@@s_hityar9689 SHG band hei gale emiti kn samaj ra unnnati hei jiba kuha ta & First of all Tama manank public paini ta kebe samaj ra unnati haba nahin🙄
Kichhi na janiki kahaku emiti judge katiba thik nuhan.. Kie kn kama karuchhanti kete kama karuchhanti apan mane kn investigation kariki janichhanti ki😂
5yrs contract.... so 5yrs finished scooty ta loan re... Sujata pandian must give correct answer... I think all this employee didnot read Term and Condition
@@rajvideo8699 hn tu padhiki interview deiki jemiti IAS post re achhu... Jadi ete bhala sarakar(BJP) ta kaini pila mane chakiri khande pau nahanti,tara kichhi ta byabashta kara jauni..
ମିଶନ ଶକ୍ତି ବନ୍ଦ କରାଯାଉ
ଓଡ଼ିଶାର ଲାଭ ହେବ
ଅତୀ ଲଭି ତନ୍ତୀ ମରେ, ମିଶନ ଶକ୍ତି ବିଜେଡି vote bank
ଠିକ୍ କହିଲେ ଆପଣ ,ଆଗ ନବିନକୁ ମାଡ଼ ଦରକାର ।
ବିଲକୁଲ ଠିକ୍ କହିଛନ୍ତି
ଏକଦମ୍ ଠିକ କହିଛ ଏକଥା ଅନ୍ଧଭକ୍ତ ବୁଝିଲେ ହେଲା
Right Bhai
Jay shree jagannath rajakosha khalikarantuni mohan Bhai cm odisha
ଏମାନଙ୍କର କାମ କମ୍ ଫର୍ଜରି ବହୁତ୍ ପାଞ୍ଚବର୍ଷ ପରେ ଘରକୁ ଯାଅ।
ସତ କଥା ସାର୍ ।
@@kamallochansatpathy5784 kn ta ଫର୍ଜରି karichhanti ki sir apanank saha naa aau kaha saha..
Do you have any proof 😅🙄
ବିଜେଡି ପ୍ରଚାର ପାଇଁ ଭୋଟରଙ୍କୁ ବୁଝାଇ କହିଥିଲେ , ଏଥର ଘରେ ଶୋଇପଡ଼
Obsely..
@@amitraut752 semane mane tuma pakhku jaichhanti ki j tume order daba kn kariba aau kn nai ??
Bhai ame publi amar adhikar achhi kahibaku
Mana kribaku tu kie be
Jaha samaj pain bhala taha prasanga utha jauchhi
Shg band krajauchhi
@@s_hityar9689 SHG band hei gale emiti kn samaj ra unnnati hei jiba kuha ta &
First of all Tama manank public paini ta kebe samaj ra unnati haba nahin🙄
5 ବର୍ଷିଆ agreement ରେ ରହିଛ,5 ବର୍ଷ ସମୟ ଶେଷ ପରେ କିଏ ଦରମା ଦେବ ହୋ ହଲ୍ଲା କଲେ
Tahele mate gote katha kuha ,,kama dauthile kahiki a parjyanta,,kn ame tanka bethua ki,,,
ମିଶନଶକ୍ତି ନା ବାଳ ଶକ୍ତି 😂😂😂😂
@@jyotiranjan6269 5 year agreement jadi thila ta 12-13 barsa hela semane post re thai ki kama kemiti karuchhanti??
Eta 2018 re letter heichi ta taku renew kalenai kahiki... Emiti jadi code of conduct laguthila kahiki bjd pataka dhari emane nachu thile lol...
@@sasmitasahoo5840 ପଣ୍ଡିଆନ ଆଉ ନବୀନ କୁ ପଚାର 😂
କିଛି କାମ କରନ୍ତନି ଏମାନେ....
କେବଳ ଆଧାର collection agent ଏମାନେ....
ନିର୍ବାଚନ ରେ ଟଙ୍କା ବଣ୍ଟା ଏଜେଣ୍ଟ ଏମାନେ....
2 ବର୍ଷ ଏମାନଙ୍କ ଆୟୁଷ.....
ଏମାନଂକୁ ପାଣ୍ଡୁ ମାଇପ ରଖିଥିଲା, ନିଜେ 400 କୋଟି କମେଇବାକୁ,3200 ଦରମା ଦେଉଥିଲା 😀😀😀😀
ଏମାନେ ସବୁ guideline ବାହାରେ କାମ କରି, ଦୁର୍ନୀତି ରେ ସାମିଲ ଥିଲେ......
😀😀😀😀
ସତ କଥା ଆଜ୍ଞା ଏମାନେ panchyat କୁ ଯାଇ ବସି ବସି ଆସନ୍ତି।
ସତ କଥା
Kichhi na janiki kahaku emiti judge katiba thik nuhan..
Kie kn kama karuchhanti kete kama karuchhanti apan mane kn investigation kariki janichhanti ki😂
Jao nabinaku kahiba
ବିଜେଡି କୁ ପଚାର କାହିଁକି ସ୍କୁଟି loan ଦେଇଥିଲେ
ବିଜେପି ସରକାର ଅତୀ ଶୀଘ୍ର ମିଶନ ଶକ୍ତି ବାହାର କରାଯାଉ
@@susantanag9208 cheap people cheap mind😏
@@susantanag9208 Hn tanku bahar kariki tate naba katha😅
Crp ରୋ କାମ କଣ କୋଉ ଏଣ୍ଟରଭିଉ ଦେଇ ପଶିଥିଲେ ଓ ଦରମା ନେଉ ଥିଲେ,
Sabu tautor maruthile
@@sharmaminz7307 tume darama dau thila ki???
ବିଜେଡି party ମହିଳା ମିଶନ
ସ୍କଟି ଫେରେଇ ଦିଅ ଭଲ ହବ
ବିଜେଡି ଫାଲତୁ ଯୋଜନା କରିଥିଲା ଏମାନେ ଲୋଭରେ ସ୍କୁଟି ନେଇଥିଲେ
ଏମାନେ ବିଜେଡି ଭୋଟର ବିଜେଡି ଭୋଟ bank ବିଜେଡି ଦରମା ଦେବ ବିଜେପି କାହିଁକି ଦେବ
ହେ ସରକାର ଏମାନଙ୍କୁ ବାହାର କର. ନହେଲେ ଓଡ଼ିଶା ଆହୁରି ତଳକୁ ଯିବ
Ebe odisha kete tala ku achhi j....
Shuru tala ku jiba ..tma bjp budaiba odisha ku
ପୁରା perfect କଥା
@@suniltanty2811ତୁମ BJD କୁଆଡେ ଗଲା ଏବେ ଆଗ ତିନି ମାସ ର ଟଙ୍କା ଦେଉ 👉ତୁ ବାଳ କୁ ଜ୍ଞାନ ଦେଉଛୁ BJD ର ଅଇଁଠା ଖିଆ କୁକୁର
@@nandansahu3832 tama mananka paini ta odisha first talaku achhi aau kete talaku jiba🙄
@@nandansahu3832 Tu tk jagi pade j Odisha direct space ku jiba 😅🙄
ସୁଜାତା ପାଂଡିଆନ ମାଇକିନା ପାଖକୁ ଯା ସିଏ ଦେବ ସବୁ
ସ୍ବାମୀ ସ୍ତ୍ରୀ ପାଖକୁ ଯା ଅ ସବୁ ଖଇଗଲେ
କେତୁଟା SHG କାମ କରୁଛନ୍ତି ଟିକିଏ ସର୍ଭେ କଲେ ଭଲ ହୁଅନ୍ତା କିଛି କାମ ହଉନି ମୋ ମା ଦଳରେ ମିଶିଥିଲା ବାହାରି ପଡିଲା ଖାଲି ୟୂନିଫମ ପିଦ୍ଧି ବୁଲୁଛନ୍ତି ଏ ପ୍ରହସନ ବଦ୍ଧ ହେବା ଦରକାର।
ଠିକ କଥା
ଏମାନଙ୍କୁ ଆଳୁ ଚାଷ କରିବା ପାଇଁ ଆଳୁ ଯୋଗାଇ ଦେବା ଦରକାର ଆଳୁ ମିଶନ ଟଙ୍କା 800 କୋଟି ଟଙ୍କା ବିଜେଡି ଖାଇଛି ସେହି ଟଙ୍କା ଏମାନଙ୍କୁ ଦେଇ ଦେଇଛି ବିଜେଡି, ଓଡିଶା ରୁ ଆଳୁ ସମସ୍ୟା ଦୂର ହୋଇଯିବ
😂😂😂
ପୂର୍ବ ସରକାରଙ୍କ ଭେଳିକି କାମ କିଛି ନାହି ଘରକୁ ଯାଅ
ଏମାନେ ସବୁ ପାଣ୍ଡୁ ଵୁଦ୍ଧି ରେ ଚାଲୁଥିଲେ
ଏଵେ ମରେଇ ହୁଅ, Vote bank ଵନିଥିଲ BJD ର
ଏ ସବୁ ପାଲାଚାଲିଛି ସବୁ ବନ୍ଦ କରାଯାଉ ଚାଷୀ ମାନଙ୍କ କଥା ବୁଝନ୍ତୁ
ଯୋଉ ମାନେ ସ୍କୁଟି ଦେଇଥିଲେ ସେମାନେ ହିଁ ଉତ୍ତର ଦେଇପାରିବେ
ଏମାନଙ୍କର କାମ କଣ, ଆମ ଗାଁ ର ଏଥିରେ ଦୁଇ, ତିନି ଜଣ ଅଛନ୍ତି କିନ୍ତୁ ତାଙ୍କ କାମ କଣ ଆଜି ପର୍ଯ୍ୟନ୍ତ ମୁଁ ଦେଖିନାହିଁ, କିନ୍ତୁ ଜଣଙ୍କର କାମ ଦେଖିଛି ସେ କେବଳ ଗ୍ରୁପ ମାନଙ୍କ regulation ଖାତା ଲେଖା ଲେଖି କରୁଛନ୍ତି
ଏମାେନ କୁଦରମାନମିଲୁଏମାେନେଗୋଟେଫାରସ
Ta badalara ama gara lakhidabaku 100 tanka nouchi sa crp
ଦରମା ନାଇ ତ କାମ କାଇଁ ମାଗଣାରେ କରୁଛ।
ତମର କାମ କଣ ପ୍ରକୁତରେ, ତମକୁ ସ୍କୁଟି କାହିଁକି ଦେଇଥିଲେ
Kini parunatile bali
ତାମିଲନାଡୁ , ଆନ୍ଧ୍ରପ୍ରଦେଶ , କେରଳ , କର୍ଣ୍ଣାଟକ ଓ ମହାରାଷ୍ଟ୍ର ଯାଇ ନିର୍ଵାସିତ ଶ୍ରମିକ ଭାବେ କାର୍ଯ୍ୟ କର ବହୁତ କମ୍ପାନୀ
ଶ୍ରମିକ ବା କର୍ମଚାରୀ ଅଭାବରୁ ବନ୍ଦ ହୋଇ ଗଲାଣି
Hn bhai ae sala bjd pai kama karuchanti 😅😅
Bhai BJP sarkar re kiye dadana karobaku jibeni 😂
@@jiki.polad8642 🤣🤣
ନୁଆ ସରକାର ଆସିକି ୬ ମାସ ହେଇଛି
ଆଗରୁ ୩ ମାସ ବିଜେଡି ସରକାର ଥିଲା ନବୀନ ପଟ୍ଟନାୟକ ଥିବା ସମୟରୁ ଏମିତି ହେଇଛି ଯାଅ ପାଣ୍ଡିଆନ କୁ କହିବ
SHG ଗ୍ରୁପ ର ଖାତା ରେ ଗୋଟେ ରିଜଲୁସନ ଲେଖିଲେ ୧୦୦ ଟଙ୍କା ଏମାନେ ନେଉଛନ୍ତି, ବ୍ୟାଙ୍କ ରେ ଖାତା ଖୋଲେଇ ଦେବା ପାଇଁ ମଧ୍ୟ ଟଙ୍କା ନେଉଛନ୍ତି, ଲୋନ କରେଇ ଦେବା ପାଇଁ ବି ମହିଳାଙ୍କ ଠାରୁ ଟଙ୍କା ନେଉଛନ୍ତି !!! ଏମିତି ଅନେକ କାମ ଯାହା ପାଇଁ ଏମାନେ ସରକାରଙ୍କ ଠାରୁ ଦରମା ପାଇଛନ୍ତି, କିନ୍ତୁ SHG ମହିଳା ମାନଙ୍କୁ ଲୁଟୁଛନ୍ତି ,!!!
@@satyamsibammohanty1255 Not everyone is same bro🙄😅
ମୋହନ ସରକାର ସେତେବେଳକୁ ବାରମ୍ବାର କହୁଥିଲେ ଯେ ସ୍କୁଟି ଲୋନ ନ ନେବା ପାଇଁ ହେଲେ କଥା ନ ମାନି ସ୍କୁଟି କାହିଁକି ନେଉଥିଲ କି?
ମିଶନ ଶକ୍ତି ରେ ବିନା ପାରିଶ୍ରମିକରେ SHG ଗଠନ କଲେ ଅଙ୍ଗନବାଡ଼ି କର୍ମୀ, କିନ୍ତୁ ଏମାନେ ମହିଳା ମାନଙ୍କ ଠାରୁ ଲାଞ୍ଚ ନେଇ ସେମାନଙ୍କ ଖାତା କାମ କରୁଛନ୍ତି, ତା ସହିତ ସରକାରଙ୍କ ଠାରୁ ଦରମା ମଧ୍ୟ !!! ଅନେକ ପଞ୍ଚାୟତରେ CRP, MBK ନାହାନ୍ତି, ଏବେ ମଧ୍ୟ ସେ ପଞ୍ଚାୟତରେ ଅଙ୍ଗନବାଡ଼ି କର୍ମୀ ଅନେକ ବିଭାଗର କାମ ସହ ମିଶନ ଶକ୍ତି କାମ କରୁଛନ୍ତି !!!
Right
Right
ଘରେ ଖାଇଟେ ନାହିଁ scottyi ଚଢ଼ିବ
ଏ ମାନଙ୍କ କାମ କଣ
Percentage rakhiki tanka bantiba
ଏ ମାନଙ୍କୁ ବାହାର କରାଯାଉ ।
ତୁମର କାମ କଣ ଥିଲା କି? ତୁମେ ଯେବେଠୁ ବ୍ଲକ କୁ ଗଲ ରାଜନୀତି କୁ ବର୍ବଦ୍ କରିଦେଲ, ଗୋଟେ ଗାଁ 7 ତା ଗ୍ରୁପ ଥିଲା ,7ତା ଗୃପ୍ରୂ ୠ ଗୋଟେ ଲୋକ supervisor ରହିବ ନିର୍ବାଚନ ହେଲେ ପ୍ରତେକ ଗ୍ରୁପ କୁ 2000 ହଜାର ଦେଲୋ,ବିଜେଡି କୁ ଭୋଟ ଦେବା ପାଇଁ, ତ ତୁମର କାମ କଣ, ତ goment ତ bjp ର ତୁମେକୁ ରଖି ଲାଭ କଣ,?100/ସତ୍ୟ
ସୁଜାତା ମାଡାମଙ୍କ କଥାରେ ଏମାନେ ବି ଜେ ଡି ର କାମ କରୁ ଥିଲେ ବରତ ମାନ ଏ ମାନକଂ କଥା ଦୁଝିବ କିଏ
B jd ku kuha.deba nabin pakhaku ja
No Exam No Education ଏହା କି ପ୍ରକାର ଚାକିରି ବନ୍ଦ୍ କରନ୍ତୁ ମୋଦୀ ମୋହନ ସରକାର ଦୟାକରି ଭୟ କରନ୍ତୁ ନାହିଁ
ନବୀନ କେ ଗୁହାରି କର
Vote Bank ପାଇଁ ବ୍ୟବହାର କରାଯାଉଥିଲା । ଗାଁରେ କଣ କାମ କରୁଛନ୍ତି। ଜନତାଙ୍କ ପାଇଁ ସାହାଯ୍ୟ ରେ ଆସୁଛି ।
Bjp jindabad
ଏବେ ଆଉ ସେ କାଳ ପଖାଳ ନାହିଁ
Bhala heichhi 🎉
ଏମାନେ କଣ କରୁଛନ୍ତି କି?
CRP with EC ମାନେ ସେମାନେ କାମ କରୁଛନ୍ତି ବୋଲି ପୂର୍ବ ସରକାରରେ ଦର୍ଶାଇଛନ୍ତି ଏଥି ormas Olm icds same mission shakti ଖାଲି ପରା ଦିଣ୍ଡିମ ପିଟୁଥିଲ ଆଜି ଅସଲ ମୁଖା ଖୋଲିଛି producer group ଓଡ଼ିଶାରେ ବିରଳ ରହିଥିଲା ବେଳେ shg ଗୋଷ୍ଟି ସୁଧ ଦବାରେ ବ୍ୟସ୍ତ ଥିଲା ମିଛ rejolusion ଲେଖି mbk crp ମାନେ Producer group କୁ show କରୁଥିଲେ ତମର ec ମାନେ ବସିବସି ପଇସା ନେଉଥିଲେ producer ଗ୍ରୁପ୍ ର ମା ମାନେ ଖଟି ଖଟି ଦିନ ଯାଉଥିଲା ସରକାର ଠିକ୍ ଧରିଛନ୍ତି ଦେଖ ଆଗକୁ କଣ ହଉଚି
Right
Scooty kie deithila jaiki pocharo kn pain scooty deithila 😅😅😅
Paisa kan gachare faluchi
କାହିଁକି ନେଉଥିଲ scooter 😮
ତୁମେ bjd ପାଇଁ ଏଲେକ୍ସନରେ ପଇସା ବନ୍ତୁଥିଲ ତୁମେ ki ବାଳ କାମ କରୁଛ
👍
Right
Right
,ଆଉ ପାଣ୍ଡୁ ପ୍ରୋଗ୍ରାରେ ନାଚୁଥୂଲେ
ନାଟ ଲଗାଇଛ ବିଜେଡ଼ି ଆଉ ବିଜେପି ନାଟ ଦେଖୁଛି
BJD HAS APPOINTED THIS LADIES JUST BECAUSE OF BJD ADVERTISEMENT. THAT'S WHY BJD HAS DONE AGREEMENT FOR FIVE YEARS.
5yrs contract.... so 5yrs finished
scooty ta loan re...
Sujata pandian must give correct answer... I think all this employee didnot read Term and Condition
Kama କଣ ପାଇଁ କରୁଛନ୍ତି ମିଶନ ଶକ୍ତି କୁ ବନ୍ଦ କରାଯାଉ
ମିଶନ ଶକ୍ତି ତୁରନ୍ତ ବନ୍ଦ୍ ହେବା ଆବଶ୍ୟକ
ଯେତେବେଳେ ସ୍କୁଟି ନେଲା ବେଳେ ଭଲ
ଲାଗୁ ଥିଲା କିନ୍ତୁ ପଚାରି ଲନି ସରକାର ଦେଲା ବେଳେ
ନବୀନl ଆଉ ଆସିବନି l
ତମେ ସବୁ ଦିନେ BJD ର agent ଥିଲ ଆଜି ସବୁ ଜଳ ଜଳ ହେଇ ଜଣl ପଡିଲା l
ଆଉ ହେଉନି ସେଥିପାଇଁ ଏମିତି ହେଉଛ
ଶାଗୁଆ ରଙ୍ଗ କେତେ ଭୟଙ୍କର ବୁଝ 🎉
Right
Right
ଏଇ ଯେଉଁ ମିତ୍ର କଥା କହୁଛ... ଏ ମାନେ କଣ କରୁ ଥିଲେ.... ବିଜେଡି ର ଏଜେଣ୍ଟ ଥିଲେ
ଏମାନେ ମିଡ଼ିଆ ଆଗରେ ବି ମିଛ କହିବାକୁ ପଛଉ ନାହାନ୍ତି। ସୁଭଦ୍ରା ଯୋଜନା, ପୋଷଣ , କିଶୋରୀ ବାଳିକା ମାନଙ୍କର କାମ କରୁଛନ୍ତି ବୋଲି ମିଡ଼ିଆ ଆଗରେ କହି ପାରୁଛନ୍ତି , ଧନ୍ୟରେ ଟିକିଏ ଲଜ୍ଜା ଲାଗୁନି,ଏ ସବୁ କାମ କିଏ କରୁଛନ୍ତି ଓଡ଼ିଶାର ଶିକ୍ଷିତ ଓ ବୁଦ୍ଧିଜୀବିମାନଙ୍କୁ ପଚାର
କି କାମ ଦେଉଛନ୍ତି ?
ମିଶନ ଶକ୍ତିର ସୃଷ୍ଟି କର୍ତ୍ତା ସୁଜାତା ପାଣ୍ଡିୟାନ ମୋହାଦୟାଙ୍କୁ ଏ କଥା ପ୍ରଶ୍ନ କରି ଥିଲେ ଶାନ୍ତ୍ତନ ମୂଳକ ଉତ୍ତର ପାଇଥାନ୍ତେ
100-100ରେ ଖେଳ ଆରମ୍ବ,,, ହେଲା ❤❤❤
ଅରୁଣ ସାହୁ ବଡ ବଡ କଥା କହୁଛି ପରି କଣ ମହିଳା ନ ଥିଲା
କଣ ପାଇଁ ସ୍କୋଟୀ ଲୋନ୍ ଦେଉଥିଲେ ବୁଝି ପାରୁନାହିଁ ? ନିର୍ବାଚନ ପୂର୍ବରୁ ଗାଡ଼ି loan , ତାଙ୍କରି ଭୋଟ ପ୍ରଚାର, ଲୋକମାନଙ୍କୁ ଲାଞ୍ଚ ବାଣ୍ଟିବାକୁ ତୁମକୁ ସନ୍ତୁଷ୍ଟ କରିଥିଲେ ଗାଡ଼ି ଦେଇ। ଏବେ ବୁଝି ପରୁଛ ନବୀନ, ପାଣ୍ଡୁ ଓ ବବି ର ଚକ୍ରାନ୍ତ କୁ । ନାମ ନିଅ, ପାଣ୍ଡୁ ଓ ତାର ମାଇପ ସୁଜାତା ପାଖକୁ ଯାଇ ପଚାର ।
Bjd kuha daba
ଏମାନଙ୍କର କାମ କଣ
କଣ କାମ କରୁଛ କଣ
ଦରମା ନବ
Ati sundar
ଆଳୁ ଚାଷରେ ଲଗାଯାଉ
Odisha ଆହୁରି ଗରିବ ହେବ। କାରଣ କୋଉଠି ବି ଏ ଭଳି ସଂସ୍ଥା ନାହିଁ। ଏହାକୁ ଶୀଘ୍ର ବନ୍ଦ କର।
Jia scooty deichhi seithiku ja
ଏଵେ ମାମାନେ ପଚାନ୍ତୁ ନଵିନୀ ଵଵୁଙ୍କୁ ସ୍କୁଟି କଣପାଇଁ ଦେଇଲେ
ତୁମେ କେବେ ପରୀକ୍ଷା ଦେଇ କି ଚାକିରି କରିଛ। ପିଲାମାନେ କେତେ କଷ୍ଟ ରେ ପାଠ ପଢି ବି ଚାକିରି ଖଣ୍ଡିଏ ପାଉନାହାନ୍ତି।ତୁମେ କହୁଛ chakiri karuchhu ବାବା ବା ବୁଦ୍ଧି
@@rajvideo8699 hn tu padhiki interview deiki jemiti IAS post re achhu...
Jadi ete bhala sarakar(BJP) ta kaini pila mane chakiri khande pau nahanti,tara kichhi ta byabashta kara jauni..
ଏ ମହିଳା ଭଉଣୀ ମାନଙ୍କୁ ମନରେଗା ଯୋଜନାରେ କାମ ଦିଆଯାଇ ପାରିବ, କିଛି କଂପ୍ଲେନ୍ ରହିବ ନାହିଁ ।
Bjd vote bank
Mission ଶକ୍ତି କଉ କାମ ରେ ଲାଗୁଛି 😂😂😂😂
ଦୟାକରି ମିଡ଼ିଆ ଭାଇ ମାନଙ୍କୁ ଅନୁରୋଧ କୋଣାର୍କ ଗଣନାଟ୍ୟ ରଚିତ ନାଟକ ଚରିତ୍ରହିନା,ଓ କଉଡ଼ି ଖେଳ ନାଟକ ଦେଖେଇଲେ ଆପେ ବୁଝିଯିବେ ନିଜେ ନିଜର କୃତକର୍ମରଫଳକୁ ।
Mission sakti bjd ra vote bank thila.
ସେଇ କଥା କୁହ ନବୀନ କୁ , ବିଜେପି କ'ଣ ଜାଣି ବ
Nobin dada fosai dele kebodo
Vote paie
ଏ ମାନଙ୍କ ର କିଛି କାମ ନାହିଁ ବିଜେଡି କୁ ଧର
Appointment letter pai thila ki. ?
mission ଶକ୍ତି ବନ୍ଦ ହେଲେ ଓଡ଼ିଶାର ୯୦% ଲୋକ ଖୁସି ହେବେ ।
ନବିନ ପଟ୍ଟନାୟକ ଘର ଆଗ ରେ ହୁଳ ହୁଳି ପକେଇ ବ ଯାଉନ। ଏଟା କଣ ଶଶୁରଘର ସଂପତ୍ତି।
Vote pain scooty diagala sarakar gala tame sabu gharaku jantu.
I will request to odisha government please stop the mission Shakti.
ଆଉ ନବ ଅନେଇ ଥ😢😢😢
Give the scooty back...
9 ମାସ ହେଲା ହେଲେ ବିଜେପି ଆସିକି 6 ମାସ ହେଲା ତାହେଲେ ବିଜେଡି ବି ଏମାନଙ୍କୁ 3ମାସ ଦରମା ଦେଇନୋଥିଲା
Scooty ku nija ghara kamare lagauchha.govt ra kana karuchha
Turanta Banda kara crp work
ରାସ୍ତାରେ ବସିଲେ କଣ ହେବ
ବିଜେଡି ହାରିଲା ବିଜେଡି ଖାଇଥିବ
Total Salary 6100
Scooty EMI 2400
Petrol 3000
Lipstick powder Cream 700
6000-2400-3000-700=0
Rahiba khaiba Soiba kharcha BJD Neta Debe😁
ସେକେଣ୍ଡ ହେଣ୍ଡ ରେ ସ୍କୁଟି କିଏ ବିକିବ କୁହ ,😂
Vote pai
ସେଇଟା ବିଜେଡି କୁ କୁହ, ସେଇଟା ବିଜେପି ର ନୁହେଁ
Jabab de re nabina
Emananku. Vote pain Bjd tanka dauthila.
ନେଲାଵେଲେ କଣ ସରଧା ଲାଗିଲା
Center ru paisa khaiba BJD pain kariba laja nahni tamaku
Sarkar poriborton korontu.
Kie re mg tu peleipua 😂