KANHA MANA LAGENA TO BINA | LOPAMUDRA DASH | BAISHNAB KAILASH | SALONY MOHANTY

แชร์
ฝัง
  • เผยแพร่เมื่อ 21 มิ.ย. 2024
  • #BaishnabKailash #SanjibaniMusic #odiadevotional #odiabhajan #kanhabhajan
    Song - Kanha Mana Lagena To Bina
    Singer - Lopamudra Dash
    Music - Baishnab Kailash
    Lyrics - Salony Mohanty
    Lyrics
    -------------------------------------------------------------------------------------------------------
    କାହ୍ନା ~~ମନ ଲାଗେନା ତୋ’ବିନା
    ମଲ୍ଲୀହାର ଗୁନଥୁଛି ମୁଁ ବାଟକୁ ତୋ’ଚାହିଁ ଚାହିଁ
    ବଡ଼ ସରାଗେ ରଖିଛି ଲବଣି ଯେ ତୋ ପାଇଁ
    ତୁ~~ କି ବୁଝିବୁ ମୋ’ର ପ୍ରେମଭିଳାଷୀ ମନ ବେଦନା
    କାହ୍ନା~~ମନ ଲାଗେନା ତୋ’ବିନା
    ଦୂର ବନେ କେତେ ତୋତେ ଝୁରନ୍ତି ଯେ ଗୋ ମାତା
    ଝୁରନ୍ତି ତୋ ପଥଚଲା ବନରାଜି ତରୁଲତା
    ଝୁରେ ଗୋପେ ଗୋପବୃନ୍ଦା ଝୁରେ ରାଈ ମା ଯଶୋଦା
    ଝୁରେ ତୋ’ତେ ଯମୁନା
    କାହ୍ନା~~ ମନ ଲାଗେନା ତୋ’ବିନା
    ଏଡ଼େ ନିରୀଦୟ ହେଲୁ ବୁଝିଲୁନି ମନ କଥା
    କେମିତି ବା ଭୁଲିଗଲୁ ଗୋପପୁର ମମତା
    ମୁହଁ ଖୋଲି ଥରୁଟେ ତୁ କହି ଦେ ମନର କଥା
    ଆମେ କେହି ମନେ ପଡୁନା
    କାହ୍ନା~~~ ମନ ଲାଗେନା ତୋ’ବିନା
    -------------------------------------------------------------------------------------------------------
    If you liked the video please do subscribe to my channel.
    Keep Supporting me so I continue to provide such quality content.
    Thank You for Watching!

ความคิดเห็น • 3

  • @user-lx6ps3rr9g
    @user-lx6ps3rr9g 11 ชั่วโมงที่ผ่านมา

    Sweet Song🌹🌹🌹

  • @user-ps6my2zl9r
    @user-ps6my2zl9r 24 วันที่ผ่านมา

    Nice bhajan song ❤