ଜଣେ ଲୋକ ମିଛରେ କେସ୍ କରୁଛି ..ଏଥିପାଇଁ ପ୍ରକୃତରେ ଧର୍ଷିତା ହେଇଥିବା ଝିଅଟି ନ୍ୟାୟ ପାଉନି :ବୋମ୍ୟାକେଶ ତ୍ରିପାଠୀ

แชร์
ฝัง
  • เผยแพร่เมื่อ 21 ส.ค. 2024
  • Odisha Bhaskar Live Launched New Cartoon Channel 'Halchal Dhamal' / @halchaldhamal
    in the Odia Language, We hope all of you will give huge support to our New Cartoon Channel "Halchal Dhamal" as you supported before in our Odisha Bhaskar Live. All Odisha Bhaskar family members & viewers subscribe to our TH-cam Channel.
    Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/Odis...
    ANDROID APP- play.google.co...
    OUR WEBSITE - odishabhaskar....
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

ความคิดเห็น • 549

  • @sme-teaching4170
    @sme-teaching4170 2 ปีที่แล้ว +62

    Smart ଓକିଲ ବାବୁ ଆପଣ । ପକେଟ୍ ଗରମ କରିବାଟା ଆପଣଙ୍କ ଚିନ୍ତା ।

  • @sakbehura
    @sakbehura 2 ปีที่แล้ว +102

    ବିନା ପଇସା ରେ ଓକିଲାତି କଲେ ଆମେ ଖୁସି ହୁଅନ୍ତୁ... ସମାଜସେବୀ କୁ ସାଧାରଣ ଜନତା certificate ଦିଅନ୍ତି... ଆପଣ କିଏ ସମାଜସେବୀ କୁ ସମାଲୋଚନା କରିବାକୁ.... ଦେଖିବା ତମେ ମାଗଣା କେତେ କାହାକୁ ସାହାଯ୍ୟ କରିବ..... ସବୁବେଳେ ଗୋଟେ ନେଗେଟିଭ ମତାମତ ଛି ଛି

  • @ranjankumargiri9618
    @ranjankumargiri9618 2 ปีที่แล้ว +74

    ଏ ଓକିଲ ଟାଉଟର ପରି ଜଣାପଡ଼ୁଛି, ସମାଜ ସେବୀ ପାଇଁ ସାର୍ଟିଫିକେଟ ଦରକାର ନାହିଁ, ଏ ମିଡ଼ିଆ ବାଲା ଏ ଓକିଲ ଟାଉଟର ପାଖକୁ ଯାଉଛି କାହିଁକି

  • @ajitpradhan3397
    @ajitpradhan3397 2 ปีที่แล้ว +58

    ତତେ କିଏ ଓକଲ କଲା ଵେ ଯଦି ତୋର ଭଉଣୀ ହେଇଥିଲେ ତୁ ଏମିତି କହିଥାନ୍ତି

    • @rashmiranjan286
      @rashmiranjan286 2 ปีที่แล้ว

      Nija bhauni ku tume nije b abhiadi maa heba bhala boli kahiba ni , abhiadi maa ku sahajya kara jau pila pain . Kintu baha na hoiki pila janma kariba bhala nuhen . Eha asamajik o lajjya ra katha ama odia samaj re

    • @narmadapalo3147
      @narmadapalo3147 2 ปีที่แล้ว

      Right right right......Very good

  • @gudigudigudigudi
    @gudigudigudigudi 2 ปีที่แล้ว +54

    ତମ ଭଉଣି ଜଦି ଏମିତି ବସିଥାନ୍ତା ତମେ କଣ ଏକଥା କହିଥାନ୍ତ କୁହ

  • @mr.stylestarstylestar1803
    @mr.stylestarstylestar1803 2 ปีที่แล้ว +61

    ତୁ ଶଳା ହାରାମି ଆଇନ ଜୀବି କଣ.... ତମ ଝିଅ ବି ଥିବ ଦେଖିକି କୁହନ୍ତୁ.... କିଏ ବା ଜଣେ ବବିଷ୍ୟ କଥା 🙏🙏

    • @jiteshbehera6752
      @jiteshbehera6752 2 ปีที่แล้ว

      Samastanka jhia character less nuha. Tame bhabucha sabu jhia characterless😂😂😂

    • @amitavsarangi1883
      @amitavsarangi1883 2 ปีที่แล้ว

      Advocate right

    • @SandhyaSandhya-ts4jv
      @SandhyaSandhya-ts4jv 2 ปีที่แล้ว +1

      Right haba ta jhia sahita se kete garba karuchhi bahut tanka achhi boli e loka tanka noichhi bodhe dinesh tharu

  • @simapradhan6437
    @simapradhan6437 2 ปีที่แล้ว +48

    ତୁ କିଏ ବେ ସବୁଟି ହାତ ପୁରାଉଛୁ ବ୍ୟୋମକେଶ ନା ଵିଆ କେଶ ଚୁପ୍ କର ଆଗପଛ ଦେଖି କଥା କହ। ତୁ ଓକିଲ ନା ବାଳ।

    • @munathewriter1234
      @munathewriter1234 2 ปีที่แล้ว

      A you sima you are a female but biaa word is how you gave to this bastard advocate haa haaaaaaaaaàa 😀😄👌👌👌

    • @munathewriter1234
      @munathewriter1234 2 ปีที่แล้ว

      A you sima biaa kan pls kan seita aau thare taaku kuha naapls kan biaa haa haaaaaaaaaàa 😀😄👌👌

  • @Rajesh-ru9zm
    @Rajesh-ru9zm 2 ปีที่แล้ว +20

    ଓକିଲ ମାନେ ଟଙ୍କା ପାଇଁ କାମ କରନ୍ତି ସେ ମାନେ ନିୟାୟ ଦେଖନ୍ତି ନାହିଁ

  • @pradiptakhuntia5534
    @pradiptakhuntia5534 2 ปีที่แล้ว +33

    Sir ଆପଣଙ୍କ ମୁହଁରୁ ଏକଥା ଶୋଭା ପାଉ ନାହିଁ,ସବୁ ବେଳେ ନେଗେଟିଭ, ଜୟ ଜଗନ୍ନାଥ ଠାକୁର୍ ତୁମକୁ ଭଲ...........

  • @utkalprava6146
    @utkalprava6146 2 ปีที่แล้ว +45

    ବିନା ଟଙ୍କା ରେ ଓକିଲାତି କରନ୍ତି। ସେଥିପାଇଁ ବଡ଼ ବଡ଼ କଥା କୁହନ୍ତି। ଓକିଲ ହୋଇପାରନ୍ତି। କିନ୍ତୁ ସମାଜ ସେବକ ହୋଇପାରିବେ ନାହିଁ।

  • @binodtharu9001
    @binodtharu9001 2 ปีที่แล้ว +43

    Court re bahut case emiti chalichi solution hin nahi ଲୋକଙ୍କର ଭରସା ହିଁ ନାହିଁ କୋର୍ଟ ଉପରେ

    • @kulamanikisan1311
      @kulamanikisan1311 2 ปีที่แล้ว

      Tu sala to jhia heithanta tu kana Kari thantu randua sala

    • @asutoshpatra6630
      @asutoshpatra6630 2 ปีที่แล้ว

      Tahale indian judiciary ku mana ni ??

  • @nareshbehera6277
    @nareshbehera6277 2 ปีที่แล้ว +17

    ଉପର ପଡା ଓକିଲ କହିଲେ ତତେ ବୁଝାଏ

  • @pravatisethy5057
    @pravatisethy5057 2 ปีที่แล้ว +15

    ଏମିତି ଅନେକ କଥା କହିଲେ ମଉସା ଲାଗୁଛି ଆପଣଙ୍କର ଝିଅ ନାହିଁ ନ୍ୟାୟ ଦେବ କଣ

  • @manshiranipradhan02
    @manshiranipradhan02 2 ปีที่แล้ว +27

    Ghara bhanga advocate..... Chhi chhi 😡

  • @maamangala4103
    @maamangala4103 2 ปีที่แล้ว +12

    ମାଗିଆ ବେଶୀ କହନି ତମ କୋର୍ଟ କୁ ଆମେ ଜାଣିଛୁ

  • @pradeepmallik5566
    @pradeepmallik5566 2 ปีที่แล้ว +6

    ଏ ଲୋକ ଟାକୁ ଗାଳି ଶୁଣି ବାକୁ ଭଲ ଲାଗୁଛି।
    କେହି ଜଣେ ଭଲ କହୁ ଥାନ୍ତେ ହେଲେ।କେଡେ ବେହିଆ
    ଲୋକଟା।

  • @tusarkantasahu1064
    @tusarkantasahu1064 2 ปีที่แล้ว +33

    ପ୍ରକୃତ ରେ ସତକଥା... ଆପଣଙ୍କ ପୁଅ କିମ୍ବା ପରିବାର ହେଲେ ବୁଝି ପାରନ୍ତେ.. ସେମିତି ଆପଙ୍କର ଝିଅ କିମ୍ବା ଭଉଣୀ ଏମିତି ଭୁଲ କରିଥିଲେ କଣ ପରାମର୍ଶ ଦେଇଥାନ୍ତେ.. କୋର୍ଟ କଚେରୀ ରେ କେତେ ଜଣ, କେତେ ବର୍ଷ ପରେ, କେମିତି ନ୍ୟାୟ ପାଉଛନ୍ତି ସମସ୍ତଙ୍କୁ ଜଣା.. ଆପଣ ଆପଣଙ୍କ ଚିନ୍ତାଧାରା ରେ ମତ ଦେଇଛନ୍ତି କିନ୍ତୁ ସେମାନେ ତାଙ୍କର ଚିନ୍ତାଧାରା କୁ ନେଇ ଚେଷ୍ଟା କରୁଛନ୍ତି.. ହୋଇପାରେ ଓକିଲ ପୋଷିବା, ସମୟ ଗଡେଇ ବା, ତାରିଖ ପେ ତାରିଖ ଦୌଡିବା ଅପେକ୍ଷା ତାଙ୍କ ପଦକ୍ଷେପ ଠିକ୍ ଅଛି,.. ଆଉ ସେ ପିଲା ହେଲେ କଣ ସାଧୁ କି.. ନା ତାର କିଛି ଦୋଷ ନାହିଁ.. ଝିଅ ଟି କଣ ଗୋଟେ ହାତରେ ତାଳି ମାରିଲା ..
    ଏଣୁ ନିଜ ସ୍ୱାର୍ଥ ପାଇଁ, ନିଜ ପ୍ରଚାର ଓ ପ୍ରସାର ପାଇଁ କାହାକୁ ବି ନିନ୍ଦା କରିବା ଠିକ୍ ନୁହେଁ

    • @jaykjagannath6201
      @jaykjagannath6201 2 ปีที่แล้ว

      ଠି କି କଥା ଭାଇ ଲାଗୁଛି ଏ ଓକିଲ ର ମା ଭଉଣି କେହି ନାହାନ୍ତି ସେଥି ପାଇଁ ଏମିତି ଭାସଣ ମାରୁଛି ଭାଡୁଆ

    • @jiteshbehera6752
      @jiteshbehera6752 2 ปีที่แล้ว

      Samastanka jhia bhauni character less nuhanti😂😂Deepika character less boli kn samaste character less na kn

    • @rojalinimohanty8808
      @rojalinimohanty8808 2 ปีที่แล้ว

      Right sir

    • @rojalinimohanty8808
      @rojalinimohanty8808 2 ปีที่แล้ว

      @@jiteshbehera6752 sorry Bhai kahaku characterless kahiba thhik nuhen...

    • @jiteshbehera6752
      @jiteshbehera6752 2 ปีที่แล้ว +1

      @@rojalinimohanty8808 hnn character less ku character less kahiba thick nuhe RAKHITA ku rakhita kahiba thick nuhe BESYA ku besya kahiba thick nuhe

  • @chandanmohanti4450
    @chandanmohanti4450 2 ปีที่แล้ว +8

    ତୁ ଟା ପରମ ମା ଗିଆ ତୋ ଭଉଣୀ ହେଇଥିଲେ କଣ ଏଇଆ କହି ଥାଆନ୍ତୁ ଥରେ ତ ମନକୁ ପଚାର

    • @jiteshbehera6752
      @jiteshbehera6752 2 ปีที่แล้ว

      Deepika character less boli kn pura dunia jaka jhia character less na kn😂😂😂Tame bhabucha dunia jaka jhia amti character less

    • @jaijagannath1703
      @jaijagannath1703 2 ปีที่แล้ว

      @@jiteshbehera6752 deepika character less nuha hela . Se janaku bhlpaichhi au tasaha samparka rakhichhi . Se hajare puoku bhl painije se character less . Au tme mane janumane bhut puo au jhiaku bhl pauthiba timepass karuthiba tmr ijat achhi baharaku akathata asilani boli . Ae patha tmku kiye padheilama

  • @gudigudigudigudi
    @gudigudigudigudi 2 ปีที่แล้ว +13

    କେତେ ଲାନ୍ଚ ନେଇଚ ତାେମେ ସତୋ କୁହ ତୋମ ମା ରାଣ

  • @trilochannayak3581
    @trilochannayak3581 2 ปีที่แล้ว +5

    ଭାରତର ଆଇନ କାନୁନ କୁ ପରାଲିଶ ହେଇଯାଇଛି। ଆଇନ ଏବେ ଏକ ବିକଳାଙ୍ଗ ଅଟେ ତେଣୁ ଆଇନର ସାହାଯ୍ୟ ନେବା କିଛି ଜରୁରୀ ନାହିଁ।👍👍👍👍

  • @mudaitarimuduli
    @mudaitarimuduli 2 ปีที่แล้ว +13

    ତମେ କାଲି ପଇସା ପାଇଁ ଲଡ଼ିବ ଆମେ ଜାଣିଛୁ ଆପଣଁ ଘରେ ହେମିତି ହେଲେ ଆପଣ କେମିତି ହେ
    ବେ କହିଲେ ସାର୍

  • @pabitramohapatra3921
    @pabitramohapatra3921 2 ปีที่แล้ว +6

    ତୋ statement ଦର୍କାର ନାହିଁ । ମିଡିଆ ବାଲା ଏଇ ଲୋକ କୁ ଅଜଥା ଦେଖାଉଛନ୍ତି ।

  • @bijaybhai2829
    @bijaybhai2829 2 ปีที่แล้ว +6

    ତୋଓତେ ଓକିଲ କିଏକଲାରେ।ସଳା।କୁକୁର।ଭଡାଆଖିଆ।ଓକିଲ

  • @ganeshrout8697
    @ganeshrout8697 2 ปีที่แล้ว +5

    ତୁମେ ଓକିଲ ମନେ ପଇସା ଯୁଆଡେ ତୁମେ ସେପଟେ ନ୍ୟାୟ କୁ ଅନ୍ୟାୟ କରିବା ତୁମର କାମ

  • @pandianmusicworld7546
    @pandianmusicworld7546 2 ปีที่แล้ว +16

    Ye sala media balara kama nahi
    Bamakes ra faltu katha

  • @banitasamantaray6095
    @banitasamantaray6095 2 ปีที่แล้ว +5

    Faltu tu gote lawyer . Ta tu kain kahihauchu tor bhauni heithile tu kn krithantu setebele janithantu

  • @aminadhanu1379
    @aminadhanu1379 2 ปีที่แล้ว +10

    A social worker doesn't ve a certificate of degree or diploma. It justifies your work towards society and helping of others without any self interest.so I think this lawyer doesn't understand the meaning of social worker.

  • @prasantbiswal3385
    @prasantbiswal3385 2 ปีที่แล้ว +14

    Tahele road accident hele strike kai hauchi, gas , petrol, diesel rate badhi gale neta mane strike kain karuchanti sabu ta court ku jaante, Anna hajare kai anasana karuthile se bi court ku jaithante.adhika gapa gapuchi sei jhia ebe a lawyer ku appointment karu se b se jhia for re kahiba.

  • @bijaykumarbhuyan233
    @bijaykumarbhuyan233 2 ปีที่แล้ว +26

    As an advocate can u tell how many days the court takes to give the final judgement and how much money ia spent? How many cases like family disputes u have settled in three to four months. As on date 18 lakh cases are pending in the court of law. If a solution outside the court is possible, that should be encouraged . Some advocates want the disputes should continue as long as possible
    ..

    • @kashinathdash4772
      @kashinathdash4772 2 ปีที่แล้ว

      Absolutely right.Tit for tat.
      Law for those who respect the law .

    • @priyankabiswal348
      @priyankabiswal348 2 ปีที่แล้ว

      O sir ghara share na badithile se pus baha hoie gale tama vai ko ea jhia ko deba

    • @priyadamishra2639
      @priyadamishra2639 2 ปีที่แล้ว

      Correct

    • @mamatabeura5153
      @mamatabeura5153 2 ปีที่แล้ว

      He is very upset because if the matter will solve by the social activist then this advocate will get nothing 😂😂😂😂
      Shame on him

  • @SKGbul
    @SKGbul 2 ปีที่แล้ว +1

    ଯାହାର ଏତେ ଇଯତ ମୋହତ ଥିବ. ସିଏ କାହିଁକି ପର ଝିଅ ବୋହୁ ପଛ ରେ କୁକୁର ଭଳିଆ କାମ କରିବ . କୋର୍ଟ ଥାନା ଓକିଲ ପ୍ରତି ଲୋକଙ୍କ ଆସ୍ଥା ବିଶ୍ୱାସ ଭରସା ନ ଥିବାରୁ ଲୋକେ ଆଇନ କୁ ବାଧ୍ୟ ହଇ ହାତକୁ ନେଉଛନ୍ତି . ଦୀପିକା ତାର ଘରେ ବସିବାଟା ମୋ ମତରେ ଠିକ କରିଛି . ଏମିତି ଯଦି ବସିବେ ତାହେଲେ ଅନ୍ୟ ବେଧୁଆ ପୁଅ ମାନେ ଶିକ୍ଷା ପାଇବେ. ସେମାନେ କୁ କର୍ମ କରିବା ଆଗରୁ ଥରେ ଚିନ୍ତା କରିବେ କାଳେ ଆମ ଘରେ ବସି ଆମର ମାନ ସଂମ୍ମାନ ପଦାରେ ପକାଇବ . ଆମର କେରିଅର ନଷ୍ଟ କରିବ. କେଶ କଲେ ଓକିଲ ମାଲେ ମାଲ. ତାରିଖ ପରେ ତାରିଖ ଗୋଡେଇ ପଇସା ଟାଣିବେ.
    ଆଉ ଏଇ ଦୁଇ ଓକିଲ ( ମନାଲିଶା. Bymkesh) ମିଡ଼ିଆ ଆଗରେ ସବୁଦିନ ବାଇଟ ଦେବେ ଘର ଆଗରେ ନବସି ଆମକୁ କେଶ ଦିଅ ଆମେ ଦୁଇ ପଇସା ରୋଜଗାର କରୁ. ଓଡିଶା ରେ କେବଳ ଏଇ ଦୁଇ ଜଣ ଓକିଲ ଅଛନ୍ତି.

  • @pyarimaa2148
    @pyarimaa2148 2 ปีที่แล้ว +9

    Bomekesh Babu se jhia maa ku sahara magichi news dekhun Tamar besi phatuchi Pramila maa ku dekhile case harijauch bodhe Tam man control re rahiparuni

  • @suryasadhika4157
    @suryasadhika4157 2 ปีที่แล้ว +1

    ସେବା ପ୍ରକୃତରେ ଦେଉଛନ୍ତି ଲୋକ ଦେଖୁଛନ୍ତି ଏହା ପ୍ରକୃତ ସାର୍ଟିଫିକେଟ ସେବା ଦେବା କୌଣସି ଆଇନ୍ ଗତ ଅପରାଧ ନୁହେଁ ସେବା ଦରକାର ବ୍ୟକ୍ତିଠାରୁ ସେବା ଛଡାଇ ନେବା ଅପରାଧ ଆଇନଜ୍ଞ ହୋଇ ଏତେ ଫାଲତୁ ପ୍ରବଚନ ନକଲେ ଭଲ।

  • @rajashreejena5071
    @rajashreejena5071 2 ปีที่แล้ว +1

    ତୁ ସଳା ପରମ ହାରାମି.... ତତେ କଣ ଟିକେ ପବ୍ଲିକ ଭଲ କହି ଦେଇ ଥିଲେ ବୋଲି... ଆଜି ମନ ଇଚ୍ଛା କଥା କହୁଛୁ...... ତରି ପାଇଁ ତା ଘର ଭାଙ୍ଗି ଯିବ😡😡😡🤬

  • @projecta2411
    @projecta2411 2 ปีที่แล้ว +11

    Kain tamapakahku case glani ki?

  • @brajakishoresahoo7321
    @brajakishoresahoo7321 2 ปีที่แล้ว +1

    କୋର୍ଟରେ ପେଳ ବିଚାର ଚାଲିଛି ୫ବର୍ଷ କି ଦଶ
    ବର୍ଷ ଯିବ ବୋଲି କିଛି ଗ୍ୟାରେଣ୍ଟି ଅଛି ଖାଲି ଓକିଲ
    ମାଳ ମାଳ ବିଚାରପତି ଯଦି ପ୍ରଚୁର ଥାନ୍ତେ ତେବେ
    ଲୋକେ ନ୍ୟାୟ ପାଇବା ପାଇଁ କୋର୍ଟ ନ ଯାଇ ରାଜ
    ରାସ୍ତାରେ ଏ ନାଟକ. ଚ଼ାଲନ୍ତା ନାହିଁ ଏହା ହିଁ ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନାହିଁ

  • @CreationOdia1234
    @CreationOdia1234 2 ปีที่แล้ว +7

    ଦେହ ସୁଖ ଯିଏ କରିବେ କାହାକୁ ପଚାରି କରିବେ

  • @ashokbeherangrh
    @ashokbeherangrh 2 ปีที่แล้ว +1

    ସମାଜସେବୀ କାହାକୁ କୁହାଯାଏ ତୁ ଶଳା କଣ ଜାଣିନୁ? ତୁ ଶଳା ଗୋଟିଏ ପିତୃଚୋଡ଼.....

  • @arundeogam8674
    @arundeogam8674 ปีที่แล้ว +1

    ମୋତେ ଲାଗୁଛି ତୋ ପରମ ଠକ ଟା
    ଚୋର ମୁହଁ ମହା ଟାଣ
    ତୁମ କଥା ବାର୍ତ୍ତା ରୁ ଜଣା ପଡୁଛି

  • @chandrasuna4089
    @chandrasuna4089 ปีที่แล้ว +1

    Right 👍👍👍

  • @jaykjagannath6201
    @jaykjagannath6201 2 ปีที่แล้ว +5

    ଏଟା ଓକିଲ ନୁହ ବାଳୁଆ ଟା

  • @paulkumarofficial5291
    @paulkumarofficial5291 2 ปีที่แล้ว +4

    Tame jadi law upare ete abhigyan achi se maa ku bujei tanku justice dio.....Bekare ta re ete kn kahi jaucha

  • @suryasadhika4157
    @suryasadhika4157 2 ปีที่แล้ว +1

    ଘରେ ନରଖିଲେ ନିଶ୍ଚୟ ଦୁଆରେ ବସିବ।

  • @lalitamohanmallick5779
    @lalitamohanmallick5779 ปีที่แล้ว

    ଠିକ୍ କଥା, ପ୍ରମିଳା ମା ଭାବୁଛି ସେ ଗୋଟେ ରାଷ୍ଟ୍ରପତି

  • @krishnachandrajena3934
    @krishnachandrajena3934 2 ปีที่แล้ว +2

    ଚୋରା ଚୋରା katha କହିବ।

  • @SKKrishuChannel9437
    @SKKrishuChannel9437 2 ปีที่แล้ว

    ସାର୍ ତ ବିଧାନ ସଭା ଆଗରେ କଣ ପାଇଁ ଆନ୍ଦୋଳନ କରୁଛନ୍ତି କାହିଁକି କି ରାସ୍ତାରେ ଟାୟାର ଜଳାଇ ରାସ୍ତା ରୋକ କରିବା ଟା ବି ଠିକ୍ ନୁହେଁ ଯଦି ସେ ଝିଅ ତାଙ୍କ ଘର ଆଗରେ ବସିବା ଟା ଭୁଲ ହେଲା ତେବେ ଏଇ ସବୁ ବି ଭୁଲ ତ ସେଥିପାଇଁ ଆଇନ ଅଛି ଯାହା କହୁଛନ୍ତି ଟିକେ ସବୁ କଥା ଆଉ ବିଷୟ କୁ ବୁଝି କୁହନ୍ତୁ

  • @patitakumarchoudhury9855
    @patitakumarchoudhury9855 2 ปีที่แล้ว

    ତମ କୋର୍ଟ ଯୋଉ ରାୟ ଦେଉଛ ବୁଦ୍ଧିଜୀବୀ ଠିକ ଜାଣନ୍ତି , 1) ପରକୀୟା ପ୍ରୀତି ଅପରାଧ ନୁହେଁ 2) ଲିଭ ଆଣ୍ଡ ରିଲେସନ ଅପରାଧ ନୁହେଁ 3) ଦେହଜୀବୀ ବୃତ୍ତି ଅପରାଧ ନୁହେଁ 4) ଅଜାତିରେ ବାହା ହେବା ଅପରାଧ ନୁହେଁ, 5 ) ସମଲିଙ୍ଗୀ ବିବାହ ଅପରାଧ ନୁହେଁ , 6 ) ଅଯୋଗ୍ୟ କୁ ଚାକିରୀ ଦେବା ଅପରାଧ ନୁହେଁ ଏମିତି ଆହୁରି ଅନେକ ଏ ସବୁ ରାୟ ଦେବାକୁ କୋର୍ଟ କୁ କିଏ ସାର୍ଟିଫିକେଟ ଦେଲା???

  • @leenashreemandangi6197
    @leenashreemandangi6197 2 ปีที่แล้ว

    ଏହି େଲାକ ସୁମିତ ଆଉ ଦି େନଶ ତାଙ୍କ ପରି ଖରାପ ମଣିଷ ତେଣୁ ତାଙ୍କ ସହିତ ସାମିଲ ଅଛନ୍ତି କିଏସେ ଓକିଲ କଲା .... ଛି.... ଛି

  • @narasingamahapatro6166
    @narasingamahapatro6166 2 ปีที่แล้ว +3

    ଆରେ ଭେୟା ତୁ ଦେଖୁଛୁ ତର msg ଗୁଡାକ

  • @prasantakhuntia1393
    @prasantakhuntia1393 2 ปีที่แล้ว +2

    ତୁ ଶଳା ହାଇଲାଇଟ ହେବାକୁ ସବୁ କଥାରେ ବାଇଟି ଦଉଚୁ

  • @subash_1990
    @subash_1990 2 ปีที่แล้ว +3

    Byamokesh babu nkara kichhi kama nahi se faltu katha kai sada bele kahuchhanti.Besi media agare kahile nijara value kami jiba besi kuhana.

  • @sonyleone9983
    @sonyleone9983 2 ปีที่แล้ว +1

    Ur right sir

  • @bhagabanrana4898
    @bhagabanrana4898 ปีที่แล้ว

    ଆପଣ ଓଡ଼ିଶାବାସୀଙ୍କ ପାଇଁ କଳଙ୍କ

  • @bharatsahoo4956
    @bharatsahoo4956 2 ปีที่แล้ว +6

    ଓକିଲ ମାନଙ୍କୁ ଯୋଉ ଦୋଷ ଦେଉଛ ନିଜେ ଥରେ ଭାବ ଜଜ କିଛିତ କହିପାରୁନା କଣ ପାଇଁ କହୁନ ଗାଣ୍ଡିରେ କିଳା ଦେଇଦେବେ

  • @Amruta.2-46
    @Amruta.2-46 2 ปีที่แล้ว

    ତା ଭଉଣି କି ତା ଝିଅର ବିଆଟା ବଧେ ଖେଳ ପଡିଆ
    ସେଥିପାଇଁ ମାଗିହା କହୁଛି ଟଙ୍କା ପାଇଛୁକି |
    ତତେ ମାଗିହା ଧରମ ସହିବନି ଓକିଲ

  • @nilakanthapradhan3169
    @nilakanthapradhan3169 2 ปีที่แล้ว

    ଭାରି ଉପସ୍ଥାପନା କଲା ଵାଲା
    ପଇସା ପାଇଁ ସତକୁ ମିଛ କରିପରିବାରେ ଓକିଲ ବାବୁ ମାହିର

  • @anandachandrachhualsingh3482
    @anandachandrachhualsingh3482 2 ปีที่แล้ว

    ଓକିଲ ମହାଶୟ ନିଜେ ନିଯୁକୁ ପଚରା ଯଦି ସେ ଟୋକାର ଇଜ୍ଜତ ଥାଆନ୍ତା ତା ମାକୁ ସେ ନିଜେ ଗେହିଥନ୍ତା ଟା ମାକୁ ଗେହୁଥିଲି ଇଜ୍ଜତ ବହୁରୁକୁ ଯାଇ ନଥାନ୍ତା

  • @priya6601
    @priya6601 2 ปีที่แล้ว +5

    Samaj seva kala certificate kouthi miluchi ki?????? Procedure kuhantu sabu apply kariba .and emti ka katha jou kahuchanti anya ku help karibaku b mana karuchanti apono ....

  • @chandansahuoo2
    @chandansahuoo2 2 ปีที่แล้ว +3

    Bala advocate mu kahaku kahini😆

  • @rohanbehera9554
    @rohanbehera9554 2 ปีที่แล้ว

    ଆର ବୋଧେ ମା ଭଉଣୀ ନାହିଁ ସେଥିପାଇଁ ଏ ବେଶୀ ଗପୁଚି

  • @rkkiskucreation3848
    @rkkiskucreation3848 2 ปีที่แล้ว

    ଏଇଟା ପରମ ମା ଗେହା ଟା ଶାଲା ।ତୋ ବୁପା ତମ ମା କୁ ରଖିଲା ବୋଲି ତୁ ହାରାମି ଜନ୍ମ ନେଲୁ।ଆଉ ତୋ ବାପା ଯଦି ଏମିତି କରିଥାନ୍ତା ତମ ମାକୁ ତୁ ଓକିଲାତି କରିଥା ନ୍ତୁ ନା ଅନାଥ ଆଶ୍ରମ ରେ ଥାନ୍ତା।

  • @user-gw5vv5us3r
    @user-gw5vv5us3r 2 ปีที่แล้ว

    ତମକୁ ଓକିଲ ର ଅଧୀକାର କୀଏ ଦେଲା ପମିଲା ମାଉସୀ କିଛି ଭୁଲ କରୁନୀ ଗୋଟେ ଝିଅର ହକ ଦେବାପାଇଁ ସେଠୀ ବସୀଛି

  • @artistboysdrshnvlog2075
    @artistboysdrshnvlog2075 2 ปีที่แล้ว

    ତୁ ଶଳା ହାରାମି ଅକିଲ କି ନ୍ୟାୟ ଜାଣିଛୁ ଖାଲି ପୁଅ ସପୋର୍ଟ ରେ ଯା ନାହିଁ l ଉଚିତ ବିଚାର କରେ ଆଉ କଥା କହ l

  • @sushreesangitakar1488
    @sushreesangitakar1488 ปีที่แล้ว

    Right👍💯

  • @promadamishra1397
    @promadamishra1397 2 ปีที่แล้ว

    ସତ କଥା।ସମାଜସେବୀ ନିଜ ର ବିଜ୍ଞାପନ କରନ୍ତି ନାହିଁ।ସମାଜସେବା ନାଁ ରେ ମଧ୍ୟ ବହୁତ୍ ବ୍ୟଭିଚାର ଚାଲେ।ଶର୍ମିଷ୍ଠା ରାଉତ ମଧ୍ୟ ବୃଦ୍ଧାଶ୍ରମ ଚଳାଇ ସମାଜସେବୀ ପାଲଟିଥିଲା ।ମାନସ ସ୍ବାଇଁ ହତ୍ୟା କାଣ୍ଡରେ ଏବେ ଜେଲ ଯାଇଛି।ପ୍ରକୃତ ସମାଜସେବୀ ପରଦା ପଛରେ ସାହାଯ୍ୟ କରିବାକୁ ଭଲ ପାଆନ୍ତି। TH-cam channel ଖୋଲି ସେବା କରନ୍ତି ନାହିଁ

  • @bapiparida9706
    @bapiparida9706 2 ปีที่แล้ว +1

    ଆରେ ଶଳା ତୁ କଣ ବେଦ ଛୁଆଟେ କି ବାଳ ଆଇନଜୀବୀ ହେଇଚୁ ତୋ ଝିଅ ହୋଇଥିଲେ

  • @mamapradhan4450
    @mamapradhan4450 2 ปีที่แล้ว

    ତମେ କିଏମ ତତେ କିଏ ଓକିଲ କଲା ତୁସଳାଟି ସବୁ ବେଳେ ନାରିକୁ ଅସମ୍ମାନ କରୁଚୁ

  • @nilamadhabjena8113
    @nilamadhabjena8113 2 ปีที่แล้ว

    ତୋ ମୁହଁରେ ଗୋଟିଏ ଠେଙ୍ଗା ପାହାର ଦରକାର ତୋ ଆଇନ ଜିବି ଛାଡ଼ିଯିବ ତୋର ନିଜସ୍ୱ ବାଳ ମତ ଅଛି

  • @AdvocateChamber
    @AdvocateChamber 2 ปีที่แล้ว

    ତେତେ କିଏ ଦେଲା। ତୁତ ଅଟୋ ଚଲଉଥିଲୁ।
    କପି କରିକି ଲ ପାସ କରିଛୁ। ମହିଳା କୁ ସବୁ ବେଳେ ନିନ୍ଦୁଛୂ। ଜେଲ ଯାଇ ଥିଲୁ। ତୋ ନା ରେ ବହୁତ କେସ ଅଛି ବିଭିନ୍ନ ଥାନା ରେ। ସେହି ମହିଲା କୁ ନିନ୍ଦିକି ତାଙ୍କରି ସ୍ବାମୀ କଂ କେସ ନେଉଛି। ଆକ ଥୁ
    376 ନାହିଂ ତ କଣ ପୋଲିସ ବୋକା
    Magistrate କଣ ବୋକା ଜେଲ ପଠେଇ ଦେଲା
    Session court କଣ ବୋକା bail reject କରିଥିଲା
    HC କଣ ବୋକା ତାକୁ conditional bail ଦେଇଛି।
    ଖାଲି ତୁ ବୁଦ୍ଧିମାନ।

  • @user-gw5vv5us3r
    @user-gw5vv5us3r 2 ปีที่แล้ว

    ତମେ ଓଡିଶା ପାଇଁ ଠିକ୍ ଓକିଲ ନୂହ

  • @satyadharm5389
    @satyadharm5389 2 ปีที่แล้ว

    Hi is good speaker ..most fact ...

  • @AdvocateChamber
    @AdvocateChamber 2 ปีที่แล้ว

    ତୁ ତ କୋର୍ଟ କଚେରି କହିବୁ
    ତେତେ ଫିସ ଯେ ମିଳିବ ।
    ଯାଉନୁ ପୋଲିସ କୁ କହିବୁ ଫଳସ କେସ ରେଜିଷ୍ଟ୍ରେସନ କଣ ପାଇ କଲା । ଗାଣ୍ଡି ଫାଟିବ
    ଯାଉନୁ ଜଜ କୁ କହିବୁ ତାକୁ ଜିଲ କହିଂ ପଠେଇଲେ
    ଖାଲି କାଏଂ କାଏଂ କାଂଏ କାଂଏ ।

  • @sanjaykumaryoutubchennal3360
    @sanjaykumaryoutubchennal3360 2 ปีที่แล้ว

    କାଇଁ ବୋଗଉ ଛ ତମକୁ ମିଳିଯିବ ପାଉଣା

  • @pradyumnaswain8446
    @pradyumnaswain8446 2 ปีที่แล้ว +4

    People have lost hope from judicial

  • @SKKrishuChannel9437
    @SKKrishuChannel9437 2 ปีที่แล้ว

    ଆପଣଙ୍କ କଥା ଟା ସାମୋହିକ ରେ ଯାଉନି

  • @basudevbehera885
    @basudevbehera885 2 ปีที่แล้ว

    ଘରବଙ୍ଗା ଓକିଲ।ଏ ବାବୁଙ୍କ qality ନାହିଁ।

  • @anantanaik549
    @anantanaik549 2 ปีที่แล้ว

    People are great advocate in the Democratic country

  • @sumisoren7605
    @sumisoren7605 2 ปีที่แล้ว

    A ଭାଇ ତୁମ କଥା ଗୁଡା joma ପସନ୍ଦ ଲାଗୁନି ତୁମର ଭଉଣୀ ନାହାନ୍ତି ବୋଧେ ତୁମେ ପ୍ରେମ କରି ନାହଁ seithi ପାଇଁ ଏମିତି କହୁଛ

  • @dukhirambarikdukhirambarik9221
    @dukhirambarikdukhirambarik9221 2 ปีที่แล้ว

    Tripathi sir good imgb

  • @jyotinmohanty9211
    @jyotinmohanty9211 2 ปีที่แล้ว

    ଏ ଉପରେ ପଡି negetive କରି ପଇସା ନେବ l ପାଗଳ ଟା ପୁରା

  • @killukumarbehera3089
    @killukumarbehera3089 2 ปีที่แล้ว

    Super tritment...

  • @niranjannayak5751
    @niranjannayak5751 ปีที่แล้ว

    ହଇରେ ଶଳା ମାଆ ଗିହା ଓକିଲ ତୁ କେତେ ଦିନ ହେଲା ଓକିଲାତି କରିଛୁ ତୋତେ ଲାଇ ସେନ୍ସ କିଏ ଦେଲା ଶଳା ଟାଉଟର

  • @rockstarlovestatus6049
    @rockstarlovestatus6049 2 ปีที่แล้ว

    Kn pai se bhala pauthila

  • @pradeeptirkey3150
    @pradeeptirkey3150 2 ปีที่แล้ว

    Se ବ୍ୟମୋ କେଶ କୁ କୁକୁର v pacharuni sethi ପାଇଁ ଯାହା ତାହା କହି ଯାଉଛି

  • @devrajnayak6609
    @devrajnayak6609 2 ปีที่แล้ว

    Excellent bhai

  • @ganeshachandrarayganeshach5106
    @ganeshachandrarayganeshach5106 2 ปีที่แล้ว +1

    Atti thada class loka aeita

  • @shototodoroki9055
    @shototodoroki9055 ปีที่แล้ว

    Pramila should be arrested

  • @priyankabaru1765
    @priyankabaru1765 2 ปีที่แล้ว

    Parmila mam ap right kam kr rahi ho👍

  • @anandachandrachhualsingh3482
    @anandachandrachhualsingh3482 2 ปีที่แล้ว

    ଲୋଭି ଓକିଲ

  • @anilbisoyi1856
    @anilbisoyi1856 2 ปีที่แล้ว

    Nice Sir

  • @nilambarbhuyan3880
    @nilambarbhuyan3880 2 ปีที่แล้ว

    Deepika is right but he husband di like

  • @niranjannayak5751
    @niranjannayak5751 2 ปีที่แล้ว

    ତୋତେ କିଏ ଓକିଲାତି ଲାଇସେନ୍ସ ଦେଲା ତୁ ଓକିଲ ନା ବାଳ

  • @inerjithmahato2157
    @inerjithmahato2157 2 ปีที่แล้ว +2

    Tate okila kie kala be

  • @muktikantagiri4054
    @muktikantagiri4054 2 ปีที่แล้ว +1

    Sir aji paryanta jaha bi kahuthile janata apanku samarthana karuthile, kintu aji speech jaha dele ,apan Jane swartha lovi,apan ku Sabu kanun jana ,au

  • @pradeepnayak2615
    @pradeepnayak2615 2 ปีที่แล้ว +1

    Se jhia bi gote maa tu taku sanman de Tara gote chhua achhi

  • @rockstarlovestatus6049
    @rockstarlovestatus6049 2 ปีที่แล้ว

    Tama jiho ro bhi hemithi au mate bhala lagibha

  • @bijubiju7746
    @bijubiju7746 2 ปีที่แล้ว +1

    Court gale mari jaithibi 50 barsa pare neya miliba

  • @healthiswealth694
    @healthiswealth694 ปีที่แล้ว

    କୋୖର୍ଟ ଗଲେ ତମେ ରୋଜଗାର କରିବ

  • @j.marndi7903
    @j.marndi7903 2 ปีที่แล้ว +3

    ଅ ତୁ ସୁମିତ୍ ର ଅକିଲ ନା ସେଇ ପାଇଁ ପୁଅ ସପଟ୍ ରେ କହୁଛି..

  • @rockstarlovestatus6049
    @rockstarlovestatus6049 2 ปีที่แล้ว

    Tama puho ro jadhi hemithi uhe ta hele tame kn karibha kuho

  • @sanjuktasethi5956
    @sanjuktasethi5956 2 ปีที่แล้ว

    Appono Bina poisa re akilati koruchonki.jodi poisa no neiki loko ku nya debe very good sir.