ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Jay Guru 🙏
No1
🎉🎉 best Gayaka
ଖାଲି ବାହାଦୂରୀ କଥା ଆଉ କିଛି ବି ନାହିଁ। ଆଜି ପର୍ଯ୍ୟନ୍ତ ଖାଲି ଦ୍ଵିତୀୟ ଥାକରେ ଆସି ଅଯଥା ସମାଲୋଚନା କରି youtube ରେ famous ହୋଇଛନ୍ତି। ଯେତେ ବି ପୁରାଣ ଆଲୋଚନା କରିଛନ୍ତି ସେଥିରୁ ଅଧା ରୁ ଅଧିକ ଭୁଲ। ଶିବ ସତୀ ଙ୍କ ବାହାଘର ରେ ଗଣେଶ ଙ୍କୁ ପୂଜା କରାଯାଇଥିଲା ବୋଲି କେଉଁ ପୁରାଣ ରେ ଲେଖାଯାଇଛି? ଗଣେଶ ଙ୍କୁ ଅଗ୍ରପୂଜ୍ୟ ର ଅଧିକାର ମିଳିବା ପରେ ତାଙ୍କୁ ବାହାଘର ରେ ପୂଜା କରାଗଲା 🙏🙏🙏🙏🙏
Bhai tamaku sabu Jana pala gauna hota sirnka bhali gayaka ku badnam karuchha
@satyajena2268 ଏଠି କାହାକୁ ବଦନାମ କରାଯାଉନାହିଁ। ଅଯଥା କଥା କହି ପୁରାଣ ଭିନ୍ନ ମନ୍ତବ୍ୟ କୁ ଭୁଲ୍ ବୋଲି ଦର୍ଶାଯାଇଛି। ପାଲା ଗାୟକ ବହୁତ୍ ପୁରାଣ ପଢ଼ି ପାଲା ଉପସ୍ଥାପନା କରନ୍ତି ଯାହା କି ସମସ୍ତେ କରିପାରିବେ ନାହିଁ ତାର ଅର୍ଥ ନୁହେଁ ଯେ ସେ ଯାହା କହିବେ ତାକୁ ସମସ୍ତେ ମାନିନେବେ 🙏🙏🙏🙏
ଭାଇ ପୁରାଣ ରେ ଅଛି ସେ ଗଣେଶ ଙ୍କ ନାମ ହେଲା ପ୍ରମଥ ଗଣେଷ
@satyajena2268 ମୁଁ ବି ପାଲା କୁ ବହୁତ୍ ଭଲ ପାଏ ଆଉ ପାଲା ଗାୟକ ଙ୍କୁ ସମ୍ମାନ ଦିଏ କିନ୍ତୁ ଅଯଥା ସମାଲୋଚନା କରୁଥିବା ଆଉ ପୁରାଣ ଭିନ୍ନ ମନ ଗଢା କଥା କହୁଥିବା ଗାୟକ ଙ୍କୁ ମୁଁ ଠିକ୍ ବୋଲି କୁହେ ନାହିଁ 🙏🙏🙏🙏🙏
@@satyajena2268ହୋତା ର ଖାଲି ବାହାଦୂରୀ କଥା ଆତ୍ମଗର୍ବି ଲୋକଟା ।ଖାଲି ଦେଖ ବିଷୟ କୁ କେତେ ସମୟ ଦେଉଛି ନିଜ ର ଆତ୍ମବଡିମା କୁ କେତେ ସମୟ ଦେଇ ଟାଇମ ପାସ କରୁଛି ମଦୁଆ କଉଠିକାର ।
no idea about our pala culture
Please sir ette pratidondita gayak ra samalochana sobha pauni.
ହୋତା ଗୋଟେ ଗଲୁଆ । ନିଜର କେତେ ଭୁଲ୍ ଆଗେ ଦେଖ। ପର ର ଦୋଷ ବାଛୁଛି।