ବିହା,ବଡୁ ସବୁନେ ପହଁଚେଇ ଦେଉଛନ୍ ଆର୍ସା ପିଠା
ฝัง
- เผยแพร่เมื่อ 10 ก.พ. 2025
- ଆର୍ସା ପିଠାକେ ଖାଲି ଗୁଟେ ପିଠା ତ କୁହା ଯାଇ ନାଇଁ ପାରେ । ସେ ପିଠାର୍ ସୁଆଦ୍ ନେ ଅଛେ ଇ ମାଟିର୍ ମହକ୍ । କେତେ ପରେ କେତେ ପିଢି ଗଲେନ ବାକି ସେ ଆର୍ସା ପିଠାର୍ ଆଦର୍ ସେନ୍ତା ଏକା ରହିଛେ । ଇ ମହିଲା ଏସ୍ଏଚ୍ଇଜି ର ମାଉସି ମାନେ ସଭେ ମିଶିକରି ଇହାଦେ ଆର୍ସା ତିଆରି କରିକି ସେଟା ପେକିଂ କରିକି ବିକୁଛନ୍ । ସମ୍ବଲପୁର, ବରଗଡ, ବଲାଙ୍ଗିର ଆର୍ ସୋନପୁରନେ କେତେ କେତେ ବିହା, ବଡୁ ଆର୍ ଅଲ୍ଗା ବି ପରବ୍ ମାନକୁ ଆର୍ସା ପିଠା ପହଁଚେଇଥିସନ୍ ମାଉସୀ ମାନେ । ଇ ଭିଡିଓନେ ଜାନ୍ମା ସେ ବାବଦ୍ନେ ।
About Us!
ପହରା, ଆମର ସମିଆ ଆର ସମାଜର ଦର୍ପନ।
ଆମର ତିହାର ବାହାରର ଉସନାଖି,
ଆମରଘର,ପରିବାର ଆର ସମ୍ପର୍କର ଗହକି।
ପହରା, ଆମର ଉଷତ ଆନନ୍ଦର କଥାନି।
ଆମର ଭାଷାଥି, ଆମକୁ କହେବେ ଆମର ନନୀ।
ଆମର ଗାନା ବାଜନା, ଆମର ତିହାର ବରପନ, ଆମର ଗାଁ ମା ଆରୁ ଭାଇ ବହେନକର କଥା।
ଆମର ନନୀ ମାନେ ଆମକୁ ବାଟ ଦେଖାବେ ଆରୁ ଆମକୁ ଶୂନାବେ ଆମର ଭାଷାଥି ଦୁନିଆଁ ଯାକର ଖବର।
ପହରା, ଆମର ନୂଆ ଜୀବନ ଆରୁ ନୂଆ ସପନର ପ୍ଲାଟଫର୍ମ। ଆଗକେ ବଢବାର ଲାଗି ପହରା ଆମର ସିଡି ।
ପହରା ଆମର କଥା, ତୁମର କଥା, ଆମର ସମକର କଥା। ଆମର ସମିଆର ସବୁଠୁ ସୁନ୍ଦର କଥା।
ଆମେ ଠିଆ ହେମୁ ଆପନମାନଙ୍କର ସୁଖ ଆର ଦୁଖ ଥି। ଆମେ ଆମର ଭାଷା ଆର ସଂସ୍କୃତିର ପହରାଦାର ହୋଇ କରି
ସବୁବେଲେ ଠିଆ ହେମୁ ଆପଣଙ୍କର ସାଙ୍ଗେ।
ପହରା, ଆମର ଭାଷାଥି ଆମର ତୁଲସୀ ଚଉରା।
Subscriber If you are watching this video on TH-cam, Like our page if you are on Facebook and Stay Connected with Awesome Sambalpuri Videos!
Contact Us:- paharaa24x7@gmail.com If you finds your content in our videos!
Thanks & Regards
www.Paharaa.com
#ସମାଜ #ସଂସ୍କୃତି #ସମାଚାର
Paharra team congratulation. Happy women's day.
So beautiful video sister
APANMANE BRAJRAJNAGAR STITA LAJKURAGRAMAKUJAI PURATANAMANDIR BABAMITUKAR KU BHATA
1 pk ra price
Mor maa b arisha pitha banaei bare expert
Bhahut bhal