Js shalom
Js shalom
  • 645
  • 3 434 254
ଯୀଶୁ ହିନ୍ଦୁ ଥିଲେ କି? Was Jesus hindu? ଯୀଶୁ ଭାରତକୁ ଆସିଥିଲେ କି? Did Jesus come to India? kishor digal
ଯୀଶୁ ହିନ୍ଦୁ ଥିଲେ କି? Was Jesus hindu? ଯୀଶୁ ଭାରତକୁ ଆସିଥିଲେ କି? Did Jesus come to India? kishor digal
มุมมอง: 598

วีดีโอ

ଧର୍ମ ମନୁଷ୍ୟକୁ ରକ୍ଷା କରିବ ନା ମନୁଷ୍ୟ ଧର୍ମ କୁ?।Does religion protect the human being? Rev kishor digal
มุมมอง 5K2 ชั่วโมงที่ผ่านมา
ଧର୍ମ ମନୁଷ୍ୟକୁ ରକ୍ଷା କରିବ ନା ମନୁଷ୍ୟ ଧର୍ମ କୁ?।Does religion protect the human being? Rev kishor digal
ସନାତନ କର୍ମ ହିଁ ଧର୍ମ ଚଳଚ୍ଚିତ୍ର ପଛର ରହସ୍ୟ ଖୋଲିଲା। Mystery opens behind Sanatan karma hin dharma।
มุมมอง 1.2K4 ชั่วโมงที่ผ่านมา
ସନାତନ କର୍ମ ହିଁ ଧର୍ମ ଚଳଚ୍ଚିତ୍ର ପଛର ରହସ୍ୟ ଖୋଲିଲା। Mystery opens behind Sanatan karma hin dharma।
ଯୀଶୁଖ୍ରୀଷ୍ଟ 12ବର୍ଷ ରୁ 30ବର୍ଷ କେଉଁଠି ଥିଲେ?। Where was Jesus at his age of 12 to 30?। Niranjan Turuk
มุมมอง 3.9K4 ชั่วโมงที่ผ่านมา
ଯୀଶୁଖ୍ରୀଷ୍ଟ 12ବର୍ଷ ରୁ 30ବର୍ଷ କେଉଁଠି ଥିଲେ?। Where was Jesus at his age of 12 ତୋ 30?। Niranjan Turuk
ଈଶ୍ୱରଙ୍କ ପ୍ରତିଜ୍ଞା। Promise of God। ବାଗଦାନ। Brothment। Rev kishor digal। Js shalom
มุมมอง 1.8K16 ชั่วโมงที่ผ่านมา
ଈଶ୍ୱରଙ୍କ ପ୍ରତିଜ୍ଞା। Promise of God। ବାଗଦାନ। Brothment। Rev kishor digal। Js shalom
ପ୍ରଭୁଙ୍କ ଦାସ ଙ୍କୁ କରନା ହୋଇଥିଲା କି?। Testimony of kishor digal। Rev kishor digal। Js shalom
มุมมอง 1.3K21 ชั่วโมงที่ผ่านมา
ପ୍ରଭୁଙ୍କ ଦାସ ଙ୍କୁ କରନା ହୋଇଥିଲା କି?। Testimony of kishor digal। Rev kishor digal। Js shalom
ଦ୍ରକ୍ଷାରସ ଓ କୁମ୍ପା।Grape wine and pot। ଅଶ୍ଳୀଳ ଗୟକଙ୍କୁ ପ୍ରଭୁଙ୍କ ଗୀତ ଗାଇବାକୁ ଦେବା ଉଚିତ କି?। K.C. digal
มุมมอง 840วันที่ผ่านมา
ଦ୍ରକ୍ଷାରସ ଓ କୁମ୍ପା।Grape wine and pot। ଅଶ୍ଳୀଳ ଗୟକଙ୍କୁ ପ୍ରଭୁଙ୍କ ଗୀତ ଗାଇବାକୁ ଦେବା ଉଚିତ କି?। K.C. digal
ଏଷ୍ଟର ରବିବାର ନା ପୁନଃରୁଥାନ ରବିବାର?।Esther sunday or Resurrection sunday?। Rev Kishor digal। Js shalom
มุมมอง 890วันที่ผ่านมา
ଏଷ୍ଟର ରବିବାର ନା ପୁନଃରୁଥାନ ରବିବାର?।Esther sunday or Resurrection sunday?। Rev Kishor digal। Js shalom
ମନୁଷ୍ୟର ଆୟୁଷ ଏତେ ଏତେ ଅଳ୍ପ କାହିଁକି?। Why is the life of man is so short?।Rev Kishor digal। Js shalom
มุมมอง 3.1K14 วันที่ผ่านมา
ମନୁଷ୍ୟର ଆୟୁଷ ଏତେ ଏତେ ଅଳ୍ପ କାହିଁକି?। Why is the life of man is so short?।Rev Kishor digal। Js shalom
ବାଇବଲ ର ଭବିଷ୍ୟତ ବାଣୀ। Foretell of bible। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ। War between Israel and Iran।
มุมมอง 64414 วันที่ผ่านมา
ବାଇବଲ ର ଭବିଷ୍ୟତ ବାଣୀ। Foretell of bible। ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ। War between Israel and Iran।
ଈଶ୍ୱରଙ୍କ ଦୟା ଓ କଠୋରତା କଣ?। What is God's mercy and curelty?।ଓଡିଶା କୁ ସୁସମାଚାର ଆସିବାର କେତେ ବର୍ଷ ହେଲା?
มุมมอง 525หลายเดือนก่อน
ଈଶ୍ୱରଙ୍କ ଦୟା ଓ କଠୋରତା କଣ?। What is God's mercy and curelty?।ଓଡିଶା କୁ ସୁସମାଚାର ଆସିବାର କେତେ ବର୍ଷ ହେଲା?
ଦୁଇ ପୁଅ କାହାଣୀ ର ଆଉ ଏକ ପାର୍ଶ୍ୱ।Other side of two sons story।The lost son। Rev kishor digal।Js shalom
มุมมอง 2.6Kหลายเดือนก่อน
ଦୁଇ ପୁଅ କାହାଣୀ ର ଆଉ ଏକ ପାର୍ଶ୍ୱ।Other side of two sons story।The lost son। Rev kishor digal।Js shalom
ଅପବ୍ୟୟି ପୁତ୍ର କାହାଣୀର ରହସ୍ୟ। Mystery of story of lost son, p1। Rev kishor digal। Js shalom
มุมมอง 8Kหลายเดือนก่อน
ଅପବ୍ୟୟି ପୁତ୍ର କାହାଣୀର ରହସ୍ୟ। Mystery of story of lost son, p1। Rev kishor digal। Js shalom
ଯୀଶୁଙ୍କୁ ଲକ୍ଷ କରି। Aiming to Jesus।Rev kishor digal kishor digal odia message।Odia message।Js shalom
มุมมอง 2.7Kหลายเดือนก่อน
ଯୀଶୁଙ୍କୁ ଲକ୍ଷ କରି। Aiming to Jesus।Rev kishor digal kishor digal odia message।Odia message।Js shalom
ଇଶ୍ୱର କଣ ଇଛା କରନ୍ତି?। What does God desire?। ପରିତ୍ରାଣ । Salvation। Rev kishor digal। Js shalom
มุมมอง 1Kหลายเดือนก่อน
ଇଶ୍ୱର କଣ ଇଛା କରନ୍ତି?। What does God desire?। ପରିତ୍ରାଣ । Salvation। Rev kishor digal। Js shalom
ଯୀଶୁଙ୍କର ମୃତ୍ୟୁର ଦିନକୁ ଶୁଭ ଶୁକ୍ରବାର କୁହାଯାଏ କାହିଁକି?। Why is Jesus's death day called good fri day?
มุมมอง 536หลายเดือนก่อน
ଯୀଶୁଙ୍କର ମୃତ୍ୟୁର ଦିନକୁ ଶୁଭ ଶୁକ୍ରବାର କୁହାଯାଏ କାହିଁକି?। Why is Jesus's death day called good fri day?
ଓଁ କାର ଶବ୍ଦ କୁ ନେଇ ବିବାଦ। A dispute on omkaar। Rev kishor digal। Js shalom
มุมมอง 2.8Kหลายเดือนก่อน
ଓଁ କାର ଶବ୍ଦ କୁ ନେଇ ବିବାଦ। A dispute on omkaar। Rev kishor digal। Js shalom
ଚୀର ସ୍ମରଣୀୟ କିଶୋର। Dunia me sachi khusi nehi। Kishor digal hindi song। Rev kishor digal। Js shalom
มุมมอง 1Kหลายเดือนก่อน
ଚୀର ସ୍ମରଣୀୟ କିଶୋର। Dunia me sachi khusi nehi। Kishor digal hindi song। Rev kishor digal। Js shalom
ତୁମ ବାକ୍ୟ ହିଁ ଚାହେଁ। Tuma bakya hin chahen। Kishor digal song। Rev kishor digal। Js shalom
มุมมอง 780หลายเดือนก่อน
ତୁମ ବାକ୍ୟ ହିଁ ଚାହେଁ। Tuma bakya hin chahen। Kishor digal song। Rev kishor digal। Js shalom
କିଏ ନମସ୍କାର ପାଇବା ଯୋଗ୍ୟ?। Who is capable to get regards?। ନମସ୍କାର ଅର୍ଥ କଣ?। What is regard mean?
มุมมอง 618หลายเดือนก่อน
କିଏ ନମସ୍କାର ପାଇବା ଯୋଗ୍ୟ?। Who is capable to get regards?। ନମସ୍କାର ଅର୍ଥ କଣ?। What is regard mean?
ତିନୋଟି କୃଷର ସ୍ୱର। Voice of three cross। ଶୁକ୍ରବାର ଶୁଭ କାହିଁକି?।Why is friday good?।Rev kishor digal
มุมมอง 1.1Kหลายเดือนก่อน
ତିନୋଟି କୃଷର ସ୍ୱର। Voice of three cross। ଶୁକ୍ରବାର ଶୁଭ କାହିଁକି?।Why is friday good?।Rev kishor digal
ଯୀଶୁଙ୍କ ଜନ୍ମ ତାରିଖ ବାଇବଲରେ ଲେଖାନାହିଁ?। ଜଣେ ଲୋକର ଜନ୍ମର ଉଦ୍ଦେଶ୍ୟ କଣ?। Rev kishor digal। Js shalom
มุมมอง 1.6Kหลายเดือนก่อน
ଯୀଶୁଙ୍କ ଜନ୍ମ ତାରି ବାଇବଲରେ ଲେଖାନାହିଁ?। ଜଣେ ଲୋକର ଜନ୍ମର ଉଦ୍ଦେଶ୍ୟ କଣ?। Rev kishor digal। Js shalom
ପ୍ରଭୁ ଯୀଶୁଙ୍କ ଜନ୍ମର ପ୍ରକୃତ ଉଦ୍ଦେଶ୍ୟ କଣ?। What is the real cause of Jesus's birth?। Rev kishor digal
มุมมอง 1.6Kหลายเดือนก่อน
ପ୍ରଭୁ ଯୀଶୁଙ୍କ ଜନ୍ମର ପ୍ରକୃତ ଉଦ୍ଦେଶ୍ୟ କଣ?। What is the real cause of Jesus's birth?। Rev kishor digal
ସ୍ଵର୍ଗରେ ବିବାହ ଅଛି କି?। Is there marriage in heaven? ପ୍ରକୃତରେ ବିଜାତୀୟ କିଏ?।Who is the real foreigner
มุมมอง 687หลายเดือนก่อน
ସ୍ଵର୍ଗରେ ବିବାହ ଅଛି କି?। Is there marriage in heaven? ପ୍ରକୃତରେ ବିଜାତୀୟ କିଏ?।Who is the real foreigner
ଯୁବମାନଙ୍କୁ ଦଶଟି ମୂଲ୍ୟବାନ ଉପଦେଶ।Ten worthy advice to the youth ।Ten rules to the youth। Kishor digal
มุมมอง 4.6Kหลายเดือนก่อน
ଯୁବମାନଙ୍କୁ ଦଶଟି ମୂଲ୍ୟବାନ ଉପଦେଶ।Ten worthy advice to the youth ।Ten rules to the youth। Kishor digal
ସ୍ରଷ୍ଟା ବଦଳରେ ସୃଷ୍ଟି କୁ ପୂଜା। Worship creatures instead of creator। Rev kishor digal। Js shalom
มุมมอง 1.2Kหลายเดือนก่อน
ସ୍ରଷ୍ଟା ବଦଳରେ ସୃଷ୍ଟି କୁ ପୂଜା। Worship creatures instead of creator। Rev kishor digal। Js shalom
ରାତିରେ ନିଦ ହେଉନି କି?।Is there no sleepy at night? ମନ ଉଦବିଗ୍ନ ହେଉଛି କି?। Rev kishor digal। Js shalom
มุมมอง 3.7Kหลายเดือนก่อน
ରାତିରେ ନିଦ ହେଉନି କି?।Is there no sleepy at night? ମନ ଉଦବିଗ୍ନ ହେଉଛି କି?। Rev kishor digal। Js shalom
ମନୁଷ୍ୟର ମନ ଓ ହୃଦୟ ଉଦବିଗ୍ନ ହୁଏ କାହିଁକି?। Why do the man's mind and heatt become sad? Kishor digal
มุมมอง 2.9Kหลายเดือนก่อน
ମନୁଷ୍ୟର ମନ ଓ ହୃଦୟ ଉଦବିଗ୍ନ ହୁଏ କାହିଁକି?। Why do the man's mind and heatt become sad? Kishor digal
ଜୀବନ ବିଷୟରେ କଣ କହିଥିଲେ କିଶୋର ଦିଗାଲ?What did Kishor digal say about life? kishor digal। Js shalom
มุมมอง 1.1Kหลายเดือนก่อน
ଜୀବନ ବିଷୟରେ କଣ କହିଥିଲେ କିଶୋର ଦିଗାଲ?What did Kishor digal say about life? kishor digal। Js shalom
ଇଶ୍ୱର କେଉଁଠି ରୁହନ୍ତି?।Where does the God live?। Odia christian message। Rev kishor digal। Js shalom
มุมมอง 2.4Kหลายเดือนก่อน
ଇଶ୍ୱର କେଉଁଠି ରୁହନ୍ତି?।Where does the God live?। Odia christian message। Rev kishor digal। Js shalom

ความคิดเห็น

  • @issakpradhan9443
    @issakpradhan9443 4 ชั่วโมงที่ผ่านมา

    🙏🙏🙏🙏

  • @nalineepravaray420
    @nalineepravaray420 6 ชั่วโมงที่ผ่านมา

    ପୌରୁଷ magazine ଡ଼ିସେମ୍ବର 2014

  • @GuliMajhi-t8k
    @GuliMajhi-t8k 7 ชั่วโมงที่ผ่านมา

    ତୁମେ ମାନେ କଣ ହିନ୍ଦୁ ଦେବତା କୁ ପୂଜା କରୁନ ଆଉ ଭାଷଣ ମାରୁଛ

  • @nalineepravaray420
    @nalineepravaray420 7 ชั่วโมงที่ผ่านมา

    ଓଡିଶା ସେତେବେଳେ ଖୁଵ ପ୍ରସିଦ୍ଧ ଥିଲା ଏହା କାହାକୁ ଅଜଣା ନାହିଁ ଏବ କାର ମନ୍ଦିର ପୂର୍ବରୁ ଗୋଟେ ଛୋଟ ମନ୍ଦିର ଥିଲା ମୁଁ ଯାହା ଲେଖୁଛି ତାହା ପ୍ରାମାଣିକ ଗ୍ରନ୍ଥରୁ ଉଦ୍ଧାର କରାଯାଇନାହିଁ ଏଇ ଗ୍ରନ୍ଥ ର ନାମ ଦି ଆକ୍ୱାରିଆନ ଗସ୍ପେଲ ଅଫ ଜିଶସ ଦି କ୍ରାଇଷ୍ଟ ପୁସ୍ତକ ର ଯେଉଁ ଅଂଶ ରେ ଭାରତ ଆସିବା କଥା ଲେଖା ଅଛି ସେ ଅଂଶର ନାମ ଲାଇଫ ଏଣ୍ଡ ୱର୍କ୍ସ ଅଫ ଜିଶସ ଇନ ଇଣ୍ଡିଆ ଏଥିରେ ଯୀଶୁ ପୁରୀ ରେ ରହି ବେଦ ଅଧ୍ୟୟନ କରିଥିବା ବାରାଣା ସୀ ରେ ଆୟୁର୍ବେଦ ଜ୍ଞାନ ଗ୍ରହଣ କରିଥିବା କଥା ଲେଖାଅଛି ଏହା ପୂର୍ବରୁ ଋଷିଆ ର ବିଦ୍ୱାନ 20:33 ଯୀଶୁ ଙ୍କ ଆଗମନ ଲଦାଖର ଏକ ବୌଦ୍ଧ ମଠ ର ଦୁଇ ଦସ୍ତା ବେଜ ଦେଖି ଲେଖିଥିବା ର ଦାବି କରିଥିଲେ ଜର୍ମାନୀ ଇତିହାସ କାର ହୋଲଗର କେର୍ସଟନ ଙ୍କ ମତରେ 28ଟି ଦସ୍ତାବିଜ଼ ଯୀଶୁ ଭାରତ ର କାଶ୍ମୀର ଅଂଚଳକୁ ଆସିଥିବାର ସୂଚନା ଦିଅନ୍ତି ଋଷିୟ ବିଦ୍ୱାନ ନିକୋଲାଈ ନୋଟଭୀଚ ଗୋଟିଏ ଦସ୍ତାବିଜ଼ ର ନାମ ଈଶା ସ୍କ୍ରୋଲସ ଵା ହେମିସ ସ୍କ୍ରୋଲସ ଥିଲା ବୋଲି ଦାବି କରିଥିଲେ ମ୍ୟାର୍କ ମ୍ୟାସନ ଙ୍କ ଲିଖିତ In search of a living God ପୁସ୍ତକ ରେ ଯୀଶୁ ଙ୍କ ଆଗମନ ବିଷୟରେ ଆଭାସ ମିଳେ କାଳେ ଅନେକ ଇତିହାସ କାର ମାନନ୍ତି ଯୀଶୁ କ୍ରୁ ଶ ବିଦ୍ଧ ଅବସ୍ଥାରେ ମରି ନ ଥିଲେ ସେ ତା ପରେ କାଶ୍ମୀର ଆସିଥିଲେ 80 ବର୍ଷ ପର୍ଯ୍ୟନ୍ତ ବଂଚିଥିଲେ ପୁରୀ ମନ୍ଦିର ଦସ୍ତାବେଜ଼ ରେ କାଳେ ଯୀଶୁ ଙ୍କ ଆଗମନ ବିଷୟରେ ଲେଖା ଅଛି ମୁଁ ଜଗନ୍ନାଥ ସଂସ୍କୃତି ବିଷୟକ ପୁସ୍ତକ ପଢିଲାବେଳେ ସାମାନ୍ୟ ସୂଚନା ଗୋଟିଏ ପୁସ୍ତକରେ ପାଇଥିଲି ଯା ବି ହେଉ ନେତାଜୀ ଙ୍କ ରହସ୍ୟ ମୟ ମୃତ୍ୟୁ ଯେପରି ଆଜି ବି ଏକ ରହସ୍ୟ ଗୁମନି ବାବା ଙ୍କ ନାମ ବି ଉଠେ ଯେ ସେ ନେତାଜୀ ସେମିତି ଏ ରହସ୍ୟ ତେବେ ଯୀଶୁଙ୍କ ବାଣୀ ରେ ଭାରତୀୟ ଦର୍ଶନ ପ୍ରଭାବ ମୁଁ ଅନୁଭବ କରେ କ୍ଷମା କରିବେ ଯୀଶୁ ଭକ୍ତ ଏସବୁ ମୁଁ ପୌରୁଷ magazine ର ଗୋଟେ article ରୁ ପଢ଼ିଥିଲି ମାତ୍ର ମୁଁ ଖୁସି ନୁହେଁଁ କାରଣ Life and works of Jesus in India ରେ ଯୀଶୁ ଙ୍କ ଗୁଣ ଗାନ କରାଯାଇଛି ହିନ୍ଦୁ ସମାଜକୁ ସମାଲୋଚନା କରାଯାଇଛି ଯେମିତି ଆଜି ଚାଲିଛି ସମ୍ଭବତଃ ଲେଖକ ଲେଭି ଏଚ ଡଉଲିଙ୍ଗ ଜଣେ ଖ୍ରୀଷ୍ଟିଆନ ଥିଲେ

  • @Pkkumar2017-z2h
    @Pkkumar2017-z2h 13 ชั่วโมงที่ผ่านมา

    ୧୫ ଲକ୍ଷରୁ ଅଧିକ videshi ଖ୍ରୀଷ୍ଟିଆନ ମହାକୁମ୍ଭକୁ ଆସି ଗଙ୍ଗାରେ ସ୍ନାନ କରି ଘରକୁ ଫେରି ସାରିଛନ୍ତି। ସେମାନେ ସନାତନ ଧର୍ମର ଶକ୍ତିକୁ ଜାଣିଛନ୍ତି। ସେମାନେ ଜାଣିଛନ୍ତି ଯେ ବିଶ୍ୱରେ କେବଳ ଗୋଟିଏ ଧର୍ମ ଅଛି ତାହା ହେଉଛି ସନାତନ ଧର୍ମ ତୁମେ ହିନ୍ଦୁ ହୋଇ ନିଜ ଧର୍ମ ଛାଡି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରଛ ଏହା ହିଁ ତୁମର ସ୍ଥିତି। 0:02 0:02

  • @KulamaniHikaka-gl5cv
    @KulamaniHikaka-gl5cv 13 ชั่วโมงที่ผ่านมา

    Praise the lord sir ❤

  • @AswasiniDalabehera
    @AswasiniDalabehera 15 ชั่วโมงที่ผ่านมา

    I miss you,kc digal sir,I remember to your masage.❤❤❤❤❤❤

  • @nalineepravaray420
    @nalineepravaray420 16 ชั่วโมงที่ผ่านมา

    ଏଇ ଧର୍ମ ପ୍ରଚାରକ ଏଵେ ଇହ ଜଗତ ରେ ନାହାନ୍ତି ତାଙ୍କ video ରେ ସ୍ବର୍ଗତ କିଶୋର କୁମାର ଦିଗଲ ଦର୍ଶା ଯାଉ ନଚେତ ତାଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ମୃତ୍ୟୁ ପରେ ବି ସମା ଲୋଚିତ ହେବେ ଈଶ୍ୱର ତାଙ୍କ ଆତ୍ମାକୁ ସଦଗତି ପ୍ରଦାନ କରନ୍ତୁ 🙏🏻

  • @hananiyadesinayak2749
    @hananiyadesinayak2749 16 ชั่วโมงที่ผ่านมา

    Really sir, missing you.exact fact, authentics msg, Truth for the today's society ❤

  • @SGMusicGoura
    @SGMusicGoura 16 ชั่วโมงที่ผ่านมา

    Hindu kebe Michha nuheni Cristiano loka mane gote sanstha khalichhanti Jeun mane ki jobardosti Cristiano heba ku kahuchhanti labha dekhaiki asali Hindu mananku Kia change Kari paribe nahi karana Hindu nku swayam bhagawan tiari karichhanti

  • @mohanbesravlog6777
    @mohanbesravlog6777 19 ชั่วโมงที่ผ่านมา

    ସାର ବ୍ରାହ୍ମଣ ମାନଙ୍କ ଛୁଆଁ ଅଛୁଆଁ ଭେଦଭାବ ବିଷୟରେ ଆଲୋଚନା କରନ୍ତି। ଓଡ଼ିଶା ରେ ତ ବ୍ରାହ୍ମଣ ମାନେ ନଥିଲେ।କେତେକ ବ୍ରାହ୍ମଣ ମାନେ ଲିଙ୍ଗରାଜ ମନ୍ଦିର ଆଉ ଜଗନ୍ନାଥ ମନ୍ଦିର ନିର୍ମାଣ ଯୋଗୁ ବ୍ରାହ୍ମଣ ମାନେ ବିଦେଶ ରୁ ଆସି ଓଡ଼ିଶା ରେ ନିଜର ରାଜ ଚଲେଇ ଛନ୍ତି ସେ ବିଷୟରେ ବି ଆଲୋଚନା କରି ବେ।

  • @jairashgomango7570
    @jairashgomango7570 20 ชั่วโมงที่ผ่านมา

    Sir I really miss your voice and your message.when I hear your voice I think you are alive today.praise the Lord

  • @sumitaranisuna3818
    @sumitaranisuna3818 21 ชั่วโมงที่ผ่านมา

    Prease the lord ✝️🛐🛐🛐

  • @BalindraNayak-e3i
    @BalindraNayak-e3i 21 ชั่วโมงที่ผ่านมา

    Thank god .good massage......Plz film Ben Karajau......

  • @bikashkumarnag1222
    @bikashkumarnag1222 21 ชั่วโมงที่ผ่านมา

    Praise the Lord 🙏 miss you Sir.

  • @nalineepravaray420
    @nalineepravaray420 22 ชั่วโมงที่ผ่านมา

    Sir ସତ କହିଲେ ସେଇ ପବନ ଚାଷ ଚାଲିଛି ସେଇ ପବନ ଧ୍ରୁବ ଆଉ ସବୁ ମିଛ ନାମ ରୂପ ସଂଜ୍ଞା Sir ସବୁ ଧର୍ମ ର ଇତିହାସ ଅଛି କିନ୍ତୁ ମୂଳରୁ ସବୁ ପ୍ରାକୃତ ଥିଲା ଆଉ ଗୋଟେ କଥା ହିନ୍ଦୁ ଧର୍ମାବଲମ୍ବୀ ଙ୍କ ଉପରେ ହୋଇଥିବା ଅତ୍ୟାଚାର ର କାହାଣୀ ଆପଣଙ୍କୁ ଜଣା ନାହିଁ? ନା ଜାଣି ଅଜଣା ହେଉଛନ୍ତି?. ଆପଣ ହିନ୍ଦୁ ମାନଙ୍କୁ ନିନ୍ଦା କଲାବେଳେ ଶତ ଜିହ୍ବ ପ୍ରତିଶୋଧ ନିଅ ନାହିଁ ଅଶାନ୍ତି କର ନାହିଁ ହେଲେ sir ଆପଣଙ୍କର ନା ନମ୍ରତା ଅଛି ନା ଆତ୍ମିକ ସମଦର୍ଶିତା ଆଜିର ବାତାବରଣ ସମନ୍ୱୟ ଚାହେଁଁ ସେଥିପାଇଁ ନିଜକୁ ପ୍ରସ୍ତୁତ କରନ୍ତୁ ପାଶ୍ଚାତ୍ୟ ଦେଶ ମାନଙ୍କରେ ଶିକ୍ଷିତ ଯୁବା ବର୍ଗ ଖ୍ରୀଷ୍ଟ ଧର୍ମ ପରିତ୍ୟାଗ କରୁଛନ୍ତି ଏହାର ପରିମାଣ ଆଗଜୁ ଆହୁରି ବଢିବ ଆପଣ ମାନେ ଏହାକୁ ରୋକିବାକୁ ଅସମର୍ଥ ହେବେ ଆପଣ ନିଜ କଥାରୁ ଜାଣୁଥୁବେ ସୈତାନ କେମିତି ଛଦ୍ମ ବେଶରେ ଆପଣଙ୍କୁ କଟୂ ଏବଂ ବଡ଼ିମା ପୂର୍ଣ୍ଣ କଥା କୁହାଉଛି ସେମିତି ଅନ୍ୟ ମାନଙ୍କ ଅବସ୍ଥା ବୋଲି ବୁଝନ୍ତୁ ସବୁ ଧର୍ମ ବିପଦରେ ଆପଣ ନିଜେ ତାର ଜୀବନ୍ତ ପ୍ରମାଣ

  • @suryamanibhatra7949
    @suryamanibhatra7949 23 ชั่วโมงที่ผ่านมา

    Yes Amen

  • @bhagatpanaka1812
    @bhagatpanaka1812 23 ชั่วโมงที่ผ่านมา

    Ameen sir ❤❤❤

  • @Suroj-q2q
    @Suroj-q2q 23 ชั่วโมงที่ผ่านมา

    Praise the lord sir 🙏

  • @BalindraNayak-e3i
    @BalindraNayak-e3i 23 ชั่วโมงที่ผ่านมา

    Praise the lord.thank u sir.god bless u and ur family .good massage.....

  • @sumitra-eu8rx
    @sumitra-eu8rx วันที่ผ่านมา

    Bohut bholo laguchhi aponanko sikhhya

  • @agastibag9687
    @agastibag9687 วันที่ผ่านมา

    Very very very good My brother.

  • @agastibag9687
    @agastibag9687 วันที่ผ่านมา

    Lord bless you and your family and ministry 🙏

  • @Pkkumar2017-z2h
    @Pkkumar2017-z2h วันที่ผ่านมา

    ଭାଇ, ତୁମର ୨୦୦୦ ବର୍ଷର ଇତିହାସ ଅଛି ଏବଂ ତୁମେ ଏଠାରେ ଜ୍ଞାନ ପ୍ରଚାର କରୁଛ। ୨୦୦୦ ବର୍ଷ ପୂର୍ବେ ବିଶ୍ୱରେ କେଉଁ ଧର୍ମ ପ୍ରଚଳିତ ଥିଲା? ତୁମର ୨୦୦୦ ବର୍ଷରୁ ଅଧିକ ପୁରୁଣା ଇତିହାସ ଅଛି। ଯୀଶୁ କିଏ ଥିଲେ? ବାଇବଲରେ ଲେଖା ଅଛି ଯେ ଯୀଶୁ ଈଶ୍ୱରଙ୍କ ପୁତ୍ର, ତେବେ ଈଶ୍ୱର କିଏ? ଯୀଶୁ କାହାକୁ ପୂଜା କରୁଥିଲେ? ୨୦୦୦ ବର୍ଷ ପୂର୍ବେ ବିଶ୍ୱରେ ଲୋକମାନେ କାହାକୁ ବିଶ୍ୱାସ କରୁଥିଲେ। କେଉଁ ଧର୍ମ ପ୍ରଚଳିତ ଥିଲା? ବିଶ୍ୱରେ କେବଳ ଗୋଟିଏ ଧର୍ମ ଅଛି। ସନାତନ ଧର୍ମ ପ୍ରଚଳିତ ଥିଲା ଏବଂ ବିଶ୍ୱ ଶେଷ ହେବ। ସନାତନ ଧର୍ମ ଠିକ୍।

  • @Pkkumar2017-z2h
    @Pkkumar2017-z2h วันที่ผ่านมา

    ତୁମେ କ’ଣ କରୁଛ ଜାଣ? ତୁମେ ଭୋକିଲା ଲୋକଙ୍କୁ ଖାଇବାକୁ ଦିଅ। ତୁମେ ଗୋଟିଏ ହାତରେ ଖାଦ୍ୟ ରାନ୍ଧ ଏବଂ ଅନ୍ୟ ହାତରେ ବାଇବଲ ପଢ଼। ଏହା ତୁମର ଧର୍ମ। ତୁମେ ଅସହାୟତାର ସୁଯୋଗ ନେଉଛ। ଗରିବ ଆଦିବାସୀ ଲୋକଙ୍କୁ ଧର୍ମାନ୍ତରୀକରଣ କରିବା ତୁମ ପାଇଁ ବହୁତ ସହଜ। ତୁମର ଖ୍ରୀଷ୍ଟିଆନ ଧର୍ମ ଏହା ଶିଖାଏ।

    • @SureshMj-y4x
      @SureshMj-y4x 21 ชั่วโมงที่ผ่านมา

      ତମେ ବି କର ମନା କଲା କିଏ?? 🙂🙃👍

    • @AnjelinaSanmajhi
      @AnjelinaSanmajhi 13 ชั่วโมงที่ผ่านมา

      Bhai bhakila lakanku khaiba nadei kn daninku khaiba debu

  • @youtubestar.aditya
    @youtubestar.aditya วันที่ผ่านมา

    Amen

  • @Pkkumar2017-z2h
    @Pkkumar2017-z2h วันที่ผ่านมา

    ଆମେରିକା, ଇଟାଲୀ, ଅଷ୍ଟ୍ରେଲିଆ, ଏପରି ଅନେକ ଦେଶ ଅଛି ଯେଉଁଠାରେ ଖ୍ରୀଷ୍ଟିଆନିଟ ru bahare ସମସ୍ତେ ସନାତନ ହିନ୍ଦୁ ଧର୍ମକୁ ଫେରି ଆସୁଛନ୍ତି। ଏବେ ମଧ୍ୟ କଠୋର ମୁସଲିମ ଦେଶ ଦୁବାଇରେ, ସ୍କୁଲରେ ଭାଗବତ ଗୀତା ପଢ଼ାଯାଏ ଏବଂ ଆପଣ ସେଠାରେ ଜ୍ଞାନ ଅଧ୍ୟୟନ କରନ୍ତି। ଆପଣଙ୍କର ଇତିହାସ କେତେ ପୁରୁଣା? ସର୍ବାଧିକ 2000 ବର୍ଷ ଏବଂ ସନାତନ ଧର୍ମ କେତେ ପୁରୁଣା? ଆମର 7000 ବର୍ଷର ଇତିହାସ ଅଛି ଏବଂ ଆପଣ ମାତ୍ର 2000 ବର୍ଷ ଆସି ଜ୍ଞାନ ପ୍ରସାର କରୁଛନ୍ତି।

  • @Pkkumar2017-z2h
    @Pkkumar2017-z2h วันที่ผ่านมา

    😂😂😂😂

  • @laxmanbagh4704
    @laxmanbagh4704 วันที่ผ่านมา

    Aji Sri Rahi thante jababa Sundara. Bhabare kahi. Thante. Miss you sir

  • @kishorekandhapan694
    @kishorekandhapan694 วันที่ผ่านมา

    ଅନ୍ୟ ଧର୍ମ ଗୁଡିକରେ ଏମିତି ପ୍ରଚାରକ ମାନେ ନାହାନ୍ତି ସେଥିପାଇଁ ଉଚିତ ଶିକ୍ଷା ପାଇପାରୁ ନାହାନ୍ତି l

  • @minatitandi9776
    @minatitandi9776 วันที่ผ่านมา

    Bhai ae recod tapi papi pakhare panchiba darkar

  • @crazyboysri687
    @crazyboysri687 วันที่ผ่านมา

    1:02 ଆମେ ହିନ୍ଦୁ ମାନେ ଯୀଶୁଙ୍କୁ ଗ୍ରହଣ କରିବା ପାଇଁ ରାଜି ଅଛୁ କିନ୍ତୁ ପ୍ରଥମେ ଖ୍ରୀଷ୍ଟିୟାନ ମାନେ ତାଙ୍କ religion(ଧର୍ମ) ରେ ହିନ୍ଦୁ ବୋଲି ଲେଖନ୍ତୁ।

  • @biprabhatra779
    @biprabhatra779 วันที่ผ่านมา

    Amen sir i miss u. I fill really god in the name of jesus

  • @laxmanasabar2091
    @laxmanasabar2091 วันที่ผ่านมา

    We miss you sir

  • @samadukhila5863
    @samadukhila5863 วันที่ผ่านมา

    Ameen ❤❤❤❤❤❤❤🎉🎉🎉🎉🎉🎉

  • @giricharan8484
    @giricharan8484 วันที่ผ่านมา

    ଯୋଉଟା କହୁଛ କୁହ... ତୁମର bible ଅନୁସାରେ ଚତୁର୍ଥ ଦିବସରେ ସୂର୍ଯ୍ୟ ଓ ଚନ୍ଦ୍ର ସୃଷ୍ଟି କଲେ ପରମେଶ୍ୱର... କିନ୍ତୁ ଉତ୍ତର ଦିଅ... ବିନା ସୂର୍ଯ୍ୟ ରେ ତୁମର ପ୍ରଥମ ଦିବସ, ଦ୍ଵିତୀୟ ଦିବସ ଆଉ ତୃତୀୟ ଦିବସ କେମିତି ହେଲା... କଣ bar light ଲଗେଇଥିଲେ ଦିନ ବେଳେ..... ଯଥାର୍ଥତା ନାହିଁ, କୌଣସି ବୈଜ୍ଞାନିକ ତଥ୍ୟ ନାହିଁ, ki ପ୍ରକାର ଅବାନ୍ତର କଥା ପ୍ରଚାର କରୁଛ...

  • @SumantaDal-fz5iz
    @SumantaDal-fz5iz วันที่ผ่านมา

    Mane apanangku bhaota mane padru sir 😢❤

  • @SomanathSodi-k6y
    @SomanathSodi-k6y วันที่ผ่านมา

    Aemn❤❤❤❤❤❤😊😊😊😊😊

  • @TarsilaDigal
    @TarsilaDigal วันที่ผ่านมา

    Praise the Lord sir, 🙏 may God bless you, God be with you, and guide you, and help you, and lead to you, and strengthen to you always and all the time, we are praying for you 🙏, to Lord Jesus Christ Amen and Amen.

  • @Subrat555official
    @Subrat555official วันที่ผ่านมา

    Tamara ai bakwaj kahani ra kichi prove nahi tama jisu 33 year age re bharat asi amar Buddhist mankar palharu joga sikhuthile sai krishna na re 120 year india re thile..... Au krishna katha ra prachara karuthile......

  • @santoshkumarpatnaik5290
    @santoshkumarpatnaik5290 วันที่ผ่านมา

    ଆମେ ମାନବ ମାନେ ଯେତେ ପ୍ରକାର ଅଛେ ନା ଧର୍ମ ରେ ବି ସେତେ ପ୍ରକାର ଅଛି

  • @santoshkumarpatnaik5290
    @santoshkumarpatnaik5290 วันที่ผ่านมา

    କଉ ପାଣି

  • @SuryakantNayak-i7y
    @SuryakantNayak-i7y วันที่ผ่านมา

    We miss you a lot sir.

  • @PriyaRiya-h1q
    @PriyaRiya-h1q วันที่ผ่านมา

    Prabhu kkhara mahan nama gauraba au amen

    • @pro5265
      @pro5265 วันที่ผ่านมา

      Anen

  • @FreeGamer-p7r
    @FreeGamer-p7r วันที่ผ่านมา

    Miss you sir ❤❤❤❤❤

  • @papudigal5111
    @papudigal5111 วันที่ผ่านมา

    God bless you 🙏👍👍👍⛪⛪⛪🌹🌹🌹🌹🌹

  • @papudigal5111
    @papudigal5111 วันที่ผ่านมา

    Aman

  • @papudigal5111
    @papudigal5111 วันที่ผ่านมา

    Praise the God 🙏 Sir

  • @Ramraihembram-sl9zi
    @Ramraihembram-sl9zi วันที่ผ่านมา

    Jaha kahilebi bhai movie hit

  • @AdwinsAdwinsanta
    @AdwinsAdwinsanta วันที่ผ่านมา

    Amen Amen sir