- 91
- 114 952
Santwana
India
เข้าร่วมเมื่อ 18 มิ.ย. 2020
Jisu tumo naame pari kara ||ଯୀଶୁ ତୁମ ନାମେ ପାରି କର || New odia christian devotional song || Sanjiban
ପିତା ଈଶ୍ବରଙ୍କ ଧନ୍ଯବାଦ ହେଉ ପ୍ରଭୁ ଅନୁଗ୍ରହ କରି ଆମ ସାନ୍ତ୍ବନା ୟୁଟ୍ୟୁବ ଚେନାଲ ପରିବାର କୁ ଏହି ୨୦୨୪ ଆଉ ୨୦୨୫ ନିମନ୍ତେ ତାଙ୍କର ଗୌରବ ପାଇଁ ଏକ ନୂତନ ଖ୍ରୀଷ୍ଟୀୟ ଭକ୍ତି ସଂଗୀତ ଗୀତ କଟକର ୟାଶ୍ ଷ୍ଟୁଡିଓ ଠାରେ ରେକଡିଂ କରିବାକୁ ସୁଯୋଗ ଦେଲେ। ଗୀତ ଟି ର ରଚନା, ସଂଗୀତ ନିର୍ଦ୍ଦେଶନା ଓ କଣ୍ଠ ଦାନ କରିଛନ୍ତି ଆପଣମାନଙ୍କ ପ୍ରିୟ ଭାଇ ସଞିବନ୍ ପରିଚ୍ଛା। ସଂଗୀତ ପରିଚାଳନା ରେ ସାହାଯ୍ୟ କରିଛନ୍ତି ଭାଇ ଶ୍ରୀକାନ୍ତ ନନ୍ଦ (ଟୁବୁ) ଗୀତ ଟି ଭାବପୂର୍ଣ୍ଣ ହୋଇ ବହୁତ ସୁନ୍ଦର ହେଇଛି। ତେଣୁ ଆପଣମାନଙ୍କ ଠାରେ ବିନତି କରୁ ଗୀତ ଟି କୁ ଶୁଣି ଆମ ସାନ୍ତ୍ବନା ୟୁଟ୍ୟୁବ ଚେନାଲ କୁ ଲାଇକ୍ ,ସେର୍ ଓ ସବ୍ସ ସ୍କ୍ରାଇବ କରି ଆମକୁ ଉତ୍ସାହିତ କରିବା ପାଇଁ ଚେନାଲ ର କମେଣ୍ଟ ବକ୍ସ କୁ ଯାଇ କମେଣ୍ଟ କରନ୍ତୁ ।
ଗୀତ
---------------------------------------------
ଯୀଶୁ ତୁମ ନାମେ ପାରି କର
ଭବ ସାଗର ହୋ ଭବ ସାଗର
କେହି ନାହିଁ ମୋର ସଙ୍ଗତରେ
ନାହିଁ କେହି ସଙ୍ଗତରେ କରିବେ ପାର ହୋ....
ନାବକୁ ମୋର
ଯୀଶୁ ତୁମ ନାମେ ପାରି କର
ଭବ ସାଗର ହୋ ଭବ ସାଗର----୦---
ଦଗ ହରା ହୋଇଛି ମୁଁ ଏ ଭବ ଜଳେ.. ଏ..
ଅଶାନ୍ତ ଢେଉରେ ପ୍ରାଣ ଅଥୟ ହୁଏ .. ୨ଥର
କେହି ନାହିଁ ମୋର ସଙ୍ଗତରେ
ନାହିଁ କେହି ସଙ୍ଗତରେ.. କରିବେ ପାର ହୋ..
ନାବକୁ ମୋର
ଯୀଶୁ ତୁମ ନାମେ ପାରି କର................. ୧----
ଦୂର୍ବଳ ହେଲାଣି ଏବେ ବିଶ୍ବାସ ମୋର
ପ୍ରତିକୂଳ ବାୟୁରେ ନାବ ଟଳମଳ
ଦୂର୍ବଳ ହେଲାଣି ଏବେ ବିଶ୍ବାସ ମୋର
ପ୍ରତିକୂଳ ବାୟୁରେ ନାବ ଟଳମଳ
ଆହେ ମୋର ନାବିକ ବନ୍ଧୁ ଦିଅ ଦର୍ଶନ... ୨ ଥର
ତବ ମହା ପ୍ରେମ ଗୁଣେ କର ମୋ ତ୍ରାଣ..ହୋ ..୨ଥର
କେହି ନାହିଁ ମୋର ସଙ୍ଗତରେ
ନାହିଁ କେହି ସଙ୍ଗତରେ କରିବେ ପାର..ହୋ..
ନାବକୁ ମୋର
ଯୀଶୁ ତୁମ ନାମେ ପାରି କର
ଭବ ସାଗର ହୋ ଭବ ସାଗର
odia Producer- Manoj kumar karada
Song credit- Sanjit Mandal ( west Bangal)
Lyrics, Music- Sanjiban parichha
Singer- Sanjiban parichha
Arrengement by- Srikant Nanda ( Tubu)
Recoding Mixing - yash studio. Cuttack
# Recodist - Subu bhai. Cuttack
Studio version & additing by-Ku mar mantu # Style studio. Nuagada. Gajapati
Special Thanks- Enosh biro. Manasi biro & Akshay kumar katwal
# Amit pani odia new Christian song 2024 & 2025
#odiasong #odiachristianvideo #christian
#newchristiansong #pankajjal #gospel #gospelmusic #christianity #jesus #jesus christ
# Human sagar 2025 new odia christian song
#Asima ponda new odia christian song
# Dipti rekha odia christian song 2025
# Anaya nanda odia christian song
!! *ANTI- PIRECY WARNIG*!!
This content is copyrighting to Sanjiban parichha.Any unauthorized reprodoction, re upload ( audio or video) strictly prohibited of this meterial legal action will be teken aginst this voilate this copyright meterial present
ଗୀତ
---------------------------------------------
ଯୀଶୁ ତୁମ ନାମେ ପାରି କର
ଭବ ସାଗର ହୋ ଭବ ସାଗର
କେହି ନାହିଁ ମୋର ସଙ୍ଗତରେ
ନାହିଁ କେହି ସଙ୍ଗତରେ କରିବେ ପାର ହୋ....
ନାବକୁ ମୋର
ଯୀଶୁ ତୁମ ନାମେ ପାରି କର
ଭବ ସାଗର ହୋ ଭବ ସାଗର----୦---
ଦଗ ହରା ହୋଇଛି ମୁଁ ଏ ଭବ ଜଳେ.. ଏ..
ଅଶାନ୍ତ ଢେଉରେ ପ୍ରାଣ ଅଥୟ ହୁଏ .. ୨ଥର
କେହି ନାହିଁ ମୋର ସଙ୍ଗତରେ
ନାହିଁ କେହି ସଙ୍ଗତରେ.. କରିବେ ପାର ହୋ..
ନାବକୁ ମୋର
ଯୀଶୁ ତୁମ ନାମେ ପାରି କର................. ୧----
ଦୂର୍ବଳ ହେଲାଣି ଏବେ ବିଶ୍ବାସ ମୋର
ପ୍ରତିକୂଳ ବାୟୁରେ ନାବ ଟଳମଳ
ଦୂର୍ବଳ ହେଲାଣି ଏବେ ବିଶ୍ବାସ ମୋର
ପ୍ରତିକୂଳ ବାୟୁରେ ନାବ ଟଳମଳ
ଆହେ ମୋର ନାବିକ ବନ୍ଧୁ ଦିଅ ଦର୍ଶନ... ୨ ଥର
ତବ ମହା ପ୍ରେମ ଗୁଣେ କର ମୋ ତ୍ରାଣ..ହୋ ..୨ଥର
କେହି ନାହିଁ ମୋର ସଙ୍ଗତରେ
ନାହିଁ କେହି ସଙ୍ଗତରେ କରିବେ ପାର..ହୋ..
ନାବକୁ ମୋର
ଯୀଶୁ ତୁମ ନାମେ ପାରି କର
ଭବ ସାଗର ହୋ ଭବ ସାଗର
odia Producer- Manoj kumar karada
Song credit- Sanjit Mandal ( west Bangal)
Lyrics, Music- Sanjiban parichha
Singer- Sanjiban parichha
Arrengement by- Srikant Nanda ( Tubu)
Recoding Mixing - yash studio. Cuttack
# Recodist - Subu bhai. Cuttack
Studio version & additing by-Ku mar mantu # Style studio. Nuagada. Gajapati
Special Thanks- Enosh biro. Manasi biro & Akshay kumar katwal
# Amit pani odia new Christian song 2024 & 2025
#odiasong #odiachristianvideo #christian
#newchristiansong #pankajjal #gospel #gospelmusic #christianity #jesus #jesus christ
# Human sagar 2025 new odia christian song
#Asima ponda new odia christian song
# Dipti rekha odia christian song 2025
# Anaya nanda odia christian song
!! *ANTI- PIRECY WARNIG*!!
This content is copyrighting to Sanjiban parichha.Any unauthorized reprodoction, re upload ( audio or video) strictly prohibited of this meterial legal action will be teken aginst this voilate this copyright meterial present
มุมมอง: 2 475
วีดีโอ
Jisu tumo naame pari karo #New Odia Christian devotional song
มุมมอง 62714 วันที่ผ่านมา
ପିତା ପରେମଶ୍ବରଙ୍କ ଦୟା ଓ ଅନୁଗ୍ରହ ରୁ ସାନ୍ତ୍ବନା ୟୁଟ୍ୟୁବ ଚେନାଲ ପରିବାର କଟକର ୟାସ୍ ଷ୍ଟୁଡିଓ ଠାରେ ଏକ ନୂତନ ଖ୍ରୀଷ୍ଟୀୟ ଭକ୍ତି ସଂଗୀତ ପ୍ରସ୍ତୁତ କରିପାରିଛି । ଆଗାମୀ ଦିନ ରେ ପୂରା ଗୀତ ସାନ୍ତ୍ବନା ୟୁଟ୍ୟୁବ ଚେନାଲ ରେ ଅପଲୋଡ଼ କରାଯିବ । ତେଣୁ ଆମ ସାନ୍ତ୍ବନା ୟୁଟ୍ୟୁବ ଚେନାଲ କୁ ସବ୍ ସ୍କ୍ରାଇବ କରି ଯୋଡି ହେଇଥିବା ପ୍ରେତ୍ୟକ ବନ୍ଧୁ ମାନେ ପ୍ରାର୍ଥନା ରେ ଗୀତ ର ସଫଳତା ପାଇଁ ତୋଳି ନିଅନ୍ତୁ । ଯେଉଁ ମାନେ ଆମ ଚେନାଲ ସହିତ ଯୋଡି ହେଇ ନାହାଁନ୍ତି ସବ୍ ସ୍କ୍ରାଇବ କରି ଯୋଡ...
Teri aradhana karun #Hindi christan Music # cover floot by Sanjiban parichha
มุมมอง 1952 หลายเดือนก่อน
Praise the Lord to all my santwana TH-cam channel subscrbers . Please like, share & subscribe to my chennal with coments.
Jibana sagare jebe#Odia old Christian song#Singer-Dillip kumar sahoo #Liryc-Rev -Sudipta Nanda
มุมมอง 1.1Kปีที่แล้ว
ଆମ ସାନ୍ତ୍ବନା ୟୂଟୁବ ଚେନଲ୍ ପରିବାର ପକ୍ଷରୁ ସମସ୍ତ ଶ୍ରୋତା ବନ୍ଧୁ ମାନଙ୍କୁ ଶୁଭେଚ୍ଛା ଜଣାଇ ଏହି ପୁରୁଣା ଖ୍ରୀଷ୍ଟିୟ ଭକ୍ତି ସଂଗୀତ ଗୀତ ଆମ ଚେନଲ୍ ରେ ଅପ୍ ଲୋଡ୍ କରିଛୁ ଏହି ଭାବପୂର୍ଣ୍ଣ ଗୀତ ଶୁଣି ପ୍ରଭୁଙ୍କ ଠାରେ ନିଜ ନିଜ କୁ ସମର୍ପଣ କରୁ କରୁ ପ୍ରଭୁଙ୍କ ଗୌରବ କରିବା ହୁଅନ୍ତୁ । # ଗୀତ ରଚନା- ପାଳକ- ସୁଦୀପ୍ତ ନନ୍ଦ (ବାବୁ ଭାଇ) # କଣ୍ଠ ଦାନ- ଭାଇ ଦଲିଲ କୁମାର ସାହୁ ( କଟକ) # ଖ୍ରୀଷ୍ଟିୟ ଭକ୍ତି ସଂଗୀତ ଗୀତ କ୍ୟାସେଟ୍- "ଶାରୋଣ" # ସଂଗୀତ ନିର୍ଦ୍ଦେଶନା- ଦଲିଲ କୁମାର ...
He prabhu tumo #christian devotional song # Singer- Sanjiban parichha
มุมมอง 294ปีที่แล้ว
please like share subscribe to Santwana TH-cam channel Lyrics & Music- Rev- Rajat biro singer- Sanjiban paricha
SEHI PUNYA PADA ll New Odia Christian KIRTANA Song ll AJIT SADANGI ll SANTWANA
มุมมอง 2.4K2 ปีที่แล้ว
SEHI PUNYA PADA ll New Odia Christian KIRTANA Song ll AJIT SADANGI ll SANTWANA SONG CREDIT-singer- Ajit sadangi Music & Lyrics- Sanjiban parichha Recording,master & mixing- Style studio Nuagda. # Amit Badanayak new Christian song # AB music Christian song #Amit pani new Christian song # Jagan mohan Christian song # Akshay pal new Christian song # Salman pal Christian song # Human sagar new Chri...
NEW CHRISTMAS SONG | TARAKA KAHE | SANJIBAN PARICHHA || SANTWANA
มุมมอง 2.4K2 ปีที่แล้ว
NEW CHRISTMAS SONG | TARAKA KAHE | SANJIBAN PARICHHA || SANTWANA || SUBSCRIBE || LIKE || SHARE || COMMENT #newchristmassong #tarakakahe #sanjeebanparichha #santwana #newchristmasongodia NEW CHRISTMAS SONG, TARAKA KAHE, SANJIBAN PARICHHA, SANTWANA,NEW CHRISTIAN SONG, christiasmas song jesus song, jesus birth day song, odia video song, special song christiamas odia, odia studio version video song...
TARAKA KAHE # ତାରକା କହେ #Lyrics , music & Singing , Sanjiban. Swantana YouTube
มุมมอง 2372 ปีที่แล้ว
ପ୍ରିୟ ବନ୍ଧୁ ଗଣ, ସର୍ବ ପ୍ରଥମେ ପିତା ପରମେଶ୍ୱରଙ୍କୁ ଧନ୍ଯବାଦ ଦେବ ସଙ୍ଗେ ସଙ୍ଗେ ଆମ ସାନ୍ତ୍ବନା ଚେନଲ୍ ସହିତ ଥିବା ପ୍ରେତ୍ୟକ ବନ୍ଧୁ ମାନଙ୍କୁ ବଡ ଦିନର ଶୁଭେଚ୍ଛା ପୁଣି ହାର୍ଦ୍ଦିକ ଅଭିନନ୍ଦନ ଜଣାଏ। ଆସନ୍ତା ତା 24 /12/022 ରି ସନ୍ଧ୍ଯା ସମୟରେ ଆମ ସାନ୍ତ୍ବନା ୟୁଟ୍ୟୁବ ଚେନଲ୍ ରେ ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉପରେ ଆଧାରିତ ଏକ ଖୀଷ୍ଟିୟ ଭକ୍ତି ସଂଗୀତ ଅପଲୋଡ଼ କରାଯିବ। ଗୀତ ଟି ହେଲା," ତାରକା କହେ'' । ରଚନା- ସଞିବନ୍ ପରିଚ୍ଛା ସଂଗୀତ ନିର୍ଦ୍ଦେଶନା- ସଞିବନ୍ ପରିଚ୍ଛା କଣ୍ଠ ଦ...
Haya moro papa paen re || Santwana YouTube Channel
มุมมอง 5262 ปีที่แล้ว
Haya moro papa paen re || Santwana TH-cam Channel Your Quaris: christian bhajan christian bhajan song christian bhajan nepali christian bhakthi ganam christian bhakthi ganangal christian bharatanatyam dance christian bhakti song christian bharatham songs in tamil christian bhajan hindi christian bhajan geet th-cam.com/channels/z8C8yEJLDK1XhzgUZh94hw.html ଖ୍ରୀଷ୍ଟ ରେ ଆମ ସାନ୍ତ୍ବନା ୟୁଟୂବ୍ ଚେନାଲ ପରି...
ଜାଗ ଜାଗ କର ତାଙ୍କ # jago jago karo tanko # Flute by Sanjiban parichha
มุมมอง 3322 ปีที่แล้ว
ପ୍ରିୟ ବନ୍ଧୁଗଣ, ଏହା ଏକ ଓଡ଼ିଆ ଖ୍ରୀଷ୍ଟିୟ ଭକ୍ତି ଗୀତ, ଜାଗ ଜାଗ ଜର ତାଙ୍କ ପ୍ରଶଂସା ଗାନ, ସମସ୍ତଙ୍କୁ ଆମ ସାନ୍ତ୍ବନା ୟୁଟୁବ ଚେନାଲ୍ ପରିବାର ପକ୍ଷରୁ ଅନୁରୋଧ ଯେଉଁମାନେ ବର୍ତ୍ତମାନ ଯାଏ ମୋ ଚେନଲ୍ କୁ ସବ୍ ସ୍କ୍ରାଇବ କରି ନାହାଁନ୍ତି ଦୟାକରି ଚେନଲ୍ କୁ ସବ୍ ସ୍କ୍ରାଇବ କରିବା ସଙ୍ଗେ ସଙ୍ଗେ ଅଧିକ ମାତ୍ରାରେ ସେର୍ କରିବା କୁ ଚେ଼ଷ୍ଟା କରନ୍ତୁ ନମସ୍କାର ସହ ସଞିବନ୍ ପରିଛା
Question answer from Bible # ବାଇବଲ ରୁ ପ୍ରଶ୍ନୋତ୍ତର # uploaded by Santwana YouTube channel
มุมมอง 3282 ปีที่แล้ว
ଖ୍ରୀଷ୍ଟ ରେ ସମସ୍ତ ବନ୍ଧୁ ମାନଙ୍କୁ ଆମ ସାନ୍ତ୍ବନା ୟୁଟୂବ୍ ଚେନାଲ ପରିବାର ପକ୍ଷରୁ ତ୍ରାଣକର୍ତ୍ତା ପ୍ରଭୁଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର ଜଣାଉଅଛୁ। ଆସନ୍ତା ମାସରେ ଆମ ଉତ୍କଳ ବାପଟିଷ୍ଟ ଯୁବକ ସମ୍ମିଳନୀ ପକ୍ଷରୁ ବାଇବଲ ର ଆଦିପୁସ୍ତକ ଅଧ୍ଯାୟରୁ ପରିକ୍ଷା ହେବାକୁ ରହିଛି, ତେଣୁ ପରିକ୍ଷା ଦେବାକୁ ଇଛୁକ ଯୁବକ ମାନଙ୍କୁ ପ୍ରସ୍ତୁତ କରିବା ଉଦ୍ଦେଶ୍ଯରେ ଆମେ ଆମ ସାନ୍ତ୍ବନା ୟୁଟୂବ୍ ଚେନାଲରେ ଆଦି ପୁସ୍ତକ ରୁ ବାଇବଲ ର ପ୍ରଶ୍ନୋତ୍ତର ଅପ୍ ଲୋଡ୍ କରାଯାଇଛି ତେଣୁ ଚେନାଲ କୁ ଦ...
Jana gana mano # जन गन मन # Indian National anthem song cover by Sanjiban parichha .
มุมมอง 1502 ปีที่แล้ว
ସର୍ବ ପ୍ରଥମେ ପିତା ପରେମଶ୍ବରଙ୍କୁ ଧନ୍ଯବାଦ ଅର୍ପଣ କରିବା ସଙ୍ଗେ ସଙ୍ଗେ ଭାରତର ସମସ୍ତ ଦେଶପ୍ରେମୀ ବନ୍ଧୁ ମାନଙ୍କୁ ଆମ ସାନ୍ତ୍ବନା ୟୁଟୂବ୍ ଚେନାଲ ପରିବାର ପକ୍ଷରୁ 75 ତମ ସ୍ବାଧୀନତା ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଜଣାଏ । 🙏 ମୁଁ ସଞିବନ୍ ପରିଚ୍ଛା ଭାରତର ଜାତୀୟ ସଙ୍ଗୀତ କୁ ବଂଶୀ ବାଦନ ଦ୍ବାରା ଆପଣମାନଙ୍କ ସମ୍ମୁ ରେ ଉପସ୍ଥାପନ କରିବାକୁ ଚେ଼ଷ୍ଟା କରିଛି, ଯଦି କିଛି ତ୍ରୁଟି ପରିଲିକ୍ଷିତ ହୁଏ ତେବେ ଈଶ୍ବରଙ୍କ ପ୍ରେମ ଗୁଣେ କ୍ଷମା ଦେବେ ।
येशु तेरे आने से... # yeshu tere ane se . Hindi Christian devotional song.
มุมมอง 1.4K2 ปีที่แล้ว
Praise the Lord to all . This song is not my own Lyrics- & Music, but very good massage have on this video and song so on my sharing purpose I have uploaded my santwana TH-cam channel. please see this video and share more for praise of God. 🙏
Subha saam Hindi devotional song. music Lyrics- prasad limma. Singer- Tapu mishra.
มุมมอง 14K2 ปีที่แล้ว
ଏହି ଗୀତଟି ମୋହର ନୁହେ। କିନ୍ତୁ ସୁସମାଚାରର ଉଦ୍ଦେଶ୍ଯରେ ମୋହର ୟୁଟୁବ୍ ଚ୍ୟାନେଲ୍ରେ ଓପ୍ଲଲଡ୍ କରିଅଛି। singer-: Tapu mishra lyrics-: Prasad lima Music director-:Prasad lima
Mere jeise paapi ko# मेरे जैसे पापी को.. Hindi Christian song
มุมมอง 3442 ปีที่แล้ว
This song is not belong to me. If anybody have problem then please information me because only sharing purpose I have uploaded this song on my channel.
MARANA BIJAAYE # ମରଣ ବିଜଯୀ . # Flute player- Sanjiban parichha.
มุมมอง 3232 ปีที่แล้ว
MARANA BIJAAYE # ମରଣ ବିଜଯୀ . # Flute player- Sanjiban parichha.
କାହିଁକି ପ୍ରଭୁ.. # kahiki prabhu.. # Lyrics- Amit Badanaik. # Flute player- Sanjiban parichha.
มุมมอง 7022 ปีที่แล้ว
କାହିଁକି ପ୍ରଭୁ.. # kahiki prabhu.. # Lyrics- Amit Badanaik. # Flute player- Sanjiban parichha.
Prarthana main.Hindi Christian devotional song.
มุมมอง 953 ปีที่แล้ว
Prarthana main.Hindi Christian devotional song.
papista dina prati karuna kara # ପାପୀଷ୍ଟ ଦୀନ ପ୍ରତି କରୁଣା କର # Singer- prana Ranjan Naag
มุมมอง 2063 ปีที่แล้ว
papista dina prati karuna kara # ପାପୀଷ୍ଟ ଦୀନ ପ୍ରତି କରୁଣା କର # Singer- prana Ranjan Naag
Bhuja tale mote// ଭୂଜ ତଳେ ମୋତେ.. // flute player-Sanjiban parichha. // Dholak-Subrat pani.
มุมมอง 8913 ปีที่แล้ว
Bhuja tale mote// ଭୂଜ ତଳେ ମୋତେ.. // flute player-Sanjiban parichha. // Dholak-Subrat pani.
papi Manushyaku// ପାପୀ ମନୁଷ୍ଯକୁ//Singer- Uchit kumar parichha.
มุมมอง 6863 ปีที่แล้ว
papi Manushyaku// ପାପୀ ମନୁଷ୍ଯକୁ//Singer- Uchit kumar parichha.
Tara aliva tara || ତାରା ଅଲିଭା ତାରା || Singer- Pankaj jaal
มุมมอง 2963 ปีที่แล้ว
Tara aliva tara || ତାରା ଅଲିଭା ତାରା || Singer- Pankaj jaal
Nayanara bari || ନୟନର ବାରି...||Singer- Mamata Sahu
มุมมอง 7803 ปีที่แล้ว
Nayanara bari || ନୟନର ବାରି...||Singer- Mamata Sahu
ପାଇଛି ତୁମକୁ ମୋର//paechhi tumaku moro odia Christian song. Singer- Sailabhama.
มุมมอง 2.2K3 ปีที่แล้ว
ପାଇଛି ତୁମକୁ ମୋର//paechhi tumaku moro odia Christian song. Singer- Sailabhama.
Song- Aji Prabhu naame.... # Singer- Sailabhama Mohapatra. # Uploaded by Santwana YouTube channel.
มุมมอง 5513 ปีที่แล้ว
Song- Aji Prabhu naame.... # Singer- Sailabhama Mohapatra. # Uploaded by Santwana TH-cam channel.
Message by- Rev. Amod pani (Jhalarsing) # uploaded by Santwana YouTube channel
มุมมอง 3553 ปีที่แล้ว
Message by- Rev. Amod pani (Jhalarsing) # uploaded by Santwana TH-cam channel
Song- Se adi se hin anta..# Music- Rahul # Singer- Madhav
มุมมอง 3603 ปีที่แล้ว
Song- Se adi se hin anta..# Music- Rahul # Singer- Madhav
BHARATA MATA MORA # Music- Sanjiban parichha.# Lyrics-Jugal kishore # uploaded by Santwana
มุมมอง 4.5K3 ปีที่แล้ว
BHARATA MATA MORA # Music- Sanjiban parichha.# Lyrics-Jugal kishore # uploaded by Santwana
Thanks. GOD
Praise the Lord bhaina....🙏🙏... Beautiful song.... bahut badhia gaicha.... Beautiful voice....👌👌👍👍❤❤
Praise the lord... Rejoice in the lord always..
Old is gold ❤praise the Lord❤
❤
Praise the lord 🙏, so beautiful song lyrics music singing all is super
Nice song 👌🏻👌🏻👌🏻
ଧନ୍ୟବାଦ
Heart toucheble song
Praise the lord 🎉🎉🎉🎉🎉
Praise the Lord ❤❤❤
ଭଲ
ପ୍ରଭୁଙ୍କର ପ୍ରସଂଶା ହେଉ ଗୀତଟି ବହୁତ ସୁନ୍ଦର ହୋଇଛି ❤
ଭଲ ହୋଇଛି।
ଧନ୍ଯବାଦ 🙏
Bahut sundar heichi .prabhu ashirbada karantu
6:38 this was superb and epic one🎉🎉🎉🎉🎉❤❤❤
Super 👌❤
PRAISE THE LORD, Odia version lyric heart touching
Ati bhaba purna gita ti.. Praise the Lord
Bahut badhiya Dada 🎉❤
Kan Banda gita gauchu
ଭାଇ ଆପଣଙ୍କୁ ପିତା ପରମେଶ୍ୱର ଆଶୀର୍ବାଦ କରନ୍ତୁ ଆପଣ ସମ୍ପ୍ରଦାୟର ହୁଅନ୍ତୁ । ଆପଣ ମନ୍ଦ ଭାଷାରେ କରିଥିବା କମେଣ୍ଟ ମୋତେ କେବେ ବି କ୍ରୋଧାନ୍ବିତ କରିବ ନାହିଁ । ସମାଜ ରେ ସବୁ ପ୍ରକାର ଲୋକ ମାନଙ୍କ ସହିତ ଆମେ ବାସ କରୁଛୁ । ଆପଣ ଆପଣଙ୍କର ଧର୍ମ ଗ୍ରନ୍ଥ ରେ ଅନ୍ୟ ପ୍ରତି ଥିବା ହିଂସା, ଘ୍ରୁଣା କୁ ନେଇ ଚାଲୁ ଛନ୍ତି । ମୁଁ ମୋ ଧର୍ମ ଗ୍ରନ୍ଥ ର ପ୍ରେମ, ଆଦର, ସ୍ନେହ କୁ ଧରି ଚାଲୁଛି । ଗୋଟିଏ ବିଧର୍ମୀ ପାଖରୁ କଣ ଆଶା କରାଯିବ । ଗୋଟିଏ ବିଧର୍ମୀ ତା ଗ୍ରନ୍ଥ ଯାହା କହେ ସେ ତାହା କରେ । ବାପାମାଆ ଯେଉଁ ସଂସ୍କାର ରେ ରହି ନିଜର ପିଲାମାନଙ୍କୁ ଯେଉଁ ପ୍ରକାର ସଂସ୍କାର ଦେଇ ପାଳନ କରନ୍ତି ସେପ୍ରକାର ଭାବେ ଫଳ ଫଳି ବାକୁ କୁହନ୍ତି । 🙏
Tu etiki hele gai ki dekhounu be sola.... Gote kolakar nija prabhunka prasansa pain gauchi... Tu ichha hele dekhe no hele nhi... Tu kn pain bhasa kohi ki comment koribu be... Mu jai ki toro hindu gito re bhasa kohi ko gaali koribi.. Kemiti lagibo tote... Kintu amaku semiti sikha jaini hela.... Comment sidha delete kore ebe😡😡😡😡😡😡😡😡😡
ବହୁତ ମନଛୁଆଁ ❤ହୋଇଛି
Great song glory to God 👏🙏👏🙏👏🙏 outstanding performance and excellent music arrengement 🎉🎉🎉🎉🎉
Praise the lord
bahut bodhiya geeto bahut dino pore
praise the Lod, outstanding GOD bless yuo
Fantastic comforts excellent BGM music and excellent rhythm
Praise God... 🙏🏻🙏🏻🙏🏻
Mana chhuaan geetati heichhi dada aapananku eeswara aashirbad karantu 🎉🎉🎉❤❤❤
Super Bhaina 🎉
Hallelujah
Bahut bhadiya heichhi mama 🎉🎉🎉
Very nice ....praise God...Actually he is the legend among gajapati Christian singers who has showed the way to cuttack for making songs..
Osm bhaina❤❤❤❤❤❤🎉🎉
Bhaina very nice singing thank you God bless you
Very nice song, super Duper
Nice composition, ❤❤
Super, duper, upper
Super.....👋🏾👋🏾👋🏾👋🏾💐💐💐
Nice singing Best song kaka
ବହୁତ ବଢିଆ ମନଛୁଆଁ ଗୀତ ଅନେକ ଦିନ ପରେ ଶୁଣିବାକୁ ମିଳିଲା..
Praise the Lord 🎉🎉🎉
Thanks
Very Nice And Beautiful Song Bhaina...Our Almighty Glorious God Bless You Abundantly.. God's Name Be Glorified Through This Song.
Thanks
Absuletly right..... Go ahead...... after pathahara bandhu song... This is a high pitch song.... Very . nicely Sang Dear bro. Sanjeevan. May God bless you.❤
@pabitrajena thanks sir thanks
❤❤❤ sir God bless you ❤️❤️❤️👍⛪
Super achhi bhaina
ସାର ମୁଁ ଅପେକ୍ଷା ରେ ଅଛି ❤❤❤❤
Thanks
Praise God
Excellent but no song?
You listen tracks quality.
Waiting for full Song
Congratulations bhaina