Ki Kahibi Ahe Kala Sante | Kritan Ganesh | 85 Yers Old Man Kamadev Tripathy | Rudrakshya Television

แชร์
ฝัง
  • เผยแพร่เมื่อ 27 พ.ย. 2024

ความคิดเห็น • 291

  • @suphalkumarbehera4231
    @suphalkumarbehera4231 29 วันที่ผ่านมา +28

    ଏଇ ହେଉଛି ମଣିଷ ଜୀବନ ନିଛକ ସତ କବି କୀର୍ତନ ଗଣେଶ ଭାଗବତ ପ୍ରଧାନ ଲେଖିଛନ୍ତି

  • @Pmanasranjan84
    @Pmanasranjan84 29 วันที่ผ่านมา +24

    ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗେଡ଼ିଆପଲ୍ଲି ପଞ୍ଚାୟତ ସାଲତରା ଗ୍ରାମର ଜଣେ ଅନନ୍ୟ ପ୍ରତିଭା 🙏♥️🙏

    • @Manu-nz8gx
      @Manu-nz8gx 5 วันที่ผ่านมา

  • @kulamanimaharana8810
    @kulamanimaharana8810 28 วันที่ผ่านมา +18

    କବିଙ୍କର ଅତି ସୁନ୍ଦର ଅନୁଭବ ର ଲେଖା 🙏

  • @adarshakahanimala3868
    @adarshakahanimala3868 27 วันที่ผ่านมา +24

    କୋଟି କୋଟି ପ୍ରଣାମ ମଉସା। ଆପଣ ଜୀବନର ନିଛକ ସତ୍ୟ କୁ ପ୍ରକାଶ କରି ଛନ୍ତି ।

  • @Chaubar-g8g
    @Chaubar-g8g 2 วันที่ผ่านมา +2

    Nice Jay shree jaganath 🙏👍

  • @chhabindramansingh73
    @chhabindramansingh73 25 วันที่ผ่านมา +16

    ଆପଣଙ୍କୁ ମୋର କୋଟି ପ୍ରଣାମ, ଜଗାକୁ ଅନୁରୋଧ ଆପଣଙ୍କୁ ନିରୋଗ ରଖୁ 🙏🌹🙏♥️

  • @KrishnachandraJena-c6q
    @KrishnachandraJena-c6q 27 วันที่ผ่านมา +16

    ହୃଦୟସ୍ପର୍ଶୀ ଜୀବନର ଗୀତ, ବହୁତ ଭଲ ଲାଗିଲା /ଧନ୍ୟବାଦ /

  • @satyasurjhankar
    @satyasurjhankar 28 วันที่ผ่านมา +18

    କୋଟି ପ୍ରଣାମ ଆପଣ ଙ୍କୁ, ଆମ ଗ୍ରାମ ର ଏକ ଅନନ୍ୟ ପ୍ରତିଭା, ଆପଣ ଙ୍କୁ ନେଇ ଆମେ ଗର୍ବିତ, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଏଇମିତି ଆଶୀର୍ବାଦ କରନ୍ତୁ ଜେ ଆପଣ ଯେଉଁ ପ୍ରତିଭା ର ଅଧିକାରୀ ସେଇ ପ୍ରତିଭା କୁ ସାରା ଓଡିଶା ଆଉ ଓଡିଶା ବାହାରେ ଫୁଟଉ ଥାନ୍ତୁ..... ଜୟ ଜଗନ୍ନାଥ...ଜୟ କାଳିଆ ସାନ୍ତ..... 🙏🙏🙏🙏

  • @DIBAKARBSINGH
    @DIBAKARBSINGH 14 วันที่ผ่านมา +2

    କୋଟି କୋଟି ଆନ୍ତରିକ ପ୍ରଣାମ. ଏ ହେଉଛି ଜୀବନ ର ସତ୍ୟତା. ହୃଦୟ ଛୁଆଁ ଆବେଗ... 🙏🙏🙏

  • @satchidanandaacharya7119
    @satchidanandaacharya7119 21 วันที่ผ่านมา +8

    ବହୁତ୍ ସୁନ୍ଦର୍ ହୋଇଛି ରଚନା ସେଥିପାଇଁ ଧନ୍ୟ ବାଦ୍ ହେ ମହାତ୍ମା

    • @urbashivlog
      @urbashivlog 20 วันที่ผ่านมา

      Jay Jagannath ❤🙏

  • @santilatabhukta2748
    @santilatabhukta2748 28 วันที่ผ่านมา +45

    କୋଟି କୋଟି ପ୍ରଣାମ, ଅନ୍ତିମ ସମୟ ରେ ନିରାଟ ସତ୍ୟ କବିତା,

  • @chandanentertainment7312
    @chandanentertainment7312 29 วันที่ผ่านมา +12

    ଜଣେ ମହାନ କବି ଏବଂ ମହାନ ଗୁରୁ ଙ୍କୁ ଅନନ୍ତ କୋଟି ନମସ୍କାର 🙏🙏🙏🙏

  • @RabinarayanPradhan-p1t
    @RabinarayanPradhan-p1t 28 วันที่ผ่านมา +16

    କୀର୍ତ୍ତନ ଗଣେଶ ଭାଗବତ ପ୍ରଧାନ ଙ୍କୁ ଅନନ୍ତ କୋଟି ଦଣ୍ଡବତ. 🙏🙏🙏.

  • @prafullakumarsahoo2639
    @prafullakumarsahoo2639 21 วันที่ผ่านมา +3

    ଆଜ୍ଞା ଆପଣ ଜଣେ ଜ୍ଞାନୀ ପୁରୁଷ।କେବଳ ହିଁ କେବଳ ହିଁ ଏକମାତ୍ର ମାର୍ଗ ପ୍ରଭୁ ରାମ ଗାୟନ---ହରେରାମକୃଷ୍ଣ

  • @umeshmishra8163
    @umeshmishra8163 19 วันที่ผ่านมา +1

    ହେ ମହାଭାଗ,ହେ ଚିର ପୂଜନୀୟ ଆପଣଙ୍କୁ କୋଟି କୋଟି ପ୍ରଣାମ ।❤

  • @shibaprasaddash9469
    @shibaprasaddash9469 27 วันที่ผ่านมา +16

    ବାର୍ଦ୍ଧକ୍ୟ ଆସିଥିଲେ ବି ଯୁବକ ଗଳା
    ମହାପ୍ରଭୁ ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ
    ଆପଣଙ୍କ ଶେଷ ଜୀବନ ଯନ୍ତ୍ରଣା ବିହୀନ ହେଉ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା।

  • @debendranathsahoo5638
    @debendranathsahoo5638 9 วันที่ผ่านมา +1

    ମଣିଷ ଜୀବନର ଜ୍ୱଳନ୍ତ ଉଦାହରଣ ପାଇଁ ମଉସାଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍।

  • @sanjaysahoo1974
    @sanjaysahoo1974 25 วันที่ผ่านมา +8

    ଆଜ୍ଞା ପ୍ରଣାମ. ବହୁତ ଭଲ. ନମସ୍ୟ

  • @santoshmohapatra7330
    @santoshmohapatra7330 28 วันที่ผ่านมา +16

    ବୟସର ପରାକ୍ରମ ଯେଉଁଠି ବି ସ୍ୱର ର ଲାଳିତ୍ୟରେ ଅପ୍ରଭାବି । ଭାବମୟ ଆବେଗ ପ୍ରବଣତାର ଅନନ୍ୟ ପ୍ରତିଫଳନ ବର୍ଷୀୟାନ ଗାୟକ ମହୋଦୟଙ୍କ ଶ୍ରୀଚରଣେ କୋଟି ପ୍ରଣାମ।
    ମାହୋଦୟଙ୍କ ନିରାମୟ ଜୀବନ କାମନା କରୁଛି ....
    ଜୟ ଜଗନ୍ନାଥ

  • @Silentgirlkirti
    @Silentgirlkirti 29 วันที่ผ่านมา +5

    ମହାଶୟଙ୍କୁ କୋଟି ପ୍ରଣାମ 🙏 ବୟସ ଅନୁସାରେ ବହୁତ ସୁନ୍ଦର ❤

  • @bijaykumarnayak7259
    @bijaykumarnayak7259 29 วันที่ผ่านมา +8

    ବହୁତ ସୁନ୍ଦର ଭାବେ ଜୀବନର ନିଚ୍ଛକ ସତ୍ୟ କବିତା ମାଧ୍ୟମରେ କହିଛନ୍ତି ।ଆପଣକୁ କୋଟି କୋଟି ପ୍ରଣାମ

  • @ad549
    @ad549 9 วันที่ผ่านมา +4

    ନୟାଗଡ଼ ଜିଲ୍ଲାର ଶ୍ରୀ ଭାଗବତ ପ୍ରଧାନ ଙ୍କର ଏଇ ବାସ୍ତବ ଲେଖା ବହୁତ ଖୋଜିଛି ଜା ହଉ ସମ୍ମାନୀୟ ମଉସାଙ୍କ ଠୁ ଶୁଣିବାକୁ ମିଳିଲା ଏବଂ ଶୁଣି କି ମୁଁ ତୁରନ୍ତ ମୋ ଡାଇରିରେ ଲେଖିଲି। ବହୁତ ବହୁତ ଧନ୍ୟବାଦ୍ ଭଗବାନ୍ ଆପଣଙ୍କର ମଙ୍ଗଳ କରନ୍ତୁ

  • @keshabbeheradalai4126
    @keshabbeheradalai4126 26 วันที่ผ่านมา +10

    ସାର ଙ୍କୁ ବହୁତ ବହୁତ ପ୍ରଣାମ ବୟସ ଶେଷ ସମୟ ରେ ଏମିତି ଭଗବାନ ଙ୍କୁ ଡାକୁଛନ୍ତି

  • @parsuramsahoo7509
    @parsuramsahoo7509 13 วันที่ผ่านมา +2

    ଗାୟକ ମହୋଦୟ ଙ୍କୁ କୋଟି ପ୍ରଣାମ ❤❤❤❤❤❤❤🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉🎉

  • @sujatasahoo2641
    @sujatasahoo2641 27 วันที่ผ่านมา +23

    ସଲାମ ଏଭଳି ଅମ୍ଳାନ ପ୍ରତିଭାଙ୍କୁ। ଜୀବନର ନିଛକ ସତକଥା ।ଏ ବୟସରେ ଏତେ ପ୍ରାଞ୍ଜଳ ଭାବରେ ଗାୟନ ସମସ୍ତଙ୍କୁ ଚକିତ କରିଦେଉଥିବ ନିଶ୍ଚୟ।ଭଗବାନ ତାଙ୍କୁ ସୁସ୍ଥ,ନିରାମୟ ଆଉ ଶତାୟୁ କରନ୍ତୁ।ପ୍ରଣାମ,ଜୟ ଜଗନ୍ନାଥ।

  • @fakirabada2867
    @fakirabada2867 29 วันที่ผ่านมา +5

    ବହୁତ ସୁନ୍ଦର ହେଇଛି

  • @linkanpanda5966
    @linkanpanda5966 16 วันที่ผ่านมา +3

    ଅତି ସୁନ୍ଦର୍ ପରିବେଷଣ କୋଟି କୋଟି ପ୍ରଣାମ

  • @odiabhaktitv5401
    @odiabhaktitv5401 26 วันที่ผ่านมา +5

    ଓଡ଼ିଆ ଭକ୍ତି ଟିଭି ତରଫରୁ ଆପଣକୁ କୋଟି ପ୍ରଣାମ 🙏ଜୟ ଜଗନ୍ନାଥ 🙏

  • @gaganchandranaik7439
    @gaganchandranaik7439 23 วันที่ผ่านมา +5

    ମଉସା ଙ୍କୁ କୁଟି ପ୍ରଣାମ 🙏🙏🌹🌹🌹🌹🌹🌹🙏🙏
    ମନେ ରହିବ 😭

  • @parsuramsahoo7509
    @parsuramsahoo7509 13 วันที่ผ่านมา +1

    ବାର୍ଦ୍ଧକ୍ୟ ବର୍ଣ୍ଣନା ହୁର୍ଦୟୁ ସ୍ପର୍ଷୀ ,,ଧନ୍ୟବାଦ୍❤🎉🎉🎉🎉🎉🎉🎉🎉🎉🎉❤❤

  • @KSHETRAMOHANSWAIN-u2c
    @KSHETRAMOHANSWAIN-u2c 26 วันที่ผ่านมา +5

    ସତକୋଟିପ୍ରଣାମ ❤❤❤❤❤

  • @dcpdipshita1417
    @dcpdipshita1417 29 วันที่ผ่านมา +5

    ପ୍ରଣାମ 🙏🙏

  • @suryakantapanda4561
    @suryakantapanda4561 29 วันที่ผ่านมา +5

    ଧନ୍ୟ ଧନ୍ୟ ହେ ଭାଗବତ ପ୍ରଧାନ

  • @qxztr
    @qxztr 29 วันที่ผ่านมา +7

    ଆପଣଙ୍କୁ କୋଟି ପ୍ରଣାମ। ଭଗବାନ ଆପଣଙ୍କ ଅଭିଳାଷ ପୂରଣ କରନ୍ତୁ।

  • @mahendrakumarnayak8738
    @mahendrakumarnayak8738 29 วันที่ผ่านมา +7

    ନିଛକ ସତ୍ୟ ଉପସ୍ଥାପନା । ପ୍ରଣାମ

  • @parameswarbehera5408
    @parameswarbehera5408 29 วันที่ผ่านมา +4

    କୋଟି ନମସ୍କାର କୀର୍ତନ ଗଣେଶ, 🙏🙏

  • @hareshchandramuduli9309
    @hareshchandramuduli9309 29 วันที่ผ่านมา +7

    ଜୀବନ କରୁଣ ପରିଣତି, ସତ ପଥରେ ଚାଲ

  • @mangulipradhan2390
    @mangulipradhan2390 19 วันที่ผ่านมา +2

    ଆଜ୍ଞା ଆପଣଙ୍କୁ କୋଟି କୋଟି ପ୍ରଣାମ

  • @AshokkumarAdhikari-og3ex
    @AshokkumarAdhikari-og3ex 17 วันที่ผ่านมา +1

    ହେ ମହାପ୍ରଭୁ କାଳିଆ ସାଆନ୍ତ ମହାଶୟଙ୍କୁ ସୁସ୍ଥ ରଖ🙏ସର୍ବଦା ସହାୟ ହୁଅ ପ୍ରଭୁ 🙏 ଜୟ ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏

  • @kunjabiharisahoo3945
    @kunjabiharisahoo3945 22 วันที่ผ่านมา +2

    ଆପଣଙ୍କ ଊ ଅନେକ ଅନେକ ଧନ୍ୟବାଦ୍ 👏🌹🌹🌹🌹🌹🌹

  • @karunakarbarik8956
    @karunakarbarik8956 28 วันที่ผ่านมา +6

    😢ଅତି ସୁନ୍ଦର 🙏 🙏

  • @RabinarayanPradhan-p1t
    @RabinarayanPradhan-p1t 6 วันที่ผ่านมา +1

    ଜୟ ଜଗନ୍ନାଥ. କୋଟି କୋଟି ପ୍ରଣାମ ମଉସା. କୀର୍ତ୍ତନ ଗଣେଶ ଯିଏ ଆପଣଙ୍କୁ ପ୍ରଥମେ କହିଲେ ତାଙ୍କୁ ମୁଁ ମଧ୍ୟ କୋଟି ପ୍ରଣାମ କରୁଛି.

  • @parikhitamohapatra8714
    @parikhitamohapatra8714 29 วันที่ผ่านมา +4

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବତୁ ମେ 🙏

  • @BharatkisoriSau
    @BharatkisoriSau 9 วันที่ผ่านมา +1

    ଏ ଆମ ଜୀବନ ବାଆ ❤😂❤🌹👌🙏🙏🙏🙏

  • @abhimanyuisacy.t3292
    @abhimanyuisacy.t3292 28 วันที่ผ่านมา +9

    ନମସ୍କାର କରୁଛି ଓଡିଆ ଭାଷା କୁ ଵଙଚାଇ ଥିବା ଆପଣଙ୍କ ଭଳି ଅନେକ ମହନୀୟ ବ୍ୟକ୍ତିତ୍ୱ କଳାକାରମାନେ

  • @purusottamnayak2862
    @purusottamnayak2862 15 วันที่ผ่านมา +1

    🕉️🙏ଜୟ ଜୟ ଶ୍ରୀ ଜଗନ୍ନାଥ, ଏଇତ ଜୀବନର ବାସ୍ତବ ଚିତ୍ର 🙏🕉️

  • @prafullakumarrout9565
    @prafullakumarrout9565 29 วันที่ผ่านมา +5

    ଅନନ୍ତ କୋଟି ପ୍ରଣାମ

  • @jibananandapanigrahi3059
    @jibananandapanigrahi3059 29 วันที่ผ่านมา +6

    ମାର୍ମିକ ପ୍ରତିବେଦନ 🙏🙏🙏

  • @bidyadharsahoo-o6u
    @bidyadharsahoo-o6u 18 วันที่ผ่านมา +4

    ହେ ମହାନ, ଆଜିର ମଣିଷକୁ ଏ ବାଣୀ ସଚେତନତା ପାଇଁ ବାଟ ଦେଖାଇବ ।ତୁମ ପାଦତଳେ କୋଟି ଦଣ୍ଡବତ ।

  • @prasantakumarrath3458
    @prasantakumarrath3458 19 วันที่ผ่านมา +2

    ଜୟ ଜଗନ୍ନାଥ 🙏🙏

  • @shibaprasaddash9469
    @shibaprasaddash9469 10 วันที่ผ่านมา +1

    ସାର୍ ଆପଣଙ୍କ ଗଳା ଅତି ସୁନ୍ଦର। ଏ ବୟସରେ ଆପଣଙ୍କ ଗାଇବା ଶୈଳୀ ମଧ୍ୟ ଚମତ୍କାର। ଜୀବନର ବାସ୍ତବ ସତ୍ୟ ଆପଣଙ୍କ କଣ୍ଠରୁ ଝରି ପଡୁଛି। ଆପଣଙ୍କୁ ପ୍ରଭୁ ସୁଖ ପ୍ରଦାନ କରନ୍ତୁ ଏତିକି ପ୍ରାର୍ଥନା। ଜୟ ଜଗନ୍ନାଥ।

  • @ajitkumarsahu2486
    @ajitkumarsahu2486 2 วันที่ผ่านมา +1

    ସତରେ ଏହି ଭଳି ବାପା ଙ୍କ ଗୀତ ବହୁତ ମନ ଛୁଆଁ

  • @Santoshkumardas6931
    @Santoshkumardas6931 27 วันที่ผ่านมา +7

    Excellent.
    God bless you.
    Jai jagannath.

  • @rameshchandramohapatra4169
    @rameshchandramohapatra4169 2 วันที่ผ่านมา +1

    ବହୁତ ବଢିଆ ଧନ୍ୟବାଦ ଆଜ୍ଞା !

  • @sribatsakumardash4720
    @sribatsakumardash4720 28 วันที่ผ่านมา +4

    ସୁନ୍ଦର କବିତା ମଉସା ଧନ୍ୟବାଦ୍

  • @diptikantmohapatra9580
    @diptikantmohapatra9580 27 วันที่ผ่านมา +6

    Sundar khub sundar❤

  • @AshwiniPadhi-cy2cr
    @AshwiniPadhi-cy2cr 19 วันที่ผ่านมา +3

    ନିରାଟ ସତ୍ୟ କଥା ଗୀତ ମାଧ୍ୟମରେ ପରିବେଷଣ କରିଥିବାରୁ ଧନ୍ୟବାଦ 🙏

  • @PrasantSahu-e5l
    @PrasantSahu-e5l 21 วันที่ผ่านมา +2

    Jai jagannath❤❤koti koti big father God bless you very excellent👏👏👏

  • @BabliMantry
    @BabliMantry 21 วันที่ผ่านมา +1

    ଅତି ସୁନ୍ଦର

  • @narottamsahoo8288
    @narottamsahoo8288 3 วันที่ผ่านมา +1

    ବହୁତ ସୁନ୍ଦର, ନିଛକ ସତ୍ଯ କଥା। 🙏

  • @himanibal8606
    @himanibal8606 14 วันที่ผ่านมา +1

    ମଉସାଙ୍କୁ ମୋର କୋଟି ପ୍ରଣାମ । ଜୀବନର ନିଛକ ସତ୍ୟ କୁ ସେ ଯେଉଁ ଭଳି ଭାବରେ ଗାଇ ଛନ୍ତି ଆଖି ରେ ଲୁହ ଆସି ଯାଉଛି । ଜଗନ୍ନାଥ ତାଙ୍କୁ ସୁସ୍ଥ ରଖନ୍ତୁ ଏତିକି କାମନା ।

  • @ranjanapanda6538
    @ranjanapanda6538 14 วันที่ผ่านมา +1

    ଏହା ହିଁ ଜୀବନ ର ସତ୍ଯ

  • @SushantaMishra-y3v
    @SushantaMishra-y3v 28 วันที่ผ่านมา +6

    ଦାଦା ନମସ୍କାର ସତ୍

  • @godabarimangaraj5027
    @godabarimangaraj5027 28 วันที่ผ่านมา +5

    🕉️🕉️🕉️🕉️🕉️🕉️🕉️🕉️🕉️ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁ ମେ💐💐💐💐💐💐💐💐💐🙏🙏⚫️🔻⚫️🙏🙏🙏🙏🙏🙏🙏

  • @AruBhatta
    @AruBhatta 19 วันที่ผ่านมา +3

    ନିଛକ ସତ୍ୟ କଥା

  • @PrafullaBehera-zq9vk
    @PrafullaBehera-zq9vk 28 วันที่ผ่านมา +5

    ଜୟ ଜଗନ୍ନାଥ

  • @kishorechandrasahoo8807
    @kishorechandrasahoo8807 25 วันที่ผ่านมา +7

    Jay shree Jagannath, Mausa. Stay blessed always with your family.

  • @rajeshbhoi2464
    @rajeshbhoi2464 29 วันที่ผ่านมา +6

    ଆପଣଙ୍କୁ କୋଟି କୋଟି ନମସ୍କାର ଜଣାଉଛି ଆଜ୍ଞା।

  • @RanjanMaharana-y4y
    @RanjanMaharana-y4y 14 วันที่ผ่านมา +1

    ହାକାଳିଆଠାକୁ ସହାୟହନ୍ତୁ ସୁନ୍ଦର ଗିତ ଗାଇସୁଣାଇଲେ🎉

  • @SumatiPanda-ym2dq
    @SumatiPanda-ym2dq 29 วันที่ผ่านมา +2

    ବହୁତ୍ ସୁନ୍ଦର୍ ❤❤

  • @narayanmohanty836
    @narayanmohanty836 หลายเดือนก่อน +6

    Mahasaya pranam
    Jay Jay Jagannath Mahaprabhu,
    apanka prarthana geeta bahut vabatmaka and heart touching

  • @jitendrakumardakua
    @jitendrakumardakua 21 วันที่ผ่านมา +4

    ଜୟ ଜଗନ୍ନାଥ
    ଜଗନ୍ନାଥ ଆପଣଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତୁ।

  • @hemantkumarroutray407
    @hemantkumarroutray407 10 วันที่ผ่านมา +1

    ହେ ଅନନ୍ୟ ପ୍ରତିଭା ମୋର ପ୍ରଣାମ ଗ୍ରହଣ କରନ୍ତୁ ।

  • @KrushnaChandraSahoo-r7s
    @KrushnaChandraSahoo-r7s 29 วันที่ผ่านมา +5

    Kirttan Ganesh Bhagabat Pradhan nku mor koti koti pranam.
    Krishna ch Sahoo
    Jharada Sadangi DKL

  • @sarat1998
    @sarat1998 29 วันที่ผ่านมา +5

    Bahut sundar

  • @KulamaniPanda-r3r
    @KulamaniPanda-r3r 21 วันที่ผ่านมา +2

    ମହାବାହୁ ସାହା ହୁଅନ୍ତୁ ଏ ତିକି ମୋ ଅଳି

  • @diptiranjandash1216
    @diptiranjandash1216 28 วันที่ผ่านมา +6

    Pranam Sir. Very nice presentation.

  • @bhagyarathisahoo3006
    @bhagyarathisahoo3006 7 วันที่ผ่านมา +1

    ❤ନମସ୍କାର ପ୍ରଣାମ ❤

  • @ashokkumarrout4588
    @ashokkumarrout4588 หลายเดือนก่อน +4

    ଅତି ମର୍ମସ୍ପର୍ଶୀ

  • @SadanandaDebata-r7o
    @SadanandaDebata-r7o 20 วันที่ผ่านมา +2

    Bahut. Sundar. Maja aaya.

  • @rabindranathsahoo-nn1qp
    @rabindranathsahoo-nn1qp 29 วันที่ผ่านมา +4

    ପ୍ରଣାମ ମହାଶୟ

  • @netranandabehura177
    @netranandabehura177 25 วันที่ผ่านมา +8

    Koti koti pranam sir

  • @simanchalapandit
    @simanchalapandit 24 วันที่ผ่านมา +2

    ଜୟ ଜଗନ୍ନାଥ,
    ମୁଁ ଜ୍ୟୋତିର୍ବିଦ ସିମାଞ୍ଚଳ ପଣ୍ଡିତ ଦାସ କାଠି ସଂଘ ତରଫରୁ ଚ୍ୟାନେଲ ଧନ୍ୟବାଦ ଅର୍ପଣ କରୁଅଛି l ଚ୍ୟାନେଲ ଦୀର୍ଘ ଜୀବି ହୋଇ ଏମିତି ଭଲ ଭଲ ଉପଦେଶ ପ୍ରଦାନ କରିବେ ବୋଲି ସେ ରୁଦ୍ର ଦେବ ଙ୍କୁ ପ୍ରାର୍ଥନା l

  • @pabitraswain7697
    @pabitraswain7697 หลายเดือนก่อน +4

    ପ୍ରଣାମ

  • @basudevparua1831
    @basudevparua1831 18 วันที่ผ่านมา +2

    ଆପଣଙ୍କୁ କୋଟି କୋଟି ପ୍ରଣାମ 🙏🙏🙏🙏

  • @subashmishra5616
    @subashmishra5616 2 วันที่ผ่านมา +1

    ❤ଶରଣ ମହାପ୍ରଭୁ ଜୟ ଜଗନ୍ନାଥ

  • @TrilochanPattnaik
    @TrilochanPattnaik 3 วันที่ผ่านมา +1

    ପ୍ରଣାମ, ପ୍ରଣାମ 🙏

  • @positivethink29523
    @positivethink29523 20 วันที่ผ่านมา +2

    ଜୟଗୁରୁ🙏🏻🙏🏻🙏🏻

  • @santoshmohapatra5990
    @santoshmohapatra5990 22 วันที่ผ่านมา +2

    କୋଟି କୋଟି ପ୍ରଣାମ ସାରେ

  • @ShibashankarPanda-e8u
    @ShibashankarPanda-e8u 24 วันที่ผ่านมา +1

    ବହୁତ ସୁନ୍ଦର ସାର ପ୍ରଣାମ

  • @ajayakumarmallick6528
    @ajayakumarmallick6528 หลายเดือนก่อน +5

    Sir koti koti pranam 🙏🙏🙏🙏

  • @krushnasamal7485
    @krushnasamal7485 21 วันที่ผ่านมา +2

    Really heart touching❤❤❤

  • @ramakantanaik2835
    @ramakantanaik2835 29 วันที่ผ่านมา +4

    Atisundar

  • @pradiptakumarmishra3957
    @pradiptakumarmishra3957 25 วันที่ผ่านมา +3

    ❤ The Best ❤.

  • @SarojKumar-tv2zf
    @SarojKumar-tv2zf หลายเดือนก่อน +3

    ଧନ୍ୟ ବାଦ

  • @madamskitchen4518
    @madamskitchen4518 4 วันที่ผ่านมา +1

    Bahut badhiya hai chhi🙏👍

  • @ashokkumarsahoo1296
    @ashokkumarsahoo1296 20 วันที่ผ่านมา +2

    🙏. କୋଟିଏ ପ୍ରଣାମ

  • @suryamanibarik3788
    @suryamanibarik3788 27 วันที่ผ่านมา +7

    Koti koti pranam to you& writers

  • @surendrakumarsahu2147
    @surendrakumarsahu2147 29 วันที่ผ่านมา +6

    Jaya Jaya.

  • @kabitapanigrahi9328
    @kabitapanigrahi9328 20 วันที่ผ่านมา +2

    Gita ti suni mote bahut khushi lagila🙏🙏🙏