@@King-k2z bele masika rutusraba jen mahila mane heuchhan Henthei jibe mandali k... Ki jen ledis mane kirtan karuchhan takar ta mane bandh hei jauchhe ..hen ta hoithiba
Chandanbhati ladies kirtan ra manager naise ho ladies arkesta ra manager bala j bhalheba au b ladies party achhan hele b sunita ra party re jen nartaki 5 ta ki 6 ta achhan semane au kichhi niam niti k ni manbar k au gute katha jen bina gita re badya au dance karuchhan he jinis ta se sambalpuri arkista ra instrument bhalia lagsi au tame e party k jete b kaha dada emane ni manan manager ra attitude janapaduchhe
7:08 ରେ ଗୋଟେ ପଏଣ୍ଟ କହିଲେ ଆମର ମେନେଜର ସର୍ କି ( ଏ ପାର୍ଟି k ବନ୍ଦ କଲେ ଆମର ପାର୍ଟି ଚାଲବା) first katha tume jen dhara dhara nai kahu chaa heta e prem udand kirtan nu hi bahari chee....aau gute katha kebe bapa k tar chua mane chalbar ta nai sikhan...ho... Aau asuu cha k j kalu kal gupal pali dekmaa taa ken darsak mane tamku ete paisaa mari kari jabardasti karu chan....enta git gaibar k....j Aau purohit dada .. Tume ta jani thibaa gupal pali . sambalpur ra kentaa kirtaniya gaa ee j.... Dekmaa kentaa jabar dasti kari ki git guauu chan..j.. Tamku dakbar karan achee...ho manager sir...
Jenta bhi hau Che ek number hau Che Prabhu nam dhari Chala au tk chinta dhara tk badla Anta malka nachi tk nai Kara hetki kahemi au Hari nam dhari Chala.. Radhe Radhe
Kirtan re utubar manke mana kara jau , munush kirtan karle utubar nai jibar aau tukel karle sunghi sunghi jauchan, munush re jaha view nai jaye j tel kharcha v pare nai bahare
ଟଙ୍କା ଦେଲେ ଜାଣା କହିଲେ ସେ ଟା କରବ କାଏ ସେ ବୁଲୁ ମ୍ୟାନେଜର
ପ୍ରେମ ଉଦଣ୍ଡ କୀର୍ତନ କର, ପ୍ରଥମରୁ କୀର୍ତନ ଫାଇନାଲ ସମୟରେ ଆମେ ସମ୍ବଲପୁରୀ ଗୀତ ଗାଇବୁନାହିଁ ବୋଲି କୁହ.
Sunita sahu nu kirtan kharaf hei gala
କୀର୍ତ୍ତନ୍ ରେ ମନୋରଞ୍ଜନ ବେଳେ କାଣା ଆଏ କହତ ହୋ ?
ସବ୍ଯାରାଣୀ ତ୍ରିପାଠୀ ଭଉଣୀର୍ ଠାନୁ ଉଦଣ୍ଡ କାଣା ଆଏଯେ ଶିଖ
ଅଣ୍ଟାହଲା ,ଗିଜ୍ ଦେଖା କୀର୍ତ୍ତନ ଛାଡ
ଉଦଣ୍ଡ କୀର୍ତ୍ତନ୍ ନୁହେ ବୋ ଉଦଣ୍ଡି କୀର୍ତ୍ତନ୍ ଆଏ।
ଦଣ୍ଡ ରେ ଚୁନି ବଗର୍ତି, ଅଉର ପିଙ୍କି ରାଧା ଯେନତା ଅଣ୍ଟା ହଲେଇ ନାଚୁଛନ.କୀର୍ତ୍ତନ ରେ ସୁନିତା ସାହୂ ପାର୍ଟି ହେନତା ନାଚୁଛନ.
100%right 🙏
Pura puri 100% right
Ee manager paisa lagi khali kirtan karuche
@@SantoshKumarBhoi-w7h ସତ ଆଏ
ପରିବାର ଚଲାବାର ଲାଗି କିର୍ତନ ନି କର.. ସଂସାର ନୁ ମୁକ୍ତି ପାଇବାର ଲାଗି କିର୍ତନ କର,,ଯେନ୍ ଟା ଗୌରାଙ୍ଗ ମହାପ୍ରଭୁ ଶିଖେଇ ଥିଲେ
@@rojdash1979 Right
ସବୁ ପଇସା କମାବାର୍ ମାଧ୍ୟମ ଇ ଟୁକେଲ କୀର୍ତ୍ତନ ଟା
Right
ଲେଡିସ ମାନେ ମାସକର କେଭେ ବିଠୁଆ ନାଇ ହେବାର କେନ୍ ଜେ ସବୁଦିନ କୀର୍ତ୍ତନ ନଚୁଛନ
ଏଟାବି କହିବେ ପଇସାର ଲାଗି ଭଗବାନ କେ ବଦନାମ କରୁଛନ ଲେଡ଼ିସ ମାନେ
Munush mane padpain peekari kirtan karbar chada ,
@@King-k2z bele masika rutusraba jen mahila mane heuchhan
Henthei jibe mandali k...
Ki jen ledis mane kirtan karuchhan takar ta mane bandh hei jauchhe ..hen ta hoithiba
ଯୁଆନ ଟୁକେଲ ମାନଙ୍କୁ ଅର୍କେଷ୍ଟା ବାଗିର ନଚାବାର ଟା କେ କୀର୍ତନ କହେମା କାଏଁ ?
Arkista kahema
ଧାଙ୍ଗିରୀ ନାଚ କହେମା
କୀର୍ତ୍ତନ ର କ ନି ଜାଣି ଥିବା ସୁନିତା ସାହୁ
ବୁଲୁ ସାହୁ ଯେନ ପ୍ରକାର ଉତ୍ତର ଦଉଛନ୍ ......ସେ ପରୋକ୍ଷ ଭାବେ କହୁଛନ୍ ଯେ ଆମେ କୀର୍ତ୍ତନ ନି କରୁ ...ଆମେ ବ୍ୟବସାୟ କରମୁ ।
ଟୁକେଲ ବି ଚାହୁଁଛେ.... ମୋତେ ଧରୁନ୍ ପଛେ କିନ୍ତୁ ପଇସା ହେଉ ବଲୁଛେ.....
ଶବ୍ୟାରାଣୀ ତ୍ରିପାଠି ବାଗିର ନିର୍ତ୍ତନ କର
My favorite Kirtan party
ଚନ୍ଦନ ଭାଟି କୀର୍ତ୍ତନ ପାଟି ସବୁ ବର୍ବତ୍ କରୁ 6n
ପଇସା ଯିଏ ଡିମାଣ୍ଡ କଳା ସିଏ କାଇଁ tp ଗାହକ ହୋ ମେନେଯର୍ ବାବୁ
ପଇସା ଦେଇ କରି ନେଉଛନ ନଙ୍ଗିଳି ନାଚ କର ବଏଲେ କରବ ମେନିଜର କିର୍ତ୍ତନର କ୍କଲଙ୍କ ଏ
Sat katha agnya ! Purapuri ban karbar jaruri aae
Odiance ଯଦି ଲଙ୍ଗଳା ହେଇ କରି ନାଚିବା କୁ କହିଲେ kenta କର୍ତ ho ବୁଲୁ ସାହୁ । ଗୁଟେ tukel କେ5000 ।ତୁମେ ତ ହୋ ପଇସା ର ଲାଗି tukel କୁ ଗିଜ୍ ହଲେଇକରି ନାଚିବାକୁ କହୁଛ । କଳା ସଂସ୍କୃତି କେ ଖରାପ୍ କରୁଛ ।
ପଇସା ଦେମୁ ଦଣ୍ଡ ବି କରବ ଗିଜ ବି ହଲାବ
Paisa dele jana bele tana karbe
Bujha Dada E Manku Bhal Se Tike Nai Ta Sat Bi Debe Paisa Dele
Public demand କରୁଛନ୍ତି ବୋଲି କୀର୍ତ୍ତନ ର ମୌଳିକତା ନଷ୍ଟ କରା ନ ଯାଉ
କେବଳ ସବ୍ୟାରାଣୀ ତ୍ରିପାଠୀ ଭଉଣୀ କେ ଛାଡି ଦେଲେ ସବୁ ମହିଳା କୀର୍ତ୍ତନ ଗାୟିକା କୀର୍ତ୍ତନ ପରମ୍ପରା କେ ବର୍ବାଦ କରୁଛନ୍! ସବକୁ ବାସନ୍ଦ କରାଯାଉ!
ବୁଲୁ ଭାଇ କହତ ,,ମେଲୋଡି ଯେ ଡେନ୍ସର ନଚଉଛ୍ । ଡେନ୍ସର ବନ୍ଦ କଲେ ତୁମକୁ ସମ୍ମାନ ଦେବେ
Paisa kamabar gute nua dhanda ladies kirtan
Ok
ସବୁନୁ ବେଶୀ ଇ ଚଣ୍ଡନଭାଟି କୀର୍ତନ କେ ଖରାବ କରୁଛେ , ପଇସା କମାବାର ଲାଗି
ହଇରେ ବାବୁ ତତେ ଭଲ କୀର୍ତନ କଲେ ପଛକେ ଫିରଲା ମୀତାର୍ ଲଗୁଛେ, ଧନ୍ଦା ଚଲେଇଛ ବେପାର କରୁଛ, ଲେଡିସ କୀର୍ତନ ବନ୍ଦ କରାଯାଉ,
@@biswabadhei2211 right
ଲଳିତା ସାହୁ କେ କହୁଛ ବୁଲୁ ,,ତୁମେ ଯେନ ଡେନ୍ସର ଅନୁଛ୍ ଯେ
Sunita Sahu k direct pachraun sir.Tahake paesa darkar ki kirtan? E manager anusare note maelen jek pare bhal balsan.dekhun e chintadhara.
ମହିଳା କୀର୍ତ୍ତନ ପୁରାପୁରି ବନ୍ଦ କରାଯାଉ
ଆଲୋ ସଖି ଆପଣା ମହତ ଆପେ ରଖି ଛାଡ଼ ହୋ ତୁମେ ସାହୁ ବାବୁ ତୁମର ଗାହକ ଭଉଣୀ ଯା ହାତ ଗାଉଛନ ପ୍ରଭୁ ଯାନେବେ ହେ ତୁମର ବାହାକ ତ bear ପିଇକରି ଖୋଲ୍ ବଯାଉ ଛନ ହୋ ଛାଡ଼ ହୋ ସାହୁ ବାବୁ ଅରିଯିନାଲ ଉଦଣ୍ଡ କୀର୍ତ୍ତନ କର ସାହୁ ବାବୁ ଭଲ ହେବା
ପୁରୋହିତ ଦାଦା ହେତା କୁ କହ ଯେ ଧନକାଉଡ଼ା ର କୀର୍ତନ ଦେଖି ଯିବେ କହ ପୁରା ଆଗର କୀର୍ତ୍ତନ କେ ଦେଖି ପାରବେ
ସବୁ, ମଧୁଆ, ମାନେ, ନୋଟ, ମାରୁଛନ୍ତି,
ଆଜ୍ଞା ମାନେ ଯେନ ମାଇଝି କୀର୍ତନ ବନ୍ଧ କରୁ କହୁ ଛନ. ପୁରା ଭଲ କହୁ ଛନ
ମାଇଝି ମାନେ ଋତୁସ୍ରାବ ଭି ତ ନାଇ ମାନବାର ମଣ୍ଡଳୀ କେ ଯାଉ ଛନ ବିଟଲ ହୋଉ ଛେ
ନାହିଲେ ସୁଧରି ଯାଉନ ମାସେ ରେ 7 ଦିନ କଲ ନାଇ ରଖୁନ
ଅଶ୍ଳୀଳ ବଏଲେଁ ଡେନ୍ସର
କେନ୍ସି କୀର୍ତ୍ତନ ପାର୍ଟି ର ଦୋଷ ଦେବା ବିଲକୁଲ ଭୁଲ କିନ୍ତୁ ସବୁ ଗାଁ ର ନାମଯଜ୍ଞ, କମିଟି ବାଲେ ସଚେତନ ହେବା ଜରୁରୀ,, ଜେନ୍ କୀର୍ତ୍ତନ ଦଳ ମାନେ ପ୍ରକୃତ କୀର୍ତ୍ତନ କରୁଛନ ତାଙ୍କୁ ନିମନ୍ତ୍ରଣ କରିବା କଥା,
Exactly
କୀର୍ତ୍ତନ ଧାରା ବନ୍ଧ କର ଜେନ ଗରୂ ମାନେ କରିଛ ତାକର ଲାଗି ସବୁପାର୍ଟି ଖରାପ ହେଲା
ପୁରୋହିତ ଆଜ୍ଞା ଲେଡିସ କୀର୍ତନ କେ ତ ସୁଧାରଲେ ବହୁତ ଭଲ ହେଲା
ହେଲେ କୀର୍ତନ ବାହକ ମାନେ ଲାଇନ ରେ ନାଇଁ ବାଜାବାର ତାହାକୁ ଯଦି ଲାଇନ ରେ ଅନି ପାରଲେ
ବହୁତ ଭଲ ହେତା ବୋଲି ମୋର ଆଶା
ଇ କମେଣ୍ଟ ରେ ଯଦି ମୋର ଭୁଲ ଥିଲେ
ମାପ କରବ
ପୁରୋହିତ ଅଗ୍ନ୍ୟା
ଜେନ ଶବ୍ଦ କେ ନେଇ କରି କୀର୍ତ୍ତନ ସୃଷ୍ଟି ହେଇଛି ସେ ନା ରେ ଯଦି କୀର୍ତନ କରିବ ଲୁକେ ଯଦି ଅପସନ୍ଦ୍ କରିବେ ବୋଲି ଜେନ ଭାବନ୍l ରଖିଛ ଇଥି ଜଣl ପଡୁଛେ ତୁମେ କେଡ଼େ ବଡ କୀର୍ତ୍ତନୁଆ ଯେ....😂😂
ପୁରୋହିତ ଦାଦା ରାଧେ ରାଧେ 🙏🙏🙏...ପହେଲା ତ ମ୍ୟାନେଜେର ଆଜ୍ଞାଙ୍କୁ 🙏🙏 କୀର୍ତ୍ତନକରସୁ ଆଜ୍ଞାମାନେ ବୋଲି ଯଦି ତମେମାନେ କହିତ ବେଳେ କାଏଁଜେ କମିଟି ତମକୁ ଫର୍ମାଇସ କର୍ତ୍ତେ ll ତମେ ରସରକେଳି ମାଇଲା ଜଡ଼ କରବ ବେଳେ ଫରମାଇସ ତ ଦର୍ଶକ କରବେ ll କୀର୍ତ୍ତନଦଳରେ ମ୍ୟାନେଜେର ରଖବାର ମାନେ ଯାହା ଲାଗୁଛେ ଏମାନେ ତାଙ୍କର ଷ୍ଟାଫ ମାନଙ୍କୁ ପେମେଂଟ କରୁଛନ.. କୀର୍ତ୍ତନ କର କମାନୀ ନି କର ll ପୁରୋହିତ ଆଜ୍ଞା 🙏🙏 ମାତ୍ର 1 ବର୍ଷ ଲାଗି କୀର୍ତ୍ତନ ବନ୍ଦ କରିଦେଲେ ସବୁ ସୁଧୁରିଯିବେ ll ଧନ୍ୟ ମହାପ୍ରଭୁ ମହିମା ତୋହର ଅଟେ ଅନନ୍ତ ଅପାର ll ତମର ମାନଙ୍କର ଲାଗି ବୋଲି କୀର୍ତ୍ତନଟା ଅଧୋଗତି ହଉଛେ ଟିକେ ଧ୍ୟାନ ଦିଅ l ଓହୋ ଓହୋ କରି ଆଗକେ ଯାଉଛୁ କହୁଛ 🤦♂️🤦♂️ଆଉ ଉଦଣ୍ଡ କର କହୁଛନ ଭାଇ ବେଳେ ପଛକେ ଘୁଚି ଲାଗବା... ମାନବାକେ ପଡିବା ତମର ଚିନ୍ତାଧାରାକେ ll ପୁରୋହିତ ଦାଦା ଦର୍ଶକ ଭୁଲ କହିଲ ଟିକେ ପସନ୍ଦ ନି ଆସଲା ll ଯିଏ ଯେନ୍ତାଟା କର୍ଷି ଦର୍ଶକ ସେନ୍ତା ଫରମାଇସ କର୍ସନ ll ସବ୍ୟା ଭଉଣିକେ କେହି ହେନ୍ତାଟା ଫର୍ମାଇସ ନି କରନ୍ତ କାଏଁଜେ କି ସେ ଭଉଣୀ ମାଙ୍କଡ଼ ନାଚ ନି କରନ୍ତ ll ପରିବେଶକୁ ପରିବର୍ତ୍ତନ କରବା ଆଗରୁ ପଡିଶାକେ ପଡିଶାକେ କରବା ଆଗରୁ ପରିବାରକେ ଆଉ ପରିବାରକେ ସୁଧାରବା ଆଗରୁ ନିଜେକେ ସୁଧାରିବା କଥା ll....
ଦାଦା ଯାହା କହୁଛ ଠିକ୍ କହୁଛ ପୁରୋହିତ ଦାଦା🙏
ଜୟ ରାଧେ 🙏🙏🙏
କୀର୍ତ୍ତନ କେ କୀର୍ତ୍ତନ ମେତାର କରବାର କଥା।।।
ପଏସା ମରାବାର ଲାଗି ଲୋକ ଧରିକରି ଆଏସନ୍ ଚନ୍ଦନଭାଟି ବାଲେ
Bhaba nathai Kritan prabhunku ninda.jay nitai Radhe radhe
Program ରେ ଖାଲି ଡଣ କରୁଛ କୀର୍ତ୍ତନ କରବାର ଛାଡ଼ି
Bhajan au sambalpuri sabu misagula gauchhan
Tamar gharu dhan biki Kari delabhalia laguchhe kaie ete
Rajneeti karuchha j
Uleen dekhikari nai ahankaria hua
ଟଙ୍କା ନିଜର ଘରୁ ନେଇ କରି ଗାହା କ ମାନେ ଟଙ୍କା ମରେଇ ହେଉଛନ ଆର ଗୁଟେ କଥା ହରି ନାଆ ମକେ ତୁମେ ବେପାର କରୁଛ ଏବଂ ବିକି କରି ଖାଉଛ ରାମ ନାମ ଥରେ ଧରିଲେ କେତେ ପୂନ୍ୟ ହେସି ଜେ ଯେତେ ତୁକେଲେ କ୍ରୀତନ୍ୟ ପାଟି ମାନେ କାହିଁ ଜାନ ବେ
ପଇସା କଥା ନାଇଁ କହ ହୋ !ଯେତେ ଡିମାଣ୍ଡ କଲେ ବି ଲୋକ ଦେବେ!କୀର୍ତନ କେ କୀର୍ତନ ଭଳିଆ କର କୀର୍ତନ ପରମ୍ପରା କେ ବଞ୍ଚେଇ ରଖ
ଶୈବ୍ୟା ରାଣୀ ତ୍ରିପାଠୀ ଓ ଦେବକୀ ସାହୁ ପରି କୀର୍ତ୍ତନ କର l କୀର୍ତ୍ତନ କେ ରାଧା, ଦୂତୀ, ବାନ୍ ଡି ଭଲିଆ ନାଚି କରି ଅପଭ୍ରଂଶ ନାଇଁ କର। ପାପେ ଘାଣ୍ଟି ନାଇଁ ହ l ଟଙ୍କା ପାଇଁ ଅଧର୍ମ କରୁଛ l ଦିନେ ଦୀପାଞଲି ଦାସ ପରି ହେବ। ବେଲ ଥାଉ ସୁଧୁରି ଯ। ଜୟ ସୀତା ରାମ l
Debki pala karsi log sui padsan
ଫୁକା ଓଲାଲେ ସୋ ଆସୁଛେ ନେଇ
ଥାଳି ରେ ପଇସା ଦେଲେ ଲାଜ୍ ଲାଗୁଛେ
ଅରକେଷ୍ଟା କରୁଛ ଆଉ ପବିତ୍ର ଉଦଣ୍ଡ ପ୍ରେମ କୀର୍ତନ କରୁଛୁଁ ବଳୁଛ
କୀର୍ତ୍ତନ କରୁଛବେଲେ ପିଓର୍ ଉଦଣ୍ଡ କୀର୍ତ୍ତନ କର ବେସିଦୀନ ତୁମର ଉଦଣ୍ଡି କୀର୍ତ୍ତନ ନାଇଁ ଚାଲେ। ରାଧେ ରାଧେ ଉଦଣ୍ଡ କୀର୍ତ୍ତନ ର ଦାଦା ମାନେ
ଯିଏ ତମକେ ପଏସା ଦେଇ କରି ଘିନି ନଉଛେ ସେ ଠାନକେ ନାଇଁ ଯ ,ତମେ ପ୍ରେମ୍ କୀର୍ତ୍ତନ କର
କୀର୍ତନ କେ କୀର୍ତନ ବାଗିର କର
Good
ମହିଳା କୀର୍ତନ ସମାଜ କୁ ଅପସଂସ୍କୃତି ଆଡ କୁ ଗତିକରୁଚି l ତମକୁ କିଏ କହୁଚି box sound ଧରିକିଆସ କହୁଚେ। ସୁନୀତା ସାହୁ ତାଳି ବଜାଇ ସେଖେଲେ ଟିକେ ଭଲ ହେତା l
ପୁରା ଅଶିକ୍ଷିତ ଲେଖେ କଥା ଲାଗୁଛେ ବୁଲୁ ସାହୁ। ବିଷୟ ବସ୍ତୁ ଥି କୀର୍ତ୍ତନ କରି ନି ପାର ଵୋ ତୁମେ
ସଭେ ବଦଲେ ଆମେ ଭି ବଦଳି ମୁଁ 😢 ଇଟା କେଁ କଥା ବୋ😢 ଆମେ ବଦଳୁ ଯେ ସଭେ ବଦଳିବେ କହ ରେ ବେଡ଼ା ମେନେଜର 😮
ପୁଏ ସବୁ ପଇସା ନିଜେ ସବୁ ଦେଉଛ .ମତେ ଦେବକୀ ସାହୁ ଆଉ ସବ୍ୟରାଣୀ ର କୀର୍ତ୍ତନ ଭଲ ଲଗାସି
Sat aae
ଗୋଟେ ରାତି ଲାଗି 30000 ନେଉଛ ଯେ ଅପେରା କର
କୀର୍ତନ କରି କାଏଁଜେ ନେଉଛ
ତମେ କୀର୍ତନ କରୁଛ କୀ ଲୋକଙ୍କୁ ମନୋରଞ୍ଜନ କରି ଯାଉଛ
ଅଷ୍ଟପ୍ରହରୀ ନାମ ରେ buget ହେଲା ୧୨୦୦୦୦/- ବେଶୀ ନୁ ବେଶୀ ଅଧିକ ହେଲେ
ବାକି ଯଦି ତୁମେ ଟୁକେଲ ପାର୍ଟି ଆଁଲ ବେଳେ ହେମାନେ ୬୦୦୦୦/- ନେବେ ବାକି prahar ମାନେ ଅଛେ। Extra ୩୦୦୦୦/- ଫେର ଖର୍ଚ୍ଚ ଆନ ୧୫୦୦୦୦/- ଆର୍ କର ନାମ । ହେନ୍ତା ହେଲେ ଗାଁ ମନ୍ କୁ ଆର୍ ନାମ ନେଇ ହୁଏ ନ ବନ୍ଦ୍ ହେବା ଧୀରେ ଧୀରେ ତୁମେ ବାହାରୁ ପିଲା ସବୁ ଜକର କଣ ଯେ ଘିନ ବ
Chandnbhati kirtan nartaki
Samste guhu khaele chandanbhati kirtan party v khaebe guhu😂
Bhai kirtan ra na change Kari dia
Adhunik kirtan party na heu
Bhal Kirtan କୀହେ ନାଇ କାରବାର ଏହାଦେ ଭୁଲ୍ ବୁଝୁଛ ମ୍ୟାନେଜର ବାବୁ। ତମେ ଭାଲ ଆରମ୍ଭ କର ସବେ ଭଲ ପାଇବେ। ପଚ୍ କେ ନାଇଁ ଘୁଚ ଆଗକେ ଯ । ଭାଲ କୀର୍ତ୍ତନ ର ଅର୍ଥ ପଚ୍ କେ ଯିବାର ଟା ନାଇସେ ତମେ ଭୁଲ୍ କହୁଛ ମ୍ୟାନେଜର ବାବୁ।
Darsak jadi sabu kapada utrei dia balbe bele utreideba kain Bhai kahata
Sunita sahu ra dancer mane pila manku line mari kari rakhi desan
ଉଲେନ ନିଜେ ବନେଇ କରି ନିଜର ଟା ନିଜେ ନୋଟ ମାରିହେଶ ପରେ ହୋ!
ମନୋରଞ୍ଜନ କରିବାର ଅଛେ ବେଳେ ଅର୍କେଷ୍ଟ୍ରା କର ଭାଇ ,କିର୍ତ୍ତନ କେ କେଁ କରି ମନୋରଞ୍ଜନ କରୁଛ?
ପହେଲା ବାୟକ ମାନଙ୍କର ଲେଞ୍ଜ ଛାଟ କର ପଇସା ଲାଗି ଜାହିଁ ତାହିଁ ଜିନିଷ ହଉ ଛେ
Tanka nela boli kana bapa k mausa dakba kaen
ସୁରେ ରହ ଆଉ କୀର୍ତନ କେ କର୍ତ୍ତନ ହିସାବେ କର ମାତ୍ର 5000ଟଙ୍କା ରୁ ଅଧିକା ନେଇ ନିଅ ତୁମେ କାନା ଭାବୁଛ ସାନୁନିଗମ କି ଅଲକା ଆଦିନିକ ଯେତେ ଉଲେନ ସବୁ ମହାପୁରୁ କେଦେଇଦିଅ
Bulu bhai Kane rekad dance debar pila manku kete desa ho
Purohit dada bulu bhai ke kahata takar gahak ra ujan kete achhe j
सरायपाली बसना cg मे सबसे पहला पैसा फेकने का सुरु हुआ ।
ପ୍ରେମ୍ କୀର୍ତ୍ତନ କର ହୁଦା ହୁଦା ନାଚି କରି ଭେସ୍ ଡିଆ ନେଇ କର
Good
କୀର୍ତ୍ତନ କହେଲେ ଖାଲି ଉଦଣ୍ଡ ପ୍ରେମ କୀର୍ତ୍ତନ ଅଛେ l ଆଉ ଇ ଉଡ଼ଣ୍ଡ କୀର୍ତ୍ତନ କଲେ ୩୦୦୦୦/୪୦୦୦୦ ଟଙ୍କା ନାଇ ଲାଗେ ଆଉ ମାଇକ୍ ସେଟ୍ ଭି ନିଲଗେ l
ଇ ଟା ଖାଲି କୀର୍ତ୍ତନ ନା କେ ପଇସା କମାବାର ଟା ହେଉଛେ l ଆଉ ଗୁରୁ ମାନେ ଯାହା ଭି କରୁଛନ ବହୁତ୍ ଭଲ କରୁଛନ୍ l
ଜୟ ଶ୍ରୀ ରାଧେ 🙌🙌
Jen dinu Sunita sahu baharila se dinu nehela kirtan heu6e
ବୁଳୁ ବାବୁ ତମର ଯଦି ସାହାସ ଅଛେ ତୁମେ ବିନା ମାଇକ ରେ କୀର୍ତନ କର ଦେଖମା ଏବଂ ନିଜ ଗାଁ ର ପାର୍ଟି ନେଇ କରି କୀର୍ତନ କର ଦେଖମା କେତେ ଦମ୍ ଅଛେ ତୁମ୍ଭର କଥା ରୁ ଯାହା ଜଣାପଡୁଛେ ପଇସା ରୋଜଗାର ଲାଗି କୀର୍ତ୍ତନ କରୁଛ
100/ right
Right 👍 khata dada
ସଭେ ବଦଲିଲେ ଆମେ ବଦଲିମୁ ବଲି କହୁଛନ ଯେ ,ପହେଲା ତମେ ଆରମ୍ଭ ତ କର । ପଏସା ଦଉଛନ ବଲି ଭୁଲ କରବ କେ ।
ସଭେ ସମାନ୍ ଟା , ବୁଲୁ ସାହୁ ପଏସା ର ଲୁଭେ ପଡୁଛେ ,ଆରୁ ଚେନାଲ୍ ବାଲା ବି ବହୁତ୍ କହୁଥିଲେ ଆରୁ କଥା ହେଲା ବେଲେ ଚାପି ହଉଛନ୍ ,ତମକୁ ମାନକୁ କହି ଦେଉଛେଁ ସବ୍ୟାରାଣୀ ଭଉଣୀ ର କୀର୍ତ୍ତନ କାହାକେ ଖରାପ ଲାଗସି ,ମତାମତ ଦେବେ
ଇ ଲାଲା ଲା ଲାଲା କିର୍ତ୍ତନ୍ ବାଲେ ଶୁଇବ ଯ ବୋ
ପହେଲା ତମେ ଭଲ୍ ହ ବାକି ଲୁକର୍ ଟା ଛାଡ଼ ଚନ୍ଦନ ଭାଟି ବାବୁ
Right
Chandanbhati ladies kirtan ra manager naise ho ladies arkesta ra manager bala j bhalheba au b ladies party achhan hele b sunita ra party re jen nartaki 5 ta ki 6 ta achhan semane au kichhi niam niti k ni manbar k au gute katha jen bina gita re badya au dance karuchhan he jinis ta se sambalpuri arkista ra instrument bhalia lagsi au tame e party k jete b kaha dada emane ni manan manager ra attitude janapaduchhe
ପୁରୁଣା କୀର୍ତନ କଲେ ଉଲେନ୍ ପଇସା ଯହ ନି ପଉ ବଳୁଛ ❤ପଇସା କମାନି ଲାଗି କୀର୍ତ୍ତନ କର୍ବ 😢
7:08 ରେ ଗୋଟେ ପଏଣ୍ଟ କହିଲେ ଆମର ମେନେଜର ସର୍ କି ( ଏ ପାର୍ଟି k ବନ୍ଦ କଲେ ଆମର ପାର୍ଟି ଚାଲବା) first katha tume jen dhara dhara nai kahu chaa heta e prem udand kirtan nu hi bahari chee....aau gute katha kebe bapa k tar chua mane chalbar ta nai sikhan...ho...
Aau asuu cha k j kalu kal gupal pali dekmaa taa ken darsak mane tamku ete paisaa mari kari jabardasti karu chan....enta git gaibar k....j
Aau purohit dada ..
Tume ta jani thibaa gupal pali . sambalpur ra kentaa kirtaniya gaa ee j....
Dekmaa kentaa jabar dasti kari ki git guauu chan..j..
Tamku dakbar karan achee...ho manager sir...
ତୁମେକୀର୍ତନଯାହାକରୁଛକର ହେଲେଗିଜହଲା ମୁଡ଼ହଲାରେକର୍ଡଡେଂସକମେଣ୍ଟମରାଇସବୁ ଲେଡୀସକୀର୍ତନ ରେନେଇହେବାରକଥା
Good
ମାନେ ପିଲା ଉଦଣ୍ଡି ଗୁରୁ ମାନଙ୍କର ଉପରେ ତୋର ଜଣା ନାଇଁ ନ...... ମାନେ ଉଦଣ୍ଡି କୀର୍ତ୍ତନ ବାବଦ ରେ ତୋତେ କିଛି ଜଣା ନାଇଁ ନ..... ପୁରୁଷ ଜନମ ହେଇଛୁ ଠିକ ଆଏ କିନ୍ତୁ ତୁଇ ଗୁଟେ ମାହେଜି ଆଏ....... ତୋର କଥାରୁ ଜଣା ପଡଲା
ଇମାନେ ବିଷୟ ଉପରେ କିଛି କରି ନାଇପରାନ କେତେଟା ମହିଳା ଗୁରୁ ଅଛନ୍ ହେମନେ ହିଁ କର୍ବେ
ଓହୋ ତୁଇ କଲ ଲାଗି କୀର୍ତନ କରୁଛୁ ମାନେ ପଇସା ଲାଗି , ଭାବ କିଛି ନାଇ ନ ତୋର କୀର୍ତନ ରେ ,ଭଗବାନ ଲାଗି କୀର୍ତନ ନା କର୍ବାର୍
Sabyarani.. No.. 1.
ଦର୍ଶକ ମାନେ ପଏସା ଦେଇ କରି ଡାକୁଛନ୍ ଯେ ଜାନା ବଏଲେ ସେଟା କର୍ବ କେଁ ??? ଠିକ୍ ଅଛେ ସେ ଆଏବ ଆମେ ବି ଡାକ ମୁଁ, ବାକି ରୁଗଡି ଗଦା ନେ ବଲବ ଯେହେତୁ ପଏସା ନେଇଥିବ . Ok ???
Debki nani Katha nai kahana dada se pala karsi , kirtan bele khali bhajan e debki nani bhajan kam aau vasan besi desan,
Save guhu khail tapne v khaiba kain
ତମର ପାଟି ବାଳେ ନାଇ ପାର ବି ଅର୍କ୍ରେଷ୍ଟ କର
ସୁନିତା ସାହୁ ଆଉ ଲଳିତା ସାହୁ ଏକା କୀର୍ତନ ର ନାଁ କେ ବଦନାମ କଲେ
Lalita sahu ra chalba se rangin kirtan karsi
@@bijayhota5138 ଇ କୀର୍ତନ ଅପେକ୍ଷା ନିଜର ପବ୍ଲିସିଟି କରଷି କୀର୍ତନ ରେ ହେତକୀ ନାଇଁ ହେବା କଥା ଭାଇନା
Jenta bhi hau Che ek number hau Che Prabhu nam dhari Chala au tk chinta dhara tk badla Anta malka nachi tk nai Kara hetki kahemi au Hari nam dhari Chala.. Radhe Radhe
ପଇସା କେ ଲିଏ କୁଛ ବି କରେଙ୍ଗ
ପିଲା Knj ଆଁବ ଆଉ ପଇସା ଦେବା 5 ଲୋକ୍ ରେ Boithak ହଉଚ୍ଛେ ଆଉ ୩୦୦୦୦ ନଉଛ ଇଟା ଧନ୍ଦା ଲଗେଇଛ
Sunita sahu ra kirtan jenta hauchhe lok jenta paisa dauchhan nachbali mankar bhaliaaa hauchhe its not kirtan dada
Kirtan re utubar manke mana kara jau , munush kirtan karle utubar nai jibar aau tukel karle sunghi sunghi jauchan, munush re jaha view nai jaye j tel kharcha v pare nai bahare
Purohit sir kiratan dhara band heu
Hele mor gute question kirtan ta business ae ky
emankar taa chada dadaa ....se jen strike karichan he agyan maankar matamat neunt au video chadunt
Kirtan k mandali bhitare dalkhei ni kara menejar babu
Jay koshal dada tume jadi chahele tukel kirtan badli jiba