Biraja Mohini's Poetry World
Biraja Mohini's Poetry World
  • 114
  • 86 082
#କବିତା ସଂକଳନ ମହକର #Poem'ମହକ' ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ।ଫଗୁଣର ଫୁଲବନେ ଆସିଛି ବସନ୍ତ..ଚାଲ ଫୁଲପରି ମହକାଇ ଦେବା
@BIRAJABHAKTIDHARA କବିତା ସଂକଳନ ମହକର Poem 'ମହକ' ସମସ୍ତଙ୍କ ପାଇଁ ଉଦ୍ଦିଷ୍ଟ .
ଫଗୁଣର ଫୁଲବନେ
ଆସିଛି ବସନ୍ତ...
ଚାଲ ଫୁଲପରି ମହକାଇ ଦେବା
ଏ ସାରା ଜଗତ
'ମ' ରେ ମହକ ବାସ ଚହଟଇ
ବାସଇ କୁସୁମ ଜାତିକି ଜାତି
ଗୋଲାପ,ମଲ୍ଲୀ,ହେନା,ଯୁଇ,ଯାଇ
ନ' ମାନି ଫୁଟନ୍ତି ଶୀତ କି ତାତି।
' ହ' ରେ ହସଇ ସେବତୀ କୁସୁମ
ଖୁସି ଖୁସି ମନେ ବାଣ୍ଟି ସୁରଭି
ରୂପ ସମ୍ଭାରେ ମନକୁ ମୋହଇ
ନ' ହୋଇ କୃପଣ କିଛି ନ' ଭାବି।
କ' ରେ କହନ୍ତି ସତେ ବା ସେମାନେ
ଅନ୍ଯର ଖୁସିରେ ନିଜର ଖୁସି
ଆସୁ ଅବା ସୁଖ ଯେତେ ଦୁର୍ଦ୍ଦିନ
ନ' ଡରି ସର୍ବଦା ଦେବରେ ହସି।
କଥା ତ' ଏତିକି ବୁଝି ଗଲେ ହେଲା
ଲଗାଇ ନିଜକୁ ଉଚିତ କାମେ
ଧନ୍ଯ ହୋଇଯିବ ମନୁଷ୍ଯ ଜୀବନ
ଯଶସ୍ବୀ ହୋଇବା ଏ ଧରା ଧାମେ।
-------
Biraj Mohini Tripathy
youtube.com/@BIRAJABHAKTIDHARA?si=Mnuu4dsDygTvvnvX
youtube.com/@birajavlogsodia?si=U1iBbs4yVjTmI-jf
youtube.com/@birajamohinispoetryworld?si=58QfHsydMO3_R8IL
youtube.com/@birajastitchingpoint?si=qlL_imNExt37TOux
#odia
#poem
#ମହକ
มุมมอง: 31

วีดีโอ

#Storyନିସ୍ତବ୍ଧ ରଜନୀ (Part-10)ଏବେ ବି ଚାହିଁଚି ଆଖି..ରାତି ତ' ପାହିନି।#love #odia #for #u #viralvideo
มุมมอง 2512 ชั่วโมงที่ผ่านมา
Story ନିସ୍ତବ୍ଧ ରଜନୀ (Part-10ଏବେ ବି ଚାହିଁଚି ଆଖି..ରାତି ତ' ପାହିନି youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajamohinispoetryworld?si=58QfHsydMO3_R8IL youtube.com/@birajastitchingpoint?si=qlL_imNExt37TOux #love #odia #for #u #viralvideo
କଥାରେ କଥାରେ..ତୁମେ କେତେବେଳେ ଆସି ଯେ, କେତେବେଳେ ଚାଲିଗଲ....
มุมมอง 3004 ชั่วโมงที่ผ่านมา
@birajamohinispoetryworld କଥାରେ କଥାରେ..ତୁମେ କେତେବେଳେ ଆସି ଯେ, କେତେବେଳେ ଚାଲିଗଲ....
#Storyନିସ୍ତବ୍ଧ ରଜନୀ(Part-9)ଅଧୁରା ନ' ରହୁ ଆମ କାହାଣୀ#love #for Story & Edit-Biraj Mohini Tripathy
มุมมอง 3807 ชั่วโมงที่ผ่านมา
@birajamohinispoetryworld Story ନିସ୍ତବ୍ଧ ରଜନୀ (Part-9)ଅଧୁରା ନ' ରହୁ ଆମ କାହାଣୀ. Story & Edit-Biraj Mohini Tripathy youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajamohinispoetryworld?si=58QfHsydMO3_R8IL youtube.com/@birajastitchingpoint?si=qlL_imNExt37TO #poem #odia #love #for #motivation #u
#poemପାହିଗଲା ସିନା ରାତି..କେମିତି କହିବି ଇତି.
มุมมอง 4769 ชั่วโมงที่ผ่านมา
ପାହିଗଲା ସିନା ରାତି.. କେମିତି କହିବି ଇତି.
#Story ନିସ୍ତବ୍ଧ ରଜନୀ (Part-8) ଆକାଶରେ ଜହ୍ନ ହସେ,ହସେ ତାରାଫୁଲ.କାହାର ମନ ଆକାଶେStory & Edit--Biraj Mohini
มุมมอง 61012 ชั่วโมงที่ผ่านมา
Storyନିସ୍ତବ୍ଧ ରଜନୀ (Part-8) Story & Edit Biraj Mohini Tripathy ଆକାଶରେ ଜହ୍ନ ହସେ, ହସେ ତାରାଫୁଲ.. କାହାର ମନ ଆକାଶେ ଖାଲି ଅଦିନ ବାଦଲ youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajamohinispoetryworld?si=58QfHsydMO3_R8IL youtube.com/@birajastitchingpoint?si=qlL_imNExt37TOux
Storyନିସ୍ତବ୍ଧ ରଜନୀ (Part-7) ଆଖି ମୋର ଖୋଜୁଥାଏ ଯେତେ ..ତୁମେ ହଜି ଯାଉ ଥାଅ ସେତେ.
มุมมอง 3.4K16 ชั่วโมงที่ผ่านมา
Story *ନିସ୍ତବ୍ଧ ରଜନୀ* (Part 7) Written & Edited by Biraja Mohini Tripathy ଆଖି ମୋର ଖୋଜୁଥାଏ ଯେତେ ..ତୁମେ ହଜି ଯାଉ ଥାଅ ସେତେ. youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajamohinispoetryworld?si=58QfHsydMO3_R8IL youtube.com/@birajastitchingpoint?si=qlL_imNExt37TOux କୋଡିଏ ଏକୋଇଶ ବର୍ଷର ଯୁବତୀ ସେ ସବୁ ଠିକ୍ ବୁଝିପାରେ.. ଠିକ୍ ଜାଣିପାରେ ହଠାତ...
#poem#loveବେଳେବେଳେ ଇଚ୍ଛା ହୁଏ#love#Romanticଅଧା ଲେଖା କାହାଣୀରେ ଯୋଡିବାକୁ କିଛି ଅନ୍ତରଙ୍ଗ ଶବ୍ଦ#odia #for#u
มุมมอง 27119 ชั่วโมงที่ผ่านมา
Love Poemବେଳେବେଳେ ଇଚ୍ଛା ହୁଏ.#love ଅଧା ଲେଖା କାହାଣୀରେ ଯୋଡିବାକୁ କିଛି ଅନ୍ତରଙ୍ଗ ଶବ୍ଦ. youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajamohinispoetryworld?si=58QfHsydMO3_R8IL youtube.com/@birajastitchingpoint?si=qlL_imNExt37TOux #poem #odia #love #for #u #viralvideo #videos
#poemମାଘୁଆ ଜାଡର ରାତି#love #for
มุมมอง 2.1K21 ชั่วโมงที่ผ่านมา
#poemମାଘୁଆ ଜାଡର ରାତି#love #for
#Storyନିସ୍ତବ୍ଧ ରଜନୀ (Part-6) #love #odia #for #u
มุมมอง 2.1Kวันที่ผ่านมา
Storyନିସ୍ତବ୍ଧ ରଜନୀ (Part-6) My other channel👇👇 youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajastitchingpoint?si=qlL_imNExt37TOux #poem #odia #love #my #motivation #u
#poem*କାକର ଟୋପାର ଲୁହ* ପାହାନ୍ତି ପ୍ରହର କାକର ଟୋପା କହିଗଲା କାନେ ଚୁପିଚୁପି..
มุมมอง 2.3Kวันที่ผ่านมา
@birajamohinispoetryworld କବିତା-କାକର ଟୋପାର ଲୁହ.
Storyନିସ୍ତବ୍ଧ ରଜନୀ Part-5)Edit & Story Biraj Mohiniଲେଖି ଦେବା ଆମେ ନୂଆ କାହାଣୀ#love
มุมมอง 28Kวันที่ผ่านมา
@birajamohinispoetryworld @BIRAJABHAKTIDHARA @birajavlogsodia Storyନିସ୍ତବ୍ଧ ରଜନୀPart-5)Edit & Story Biraj Mohini Tripathyଲେଖି ଦେବା ଆମେ ନୂଆ କାହାଣୀ youtube.com/@BIRAJABHAKTIDHARA?si=Mnuu4dsDygTvvnvX youtube.com/@birajavlogsodia?si=U1iBbs4yVjTmI-jf youtube.com/@birajamohinispoetryworld?si=58QfHsydMO3_R8IL youtube.com/@birajastitchingpoint?si=qlL_imNExt37TOux
#Romantic #Poem ତୁମ ପାଇଁ ସିନା #love #viralvideo
มุมมอง 2.3K14 วันที่ผ่านมา
Romantic Poem/କବିତା ତୁମ ପାଇଁ ସିନା.
Storyନିସ୍ତବ୍ଧ ରଜନୀ* (Part-4) Edit & Story-Biraj Mohini Tripathy
มุมมอง 1.3K14 วันที่ผ่านมา
Storyନିସ୍ତବ୍ଧ ରଜନୀ* (Part-4) Edit & Story-Biraj Mohini Tripathy
#republicday ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସମସ୍ତଙ୍କୁ। ତ୍ରିରଙ୍ଗା ଆଜି ଉଡେ ଫରଫର.ଆଜି ଗଣତନ୍ତ୍ର ଦିବସ ଆମର
มุมมอง 11914 วันที่ผ่านมา
#republicday ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ସମସ୍ତଙ୍କୁ। ତ୍ରିରଙ୍ଗା ଆଜି ଉଡେ ଫରଫର.ଆଜି ଗଣତନ୍ତ୍ର ଦିବସ ଆମର
#Storyନିସ୍ତବ୍ଧ ରଜନୀ (Part-3)କିଛି ଲୁହ,ଆଉ କିଛି କୋହର କାହାଣୀ.
มุมมอง 4.1K14 วันที่ผ่านมา
#Storyନିସ୍ତବ୍ଧ ରଜନୀ (Part-3)କିଛି ଲୁହ,ଆଉ କିଛି କୋହର କାହାଣୀ.
କବିତା ଝିଅ ପାଇଁ.International #daughters Day.
มุมมอง 60014 วันที่ผ่านมา
କବିତା ଝିଅ ପାଇଁ.International #daughters Day.
#viralvideosମୋନାଲିସା ତୁମ ନୀଳ ନୟନରେ ହୁଅ ନାହିଁ ଆଉ କଜ୍ବଳ ମାଖି.କୁମ୍ଭମେଳାର ଚର୍ଚ୍ଚିତ ଚେହେରା.23 January
มุมมอง 1.1K14 วันที่ผ่านมา
#viralvideosମୋନାଲିସା ତୁମ ନୀଳ ନୟନରେ ହୁଅ ନାହିଁ ଆଉ କଜ୍ବଳ ମାଖି.କୁମ୍ଭମେଳାର ଚର୍ଚ୍ଚିତ ଚେହେରା.23 January
#storyନିସ୍ତବ୍ଧ ରଜନୀ (Part-2)VDO Edited & Written by Biraja Mohini Tripathy.
มุมมอง 1.8K14 วันที่ผ่านมา
#storyନିସ୍ତବ୍ଧ ରଜନୀ (Part-2)VDO Edited & Written by Biraja Mohini Tripathy.
#Story "ନିସ୍ତବ୍ଧ ରଜନୀ (Part-1)ନାରୀ ଜୀବନର ଅକୁହା କଥା ଏବଂ ବ୍ଯଥାWritten by Biraj Mohini Tripathy
มุมมอง 65321 วันที่ผ่านมา
#Story "ନିସ୍ତବ୍ଧ ରଜନୀ (Part-1)ନାରୀ ଜୀବନର ଅକୁହା କଥା ଏବଂ ବ୍ଯଥାWritten by Biraj Mohini Tripathy
#memories #love ବେଳେବେଳେ ସ୍ମୃତି ଆଖି ସାମନାରେ ଆସେ ଡେଇଁ ଡେଇଁ.ତା' ପାଦ ଶବ୍ଦରେ ହଜି ଯାଏ ନିଦ ଆଖି ରହେ..
มุมมอง 1K21 วันที่ผ่านมา
#memories #love ବେଳେବେଳେ ସ୍ମୃତି ଆଖି ସାମନାରେ ଆସେ ଡେଇଁ ଡେଇଁ.ତା' ପାଦ ଶବ୍ଦରେ ହଜି ଯାଏ ନିଦ ଆଖି ରହେ..
ସେ ଦିନ ମଧ୍ଯ ଥିଲା ଏମିତି ଏକ ସକାଳଟିଏ.#memories #poem #odia 16 January
มุมมอง 47221 วันที่ผ่านมา
ସେ ଦିନ ମଧ୍ଯ ଥିଲା ଏମିତି ଏକ ସକାଳଟିଏ.#memories #poem #odia 16 January
ନିଗିଡି ପଡୁଥିବା..ସମ୍ପର୍କ ଠିକଣା.#love #Poem
มุมมอง 1.3K28 วันที่ผ่านมา
ନିଗିଡି ପଡୁଥିବା..ସମ୍ପର୍କ ଠିକଣା.#love #Poem
#poem ଫୁଲଫୁଟା ସଞ୍ଜ..ରାତ୍ରିର ପଣତ ତଳେ ଶୋଇଶୋଇ.. କବିତା 2025ର.
มุมมอง 327หลายเดือนก่อน
#poem ଫୁଲଫୁଟା ସଞ୍ଜ..ରାତ୍ରିର ପଣତ ତଳେ ଶୋଇଶୋଇ.. କବିତା 2025ର.
ଫଟୋ କହି ଦିଏ ନୀରବେ ନୀରବେ ନିବୁଜ ଓଠର କଥା..ଫଟୋରେ ଫଟୋରେ କବିତା।
มุมมอง 30หลายเดือนก่อน
ଫଟୋ କହି ଦିଏ ନୀରବେ ନୀରବେ ନିବୁଜ ଓଠର କଥା..ଫଟୋରେ ଫଟୋରେ କବିତା।
#କାଦମ୍ବିନୀ ସାହିତ୍ଯ ମହୋତ୍ସବ ଓ # ପତ୍ରିକା ହାଟ। ଚାଲନ୍ତୁ Magazine Stall ବୁଲିବା। ସାହିତ୍ଯ ସମାଜର ଦର୍ପଣ
มุมมอง 85หลายเดือนก่อน
#କାଦମ୍ବିନୀ ସାହିତ୍ଯ ମହୋତ୍ସବ ଓ # ପତ୍ରିକା ହାଟ। ଚାଲନ୍ତୁ Magazine Stall ବୁଲିବା। ସାହିତ୍ଯ ସମାଜର ଦର୍ପଣ
Kadambini#Literary Festival KIIT #University Bhubaneswar.ଏକ ଭବ୍ଯ ସମାରୋହର ବିଭୋର ମୁହୂର୍ତ୍ତରେ.
มุมมอง 71หลายเดือนก่อน
Kadambini#Literary Festival KIIT #University Bhubaneswar.ଏକ ଭବ୍ଯ ସମାରୋହର ବିଭୋର ମୁହୂର୍ତ୍ତରେ.
#Romanticକବିତା-1)ତୁମେ ଆସିଗଲେ, ବିନା ଫଗୁଣରେ ..love# #for #u
มุมมอง 6Kหลายเดือนก่อน
#Romanticକବିତା-1)ତୁମେ ଆସିଗଲେ, ବିନା ଫଗୁଣରେ ..love# #for #u
ଏଇ ତ' ଜୀବନ..ଦେହ ଓ ଦହନ#poetry #for #u#odia#kabita#poem
มุมมอง 134หลายเดือนก่อน
ଏଇ ତ' ଜୀବନ..ଦେହ ଓ ଦହନ#poetry #for #u#odia#kabita#poem
ଅଟଳଙ୍କ କବିତାର କେତୋଟି ଧାଡି #SBP ମହାନଗର ନିଗମ ଦ୍ବାରା ସ୍ଥାପିତ #ଅଟଳବିହାରୀ#ବାଜପେୟୀଙ୍କ ପ୍ରତିମୂର୍ତ୍ତି।
มุมมอง 52หลายเดือนก่อน
ଅଟଳଙ୍କ କବିତାର କେତୋଟି ଧାଡି #SBP ମହାନଗର ନିଗମ ଦ୍ବାରା ସ୍ଥାପିତ #ଅଟଳବିହାରୀ#ବାଜପେୟୀଙ୍କ ପ୍ରତିମୂର୍ତ୍ତି।