚି ଏମିତି ଉଦା ହୁଏନାହିଁ ଦେହ ଖରାପ ହେଇଯିବ ଦେହର ଯତ୍ନ ନିଅ love u all family members ❤
ପବନ supar ହେଇଛି
କଟକରେ ହେଇ ନହିଁ
Jay Jagannath
Like 1Fast
ବାପା ଏବେ ପରା ଡେଙ୍ଗୁ ରୁ କେତେ କଷ୍ଟ ରେ ଭଲ ହେଈଛ କାହିଁକି ବର୍ଷା ରେ ଏତେ ଭିଜୁଛ
Tikh katha
ଭାଇ ମା ଙ୍କ ଭସାଣି ବ୍ଲୋଗ କଣ ପାଇଁ ଆସିଲାଣି
ଭାଈ ବର୍ଷାରେ କଣ ପାଇଁ ତିନ୍ତୁଥିଲ ତମ ଦେହ ଏବେ ଏବେ ଭଲ ହୋଇଛି ଏମିତି ତିନ୍ତିଲେ କେମିତି ହେବ ❤
ବର୍ଷାରେ ଓଦା ହେବା ଟିକେ ବନ୍ଦ କର ଭାଇ ଭାଉଜ । ଅତି ନିକଟରେ ଦେହ ସୁସ୍ଥ ହୋଇଛି ପରା
Jay jagannath 🙏ଭାଇ ବର୍ଷା ରେ ଉଦା ହୁଅନାହିଁ ସମସ୍ତେ ଭଲ ରେ ଥାନ୍ତୁ all tha best 👍
ପିଣ୍ଟୁ ଭାଇ କାଲି ରାତିରେ ଆପଣଙ୍କର ବୋଉ ଙ୍କୁ ମୁଁ ସ୍ବପ୍ନ ରେ ଦେଖିଲି.. ସେ ସମ୍ବଲପୁର ଆମ ଘରକୁ ଆସିଛନ୍ତି...ଖୁସି ଲାଗିଲା ବୋଉଙ୍କ ହସ କେତେ ସୁନ୍ଦର ଭଗବାନ ଭଲ ରେ ରଖନ୍ତୁ l🙏
Pua tu amiti sabubele khusi re raha bapa God bless you barsha re oda hani
ଜୟ ଜଗନ୍ନାଥ 🙏🙏🙏 god bless you all family members cute Khushi maa ❤❤❤❤❤❤
ଏତେ ଝଡ ବାତ୍ୟା ରେ ଭିଡିଓ ବନା ହେଉଛି ଏହାଠୁ ମୂଲ୍ୟ ବାନ କଣ ଅଛି ମୋର ଭଗବାନ ଙ୍କ ପାଖରେ ଏତିକି ପ୍ରାର୍ଥନା ଯେ ଆପଣଙ୍କ ପରିବାର ର ସମସ୍ତଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ 🙏🙏🙏❤❤❤💕
Bhai Bhauja ଆପଣଙ୍କ ଦେହ ଭଲ ନାହିଁ କାହିଁକି ଓଦା ହେଉଛ ❤❤
ଭାଇ ବର୍ଷା ରେ କାହିଁକି ବୁଲୁଛ ଦେହ ଖରାପ ହବ 😢 love you from Bangalore ❤❤❤❤
ହେ ପ୍ରଭୁ ଭିଡିଓ ଦେଖି ହସି ହସି ପେଟ ଦରଜ ହେଇଗଲା😂😂😂😂ଛତା ବାର ବାର ଓଲଟି ପଡ଼ିଲାଣି ତଥାପି ହାର ମାନୁନ ଭିଡିଓ କରୁଛ 😂😂😂ମୋ ଝିଅ n ମୁଁ ବହୁତ ହସିଲୁ 😂😂ସବୁବେଳେ ଖୁସି ରେ ରୁହ ❤️❤️
ଆମ ବରଗଡ଼ ରେ ବର୍ଷା ହେଉନି କେବଳ ହାଲକା ପବନ ହେଉଚି ଆପଣଙ୍କ ଭଦ୍ରକ ରେ ବହୁତ ବର୍ଷା ହେଉଚି ପିଣ୍ଟୁ ଭାଇ ମହାପ୍ରଭୁଙ୍କ ଏତିକି ପ୍ରାର୍ଥନା ଯେ ଲଘୁଚାପ ଦୁରେଇ ଯାଉ ଲଭ୍ ୟୁ ପିଣ୍ଟୁ ଭାଇ ରୁପା ଭାଉଜ ଖୁସି ମା ❤️❤️❤️❤️🙏🙏 ଜୟ ଜଗନ୍ନାଥ 🙏🙏 ଜୟ ମାଁ ଲକ୍ଷ୍ମୀ ଠାକୁରାଣୀ 🙏🙏
Khara heuchhe ena
Ama kendrapara bhitarakanika re .bohut barsha paban abe jae houchi
ଆମ ବାଲେଶ୍ଵର ଭାରି ବଢ଼ିଆ 😊
ଏ video ଦେଖି ବହୁତ ମଜା ଲାଗିଲା
ଭାଇ aapka ଛତା 😂😂😂ପୁରା କମେଡି😅😅😅😅😅😅😅😅😅😅😅😅
Bhai 1dinaku 3times vedio diantu bahut bhal lagiba
Ajii ra video ti bahut bhala lagila. Emiti sabubele Khushi re ruha nije hasa au aama mananku emiti hasauthao. God bless you
So cute Khushi Maa❤❤🥰😘
Cuty angel Khushi Maa God bless you 💖
Bahut sunder lagila vlog full enjoyment vlog sabubele dekhe gote bi miss kareni vlog satre Bhai Bhauja All time favourite jodi pin2 Bhai Rupa Bhauja khusi maa 🙏🙏🙏
ଆମ ଗଂଜାମ ରେ ବିଶେଷ କିଛି ହେଇନି ଜୟ ଜଗନ୍ନାଥ ଭାଇ
ଭାଇ ବର୍ଷାରେ କଣ ପାଇଁ କିନ୍ତୁ ଥିଲେ ତମ ଦେହ ଏବେ ଏବେ ଭଲ ହେଇଛି ଲଭ୍ ୟୁ ଦିଦି ଭାଇ ଖୁସି ମା ଅଲ୍ ଫାମିଲି ମେମ୍ବର ❤❤❤❤❤
Bhai bahutu badiya comedy karucha 😂😂😂😂😂😂😂😂😂😂
Bhai bhauja barsa re odaa huani abe deha bhala heichi love you all family members maa auu jeje nka hasa so cute ❤❤❤❤❤
ଜୟ ଜଗନ୍ନାଥ 🙏 ପିଣ୍ଟୁ ଭାଇ ବହୁତ ସୁନ୍ଦର ଭିଡିଓ Super 🙏💯 🌹🇮🇳 ବୋଦ୍ଧ ଜିଲ୍ଲା ବାଉଁଶୁଣୀ ବର୍ଷ। ନାହିଁ କି ପବନ ନହିଁ। ❤❤❤❤
Ama Puri jila re besi kichhi heini Dana ra maza nele Pintu ❤❤❤
🙏ଜୟ ଜଗନ୍ନାଥ 🙏ଭାଇ ବହୁତ ସୁନ୍ଦର ଭିଡ଼ିଓ ଏତେ ପବନ, ବର୍ଷା ରେ ବାହାରେ ବୁଲିବା ଠିକ ନୁହେଁ, ⭕‼️⭕
ବାସୁଦେବପୁର ରୁ କଉମାନେ ଦେଖୁଚ like କର 😅
ସମସ୍ତେ ସୁରକ୍ଷିତ ରୁହନ୍ତୁ
Bahi bahut badhiyaa 😍🤩
Tention Lenkaa nahi... every moments joy with all situation 🎉❤👍💯
Batya re bhai bhauja nku bhari khusi laguchi....❤❤😂😂
Khushi maa so cute ❤
Very nice Rupa Pintu ku ❤❤ good
Love you pintu bhai rupa bhauja❤❤god bless you all family members😘😘❤❤ jay Jagannath🙏🙏🙏🙏
Love you Pintu Bhai rupa Bhabhi Khushi maa cute little girl ♥️♥️
ଭାଇ ଆମର ଏ ପଟେ ଏବେ ବି ବର୍ଷା ହୋଉଛି ପବନ ହୋଉଛି
ଆମର ଗଞ୍ଜାମ ରେ ହାଲକା ପବନ ବର୍ଷ ହେଉଛି❤❤❤
Ko area
ଖାଲି ପବନ ଶେରଗଡ
@@AriyanSwain143e amara BERHAMPUR
Jay Jagannath 🙏🙏🙏
Ganjam kou jaga ru dekhuchha ki
Love you bhai bhauja ❤️n khushi maa ❤❤❤❤Jay Jagannath 🙏🙏🙏🙏
ଭାଇ ଛତା ର ବେଣ୍ଟ କୁଆଡେ ଗଲା 😅
ଆମର ଦଶପଲ୍ଲା ରେ ହାଲକା ପବନ ମେଘ ହେଉଛି❤❤❤
ଏବେ ତୁମ ଦେହ ଖରାପ ଥିଲା ପୁଣି ଓଦା ହେଉଛ ❤❤❤❤
Pintu barsa rekhai emiti hauchu deha kharapheba💖
Love you khushi maa❤
ଜୟ ଶ୍ରୀ ଜଗନ୍ନାଥ 🚩🚩🚩
ହେ କୋଟିଓଡ଼ିଆଙ୍କ ହୃଦସ୍ପନ୍ଦନ ମହାପ୍ରଭୁ ଏ ଜାତିକୁ ଆପଣଙ୍କ କୃପାନେତ୍ରରେ ସର୍ବଦା ଚାହିଁଥାନ୍ତୁ ! ଏ ଉତ୍କଳଭୂଖଣ୍ଡର ସମ୍ରାଟ ଆପଣ, ହେ ଦୀନବନ୍ଧୁ ତୁମ୍ଭ ଦୟାରେ ଏ ଜାତିର ଘରେ ଚୁଲି ଜଳି ଥାଏ ଦୁଇ ମୁଠା ଅନ୍ନ ପାଇଁ ଶରଣ ଲୋଡ଼ିଥାଏ । ଓଡ଼ିଶା ମାଟିକୁ ସାହା ହୋଇଥାନ୍ତୁ ପତିତପାବନ ବାନା ଟେକ ରଖନ୍ତୁ🙏🏻
Pintu ତୁମ ଦେହ ଭଲ ହେଇନାହିଁ ରୁପର ଦେହ ଭଲ ହେଇନି ବର୍ଷା ରେ ଓଦା ହୁଅନି
ପିଣ୍ଟୁ ଭାଇ ସାଲେପୁର ଆସ , ରୋସଗଲା ଖାଇବେ
ଖୁସି ମା ଙ୍କ ଏ ପ୍ରଥମ ବାତ୍ୟା ଦର୍ଶନ
So sweet khusi maa ❤❤
Aamar aade heuni barsh ki pawan Bargarh Sambalpur re❤❤❤
ମାଲୋ କି ବର୍ଷା ଆମ ପିପିଲି ଆଡେ ବର୍ଷା ପବନ ଅଳ୍ପ ହେଇଛି
ଭାଇ ତମ ଭଦ୍ରକ ଆଡେ ବେଶି ବାତ୍ୟା ହେଇଚି news ରେ ଦେଉଥିଲା ଆମ angul ରେ ଅଳ୍ପ ହେଇଚି ବର୍ଷା 👍
ବର୍ଷା ରେ ବେସୀ ରଙ୍ଗ ହେଉଛୁ
You are so beautiful family and so cute Khushi so love you Rupa dear aise hi Suhani Mausam hamari udisa mein dekhne ke liye milta Punjab mein nahin kitni achcha laga Apne matrabhasha Ko dekhne ke liye ham Taras jaate Hai Bhai aap barish mei itni mat Gile Ho aapka tabiyat abhi thoda dinon se theek hua kitni cute bacche kisi ki najar Na Lage so sweet love you Khushi❤❤🎉🎉👌👌💕💕💕
Bbsr re b ete barsa paban heini
Love from bbsr Tankpani Sai Mandira❤❤❤❤❤❤❤❤
ପିଣ୍ଟୁ ରୂପା ❤ ଜଗନ୍ନାଥଙ୍କ କୃପାରୁ ସମସ୍ତେ ବହୁତ ଭଲ ରେ ଥାଅ ❤❤❤🙏🏻🙏🏻🙏🏻🙏🏻kaharabi କିଛି ନ ହେଉ ❤😮😢😢😢
16:13 bhai pura shaktiman 😂😂
ବାତ୍ୟା ଦାନା କରିଲା ଛାନିଆ । ସବୁ ଛାରଖାର ହେଲା । କି କଲା ଦାନା......?😢
Jay Jagannath 🙏🙏 love you Khushi maa ❤️❤️🥰🥰🥰😍😍😍
Cute😊 pintu❤tame ete barsha⛈re kahiki baharaku gauchha😲. Batya 🌪 DANA🌧💨udeinela chhatta kana☔😆🤣. Bapunu rati sara🌠soini🤓DANA ku dekhiba boli🧐🤣. I love❤ you hero 🕺👌🌹🧎♂️😘.
ଲେଣ୍କା ପରିବାର ମୋ ତରଫରୁ 🙏
ଆଜି ର ଭିଡିଓ ଦେଖିକି ବହୁତ ଦୁଃଖ ଲାଗୁଚି ।
ଭାଇ ଆଉ ଗୋଟିଏ କଥା କହୁଛି ଆପଣଙ୍କ ଘରେ ଆଲୁ, ଚୁଦା, ମହମବତୀ, କିରସିନି, ଖାଇବା ତେଳ, ଏବଂ ବିଜୁଳି ଟିକିଏ କମ୍ ବ୍ଯବହାର କରନ୍ତୁ ଭାଇ ।
ବାତ୍ଯା ରେ ବାହାରକୁ ବୁଲନ୍ତୁ ନାହିଁ ଭାଇ ।
Pintu Tama deha ra care kara Abe jara ru uthichha barsa re kahinki bijucha❤❤ love you all Jay jagannath 🙏🙏🙏
Amo ade tk kama hauchi ❤❤❤❤
ଅନଗୁଳ ଜିଲ୍ଲା ରେ ବର୍ଷ ଏତେ ନାହିଁ ପବନ ଏତେ ନାହିଁ
Jai Jagannath 🙏🙏bhai ebe deha bhala heichi puni barsa re odda hele kn paien nija deha ku jagiba saha bhauja nka deha ra b care niyantu 👍 happy family 🥰 so cute khusi maa ❤love u beta❤love u all family members ❤❤
So beautiful rupa
Love you bhai Jay Jagannath ❤❤❤
Khushi maa❤❤❤❤bhai jajpur kabe asa❤❤❤❤❤
Subu bele emiti Khushi re ruho Bhai ❤ Bhaujo ❤ love you Khushi maa ❤❤
Laxmi puja video dekhi aakhiru luha bahi gala maa tuma family nku valare rakhantu
❤❤❤❤❤ love you this family members ♥️🥰🤗
Satare Rupa vaujaku dekhile bahutu khusi lage
ସତରେ ଆମେ ଭାଗ୍ୟବାନ କାରଣ ଆମ(Malkangiri)ଆଡେ କିଛି ବି ନାହିଁ DANA PANA 😂 ପୁରା ନର୍ମାଲ ସବୁ ଦିନ ବୋଲି ଏବେ ବି but ପ୍ରଭାବ ଟା tk tk ପଡ଼ୁଚି ମେଘୁଆ ପାଗ କାଲି thanks God 🙏🙏😊❤❤
ଭାଇ ଭସାଣି ବ୍ଲୋଗ ଆସିଲାଣି କାହିଁକି
Jay jagnntha very nice❤❤❤❤
କେଉଁ କେଉଁ ଜିଲ୍ଲା ରେ ଦାନା ପହଞ୍ଚିଲାଣି comment କର ଆମ କନ୍ଧମାଳ ଜିଲ୍ଲାରେ କମ୍ ହେଉଛି
So beautiful Khushi maa ❤❤
Jay jagannath pintu Rupa Dana re bhijiba maja niyara 👍👍
🎉🎉🎉god bless you sabu sucess milu au sabu bipadaru rakhya karantu
Bhai mo maa kahuchhanti tamoku tk bi jara huani sethi pai barsha re bhijuchha❤
Bhai mo fav biggest fan from America mo dream hauchi Rupa ka sahita thare life re katha haba
ପିଣ୍ଟୁ ଭାଇ ତମେ ଦେଖି ଯିବ
Bhai apana nka deha abe tike bhala achi au thara Barsha re uda hela jara heijiba je.....plz bhai& bhauja cary full re ruha....👍🏼🥰🥰🥰
ଜୟ ଜଗନ୍ନାଥ ❤❤❤❤❤
ଭାଇ ଭାଉଜ ❤❤❤
Pintu rupa khush maa nice 👍👍👍
ଆମ ଅନୁଗୋଳ ରେ ବି ବେଶୀ ନାହିଁ କମ୍
Wonderful excellent superb beautiful awesome ❤❤❤❤❤❤❤❤❤❤❤❤❤❤❤
ଜୟ ଜଗନ୍ନାଥ ଭାଇ ଭାଉଜ ⭕‼️⭕🙏
ଆମ ପଟେ ବି ପବନ ବର୍ଷା ହେଉଛି
Love u all family members
Chhata udeidela❤❤❤ Jay jagannth
Jay Jagannath ❤❤
Rupa nk dehaku maa asiba tike dekhaeeba mora maanku kichi kahibara achi😢😢
ଆମ ଗଞ୍ଜାମ ଜିଲ୍ଲାରେ କମ୍ ବର୍ଷା ପବନ ହେଉଛି
Pintu vhai Tama deha vhalnathila tame oda haucha tike jaga ,🎉🎉🎉🎉
ମା ପରମ ବୈଷ୍ଣବୈ ନମଃ
ଭାଇ ମା କ ଭସାଣି ବ୍ଲେଗ କଣ ପାଇିଂ ଆସିଲାଣି