Bidura Behera Official
Bidura Behera Official
  • 58
  • 75 194
Dutipada jagannath temple parikrama
ଦୂତିପଡା ଜଗନ୍ନାଥ ମନ୍ଦିର ଠାରେ ବ୍ଲକ ପ୍ରଶାସନର ଲୋକାର୍ପଣ କାର୍ଯ୍ୟକ୍ରମ ।
ଆଜି ଅତି ପବିତ୍ର ଦିନ ପୌଷ ମାସରେ ଜଗନ୍ନାଥ ମନ୍ଦିର ପରିକ୍ରମା ଲୋକାର୍ପଣ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଛି ।ରାଜ୍ୟ ସରକାରଙ୍କ ନୀତି ନିର୍ଘଣ୍ଟ ଅନୁସାରେ ଶଙ୍ଖ କ୍ଷେତ୍ର ,ତୀର୍ଥ କ୍ଷେତ୍ର,ଶ୍ରୀକ୍ଷେତ୍ର ପ୍ରଭୁ ଜଗନ୍ନାଥଙ୍କ ଜନ୍ମ ଭୂମି ପୁରୀରେ ଗଜ ପତି ମହାରାଜ ଯଜ୍ଞରେ ପୂର୍ଣ୍ଣାହୁତି ଦେବା ପରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଜନସାଧାରଣ ଙ୍କ ଉଦ୍ଦେଶ୍ୟରେ ଶ୍ରୀ ମନ୍ଦିର ପ୍ରକଳ୍ପ ପରିକ୍ରମା ଲୋକାର୍ପଣ କରିଛନ୍ତି ।ଏହି ପରିପ୍ରେକ୍ଷୀରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୂତି ପଡା ଠାରେ ଥିବା ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ବ୍ଲକ ପ୍ରଶାସନ ଦ୍ବାରା ଲୋକାର୍ପଣ ହୋଇଛି।ରାଜ୍ୟ ସରକାର ଏହି ମନ୍ଦିର ର ଉନ୍ନତି କରଣ ଏବଂ ନବୀକରଣ ପାଇଁ ୧୦ ଲକ୍ଷ ଟଙ୍କା ଆର୍ଥିକ ରାଶି ପ୍ରଦାନ କରିଥିଲେ।ବହୁ ସୁନ୍ଦର ଭାବେ ମନ୍ଦିର ନବୀକରଣ କାର୍ଯ୍ୟ ବ୍ଲକ ପ୍ରଶାସନ ଦ୍ବାରା ସମ୍ପାଦିତ ହୋଇଛି।ପୁଷ୍ପ ଗଛ ,ପୁଷ୍ପ ମାଳରେ ମନ୍ଦିର ସୁସଜ୍ଜିତ ହୋଇଛି,ସୁଗନ୍ଧ ମୟ ବାସ୍ନାରେ ମନ୍ଦିର ମହକୁଛି,ଭକ୍ତ ଶ୍ରଦ୍ଧାଳୁ ଙ୍କ ସମାଗମରେ ଜୟ ଜଗନ୍ନାଥ ଶବ୍ଦ ରେ ଚତୁର ପାର୍ଶ୍ଵ ପ୍ରକମ୍ପିତ ହୋଇଛି,ନାମ ସଂକୀର୍ତ୍ତନ ହରି ନାମ ଶବ୍ଦ ରେ ପରିବେଶ ଆଧ୍ୟାତ୍ମିକ ସୃଷ୍ଟି କରିଛି,ମୃଦଙ୍ଗ, ଖୋଳ, ଝାଞ୍ଜ ,ଗିନି ଶବ୍ଦ ରେ ମୁଖରିତ ହୋଇଛି ଶ୍ରୀ ଜଗନ୍ନାଥ ମନ୍ଦିର। ପୂର୍ବ ପ୍ରସ୍ତୁତି ଅନୁଯାୟୀ ଗୋସେଇଁ ସୁବାସ ଚନ୍ଦ୍ର ଦାସ ଙ୍କ ଦ୍ଵାରା ସୂର୍ଯ୍ୟ ପୂଜା ,ଧରିତ୍ରୀ ପୂଜା,ଗୋପୂଜା, ସଲାପ୍ରବେସ,ପଞ୍ଚକର୍ମ,ମଣ୍ଡଳ ପୂଜା ହବନ,ଆରତୀ,ପୁଷ୍ପାଞ୍ଜଳି, ପ୍ରଦକ୍ଷୀନ ସହ ଦିନ ତମାମ ଜଗନ୍ନାଥଙ୍କ ମନ୍ଦିର ରେ ଚାରିଦ୍ଵାରରେ ବେଦ ପରାୟଣ ସହ ନାମ ସଂକୀର୍ତ୍ତନ କରାଯାଇଛି ।ଭକ୍ତ ଶ୍ରଦ୍ଧାଳୁ ନିମନ୍ତେ ଅନ୍ନ ପ୍ରସାଦ ସେବନ ବ୍ୟବସ୍ଥା କରା ଯାଇଅଛି ।କାର୍ଯ୍ୟକ୍ରମରେ ବିଡ଼ିଓ ଜର୍ଜ ଡୁଙ୍ଗୁ ଡୁଙ୍ଗୁ,ସହକାରୀ ଯନ୍ତ୍ରୀ ସୁଭସ୍ମିତା ନାଥ,ଯନ୍ତ୍ରୀ ରବିନାରାୟଣ ଲେଙ୍କା, ସନ୍ତୋଷି ସାହୁ,ଅଧ୍ୟକ୍ଷା ଅନୀମା କହଁର,ଉପାଧ୍ୟକ୍ଷ ଅମିତ୍ କୁମାର୍ ଦିଗାଲ ସମେତ ସମସ୍ତ ସରପଞ୍ଚ ଉପସ୍ଥିତ ଥିଲେ ।
มุมมอง: 57

วีดีโอ

Romantic love story #youtube cute story # latest song# latest viral video #Bidura Behera
มุมมอง 185ปีที่แล้ว
Romantic love story #youtube cute story # latest song# latest viral video #Bidura Behera
Elina samant Roy in Khajuripada #youtube #opera#rajanandini
มุมมอง 337ปีที่แล้ว
Khajuripada coming odia heroine Elina samant Roy in opera raj nandini
ଛତୁର ଦର ମୋଟନ ଦର ସହ ସମାନ।। Reasons of Mushrooms ।।Varients of Mushrooms ।।
มุมมอง 341ปีที่แล้ว
"Embark on a fungal journey with us as we explore the mesmerizing world of mushrooms and their diverse varieties. From the enchanting magic of forest fungi to the culinary delights of gourmet mushrooms, join us in unraveling the secrets hidden beneath the forest canopy. 🍄✨ #MushroomMagic #FungiFascination #NatureNurtures"#mushroom #nature #youtube #india #odisha
77th Independence Day Celebration by|Maa Esta Devi Yuva Kala Parishad| Balaskumpa|2023
มุมมอง 346ปีที่แล้ว
#india #indian #bharat #independenceday #vandemataram #youtube #youtubeshorts #77independenceday
The entire city of Phulbani is full of rain water.
มุมมอง 168ปีที่แล้ว
Due to heavy rains in Phulbani city, the canal has been jammed and the road has been flooded with garbage and water has flowed like a river.
ରଥ ଯାତ୍ରା #bhajan #hareramaharekrishna #ଜଗନ୍ନାଥ ଭଜନ#phulbani #Khajuripada #kandhamal #india
มุมมอง 264ปีที่แล้ว
ତା ୨୦/୦୬/୨୦୨୩ ରି ମଙ୍ଗଳ ବାର ଦିନ ପାଳିତ ହୋଇଛି ବିଶ୍ଵର ବଡ ଯାତ୍ରା ରଥ ଯାତ୍ରା। ଜଗତର ନାଥ ଜଗନ୍ନାଥ ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମନ୍ଦିର ଭିତରୁ ରଥ କୁ ଆସି ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ।ମହାପ୍ରଭୁ ଶ୍ରୀମନ୍ଦିର ରତନ ବେଦିରୁ ଓହ୍ଲାଇ ଆସି ରଥ ରେ ବସି ଭକ୍ତ ଙ୍କୁ ଦର୍ଶନ ଦେବା ପରେ ରଥରେ ଶ୍ରୀ ଗୁଣ୍ଡିଚା ଯାତ୍ରା କରିଛନ୍ତି ।ମନ୍ଦିର ପରିଚାଳନା କମିଟି ପକ୍ଷରୁ ରୀତି ନୀତି ଅନୁସାରେ ଶ୍ରୀ ଜୀଉ ଙ୍କ ପୂଜା ଅର୍ଚ୍ଚନା କରି ମହା ପ୍ରଭୁ ସମେତ , ଭଳଭଦ୍ର,ଦେବୀ ସୁଭଦ୍ରାଙ୍କୁ ପହଣ୍...
Bidura Behera YouTube channel intro
มุมมอง 52ปีที่แล้ว
copyright claim
ଦୂତି ମେଣ୍ଡି ସମ୍ବେପଦର ବାବା ସୋମନାଥ ମନ୍ଦିରର ରତ୍ନ ମୁଦ ଦୁଇ ଦିନିଆ ଉତ୍ସଵର୍ କିଛି ମନୋରମ ଦୃଶ୍ୟ ।
มุมมอง 127ปีที่แล้ว
ବାବା ସୋମନାଥ ମନ୍ଦିରରେ ରତ୍ନମୁଦ ପଡ଼ିଲା । ଖଜୁରୀପଡ଼ା ବ୍ଲକ ଠାରୁ ୩ କିମି ଦୂରତା ରେ ଥିବା ଦୂତିମେଣ୍ଡି ସମ୍ବେପଦର ଗ୍ରାମରେ ବହୁ ଅନାଦି କାଳରୁ ସ୍ଥାପିତ ହୋଇ ପୂଜା ପାଉଥିବା ବାବା ସୋମନାଥ ମନ୍ଦିର ରେ ରତ୍ନମୁଦ ପଡ଼ିବା ପାଇଁ ଦୁଇ ଦିନ ଧରି ଉତ୍ସବ ଆୟୋଜିତ କରାଯାଇଥିଲା ।ଏହି ଶୈବ ପୀଠ ଅତି ପୁରାତନ ଥିଲେ ମଧ୍ୟ ଏଥି ପ୍ରତି କାହାର ନଜର ନ ଥିଲା ତେଣୁ ଜରାଜୀର୍ଣ୍ଣ ଅବସ୍ଥାରେ ମନ୍ଦିର ରେ ଶିବ ଠାକୁର ପୂଜା ପାଉଥିଲେ ।ସ୍ଥାନୀୟ ବାସିନ୍ଦା ଏବଂ ଲୋକ ପ୍ରତିନିଧି ମାନଙ୍କ ପ୍ରଚେଷ୍ଟା...
5 ଟି ମୁଖ୍ୟ ଶାସନ ସଚିବ ଭି .କେ ପାଣ୍ଡିଆନ ଙ୍କ ମାଁ ବରାଳ ଦେବୀ ମନ୍ଦିର ପରିଦର୍ଶନ ସମୟର କିଛି ମୋନରମ ଦୃଶ୍ୟ ।
มุมมอง 1.2Kปีที่แล้ว
ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଗୁଦାରି ଏରଡ୍ରମ ପଡ଼ିଆରେ ଶୁକ୍ରବାର ଦିନ ୪:୦୫ ମିନିଟ୍ ରେ ୫ ଟି ମୂଖ୍ୟ ଶାସନ ସଚିବ ଭି କେ ପାଣ୍ଡିଆନ ଓହ୍ଲାଇବା ପରେ କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ଏବଂ ପ୍ରତ୍ୟକ୍ଷ ଦେବୀ ମାଁ ବରାଳ ଦେବୀ ମନ୍ଦିରକୁ ୪:୨୦ ମିନିଟ୍ ରେ ପହଞ୍ଚି ମାଁ ଦର୍ଶନ କରିବା ପରେ ବହୁ ଅନାଦି କାଳରୁ ଅବସ୍ଥାପିତ ହୋଇ ରହିଥିବା ବାବା ଗୁପ୍ତେଶ୍ୱର ଶିବ ମନ୍ଦିର ଏବଂ ମାଁ ରୁଦ୍ର କାଳୀ ମନ୍ଦିର ଦର୍ଶନ କରିଥିଲେ ।ଏହି ପୁରାତନ ମନ୍ଦିର କୁ ତାରାତାରିଣୀ ଭଳି ମନ୍ଦିର ଭଳି ଅତି ସୌନ୍ଦ...
kalira Bandhan kala chandana opera phulbani
มุมมอง 583ปีที่แล้ว
kalira Bandhan kala chandana opera phulbani
kalira Bandhan kala chandana opera family song
มุมมอง 373ปีที่แล้ว
kalira Bandhan kala chandana opera family song
kalira Bandhan kala chandana opera# siva prasad#
มุมมอง 154ปีที่แล้ว
kalira Bandhan kala chandana opera# siva prasad#
kalira Bandhan kala chandana opera phulbani
มุมมอง 120ปีที่แล้ว
kalira Bandhan kala chandana opera phulbani
kalira Bandhan kala chandana opera
มุมมอง 46ปีที่แล้ว
kalira Bandhan kala chandana opera
Danda nrutya# Nabaguba# jugi jugiyani nacha nabaguba# Kandhamal#
มุมมอง 23Kปีที่แล้ว
Danda nrutya# Nabaguba# jugi jugiyani nacha nabaguba# Kandhamal#
kalira Bandhan kala chandana opera
มุมมอง 520ปีที่แล้ว
kalira Bandhan kala chandana opera
Balaskumpa Astaprahara Nama Jangya|Barala Devi Temple|
มุมมอง 1.4Kปีที่แล้ว
Balaskumpa Astaprahara Nama Jangya|Barala Devi Temple|
Bhangila sansaar jodiba kie # siva Prasad nanda#Balasakumpa opera#Dutimendi opera# Kandhamal opera#
มุมมอง 463ปีที่แล้ว
Bhangila sansaar jodiba kie # siva Prasad nanda#Balasakumpa opera#Dutimendi opera# Kandhamal opera#
Bidura visit in special dipawali celebration in Nua Padara.....#diwali #celebration#festival#jatra
มุมมอง 2322 ปีที่แล้ว
Bidura visit in special dipawali celebration in Nua Padara.....#diwali #celebration#festival#jatra
Sindura Kahuchi Sinthi Ku II Jatra Love Songs II Latest Love Song II Odia Love Song 2022
มุมมอง 9882 ปีที่แล้ว
Sindura Kahuchi Sinthi Ku II Jatra Love Songs II Latest Love Song II Odia Love Song 2022
SUKHA KINA ATHI DUKHA MAGANA II PART-13 II ODIA JATRA II PHULBANI II BALASKUMPA II
มุมมอง 2K2 ปีที่แล้ว
SUKHA KINA ATHI DUKHA MAGANA II PART-13 II ODIA JATRA II PHULBANI II BALASKUMPA II
SUKHA KINA ATHI DUKHA MAGANA II PART-12 II ODIA JATRA II PHULBANI II BALASKUMPA II
มุมมอง 6692 ปีที่แล้ว
SUKHA KINA ATHI DUKHA MAGANA II PART-12 II ODIA JATRA II PHULBANI II BALASKUMPA II
SUKHA KINA ATHI DUKHA MAGANA II PART-11 II ODIA JATRA II PHULBANI II BALASKUMPA II
มุมมอง 1.6K2 ปีที่แล้ว
SUKHA KINA ATHI DUKHA MAGANA II PART-11 II ODIA JATRA II PHULBANI II BALASKUMPA II
SUKHA KINA ATHI DUKHA MAGANA II PART-10 II ODIA JATRA II PHULBANI II BALASKUMPA II
มุมมอง 1.3K2 ปีที่แล้ว
SUKHA KINA ATHI DUKHA MAGANA II PART-10 II ODIA JATRA II PHULBANI II BALASKUMPA II
SUKHA KINA ATHI DUKHA MAGANA II PART-9 II ODIA JATRA II PHULBANI II BALASKUMPA II
มุมมอง 1.2K2 ปีที่แล้ว
SUKHA KINA ATHI DUKHA MAGANA II PART-9 II ODIA JATRA II PHULBANI II BALASKUMPA II
SUKHA KINA ATHI DUKHA MAGANA II PART-8 II ODIA JATRA II PHULBANI II BALASKUMPA II
มุมมอง 2.5K2 ปีที่แล้ว
SUKHA KINA ATHI DUKHA MAGANA II PART-8 II ODIA JATRA II PHULBANI II BALASKUMPA II
SUKHA KINA ATHI DUKHA MAGANA II PART-7 II ODIA JATRA II PHULBANI II BALASKUMPA II
มุมมอง 1.7K2 ปีที่แล้ว
SUKHA KINA ATHI DUKHA MAGANA II PART-7 II ODIA JATRA II PHULBANI II BALASKUMPA II
SUKHA KINA ETHI DUKHA MAGANA II PART-6 II ODIA JATRA II PHULBANI II BALASKUMPA II
มุมมอง 1.2K2 ปีที่แล้ว
SUKHA KINA ETHI DUKHA MAGANA II PART-6 II ODIA JATRA II PHULBANI II BALASKUMPA II

ความคิดเห็น