- 41
- 55 380
Shiv suna production.. Westone ODISHA
India
เข้าร่วมเมื่อ 12 ส.ค. 2023
ଜୟ କୋଶଲ୍... ଆମର୍ ପଶ୍ଚିମ୍ ଓଡ଼ିଶା ରେ ଥିବା କଳା ଆର୍ କଳାକାର ମାନ୍ କୁ ଲୁକୋ ଲୋଚନ୍ କେ ଆନ୍ ବାରଲାଗି ମୋର ଗୁଟେ ଛୁଟିଆ ପ୍ରଚେଷ୍ଟା।। ମୋର ପୁଣ୍ଯଭୁଇଁ ପଶ୍ଚିମ୍ ଓଡ଼ିଶା ରେ ଜନମ୍ ନେଇ ଥିବା ଛୁଆ ୦ୀନୁ ବୁଢା ତକ୍ ସମକୁ ମାଁ ମାହେଶ୍ୱରୀ ନାଁ ରେ ଶପଥ କରି କହୁଚେଁ ମତେ ଯଦି ମୋର ଦର୍ଶକ ବନ୍ଦୁ ଆର୍ ମୋର ପୁଣ୍ଯଭୁଇଁ ପଶ୍ଚିମ୍ ଓଡ଼ିଶା ଲୁକେ ଯଦି ସାହାଯ୍ୟ ସହଯୋଗ ଦେଲେ ମୁଁଇ ଆମର୍ କଳାକାର ମାନ୍ କର୍ ଲାଗି ବହୁତ୍ କିଛି କର୍ ତି।। ମୁଇଁ ବୌଦ୍ଧ ର ନାଁ- ସନାତନ ରାଉତ୍ ( ସୁନା ଭାଇ).... ଆପଣମାନଙ୍କର ଜିଲ୍ଲା ରେ ଥିବା ଛୋଟ ଛୋଟ କଲାକାର ମାନ୍ କୁ ଯଦି ଲୁକୋ ଲୋଚନ୍ କେ ଆନ୍ ବାରଲାଗି ଚାହୁଁ ଛନ୍ ତାହେଲେ ମତେ ଯୋଗାଯୋଗ କରି ପାର୍ ବେ/-୭୮୫୩୯୧୭୪୧୦....।।
วีดีโอ
ଚୁଡାଖାଇ ଯାତ୍ରା ୨୦୨୪। ଷାଣ୍ଢପାଲି.....
มุมมอง 95หลายเดือนก่อน
ବୌଦ୍ଧ ଜିଲ୍ଲା ମନୁପାଲି ପନଚାୟତ ଋଷିବନ୍ଧ ଗ୍ରାମ ରେ ମାଁ ମାହେଶ୍ୱରୀ ଦେବୀଙ୍କ ପ୍ରତି ବର୍ଷ ଭଳି ଏଇ ବର୍ଷ ବି ମାର୍ଗଶିର ମାସର ଶେଷ ଗୁରୁବାର ରେ ଚୁଡାଖାଇ ଯାତ୍ରା ଆରମ୍ଭ ହୋଇଥିଲା।
#boudh , #Shivsunaproduction, ମନୁପାଲି ପତରସହୁରା ମେଚ, ସହରୀପାଲି।।
มุมมอง 4298 หลายเดือนก่อน
ମନୁପାଲି ଗାଁ ରେ ଆୟୋଜିତ ହୋଇଥିବା ପତରସହୁରା ମେଚ। ବାରିଗାଂ ଏବଂ ସହରୀପାଲି। ଉଭୟ ସମାନ କଳା ପରିବେଷଣ କରିଥିବା ରୁ ଦର୍ଶକ ମାନେ ଖୁସି ହୋଇଥିଲା।।
ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ ଦଣ୍ଡ, ଷାଣ୍ଢପାଲି।। ପ୍ରଭା।। ମଣିଷ ଦେହରେ ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ।।
มุมมอง 6699 หลายเดือนก่อน
ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ ଦଣ୍ଡ, ଷାଣ୍ଢପାଲି।। ପ୍ରଭା।। ମଣିଷ ଦେହରେ ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ।।
#boudh ,#Shivsunaproduction, ମାଁ କ୍ଷେତ୍ରପାଳୀନୀ ଦଣ୍ଡ, ଷାଣ୍ଢପାଲି, ପାଖାଳ ନେଇ ଦିଆ ଗିତ/ନାଚ
มุมมอง 1.7K9 หลายเดือนก่อน
ବୌଦ୍ଧ ମନୁପାଲି ପନଚାୟତ ର ଷାଣ୍ଢପାଲି ଗାଁ ବାସି ଏବଂ ଛୋଟ ଛୋଟ କଳାକାର ଖୁସି ରେ ଦଣ୍ଡ ରେ ସାମିଲ ହେଇ ମନର୍ଜନ କରୁଛନ୍ତି।।
#boudh , Shivsuna ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ ଦଣ୍ଡ, ଷାଣ୍ଢପାଲି ,ବିଣାକାର ,କପିଳ ବାରିକ, ଗୋବର୍ଦ୍ଧନ ପ୍ରଧାନ
มุมมอง 34K9 หลายเดือนก่อน
ବୌଦ୍ଧ ଜିଲ୍ଲା ମନୁପାଲି ପନଚାୟତ ର ଷାଣ୍ଢପାଲି ଗ୍ରାମ ର ବିକାଶ ଛତ୍ର, ଏବଂ ନବୀନ ଦନ୍ତା ସ୍ବତନ୍ତ୍ର ନିଜସ୍ବ ଉଦ୍ୟମରେ ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ ଦଣ୍ଡ ନାମ ଦେଇ ଏହି ଯାତ୍ରା ଆରମ୍ଭ କରିଛନ୍ତି।। ଏହା ଦିର୍ଘ ୧୭ ଦିନ ଧରି ଦଣ୍ଡ ଯାତ୍ରା ଚାଲୁ ରହିବ।। ମେରୁ ଅର୍ଥାତ୍ ପଣାସଂକ୍ରାନ୍ତି ରେ ସମାସ୍ତ ହେବ।। ତେଣୁକରି ଆପଣ ମାନକଂର ସାହାଯ୍ୟ ସହଯୋଗ ନିହାତି ଆବଶ୍ଯକ।। ଯାହା ଶକ୍ତି ଆପଣ ସାହାଯ୍ୟ ସହଯୋଗ କରିପାରିବେ. /- ୭୮୫୩୯୧୭୪୧୦
ଆଜି ଶୁନ୍ଯ ହେବ ତର ରାସସ୍ଥଳି ରେ ବନମାଳୀ .. ସିଣ୍ଡୋଲ ମହିଳା ସଂକିର୍ତ୍ତନ ମଣ୍ଡଳୀ।।
มุมมอง 8099 หลายเดือนก่อน
ଆଜି ଶୁନ୍ଯ ହେବ ତର ରାସସ୍ଥଳି ରେ ବନମାଳୀ .. ସିଣ୍ଡୋଲ ମହିଳା ସଂକିର୍ତ୍ତନ ମଣ୍ଡଳୀ।। ଆୟେଜକ ;- ମନୁପାଲି ଗ୍ରାମ ବାସି ଏବଂ ଅନ୍ୟ ସାହାଯ୍ୟାର୍ଥି।। ଅନ୍ତିମ ନଗର କିର୍ତ୍ତନ୍।। ପୁଣ୍ଣାହୁତି।
ମାଁ ବୀଣାପାଣି ସଂକିର୍ତ୍ତନ ମଣ୍ଡଳୀ, ଜାମୁପାଲି। ହରେକୃଷ୍ଣ ହରେରାମ ମହାମନ୍ତ୍ର ନାମ- ଡଗାଂବାଲା ସୋର
มุมมอง 1.1K9 หลายเดือนก่อน
ମାଁ ବୀଣାପାଣି ସଂକିର୍ତ୍ତନ ମଣ୍ଡଳୀ, ଜାମୁପାଲି। ହରେକୃଷ୍ଣ ହରେରାମ ମହାମନ୍ତ୍ର ନାମ- ଡଗାଂବାଲା ସୋର।।
ମହାବୀର ସଂକିର୍ତ୍ତନ ମଣ୍ଡଳୀ ବୁଢିକଣ ଆୟଜିତ ଅଷ୍ଟପ୍ରହରୀ ମହାମନ୍ତ୍ର ନାମ ସଂକିର୍ତ୍ତନ, ବନପାଲି ମହିଳା ସଂକିର୍ତ୍ତନ
มุมมอง 4639 หลายเดือนก่อน
ମହାବୀର ସଂକିର୍ତ୍ତନ ମଣ୍ଡଳୀ ବୁଢିକଣ ଆୟଜିତ ଅଷ୍ଟପ୍ରହରୀମହାମନ୍ତ୍ର ନାମ ସଂକିର୍ତ୍ତନ, ବନପାଲି ମହିଳା ସଂକିର୍ତ୍ତନ ପ୍ରେମ୍ ସୋର ରେ ସୁନ୍ଦର ମହାମନ୍ତ୍ର ନାମ ପରିବେଷଣ କରିଥିଲେ।।
#boudh #Shivsunaproduction, ବହିରା, କଂସ ଦରବାର, ମଥୁରା ରେ କଂସାସୁର, କଂସର ଅଟହାସ୍ୟ ଲୋକଙ୍କ ମନମୋହିଲା।।
มุมมอง 1779 หลายเดือนก่อน
ବହିରା କଂସ ଦରବାର, ମଥୁରା ରେ କଂସ ରାଜାଙ୍କର ଶାସନ। କଂସର ଅଭିନୟ ଏବଂ ଅଟହାସ୍ୟ ଲୋକଙ୍କ ମନମୋହିଲା। କଂସ ଭୁମିକାରେ ସଂଗ୍ରାମ, ଏବଂ ସାଥି କଳାକାର ନିଖୁଣ ଭାବରେ ଅଭିନୟ କରିଥିଲେ।।
#boudh ,#shivsunaproduction ବହିରା, କଂସ ଦରବାର.. କଂସ ଭୁମିକାରେ ସଂଗ୍ରାମ,ଓ ସାଥି କଳାକାର..।।
มุมมอง 3279 หลายเดือนก่อน
boudh ,#shivsunaproduction ବହିରା, କଂସ ଦରବାର.. କଂସ ଭୁମିକାରେ ସଂଗ୍ରାମ,ଓ ସାଥି କଳାକାର..।। ମୁଖ୍ଯ ଅତିଥି ତାଳସରଡା ପନଚାୟତ ର ସରପଂଚ ଯୋଗଦେଇ ଥିଲେ ଏବଂ ତାଙ୍କ ସହିତ ଅନ୍ୟ ରାଜନେତା ଏବଂ ସମାଜସେବୀ ଉପସ୍ଥିତ ଥିଲେ।।
#boudh # shivsunaproduction ମଦୁଆ vs ପାଗଲ୍.. 🤣🤭😁...
มุมมอง 3.3K10 หลายเดือนก่อน
ମଦ ପିଏ ମହାଗ୍ୟାନୀ, ଅଳ୍ପ ବିଦ୍ୟା ଭୟଙ୍କରୀ ର ଗୋଟିଏ ଗୋଟିଏ ଉଦାହରଣ ସ୍ବରୂପ ଏଇ ନମୁନା।। ପାଗଲ କାମ ହେଲା ଯାହା ମନକୁ ଆସିଲା ତାହା କହିବା । ମଦ୍ଯପ ଲୋକ ସେଠାରେ ଯଦି ମିସିଲା ଯାହା ହେବ ଭାବି ପାରୁଥିବେ। ଇଏ ଦୁଇ ନମୁନା ଅଭିବିର ମଦୁଆ କେ ଶେଷ ପାଗଲ୍।। ଧନ୍ଯ କହିବ, ଭଗବାନଙ୍କ ସ୍ରୁଷ୍ଟି କେହି କିଛି କରିପାରିବେ ନାହିଁ, କେବଳ ଉପଭୋଗ କରିବେ। କାହାର ସମ୍ମାନ ହାନି କରିବା ମୋର ଉଦ୍ଦେଶ୍ଯ ନୁହେଁ।। ଭୁଲ୍ ଥିଲେ ମତେ ସାନ ଭାଇ ଭାବି କ୍ଷମା କରିଦେବେ।।
କନାପଡା ଗ୍ରାମ ବାସି ଆୟଜିତ ଅଷ୍ଟପ୍ରହରୀ ମହାମନ୍ତ୍ର ନାମ ସଂକିର୍ତ୍ତନ , - ମହୁଲପାଲି ମହିଳା ସଂକିର୍ତ୍ତନ ମଣ୍ଡଳୀ...
มุมมอง 34710 หลายเดือนก่อน
ବୌଦ୍ଧ ମନୁପାଲି ପନଚାୟତ ର କନାପଡା ଗ୍ରାମ ବାସି ଆୟଜିତ ଅଷ୍ଟପ୍ରହରୀ ମହାମନ୍ତ୍ର ନାମ ସଂକିର୍ତ୍ତନ।। ଏହି କାଯ୍ୟକ୍ରମ ରେ ମହୁଲପାଲି ମହିଳା ସଂକିର୍ତ୍ତନ ମଣ୍ଡଳୀ ସୁନ୍ଦର ସମ୍ବଲପୁରୀ ସୋର ରେ ମହାମନ୍ତ୍ର ନାମ ପରିବେଷଣ କରିଥିଲେ।। ପ୍ରଥମ ଥର ମହିଳା ବାହକ ପରିବେଷଣ କରିଥିଲେ।। ସୁନ୍ଦର ପ୍ରତିଭା।। #boudh # Shivsunaproduction# mahamantra
#boudh #Shivମନୁପାଲି ଅଷ୍ଟପ୍ରହରୀ ନାମ ସଂକିର୍ତ୍ତନ ଅନ୍ତିମ ନଗର କିର୍ତ୍ତନ୍.. ସିଣ୍ଡୋଲ ମହିଳା ସଂକିର୍ତ୍ତନ ମଣ୍ଡଳୀ
มุมมอง 3.3K10 หลายเดือนก่อน
ବୌଦ୍ଧ ମନୁପାଲି ପନଚାୟତ ର ମନୁପାଲି ଗାଁ ରେ ଆୟୋଜିତ ଅଷ୍ଟପ୍ରହରୀ ନାମ ସଂକିର୍ତ୍ତନ.. ଅନ୍ତିମ ନଗର କିର୍ତ୍ତନ୍ ରେ ମହିଳା ସଂକିର୍ତ୍ତନ ମଣ୍ଡଳୀ ସିଣ୍ଡୋଲ, ସୁନ୍ଦର ଭୋଜନ ପରିବେଷଣ କରିଥିଲେ।।
#boudh # shivsunaproduction, ମନୁପାଲି କଳସ ଯାତ୍ରା.... ୧୪/୦୩/୨୦୨୪।।
มุมมอง 86210 หลายเดือนก่อน
#boudh # shivsunaproduction, ମନୁପାଲି କଳସ ଯାତ୍ରା.... ୧୪/୦୩/୨୦୨୪।।
କୋଡ଼ିଏ ବାହକ ର ବାଦ୍ଯ ପରିବେଷଣ... ମ୍ରୁଦଗଂ ର ବାଦ୍ଯ ରେ ଯଗ୍ୟୋ ପରିବେଷ କଂପମାନ.. ଜୁରମୁଣ୍ଡା।।
มุมมอง 24310 หลายเดือนก่อน
କୋଡ଼ିଏ ବାହକ ର ବାଦ୍ଯ ପରିବେଷଣ... ମ୍ରୁଦଗଂ ର ବାଦ୍ଯ ରେ ଯଗ୍ୟୋ ପରିବେଷ କଂପମାନ.. ଜୁରମୁଣ୍ଡା।।
# Boudhମହାଶବରାତ୍ରୀ ଉପଲକ୍ଷେ ଆୟୋଜିତ ପରାୟଣ କାଯ୍ୟକ୍ରମ.. ସିଦ୍ଧେଶ୍ଵର ମନ୍ଦିର, ଭାଲୁପାବୁଲି। ବ୍ୟାସ ଆକାଶ ଦାସ..
มุมมอง 9810 หลายเดือนก่อน
# Boudhମହାଶବରାତ୍ରୀ ଉପଲକ୍ଷେ ଆୟୋଜିତ ପରାୟଣ କାଯ୍ୟକ୍ରମ.. ସିଦ୍ଧେଶ୍ଵର ମନ୍ଦିର, ଭାଲୁପାବୁଲି। ବ୍ୟାସ ଆକାଶ ଦାସ..
#boudh , #shivsunaproduction, (ଚନା ପୁଡା..) ପୋଡି ଖାଇବାକର ମଜା ଗୋଟିଏ ଅଲଗା...
มุมมอง 8910 หลายเดือนก่อน
#boudh , #shivsunaproduction, (ଚନା ପୁଡା..) ପୋଡି ଖାଇବାକର ମଜା ଗୋଟିଏ ଅଲଗା...
#shiv Suna production#boudh ସଂଘର୍ଷ ରୁ ସଫଳତା.. ସାନ୍ତନୁ ଦଣ୍ଡସେନା..
มุมมอง 19310 หลายเดือนก่อน
#shiv Suna production#boudh ସଂଘର୍ଷ ରୁ ସଫଳତା.. ସାନ୍ତନୁ ଦଣ୍ଡସେନା..
#boudh #Shiv ଟାଇଁଜନ ସଂକିର୍ତ୍ତନ ମଣ୍ଡଳୀ.. ଆୟୋଜକ ଡିଗି ଗ୍ରାମ ର ଚମ୍ପେଶ୍ୱର ମହାକୁଡ଼ ଏବଂ ବାବା ନୁର୍ସିଂହ ନାଥ।
มุมมอง 6911 หลายเดือนก่อน
#boudh #Shiv ଟାଇଁଜନ ସଂକିର୍ତ୍ତନ ମଣ୍ଡଳୀ.. ଆୟୋଜକ ଡିଗି ଗ୍ରାମ ର ଚମ୍ପେଶ୍ୱର ମହାକୁଡ଼ ଏବଂ ବାବା ନୁର୍ସିଂହ ନାଥ।
#boudh , #shivsunaproduction.ମାଁ ବୀଣାପାଣି ସଂକିର୍ତ୍ତନ ମଣ୍ଡଳୀ,(ଷାଣ୍ଢପାଲି) ଜାମୁପାଲି, ..
มุมมอง 18211 หลายเดือนก่อน
#boudh , #shivsunaproduction.ମାଁ ବୀଣାପାଣି ସଂକିର୍ତ୍ତନ ମଣ୍ଡଳୀ,(ଷାଣ୍ଢପାଲି) ଜାମୁପାଲି, ..
#boudh,#shivsunaକେନ୍ଦେରା ବାଦ୍ଯ.,ଲିଭି ଯାଉଥିବା ଅତିତ.. ବର୍ତ୍ତମାନ ଆଧୁନିକ ଜୁବ ସମାଜ ବନ୍ଚଇ ରଖିପାରିବେ ତ...
มุมมอง 3.4K11 หลายเดือนก่อน
#boudh,#shivsunaକେନ୍ଦେରା ବାଦ୍ଯ.,ଲିଭି ଯାଉଥିବା ଅତିତ.. ବର୍ତ୍ତମାନ ଆଧୁନିକ ଜୁବ ସମାଜ ବନ୍ଚଇ ରଖିପାରିବେ ତ...
shiv suna production#boudh .. ବାଉଁଶୁଣୀ ଲୋକ ମହତ୍ସବ ୨୦୨୪..ଯୁବ ଚାଷୀ ରନ୍ଜିତ କର୍ଣ୍ଣ କୁଂ ସମ୍ମାନୀତ।।
มุมมอง 4211 หลายเดือนก่อน
shiv suna production#boudh .. ବାଉଁଶୁଣୀ ଲୋକ ମହତ୍ସବ ୨୦୨୪..ଯୁବ ଚାଷୀ ରନ୍ଜିତ କର୍ଣ୍ଣ କୁଂ ସମ୍ମାନୀତ।।
Remix Dance💃👯... Boudh, Shiv suna production.. କୁନି କଳାକାର ଶ୍ରାଚୀ ପଟ୍ଟନାୟକ...
มุมมอง 9611 หลายเดือนก่อน
Remix Dance💃👯... Boudh, Shiv suna production.. କୁନି କଳାକାର ଶ୍ରାଚୀ ପଟ୍ଟନାୟକ...
କୁନି କଳାକାର ଖୁସି ପ୍ରଧାନ...।। ସୁନ୍ଦର ନୁତ୍ୟ ପରିବେଷଣ କରିଥିଲେ..।। Gudar pairi#.. dance
มุมมอง 7611 หลายเดือนก่อน
କୁନି କଳାକାର ଖୁସି ପ୍ରଧାନ...।। ସୁନ୍ଦର ନୁତ୍ୟ ପରିବେଷଣ କରିଥିଲେ..।। Gudar pairi#.. dance
ଜୀବନ୍ତ ଅଭିନୟ ପରିବେଷଣ କରିଥିଲେ ପ୍ରଦିପ ପ୍ରଧାନ (ଟିଲୁ)..।।
มุมมอง 28611 หลายเดือนก่อน
ଜୀବନ୍ତ ଅଭିନୟ ପରିବେଷଣ କରିଥିଲେ ପ୍ରଦିପ ପ୍ରଧାନ (ଟିଲୁ)..।।
ପାରାୟଣ ଗାୟୀକା ସୁଶ୍ରୀ ମନିଷା ମିଶ୍ର.. ରସ ଜାମୁଡାଲି ସୋର ରେ ସୁନ୍ଦର ଭୋଜନ ପରିବେଷଣ।।
มุมมอง 3811 หลายเดือนก่อน
ପାରାୟଣ ଗାୟୀକା ସୁଶ୍ରୀ ମନିଷା ମିଶ୍ର.. ରସ ଜାମୁଡାଲି ସୋର ରେ ସୁନ୍ଦର ଭୋଜନ ପରିବେଷଣ।।
ବୌଦ୍ଧ,ଜାମୁପାଲି ଡ୍ୟାନ୍ସ ମାଷ୍ଟର ରାଜେଶ ମହାକୁଡ଼, ଏବଂ ଟୁଲୁ ଦନ୍ତା ଡ୍ୟାନ୍ସ ରିଅଲସଲ ,ସଜନୀ ତୁଇ ଭୁଲି ନାଇଜିବୁ
มุมมอง 9711 หลายเดือนก่อน
ବୌଦ୍ଧ,ଜାମୁପାଲି ଡ୍ୟାନ୍ସ ମାଷ୍ଟର ରାଜେଶ ମହାକୁଡ଼, ଏବଂ ଟୁଲୁ ଦନ୍ତା ଡ୍ୟାନ୍ସ ରିଅଲସଲ ,ସଜନୀ ତୁଇ ଭୁଲି ନାଇଜିବୁ
ବୌଦ୍ଧ,ମନୁପାଲି ୦ାରେ ଆୟଜିତ ମାର୍ଗଶୀର ଅନ୍ତିମ ଗୁରୁବାର ଉପଲକ୍ଷେ ଗୀତିନାଟ୍ୟ "ଦାନବୀର ହରିଶ୍ଚନ୍ଦ୍ର "...
มุมมอง 85ปีที่แล้ว
ବୌଦ୍ଧ,ମନୁପାଲି ୦ାରେ ଆୟଜିତ ମାର୍ଗଶୀର ଅନ୍ତିମ ଗୁରୁବାର ଉପଲକ୍ଷେ ଗୀତିନାଟ୍ୟ "ଦାନବୀର ହରିଶ୍ଚନ୍ଦ୍ର "...
Kokila kanto parelaguchi
@@Saganama thank you❤
Very very nice
Thank you so much 🙏
❤❤ Ok.no 1❤❤
Very goodnice
I
Beautiful ❤❤❤❤❤
Har har Mahadev 😅😮❤❤
Super laguche
Thanks all
ବଢିଆ
Bahut badhia
❤❤
OM namah shivaya
Bahut sudar lagila
supar
😂😂😂😂😂
Sorry mathura badalare madhura heijaichhi😢..
Jay Bholenath 🙏
Tui sala pagal ki
Description visit now friend then believe me.. ❤
Sorry description re ମୁଖ୍ଯ ଯାଗାରେ ମିଥ୍ଯା ହୋଇ ଯାଇଛି 🥺😭....।।
ସମସ୍ତେ ଆସିବେ ନିମନ୍ତ୍ରଣ ରହିଲା ୦୪/୦୨/୨୦୨୪ ରବିବାର... ସଂଗୀତ ଏବଂ ଡ୍ୟାନ୍ସକୁ ଆନନ୍ଦ ଉଲ୍ଲାସ ସହିତ ଉପଭୋଗ କରିବେ।। ❤
Song name please
Guli mata...
Jay bholenath 🙏
Tq💐.. Jay bholenaath