- 68
- 197 268
Satya Shobhan Das
India
เข้าร่วมเมื่อ 15 พ.ย. 2020
I will be uploading all my songs in this site, which will be only accompanied by Harmonium, NO orchestration will be used so that the listeners can easily follow the tune and sing with it, although many of my songs have already been recorded with orchestration.
"My special thanks go to Mr. Rahul Anand Singh, an NIT., M.Sc.(Math) student, who is designing and uploading my songs besides his huge study loads. He does this happily as he understands the in-depth meaning of my songs and loves them too. Please uphold him in your prayers."
My contact No. 9040602284
"My special thanks go to Mr. Rahul Anand Singh, an NIT., M.Sc.(Math) student, who is designing and uploading my songs besides his huge study loads. He does this happily as he understands the in-depth meaning of my songs and loves them too. Please uphold him in your prayers."
My contact No. 9040602284
|| PREMA PARAMA RATANA || ପ୍ରେମ ପରମ ରତନ || Satya Shobhan Das || Santwana Shobhana Das ||
Lyrics:
ପ୍ରେମ ପରମ ରତନ
ଲଭିବାକୁ ସେହି ଧନ କର ହେ ଯତନ ୦
ପ୍ରେମ ଦିଏ ସହିଷ୍ନୁତା, କରାଏ ଉଦାର-ଚେତା,
ଶତ୍ରୁ, ମିତ୍ର, ନିଜ, ପର, କରେ ସେ ସମାନ୧
ପ୍ରେମେ ନାହିଁ ଲୋଭ, କ୍ରୋଧ, ଅହଂକାର, ନାନାବିଧ,
ଦୟା, କ୍ଷମା, ଶାନ୍ତିର ସେ ଚିର ପ୍ରସ୍ରବଣ୨
ପ୍ରେମେ ପୂର୍ଣ୍ଣ ଯେଉଁ ଜନ ନ କହି ସେ କୁବଚନ
କରେ ନାହିଁ ପ୍ରାଣେ କା’ର ଆଘାତ ପ୍ରଦାନ୩
ପ୍ରେମ କରି ପ୍ରଭୁ ମୋତେ ସହିଲେ ତାଡ଼ନା କେତେ
ମୁଁ କି ନ ପାରିବି ରଚି ସେ ପୂଣ୍ୟ ବନ୍ଧନ?୪
ଗୀତରଚନା ଓ ସ୍ୱରସଂଯୋଜନା: ସତ୍ୟଶୋଭନ ଦାସ
ଗାଇଛନ୍ତି: ସାନ୍ତ୍ୱନା ଶୋଭନା ଦାସ
ରଚନାକାଳ: ୧୯୬୯
ପ୍ରେମ ପରମ ରତନ
ଲଭିବାକୁ ସେହି ଧନ କର ହେ ଯତନ ୦
ପ୍ରେମ ଦିଏ ସହିଷ୍ନୁତା, କରାଏ ଉଦାର-ଚେତା,
ଶତ୍ରୁ, ମିତ୍ର, ନିଜ, ପର, କରେ ସେ ସମାନ୧
ପ୍ରେମେ ନାହିଁ ଲୋଭ, କ୍ରୋଧ, ଅହଂକାର, ନାନାବିଧ,
ଦୟା, କ୍ଷମା, ଶାନ୍ତିର ସେ ଚିର ପ୍ରସ୍ରବଣ୨
ପ୍ରେମେ ପୂର୍ଣ୍ଣ ଯେଉଁ ଜନ ନ କହି ସେ କୁବଚନ
କରେ ନାହିଁ ପ୍ରାଣେ କା’ର ଆଘାତ ପ୍ରଦାନ୩
ପ୍ରେମ କରି ପ୍ରଭୁ ମୋତେ ସହିଲେ ତାଡ଼ନା କେତେ
ମୁଁ କି ନ ପାରିବି ରଚି ସେ ପୂଣ୍ୟ ବନ୍ଧନ?୪
ଗୀତରଚନା ଓ ସ୍ୱରସଂଯୋଜନା: ସତ୍ୟଶୋଭନ ଦାସ
ଗାଇଛନ୍ତି: ସାନ୍ତ୍ୱନା ଶୋଭନା ଦାସ
ରଚନାକାଳ: ୧୯୬୯
มุมมอง: 386
วีดีโอ
ସୁନ୍ଦର ହେ ତବ || SUNDARA HE TABA || LATE SATYA SHOBHAN DAS || SANTWANA SHOBHANA DAS ||
มุมมอง 1K6 หลายเดือนก่อน
Lyrics: ସୁନ୍ଦର ହେ ତବ ବନ୍ଦନା କରୁ ଚରଣରେ ସଜାଇଛୁ ତବ ଆରାଧନା ଲାଗି - କମ୍ପିତ ହୃଦୟ ଭକ୍ତି ଭରେ =୦= ` ସ୍ଵାଗତ ସୁନ୍ଦର ଦୁର୍ଲ୍ଲଭ ଚିଗ _ ନିତ୍ୟ ଏ ହୃଦୟ ଅଭିସାରେ, ସୁରଲୋକେ ଚିର ବନ୍ଦିତ ତୁମେ- ଶୁଭାଗତ ହୃଦ-ମନ୍ଦିରରେ =୧= ସୁନ୍ଦରତା ତବ କଳ୍ପିତ ଆମ ବର୍ଣ୍ଣରଞ୍ଜିତ ନୟନରେ ମହାଜ୍ୟୋତିଃ ରୂପେ ବୀକ୍ଷିତ ତୁମେ- ଉନ୍ମୀଳିତ ହୃଦ - ଗଗନରେ =୨= ଗୀତରଚନା, ସ୍ୱରସଂଯୋଜନା: ସତ୍ୟଶୋଭନ ଦାସ କଣ୍ଠଦାନ:ସାନ୍ତ୍ୱନା ଶୋଭନା ଦାସ, ସତ୍ୟଶୋଭନ ଦାସ
ମୃତ୍ୟୁଞୟୀ ଯୀଶୁ ମୋର || MRUTYUNJAYEE JISHU MORO || SATYA SHOBHAN DAS || ODIA CHRISTIAN SONGS ||
มุมมอง 2127 หลายเดือนก่อน
LYRICS: "ମୃତ୍ୟୁଞୟୀ ଯୀଶୁ ମୋର" ମୃତ୍ୟୁଞୟୀ ଯୀଶୁ ମୋର, ଜୀବିତ, ସେ ଜୀବିତ ଅଜଣା କାଲିର ପାଇଁ ନୁହେଁ ମୁଁ ଭାବିତ ଅବା ନୁହେଁ ମୁଁ ଭୀତ =୦= ମୃତ୍ୟୁଠାରୁ ବଳି ଶତ୍ରୁ କେ ଅଛି ଜଗତେ ? ସେହି ମୃତ୍ୟୁ ପରାଜିତ ମୋ ଯୀଶୁଙ୍କର ହାତେ- ବିଜୟୀ ଯୀଶୁ, ସେ ତ' ମୋ ପ୍ରଭୁ ଶାଶ୍ୱତ- ଅଜଣା କାଲିର ପାଇଁ ନୁହେଁ ମୁଁ ଭାବିତ ଅବା ନୁହେଁ ମୁଁ ଭୀତ =୧= ଜଗତର ପରାକ୍ରମ, ବଳ, ଧନ, ଜନ ମୋ ପ୍ରଭୁଙ୍କ ସଙ୍ଗଠାରୁ ନୁହେଁ ଗରୀୟାନ, ଧରିଛି ମୁଁ ତାଙ୍କ ହାତ, ସେ ମୋ ସାଥି ଅବିରତ ଆଗାମୀ କାଲିର ପାଇଁ ନୁ...
ODIA CHRISTMAS SONGS || AE BADADINA || JISHUNKA BINA AE BADA DINA || SATYA SHOBHAN DAS ||
มุมมอง 455ปีที่แล้ว
Lyrics: AE BADADINA ଏଇ ବଡ଼ଦିନ, ବଡ଼ଦିନ, କେତେ ଆନନ୍ଦର ଦିନ, ଆମ ପାଇଁ ପ୍ରଭୁଙ୍କର ପ୍ରେମ ପ୍ରକାଶର ଦିନ ୦ ସରଗୁଁ ଅପାର ପ୍ରେମ ପ୍ରକାଶିଲେ ଆପଣାର କୋଳୁଁ ଯୀଶୁଙ୍କୁ ସେ ଦେଲେ, ପ୍ରଥମେ ଆମକୁ ସେ ଯେ ପ୍ରେମ କଲେ ପ୍ରତିଦାନେ କିଛି ସେ ତ’ ନ ଚାହିଁଲେ; ବଡ଼ଦିନ କହେ - ବିନାମୂଲ୍ୟେ ଯାହା ପାଇଅଛ ତୁମେ ବିନାମୂଲ୍ୟେ କର ଦାନ ୧ ଆଜିର ଉତ୍ସବ ମୁଖରିତ ଦିନ ନ ହେଉ ପ୍ରଭୁଙ୍କ ଦୁଃଖର କାରଣ, ଯୀଶୁଙ୍କର ନାମେ ଏ ଉତ୍ସବ ସିନା ପାଳୁଛ କି ତୁମେ ଯୀଶୁଙ୍କ ବିନା? ବଡ଼ଦିନ କହେ - ଜଗତର ରୀତି...
SONGS COMPOSED BY SATYA SHOBHAN DAS || ଶୁଣୁଛ କି ତୁମେ ଏବେ || ହେ ରାଜାଧିରାଜନ ||ଯେବେ ରାଜା ଯୀଶୁ ||.......
มุมมอง 1.5Kปีที่แล้ว
We have compiled the following songs in this video: 1. ଶୁଣୁଛ କି ତୁମେ ଏବେ 2. ହେ ରାଜାଧିରାଜନ 3. ଯେବେ ରାଜା ଯୀଶୁ 4. ସ୍ୱର୍ଗ ପୃଥିବୀର ପ୍ରଭୁଙ୍କ 5. ସୁମଧୁର ସୁରେ ଗାଅ Kindly Watch, Like, Comment and Share.
ମନ, ହେଜିରେ ପ୍ରଭୁ କୃପା ସଦା ଭାବ || Lyricist: Mukunda Das || Sung by: Santwana Shobhana Das ||
มุมมอง 385ปีที่แล้ว
Lyrics: ମନ, ହେଜିରେ ପ୍ରଭୁ କୃପା ସଦା ଭାବ, କରି ଧନ୍ୟବାଦ ହୋଇ ଆହ୍ଲାଦିତ ନିରବଧି ତାଙ୍କୁ ସେବ । ଘୋଷା । ସେ ତୋହର ପାପ କରନି ମାର୍ଜ୍ଜନା, ନାଶନ୍ତି ତୋ ରୋଗ ନାନା, ଘୋର ବିପଦରୁ ବଞ୍ଚାଇଣ ପ୍ରାଣ ନ କରନ୍ତି ଦୟା ଉଣା । ୧ । ଉତ୍ତମ ବସ୍ତୁରେ ସଦା ତୃପ୍ତ କରି ଦିଅନ୍ତି ମଙ୍ଗଳଦାନ, ଉତ୍କରୋଶ ପକ୍ଷୀର ପରାଏ କରିଣ ଦିଅନ୍ତି ନୂଆ ଯୌବନ । ୨ । ଅତ୍ୟନ୍ତ ଦୟାଳୁ, କ୍ରୋଧରେ ସେ ଧୀର, ନ କରନ୍ତି ସଦା କ୍ରୋଧ, ପାପର ପ୍ରମାଣେ ନ ଦିଅନ୍ତି ଦଣ୍ଡ, ଅଟନ୍ତି ପର୍ବତ ଗଡ଼ | ୩ | ଭକ୍ତ ଜନ ପ୍ରତ...
Odia Christian Songs || Lyricist and Composer: late SATYA SHOBHAN DAS || Singer: LALMOHAN ROUL
มุมมอง 1.4Kปีที่แล้ว
This is a collection of songs of late SATYA SHOBHAN DAS, which were sung by LALMOHAN ROUL. Thank You.
ଯେବେ ମୁଁ କ୍ଲାନ୍ତ || JEBE MU KLANTA || SATYA SHOBHAN DAS || In the memory of late Satya Shobhan Das||
มุมมอง 356ปีที่แล้ว
ଯେବେ ମୁଁ କ୍ଲାନ୍ତ, ଦୁଃଖେ ଆହତ ପ୍ରଭୁ ହେ, ତୁମେ ମୋର ସାନ୍ତ୍ୱନା; ଅନୁପମ ବନ୍ଧୁ, ପାଳକ ମୋହର ନାହିଁ, ନାହିଁ ତୁମ ତୁଳନା ଯେବେ ମୁଁ କ୍ଲାନ୍ତ, ଦୁଃଖେ ଆହତ…||0|| ତୁମେ ମୋ ଦକ୍ଷିଣ-ପାର୍ଶ୍ୱ ଛାୟା ପରି, (ଗୀତ ୧୨୧:୫) ଚାଲୁଛ ମୋ ପାଶେ, ଶୁଣୁଛ ଗୁହାରୀ; ପ୍ରାର୍ଥନାରେ ଅରପିଲି ଶ୍ରୀଚରଣେ ଯେତେକ ଏ ଭାର, ଭାବନା || ୧ || ତୁମ ପରି କେହି ନାହିଁ ଏ ଜଗତେ, କାହାଠାରେ ନାହିଁ ଏତେ ପ୍ରେମ ସତେ; ଦେଖିଲି ମୋ ଲାଗି ତୁମେ ଏକା ପ୍ରଭୁ, ଭୋଗିଲ ମୋ ପାପ ଗଞ୍ଜଣା ||୨|| My contact No. 9...
ପ୍ରଭୁ ଯୀଶୁ ତୁମ କ୍ରୁଶ ତଳେ || PRABHU JISHU TUMA KRUSHA || SATYA SHOBHAN DAS || ODIA CHRISTIAN SONGS
มุมมอง 695ปีที่แล้ว
Lyrics: ପ୍ରଭୁ ଯୀଶୁ ତୁମ କ୍ରୁଶ ତଳେ ମୁଁ ଯେ ଦୀନ ପାପୀ ଶରଣ ନେଉଛି =୦= କେତେ ଭ୍ରାନ୍ତି ପଥେ ବୁଲି ବୁଲି ଶେଷେ ଶୁଣିଲି ଡାକୁଛ ତୁମେ ଶାନ୍ତ, ମୃଦୁ ଭାଷେ, ଦେଖିଲି କ୍ରୁଶେ ତୁମ କି ଅତୁଲ୍ୟ ପ୍ରେମ, ରୁଧିର ଝରଣାସମ ମୋ ଲାଗି ଝରୁଛି =୧= ଇହ-ପର-ଲୋକେ ତୁମେ ମୋର ପ୍ରଭୁ ସତ୍ୟ, ଜୀବନ , ପଥ ତୁମେ ସବୁରେ ସବୁ ରଖିଲି ଭରସା ମୋର ତୁମ ଶ୍ରୀ ପୟର, ଏ ଛାର ଜଗତଠାରୁ ବିଦାୟ ନେଉଛି =୨= ଗୀତରଚନା, ସ୍ୱର-ସଂଯୋଜନା ଓ ଗାୟକ : ସତ୍ୟ ଶୋଭନ ଦାସ Contact No: 9040602284
ମୁଁ ଯେ ଅନ୍ଧ ପ୍ରଭୁ || MU JE ANDHA PRABHU || SATYA SHOBHAN DAS || ODIA CHRISTIAN SONGS
มุมมอง 618ปีที่แล้ว
Lyrics: (ମାଥିଉ ୭:୩-୫) ମୁଁ ଯେ ଅନ୍ଧ ପ୍ରଭୁ, ଖୋଲି ଦିଅ ମୋର ଆଖି ଯେପରି ତୁମର ବାକ୍ୟର ଆଲୋକେ ପାରିବି ନିଜକୁ ଦେଖି ॥୦॥ ନିଜକୁ ନ ଦେଖି ଅନ୍ୟକୁ ଦେଖେ ମୁଁ , ଭାବେ, “ମୁଁ ଅନ୍ୟଠୁ ଭଲ”, ଆତ୍ମ ପରୀକ୍ଷା ନ କରେ କେବେ ମୁଁ ଦେଖାଏ ଅନ୍ୟର ଭୁଲ; ମୋ ଆଖିର “କଡ଼ିକାଠଟି” ହେ ପ୍ରଭୁ, ରହିଛି ଏବେବି ଲାଖି ॥୧॥ ଦୟାକରି ପ୍ରଭୁ, ଦୃଷ୍ଟିଦାନ କର ଛୁଇଁ ଦିଅ ଚକ୍ଷୁ ମୋର, ଦୂର ହୋଇଯାଉ “କଡ଼ିକାଠ” ମୋର ଆଲୋକିତ ମୋତେ କର; ମୁଁ ଚାଲିବି ତୁମ ଆଲୋକେ ହେ ପ୍ରଭୁ, ଉତ୍ତମତା ତୁମ ଚାଖି ॥୨॥ ଗୀତରଚ...
Jishunku Sange Rakhibi || ଯୀଶୁଙ୍କୁ ସଙ୍ଗେ ରଖିବି || SATYA SHOBHAN DAS || Lyrics - JAYANANDA SINGH ||
มุมมอง 514ปีที่แล้ว
Lyrics: ଯୀଶୁଙ୍କୁ ସଙ୍ଗେ ରଖିବି, ମୋ ହୃଦୟ ତାଙ୍କୁ ଦେବି | ଘୋଷା | ସେ ତ ଜୀବର ଜୀବ, ମୋର ସର୍ବ ସମ୍ପଦ; ଛାଡିଲେ ସେହି ପାଦ ବିପଦରେ ପଡିବି | ୧ | ଏ ଜଗତେ ବିପଦ, ଚାରିଆଡେ ଆପଦ, ନ ଧରିଲେ ସେ ପାଦ କେମନ୍ତେ ମୁ ବଞ୍ଚିବି | ୨ | ସେ ମୋର ଜୀବନଧବ, ତାଙ୍କରେ କରି ଭାବ ହୋଇଣ ପାର ଭବ ସ୍ଵର୍ଗରେ ପହୁଞ୍ଚିବି | ୩ | ଲେଖକ: ଜୟାନନ୍ଦ ସିଂହ ସ୍ୱର-ସଂଯୋଜନା ଓ ଗାୟକ: ସତ୍ୟ ଶୋଭନ ଦାସ
ମୋ ଯୀଶୁ ରାଜନ ବିନା || MO JISHU RAJANA BINA || SATYA SHOBHAN DAS || ODIA CHRISTIAN SONGS
มุมมอง 860ปีที่แล้ว
Lyrics: ମୋ ଯୀଶୁ ରାଜନ ବିନା ମୋ ଜୀବନ ବୃଥା ସିନା ହେ | ଘୋଷା | ସେହି ମୋର ପ୍ରାଣଧନ, ସେହି ଅନନ୍ତ ଜୀବନ ପୁଣି ସେହି ମୋର ନିତ୍ୟ ଭାବନା I୧I ଯଦି ସ୍ୱର୍ଗେ ବାସ ମୋର, ଦୂତ ସାଧୁଙ୍କ ସଙ୍ଗରେ, ମୋର ଯୀଶୁ ବିନା ନାହିଁ ସାନ୍ତ୍ୱନା I୨I ପାଇଲେ ସର୍ବ ଜଗତ, ତହିଁ ମନ ନାହିଁ ତୃପ୍ତ, ମୋର ଖ୍ରୀଷ୍ଟାଭାବେ ସଦା ଶୋଚନା I୩I ଆହା ସେହି କି ସୁଡୌଲ, ଶାରୋଣ ଗୋଲାପ ଫୁଲ, ମୋର ଆଘ୍ରାଣରେ କେଡେ ବାସନା |୪| ତାଙ୍କ ପ୍ରସନ୍ନ ବଦନ, ହରଇ ଦୁଃ� କଷଣ, ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ୱନା |୫| ଯୀଶ...
ଯେବେ ମୁଁ କ୍ଲାନ୍ତ || JEBE MU KLANTA || SATYA SHOBHAN DAS || SANTWANA SHOBHANA || ODIA CHRISTIAN SONGS
มุมมอง 660ปีที่แล้ว
ଯେବେ ମୁଁ କ୍ଲାନ୍ତ, ଦୁଃଖେ ଆହତ ପ୍ରଭୁ ହେ, ତୁମେ ମୋର ସାନ୍ତ୍ୱନା; ଅନୁପମ ବନ୍ଧୁ, ପାଳକ ମୋହର ନାହିଁ, ନାହିଁ ତୁମ ତୁଳନା ଯେବେ ମୁଁ କ୍ଲାନ୍ତ, ଦୁଃଖେ ଆହତ…||0|| ତୁମେ ମୋ ଦକ୍ଷିଣ-ପାର୍ଶ୍ୱ ଛାୟା ପରି, (ଗୀତ ୧୨୧:୫) ଚାଲୁଛ ମୋ ପାଶେ, ଶୁଣୁଛ ଗୁହାରୀ; ପ୍ରାର୍ଥନାରେ ଅରପିଲି ଶ୍ରୀଚରଣେ ଯେତେକ ଏ ଭାର, ଭାବନା || ୧ || ତୁମ ପରି କେହି ନାହିଁ ଏ ଜଗତେ, କାହାଠାରେ ନାହିଁ ଏତେ ପ୍ରେମ ସତେ; ଦେଖିଲି ମୋ ଲାଗି ତୁମେ ଏକା ପ୍ରଭୁ, ଭୋଗିଲ ମୋ ପାପ ଗଞ୍ଜଣା ||୨||
Prabhu Jishu Tume Mote || ପ୍ରଭୁଯୀଶୁ ତୁମେ ମୋତେ || Satya Shobhan Das || Odia Christian Songs
มุมมอง 790ปีที่แล้ว
ଏହି ଗୀତଟି ରୋମୀୟ ୫:୮ ଉପରେ ଲିଖିତ ପ୍ରଭୁଯୀଶୁ ତୁମେ ମୋତେ କେତେ ଯେ ଭଲ ପାଇଲ ମୋ ପାପର ପଦାଘାତ ସବୁ ମୋ ଲାଗି ସହିଲ (ଆହା) ମୋ ଲାଗି ସହିଲ =୦= ପାପ ରୋଗେ ଭୋଗି ମୃତପ୍ରାୟ ହେଲି ମୁକତି ଆଶା ତେଜିଲି, ଆଶାହୀନ ହୋଇ ଥିଲି ଯେବେ ମୁହିଁ ମୋ କଥା ଭାବିଲ ସରଗୁ ଅବତରିଲ = ୧= ମୋ ପାପର ଫଳ ନରକ କଷଣ ଥିଲା ବିଚାର ଲିଖନ, ମୋତେ କ୍ଷମା ଦେଲ, ମୋ ପାପ ବୋହିଲ, କ୍ରୁଶରେ ମରିଲ ଆହା, ମୋତେ ବଞ୍ଚାଇଲ = ୨ = My contact No. 9040602284.
HE UTKALA || ହେ ଉତ୍କଳ || SATYA SHOBHAN DAS || SANTWANA SHOBHANA DAS || ODIA CHRISTIAN SONGS
มุมมอง 419ปีที่แล้ว
LYRICS: ହେ ଉତ୍କଳ, ତୁମ ଆକଶେ ଉଦିତ ଖ୍ରୀଷ୍ଟ-ଜୀବନ ଜ୍ୟୋତିଃ (୨), ଅନ୍ଧକାରର ନିବିଡ଼ କାଳିମା ଦେ� ଦୂରେ ଯାଏ ବିତି, ଯାଏ ବିତି୦ ହଜିଛି ଯାହା ଅନ୍ଧାରେ, ଏପରି ଜୀବନ ପାପରେ ପାପକ୍ଷମା ଦେଇ ଉଦ୍ଧାରିବା ପାଇଁ ପ୍ରାଣ ଦେଲେ ଖ୍ରୀଷ୍ଟ କ୍ରୁଶରେ, ମୃତ୍ୟୁବିଜୟୀ ଖ୍ରୀଷ୍ଟ-ଆଲୋକେ ପାପର ତମସା ଅପସରି ଯାଏ - ଦେଖ, ଧୀରେ, ଧୀରେ, ଧୀରେ ଆସେ ଭାତି ୧ ସହରେ, ନଗରେ, ଗ୍ରାମେ, ଜନପଥେ ଅବା ବନ-ଭୂମେ ଶୁଭୁଛି କ୍ରୁଶର ବରତା ଆଜିରେ ଶୁଭ ସମାଚାର ଯୀଶୁ ନାମେ, ଲକ୍ଷ ଜୀବନୁଁ ବନ୍ଧନ ଖୋଲେ, ମୁକ...
Blessed Good Friday Songs of Satya Shobhan Das || Have a Blessed Good Friday to All
มุมมอง 4.7K2 ปีที่แล้ว
Blessed Good Friday Songs of Satya Shobhan Das || Have a Blessed Good Friday to All
ସତ୍ୟ ଶୋଭନ ଦାସଙ୍କ ରଚିତ ଖ୍ରୀଷ୍ଟୀୟ ସଂଗୀତ || SONGS OF SATYA SHOBHAN DAS ||
มุมมอง 23K2 ปีที่แล้ว
ସତ୍ୟ ଶୋଭନ ଦାସଙ୍କ ରଚିତ ଖ୍ରୀଷ୍ଟୀୟ ସଂଗୀତ || SONGS OF SATYA SHOBHAN DAS ||
ପ୍ରଭୁ ଯୀଶୁ ତୁମ || Prabhu Jishu Tuma || Memories of SATYA SHOBHAN DAS || SANTWANA SHOBHANA DAS
มุมมอง 1.3K3 ปีที่แล้ว
ପ୍ରଭୁ ଯୀଶୁ ତୁମ || Prabhu Jishu Tuma || Memories of SATYA SHOBHAN DAS || SANTWANA SHOBHANA DAS
ଶାନ୍ତିର ବାର୍ତ୍ତାବହ || SATYA SHOBHAN DAS || SANTWANA SHOBHANA DAS (D/O SATYA SHOBHAN DAS)
มุมมอง 1K3 ปีที่แล้ว
ଶାନ୍ତିର ବାର୍ତ୍ତାବହ || SATYA SHOBHAN DAS || SANTWANA SHOBHANA DAS (D/O SATYA SHOBHAN DAS)
ପାଦେ ପାଦେ ଚାଲୁଛି ମୁଁ || PAADE PAADE || MEMORIES OF SATYA SHOBHAN DAS || SANTWANA SHOBHANA DAS
มุมมอง 16K3 ปีที่แล้ว
ପାଦେ ପାଦେ ଚାଲୁଛି ମୁଁ || PAADE PAADE || MEMORIES OF SATYA SHOBHAN DAS || SANTWANA SHOBHANA DAS
ଭାଇମାନେ ମିଳନରେ | BHAIMANE MILANARE | SATYA SHOBHAN DAS | ODIA CHRISTIAN SONGS
มุมมอง 1.2K3 ปีที่แล้ว
ଭାଇମାନେ ମିଳନରେ | BHAIMANE MILANARE | SATYA SHOBHAN DAS | ODIA CHRISTIAN SONGS
ହେ ଉଦ୍ଜୋଗୀ ସାଥି | HE UDJOGI SATHI | SATYA SHOBHAN DAS | ODIA CHRISTIAN SONGS
มุมมอง 8173 ปีที่แล้ว
ହେ ଉଦ୍ଜୋଗୀ ସାଥି | HE UDJOGI SATHI | SATYA SHOBHAN DAS | ODIA CHRISTIAN SONGS
ଖ୍ରୀଷ୍ଟେ ଥାଏ ଯେ ଆଶ୍ରିତ || KHRISTE THAYE JE AASRITA || SATYA SHOBHAN DAS || ODIA CHRISTIAN SONGS
มุมมอง 1K3 ปีที่แล้ว
ଖ୍ରୀଷ୍ଟେ ଥାଏ ଯେ ଆଶ୍ରିତ || KHRISTE THAYE JE AASRITA || SATYA SHOBHAN DAS || ODIA CHRISTIAN SONGS
ପ୍ରେମ ପରମ ରତନ |PREMA PARAMA RATANA | SANTWANA SHOBHANA DAS| SATYA SHOBHAN DAS | ODIA CHRISTIAN SONGS
มุมมอง 8093 ปีที่แล้ว
ପ୍ରେମ ପରମ ରତନ |PREMA PARAMA RATANA | SANTWANA SHOBHANA DAS| SATYA SHOBHAN DAS | ODIA CHRISTIAN SONGS
କେତେ ଥର ପ୍ରଭୁ, ଦେବ କ୍ଷମା? | KETE THARA PRABHU DEBA KHYAMA | SATYA SHOBHAN DAS | ODIA CHRISTIAN SONGS
มุมมอง 4.8K3 ปีที่แล้ว
କେତେ ଥର ପ୍ରଭୁ, ଦେବ କ୍ଷମା? | KETE THARA PRABHU DEBA KHYAMA | SATYA SHOBHAN DAS | ODIA CHRISTIAN SONGS
ଆହା କେଡ଼େ କରୁଣା | AAHA KEDE KARUNA | LAL MOHAN RAUL | SATYA SHOBHAN DAS | ODIA CHRISTIAN SONGS
มุมมอง 1.2K3 ปีที่แล้ว
ଆହା କେଡ଼େ କରୁଣା | AAHA KEDE KARUNA | LAL MOHAN RAUL | SATYA SHOBHAN DAS | ODIA CHRISTIAN SONGS
ମୁଁ ଯେ ଯୀଶୁଙ୍କ ଛୋଟ ମେଷ || MU JE JISHUNKA || SANTWANA SHOBHANA DAS || SATYA SHOBHAN DAS
มุมมอง 2K3 ปีที่แล้ว
ମୁଁ ଯେ ଯୀଶୁଙ୍କ ଛୋଟ ମେଷ || MU JE JISHUNKA || SANTWANA SHOBHANA DAS || SATYA SHOBHAN DAS
ବିଶ୍ବାସର ଉତ୍ତମ |BISHWAASA RA UTTAMA |SATYA SHOBHAN DAS |SANTWANA SHOBHANA DAS | ODIA CHRISTIAN SONGS
มุมมอง 1.6K3 ปีที่แล้ว
ବିଶ୍ବାସର ଉତ୍ତମ |BISHWAASA RA UTTAMA |SATYA SHOBHAN DAS |SANTWANA SHOBHANA DAS | ODIA CHRISTIAN SONGS
ଯେବେ ମୁଁ କ୍ଲାନ୍ତ || JEBE MU KLANTA || SATYA SHOBHAN DAS || ODIA CHRISTIAN SONGS
มุมมอง 1.6K3 ปีที่แล้ว
ଯେବେ ମୁଁ କ୍ଲାନ୍ତ || JEBE MU KLANTA || SATYA SHOBHAN DAS || ODIA CHRISTIAN SONGS
ଜୀବନର ମରୁ ପଥେ || JIBANARA MARU PATHE || KABIRAJ SINGH || SATYA SHOBHAN DAS || ODIA CHRISTIAN SONGS
มุมมอง 1.1K3 ปีที่แล้ว
ଜୀବନର ମରୁ ପଥେ || JIBANARA MARU PATHE || KABIRAJ SINGH || SATYA SHOBHAN DAS || ODIA CHRISTIAN SONGS
Listening... 🙏
Praise the lord sir
❤❤❤❤❤❤❤❤❤❤❤❤❤ praise the lord
Very nice song
👋🏾👋🏾👋🏾
💐💐💐
👋🏾👋🏾👋🏾💐💐💐
Family ପାଇଁ blessing song
Praise the lord 🙏❤
Amen🙏
Very nice song yes we are servants of the living God we can serve Him love Him but how can we fill revival? We are revive by the holy spirit of God
💐💐💐💐💐💐💐💐💐
Memorable song..bahut badhiya song..always we member and singable
May God bless you always
🙏🙏🙏
The best song 🙏🙏
Very beautiful heart touching song...🙏
The lyrics of this song giving me assurance to put trust on God more & more
Thank you for this song
Best song for ever and ever 🙏🙏🙏🙏
Please do upload all the songs ... I just enjoy listening them. 🎉🎉 ତୀବ୍ର ଗତିରେ ହାରମିନିୟମ ବଜେଇ ଗୀତ ଗାଇବା ରୀତି ହ୍ରାସ ପାଉଛି। ମୋତେ କିନ୍ତୁ ଭାରି ଭଲ ଲାଗେ। ❤
ସ୍ୱର୍ଗତଃ ପ୍ରଭୁଙ୍କ ଏଇ ଶ୍ରେଷ୍ଠ ଦାସଙ୍କ ସବୁ ଗୀତ ଛୁଇଁଯାଏ।
Sweet voice.
Excellent 👌😊❤
Praise the lord mam 🙏 thank you mam, wonderful song mam ,
Very beautiful song uncle❤
Bahut khojuthili song ta... Thank you upload this song❤
👋👋👋👍👍🙏🙏🙏🙏
A beautiful composition
Heart touching ever remembering song. We remembering God's servant by this.
👋👋👋👋
Praise the lord tq god 🙏
Praise the lord tq god 🙏
Praise the lord tq god 🙏
One of the best writer of all time
Praise God. Glad to hear these songs. Remembering my time age. God be glorified.
Nice song
❤❤❤
Nua gita diya.
Surely, within this week we will upload some songs for the GOOD FRIDAY. 🙏
It's Mind-blowing sir
Very nice composition... lyrics... voice 👌
Heart touching song
Very nice.merry Christmas to all brothers and sisters.
Well done Santwana. May God bless you.
Praise the Lord 🙏..Merry Christmas to all🙏🎁🎁
Praise the lord didi 🙏 thank you didi ,Ae Badadina, song jishunka Bina Ae badadina, ଅର୍ଥହୀନ,
Very nice❤❤
Very nice, inspiring and heart touching.
Well tried ...... God bless you🙏
God 👍🙏✝️🥰