GUNDICHA GHAGI WATERFALL||ଗୁଣ୍ଡିଚାଘାଗି ଜଳ ପ୍ରପାତ||KEONJHAR||କେନ୍ଦୁଝର

แชร์
ฝัง
  • เผยแพร่เมื่อ 16 ต.ค. 2024
  • GUNDICHA GHAGI WATERFALL||ଗୁଣ୍ଡିଚାଘାଗି ଜଳ ପ୍ରପାତ||KEONJHAR||କେନ୍ଦୁଝର #gundichaghagi #waterfalls #odishatouristplace #keonjhar #GUNDICHAGHAGIWATERFALL
    ଗୁଣ୍ଡିଚାଘାଗି ଜଳ ପ୍ରପାତ କେନ୍ଦୁଝର ଜିଲ୍ଲାର ଅନ୍ୟତମ ସୌନ୍ଦର୍ଯ୍ୟଭରା ଜଳପ୍ରପାତ ମାନଙ୍କ ମଧ୍ୟରୁ ଅନ୍ୟତମ।ଘଟଗାଁ ଓ ହରିଚନ୍ଦନପୁର ବ୍ଲକ ସୀମାରେ ଏହି ଜଳପ୍ରପାତ ଗୁଣ୍ଡିଚାଘାଗି ବା ଗୁଣ୍ଡିଚାଘାଇ ଅବସ୍ଥିତ। 215 ନମ୍ବର ଜାତୀୟ ରାଜପଥରୁ ମା ତାରିଣୀ ପୀଠ ଘଟଗାଁରୁ ଦକ୍ଷିଣ ଦିଗକୁ ହରିଚନ୍ଦନପୁର ରାସ୍ତାରେ 5km ଗଲାପରେ କୋଳିପୋଷି ଗାଁ ପଡିବ, କୋଳିପୋଷି ଛକରୁ ବାମ ପାର୍ଶ୍ୱକୁ ପ୍ରାୟ 3km ଗଲାପରେ ଆପଣ ଘଞ୍ଚ ଜଙ୍ଗଲ ମଧ୍ୟରେ ଏହି ସୁନ୍ଦର ଜଳପ୍ରପାତଟି ଦେଖିବାକୁ ପାଇବେ।ଏଠାରେ ମୁଷଳ ନଦୀର ସ୍ରୋତ ପାହାଡ଼ରୁ ତଳକୁ ଖସିପଡି ଏହି ମନୋରମ ଜଳପ୍ରପାତର ସୃଷ୍ଟି ହୋଇଛି। ଗୁଣ୍ଡିଚାଘାଗିର ଲମ୍ବ 20 ମିଟର।ଧାର ଧାର ହୋଇ ତିନୋଟି ଧାରାରେ ଏହି ଜଳପ୍ରପାତଟି ତଳକୁ ଖସି ପଡ଼ୁଥିବାରୁ ଏହାକୁ ତ୍ରିଧରା ବା ତିନିଧାରିଆ ଜଳପ୍ରପାତ ମଧ୍ୟ କୁହାଯାଏ। ଏହି ପର୍ଯ୍ୟଟନ ସ୍ଥଳୀଟିର ସୁରକ୍ଷା ପାଇଁ 'ଗୁଣ୍ଡିଚାଘାଗି ଉନ୍ନୟନ ସମାଜ' ଗଠନ କରାଯାଇଛି।
    ବର୍ଷର ସବୁ ସମୟରେ ଏହା 3ଟି ଧାରା ରେ ଜଳ ପ୍ରଭାବିତ ହୋଇଥାଏ। ମାତ୍ର ବର୍ଷାଦିନେ ମୁଷଳ ନଦୀରେ ଅଧିକା ଜଳ ପ୍ରବାହିତ ହେବା ଫଳରେ ଏହାର ଧାର ବହୁଗୁଣିତ ହୋଇଥାଏ।
    ଏଠାରେ କାର୍ତ୍ତିକ ମାସରେ ପାଳନ କରାଯାଉଥିବା ପଞ୍ଚୁକ ପାଞ୍ଚଦିନ ଓ ମକର ସଂକ୍ରାନ୍ତି ଅବସରରେ ନଦୀରେ ଥିବା ଜଳକୁଣ୍ଡମାନଙ୍କରେ ଶ୍ରଦ୍ଧାଳୁ ବୁଡ଼ ପକାଇଥାନ୍ତି। ଏହି ଜଳପ୍ରପାତର ନିମ୍ନ ଭାଗରେ ପ୍ରାୟ 7km ବ୍ୟାପି ମୁଷଳ ନଦୀଟି ପାହାଡ଼ର ଛାତି ଚିରି ପଥୁରିଆ ଶଯ୍ୟା ଦେଇ ଆଗକୁ ଆଗକୁ ବୋହି ଚାଲିଛି।ମୁଖ୍ୟ ପ୍ରପାତର ନିମ୍ନ ଭାଗରେ ରହିଛି ଜିଲ୍ଲାର ଅନ୍ୟତମ ପ୍ରାକୃତିକ ପର୍ଯ୍ୟଟନ ସ୍ଥଳ ଖଣ୍ଡିଆ ଦେଉଳ। ଏହାର ଜଙ୍ଗଲରେ ହାତୀ,ଭାଲୁ,ସମ୍ବର,ହରିଣ,କୁଟୁରା, ଝିଙ୍କ, ମୟୁର,ଶୁଆଶାରୀ ଆଦି ନା ନା ପ୍ରକାରର ପଶୁପକ୍ଷୀ ଦେଖିବାକୁ ମିଳନ୍ତି।ପ୍ରତିବର୍ଷ ଗୁଣ୍ଡିଚାଘାଗି ଉନ୍ନୟନ ସମାଜ ପକ୍ଷରୁ ଡିସେମ୍ବର 25 ତାରିଖରୁ ଜାନୁଆରୀ 1 ତାରିଖ ପର୍ଯ୍ୟନ୍ତ ସପ୍ତାହେ ବ୍ୟାପି 'ଗୁଣ୍ଡିଚାଘାଗି
    VOICE OVER:SAMAYASHREE CHATTARJEE
    Follow Us
    Insight music for music related video
    / @insightmusicodia
    Insight Odisha for exploring videos of Tourist places
    / insightodisha
    Insight Farming for farming related video
    / @insightfarming
    Amruta Sarani for Bhajan and Bhakti song
    / @amrutasarani
    ANTI-PIRACY WARNING *
    This content is Copyright INSIGHT ODISHA. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
    2021.All copyrights reserved with INSIGHT ODISHA
    insightodisha21@gmail.com

ความคิดเห็น • 2

  • @swarnalaxmisahoo9421
    @swarnalaxmisahoo9421 2 ปีที่แล้ว +2

    Tama voice re Jadu Achi baby

    • @InsightOdisha
      @InsightOdisha  2 ปีที่แล้ว

      Thanks Madam,Apananka comment Samayashree Madamnka Pakhare Pahanchijiba,Video tiku dekhithibaru asesa dhanyabad..