Odisha Tantra Gyan
Odisha Tantra Gyan
  • 471
  • 3 561 076
Siddha Laxmi Mantra
Siddha Laxmi Mantra ମନ୍ତ୍ର - ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ଶ୍ରୀଂ ଲକ୍ଷ୍ମୀ ରାଗଛା ଗଛ ମମ ମନ୍ଦିରେ ତିଷ୍ଠି ତିଷ୍ଠି ସ୍ୱାହା
ଓଁ ଆଦି ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ଧନ ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ଧାନ୍ୟ ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ଗଜ ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ସନ୍ତାନ ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ବୀର ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ବିଦ୍ୟା ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ଓଁ ବିଜୟ ଲକ୍ଷ୍ମୀ ଦେବେଇ ନମଃ କହି ନମସ୍କାର କରିବେ.
ମନ୍ତ୍ର - ଓଁ ଶ୍ରୀଂ ହ୍ରୀଂ କ୍ଲୀଂ ଶ୍ରୀଂ ଲକ୍ଷ୍ମୀ ରାଗଛା ଗଛ ମମ ମନ୍ଦିରେ ତିଷ୍ଠି ତିଷ୍ଠି ସ୍ୱାହା
มุมมอง: 704

วีดีโอ

Icha Purti Sadhana
มุมมอง 2.4K7 ชั่วโมงที่ผ่านมา
Icha Purti Sadhana Mantra- ଓଁ ହ୍ରୀଂ କ୍ଲୀଂ ସୌହୁ ସୌଭାଗ୍ୟ ସୁନ୍ଦରୀ ସ୍ୱାହା ଓଡ଼ିଆ ତାନ୍ତ୍ରିକ ଷ୍ଟୋରି ଚ୍ୟାନେଲକୁ ଫଲୋ କରନ୍ତୁ - th-cam.com/channels/WaQVQpqT4EAFGCkCJ923Iw.html ଜ୍ୟୋତିଷ ବିଦ୍ୟା ଶିଖିବା ପାଇଁ ଜାତକ ବିଚାରକୁ ଫଲୋ କରନ୍ତୁ - th-cam.com/channels/WkBN46vScRRAzowkuqovqA.html
Odia Tantra Mantra Gyana
มุมมอง 1.8K12 ชั่วโมงที่ผ่านมา
Odia Tantra Mantra Gyana
SWAPNA CHAKRESWARI SADHANA
มุมมอง 1.2K16 ชั่วโมงที่ผ่านมา
SWAPNA CHAKRESWARI SADHANA - ଧ୍ୟାନ ମନ୍ତ୍ର କହିବ- ସ୍ୱପ୍ନେଶ୍ୱରୀ ନମସ୍ତୁଭ୍ୟମ୍ କଳାୟ ବରଦାୟ ଚ ମମ ସିଦ୍ଧିମସିଦ୍ଧିମ୍ ବା ସ୍ୱପ୍ନେ ସର୍ବ ପ୍ରଦର୍ଶୟ ମୂଳ ମନ୍ତ୍ର ହେଉଛି - ଓଁ କ୍ରିମ୍ କ୍ରିମ୍ କ୍ରିମ୍ ହ୍ରୀଂ ହ୍ରୀଂ ସ୍ୱପ୍ନେଶ୍ୱରୀ ହ୍ରୀଂ ହ୍ରୀଂ କ୍ରିମ୍ କ୍ରିମ୍ କ୍ରିମ୍ ଓଁ
Maha Lakshmi Sidhi Sadhana Odia
มุมมอง 1.6K19 ชั่วโมงที่ผ่านมา
Maha Lakshmi Sidhi Sadhana Odia - ଓଁ ବିରୁପାକ୍ଷ ବିଳାସିନୀ ଆଗଛାଗଛ ହ୍ରୀଂ ପ୍ରିୟା ମେ ଭଵ ପ୍ରିୟା ମେ ଭଵ କ୍ଲିମ୍ ନମଃ
Nabhi Darshana Apsara Sadhana Odia
มุมมอง 891วันที่ผ่านมา
Nabhi Darshana Apsara Sadhana Odia Mantra- ଓଁ ଏମ୍ ଶ୍ରୀଂ ନାଭି ଦର୍ଶନା ଅପ୍ସରା ପ୍ରତ୍ୟକ୍ଷମ୍ ଶ୍ରୀଂ ଏମ୍ ଫଟ
ସାରଙ୍ଗି ଠାକୁରାଣୀ ଆରତୀ ଦର୍ଶନ LIVE
มุมมอง 497วันที่ผ่านมา
ସାରଙ୍ଗି ଠାକୁରାଣୀ ଆରତୀ ଦର୍ଶନ LIVE
Mudra Bigyan Rahasya
มุมมอง 1.5K14 วันที่ผ่านมา
Mudra Bigyan Rahasya
Sukara Danta Sidhi Bidya
มุมมอง 1.4K14 วันที่ผ่านมา
Sukara Danta Sidhi Bidya Mantra - ଓଁ କ୍ଲିମ୍ ଶୁକର ଦନ୍ତାୟ ଭୈରବାୟ ନମଃ ଶୁକର ଦନ୍ତ ଧାରଣ କଲେ ଗୋଟେ କଥା ମନେ ରଖିଥିବେ ଯେ କେବେ ବି ଏଇ ଶୁକର ଦନ୍ତ ପିନ୍ଧି ମନ୍ଦିର ଯିବେନି. କାରଣ ଶୁକର ଦନ୍ତ ଗୋଟେ ଅପବିତ୍ର ଜିନିଷ. ଏଣୁ ଶୁକର ଦନ୍ତ ଧାରଣ କରି ଦେବାଳୟ, ମନ୍ଦିର, କିମ୍ବା ଶିବାଳୟରେ ପ୍ରବେଶ କରାଯାଏନି. ଏଭଳି କରିବା ଦ୍ୱାରା ଦେବ ଦୋଷ ଦେବ ଅଭିଶାପ ଲାଗେ. ଶୁକର ଦନ୍ତ ପିନ୍ଧିଲେ କିଛି ନିୟମ ମାନିବାକୁ ପଡେ. ସେ ନିୟମ ସବୁ କଣ? ଶୁକର ଦନ୍ତ ପିନ୍ଧି ମନ୍ଦିର ଭିତରକୁ ପ୍ରବ...
Ranjini Jakhini Sadhana
มุมมอง 1.3K14 วันที่ผ่านมา
Ranjini Jakhini Sadhana Mantra - ଓଁ କ୍ଲୀଂ ମମ ସର୍ବ କାର୍ଯ୍ୟ ସିଦ୍ଧି କରି କରି ଜନ ରଂଜିନି ସ୍ୱାହା
#9 Odisha Tantra Gyan QnA
มุมมอง 1.4K14 วันที่ผ่านมา
#9 Odisha Tantra Gyan QnA
Bighna Nasa Ganesha Mantra Sadhana Odia
มุมมอง 1.3K21 วันที่ผ่านมา
Bighna Nasa Ganesha Mantra Sadhana Odia ମନ୍ତ୍ର ଟି କଣ? ଶ୍ରୀଂ ହ୍ରୀଂ ଗମ୍ ଗଣପତୟେ ଗମ୍ ହ୍ରୀଂ ଶ୍ରୀଂ ନମଃ ଏଇ ପ୍ରୟୋଗ କରିବା ଦ୍ୱାରା କଣ ଲାଭ ମିଳେ? କ୍ୟାରିଅରରେ ଆସୁଥିବା ବାଧା ଦୂର ହୁଏ. କର୍ମ କ୍ଷେତ୍ରରେ ଆସୁଥିବା ବାଧା ଦୂର ହୁଏ. ଆକସ୍ମିକ ବିପତ୍ତି ଦୂର ହୁଏ. ଅକାଳ ମୃତ୍ୟୁ ନିବାରଣ ହୁଏ. ଅନେକ ପ୍ରକାରର ଅସାଧ୍ୟ ରୋଗରୁ ମୁକ୍ତି ମିଳେ. ଯଦି କାହାରି କେତୁ କିମ୍ବା ବୁଧ ମହା ଦଶା ଅନ୍ତର ଦଶା ଚାଲିଛି ଆଉ ତାକୁ ଭଲ ଫଳ ମିଳୁନି ତେବେ ଏଇ ସାଧନା କରିବା ଦ୍ୱାରା ଏଇ ଦୁଇ...
Shiva Parbati Sadhana Odia Mantra
มุมมอง 7K21 วันที่ผ่านมา
Shiva Parbati Sadhana Odia Mantra - ଓଁ ଭବାନୀ ଗୌରେଇ ସର୍ବ ସୁ ସୌଭାଗ୍ୟମ୍ ଦେହି ଦେହି ଶିବ ଶକ୍ତଏଇ ନମଃ
Prachanda Chandika Sadhana
มุมมอง 1.4K21 วันที่ผ่านมา
Prachanda Chandika Sadhana ଆଚମନ ମନ୍ତ୍ର ହେଉଛି ଶ୍ରୀଂ ହ୍ରୀଂ ହୁଂ ବିନିଯୋଗ ମନ୍ତ୍ର ହେଉଛି ଅସ୍ୟ ମନ୍ତ୍ରସ୍ୟ ଭୈରବ ରୁଷି ସମ୍ରାଟ ଛନ୍ଦ ପ୍ରଚଣ୍ଡ ଚଣ୍ଡୀକା ଦେବତା ହୁଂ କ୍ଲିମ୍ ବୀଜମ୍ ସ୍ୱାହା ଶକ୍ତିହୀ ଅଭିଷ୍ଟଅର୍ଥ ସିଦ୍ଧଏ ଵିନିୟୋଗଃ. ମୂଳ ମନ୍ତ୍ରଟି ହେଉଛି ଓଁ ଗ୍ଲୌଂ ହୁଂ କ୍ଲୀଂ ଜୂଂ ସଃ ଜ୍ୱାଳୟ ଜ୍ୱାଳୟ ଜ୍ୱଳ ଜ୍ୱଳ ପ୍ରଜ୍ୱଳ ପ୍ରଜ୍ୱଳ ଐଂ ହ୍ରୀଂ କ୍ଲୀଂ ଚାମୁଣ୍ଡାୟୈ ବିଚ୍ଚେ ଜ୍ୱଳ ହଂ ସଂ ଳଂ କ୍ଷଂ ଫଟ୍ ସ୍ୱାହା
ପରୀକ୍ଷିତ ଶକ୍ତିଶାଳୀ ଶତୃ ମାରଣ ମନ୍ତ୍ର
มุมมอง 1.9K28 วันที่ผ่านมา
ପରୀକ୍ଷିତ ଶକ୍ତିଶାଳୀ ଶତୃ ମାରଣ ମନ୍ତ୍ର ଓଁ କ୍ଲୀଂ ହୁଂ ମମ ସର୍ବ ଶତୃ ନାଶୟତି ହୁଂ ଫଟ୍ ଯଦି perticular ଗୋଟେ ଲୋକ କୁ ଟାର୍ଗେଟ କରିବାର ଥାଏ ତେବେ ସେ ସ୍ଥାନରେ ମନ୍ତ୍ର କହିବେ ଓଁ କ୍ଲୀଂ ହୁଂ ମମ ଅମୁକ ଶତୃ ନାଶୟତି ହୁଂ ଫଟ୍ ଅମୁକ ସ୍ଥାନରେ ଶତ୍ରୁତ ଗୋତ୍ର ସହ ନାଁ କହିବେ. ଉଦାହରଣ ଗୋଟେ ଶତୃ ଅଛି ତାର ନାମ ହେଉଛି ପ୍ରଦୀପ ସାହୁ. ମୁଁ ଏଠି ଗୋଟେ random ନାଁ ନେଉଛି. ଯଦି କାହାରି ନାଁ ଏଇଆ ହେଇଥିବ ସେ ଚିନ୍ତା କରିବେନି. ବର୍ତ୍ତମାନ ଏଇ ମନ୍ତ୍ର କାମ କରିବନି/ ୟାକୁ ସାଧନା କ...
Swayam Sidha Odia Shabar Mantra
มุมมอง 24Kหลายเดือนก่อน
Swayam Sidha Odia Shabar Mantra
Kundalini Jagarana Sadhana
มุมมอง 1.7Kหลายเดือนก่อน
Kundalini Jagarana Sadhana
Luna Mohini Mantra Odia
มุมมอง 2Kหลายเดือนก่อน
Luna Mohini Mantra Odia
Shiva Pratyakhya Sadhana
มุมมอง 1.7Kหลายเดือนก่อน
Shiva Pratyakhya Sadhana
#11 Odisha Tantra Gyan QnA
มุมมอง 1.1Kหลายเดือนก่อน
#11 Odisha Tantra Gyan QnA
#8 Odisha Tantra Gyan QnA
มุมมอง 2Kหลายเดือนก่อน
#8 Odisha Tantra Gyan QnA
#7 Odisha Tantra Gyan QnA
มุมมอง 2.1Kหลายเดือนก่อน
#7 Odisha Tantra Gyan QnA
Guni Garedi Kemiti Sikhiba
มุมมอง 2.9Kหลายเดือนก่อน
Guni Garedi Kemiti Sikhiba
Prachina Odia Shabar Mantra
มุมมอง 8Kหลายเดือนก่อน
Prachina Odia Shabar Mantra
Aghor Kanakeswari Laxmi Sadhana
มุมมอง 959หลายเดือนก่อน
Aghor Kanakeswari Laxmi Sadhana
ଧନ ଆକର୍ଷଣ ମନ୍ତ୍ର
มุมมอง 21Kหลายเดือนก่อน
ଧନ ଆକର୍ଷଣ ମନ୍ତ୍ର
Bisesha Suchana | Odisha Tantra Gyan New Video
มุมมอง 2.2K2 หลายเดือนก่อน
Bisesha Suchana | Odisha Tantra Gyan New Video
Bishaa Yantra Sadhana || #tantra #mantrasadhana
มุมมอง 1.4K2 หลายเดือนก่อน
Bishaa Yantra Sadhana || #tantra #mantrasadhana
Shree Vidya Prayoga Bidhi
มุมมอง 1.6K2 หลายเดือนก่อน
Shree Vidya Prayoga Bidhi
Sishu Rishta Nibarana Mantra
มุมมอง 1.3K2 หลายเดือนก่อน
Sishu Rishta Nibarana Mantra

ความคิดเห็น

  • @bhaskarbehera2793
    @bhaskarbehera2793 2 ชั่วโมงที่ผ่านมา

    Pranam guruji🙏🙏

  • @bhaktigyan3596
    @bhaktigyan3596 2 ชั่วโมงที่ผ่านมา

    ପ୍ରଣାମ ମୋ ଗୁରୁଦେବ ❤🙏

  • @BIbhu-g3c
    @BIbhu-g3c 3 ชั่วโมงที่ผ่านมา

    Guruji please Siddha kunjika sotra upare ahuri information related video anantu

  • @sikhabehera641
    @sikhabehera641 3 ชั่วโมงที่ผ่านมา

    Jay maa laxmi ❤

  • @kankanadevisnakehelpline6555
    @kankanadevisnakehelpline6555 4 ชั่วโมงที่ผ่านมา

    Guruji Mora jataka nahi kemiti Mora Bhavishya Jani haba

  • @NituDidi-p4k
    @NituDidi-p4k 4 ชั่วโมงที่ผ่านมา

    Eha ku kaunsi mahila nija paribara bhala pani karipariba ki

  • @NituDidi-p4k
    @NituDidi-p4k 4 ชั่วโมงที่ผ่านมา

    Sadharana manisha ku sahajya hela vali kichi janantu

  • @NituDidi-p4k
    @NituDidi-p4k 5 ชั่วโมงที่ผ่านมา

    Guruji sweta arakha ganesha kipari paebi apana deuthiba upaya sadharana manisha pani nuhne

  • @itsmeugesh424
    @itsmeugesh424 5 ชั่วโมงที่ผ่านมา

    ଗୁରୁଜୀ ହୋମୋ ପାଇ ଗୋବର ଘଷି ବେବୋହାରୋ କରିପାରିବୁ କି

  • @Saanvi_Pupu
    @Saanvi_Pupu 5 ชั่วโมงที่ผ่านมา

    Guruji apana nku phn ki msg kari le response karu nahanti Mora grosory dokan bhala re chalu ni kahi thile ki rudrakhya laxmi sadhana kari ba ku kintu rudrakhya kahi le provide kari debe agaku process kahi le ni plz kuhantu

  • @MrhuntedStories
    @MrhuntedStories 5 ชั่วโมงที่ผ่านมา

    Hata jodi ku sidhi kipari kara jiba kipari plz kuhantu

  • @MrhuntedStories
    @MrhuntedStories 5 ชั่วโมงที่ผ่านมา

    Guruji apanka no ta diantu plz sakyat karebara achi apanka saha plz

  • @gourisankarbehera
    @gourisankarbehera 5 ชั่วโมงที่ผ่านมา

    ଜୁହାର ଗୁରୁ ଦେବ ଦୁର୍ଗା ରକ୍ଷା ମନତର ର ଆହୁତି କେମିତି ଦେବା ତାହା ପୁରେ ଗଟେ ଭିଡିଓ ଆଣତୁ ଗୁରୁ ଦେବ

  • @sibarammajhi8037
    @sibarammajhi8037 5 ชั่วโมงที่ผ่านมา

    Guruji namaste,guni garedi mo upere bahut prayog karajauchhi kana karajib

  • @gourisankarbehera
    @gourisankarbehera 5 ชั่วโมงที่ผ่านมา

    ଜୁହାର ଗୁରୁ ଦେବ

  • @omprakashsahu8018
    @omprakashsahu8018 5 ชั่วโมงที่ผ่านมา

    ଗୁରୁଜୀ ନିଜର ମନମୁତାବକ ଜୀବନସାଥୀ ପ୍ରାପ୍ତି ପାଇଁ କୌଣସି ସାଧନା ଅଛି କି କୃପା କରି କୁହନ୍ତୁ

  • @PradiptTripathy
    @PradiptTripathy 5 ชั่วโมงที่ผ่านมา

    ନାଇଁ ଆଜ୍ଞା ମୁଁ କେବେ ବି ଆଇଁଷ କି ପିଆଜ ରସୁଣ ପାଉନାହିଁ

  • @ranjanmallik9560
    @ranjanmallik9560 6 ชั่วโมงที่ผ่านมา

    Jai shree Ram 🙏🙏🙏

  • @babujena3406
    @babujena3406 6 ชั่วโมงที่ผ่านมา

    ଆଜ୍ଞା ପୁରୀ ଜଗନ୍ନାଥ ମନ୍ଦିରରେ ମାଣବସା ଗୁରୁବାର ପାଳନ କରାଯାଏ କି? ମୁଁ ଏହି ପ୍ରଶ୍ନ ଏଥି ପାଇଁ ପଚାରିଲି ଯେ କୁହାଯାଏ ଯେ ସ୍ଵତନ୍ତ୍ର ଓଡ଼ିଶା ଗଠନ ବେଳେ ସବୁ ଓଡ଼ିଆ ମାନଙ୍କୁ ଏକାଠି କରିବା ପାଇଁ ଅନେକ ଲେଖକ ଅନେକ ସାହିତ୍ୟ ରଚନା କରିଥିଲେ l ଏ ସମ୍ପର୍କରେ ରେ ମୋର ବେଶିକିଛି ଜ୍ଞାନ ନାହିଁ ତେଣୁ ଏ ବିଷୟରେ କିଛି କୁହନ୍ତୁ

  • @dakshyarajpradhan6454
    @dakshyarajpradhan6454 6 ชั่วโมงที่ผ่านมา

    Guruji pranam.

  • @manasdalbehera7123
    @manasdalbehera7123 6 ชั่วโมงที่ผ่านมา

    ଗୁରୁଜୀ ପ୍ରଣାମ।🙏🙏 ଗୋଟିଏ ଛୋଟିଆ ଅନୁରୋଧ।ଆପଣ କହୁଛନ୍ତି,ସବୁ ଏତିକି ସେତିକି ଆହୁତି ଦେବା ପାଇଁ।ଦୟାକରି 🙏 ସେ ଆହୁତି ଦେବାର ବିଧି, ମାନେ ପୁରା process ଟା ଟିକେ ଜଣାନ୍ତୁ।ମାନେ ଆହୁତି ଆରମ୍ଭରୁ ଶେଷ ଯାଏ । ଅନୁରୋଧ ଦୟାକରି ଜଣେଇବେ।🙏🙏

  • @prabhatcreation2874
    @prabhatcreation2874 6 ชั่วโมงที่ผ่านมา

    Guruji apana kahile bina guru re kounasi sadhana karibini , kintu mu apanankatha tharu tiddhati mantra re siddha rudraksh neichi , rudraksha Lakshmi sidhi pain ba , money problem pain ta kale haba ki nai

  • @babujena3406
    @babujena3406 6 ชั่วโมงที่ผ่านมา

    ଆଜ୍ଞା ଆପଣ ଦିନେ ମା ଦୁର୍ଗା ଙ୍କ ସାଧନା ଦେଇଥିଲେ ସେହି video ରେ ମୁଁ ଟିକେ confuse ଅଛି ମନ୍ତ୍ର ଟି ଓମ୍ ଦୁଂ ଦୁର୍ଗାୟେୟୀ ନମଃ ନା ଦୁଂ ଦୁର୍ଗାୟେୟୀ ନମଃ ଏହି 2ଟି ଭିତରୁ କେଉଁଟା ଠିକ୍ ? ଦୟାକରି ମତେ ଠିକ୍ ମନ୍ତ୍ର ଟି କୁହନ୍ତୁ ମୁଁ ନିକଟସ୍ଥ ମା ଦୁର୍ଗାଙ୍କ ମନ୍ଦିରରେ ବସି ବିନା ପୂର୍ବଦିଗ ଓ ବିନା ପୂଜା ସାମଗ୍ରୀ ରେ ମା'ଙ୍କୁ ଅନେଇ ପ୍ରତିଦିନ 1ମାଳା ଜପ କରି ପାରିବି କି?

    • @odishatantragyan
      @odishatantragyan 6 ชั่วโมงที่ผ่านมา

      Duita jaka thik jeunta icha heuchi seita japa kari paribe

    • @babujena3406
      @babujena3406 6 ชั่วโมงที่ผ่านมา

      ମନ୍ଦିର ରେ ମାଙ୍କୁ ଅନେଇ ଜପ କରି ହେବକି? ବିନା ପୂର୍ବଦିଗ ଓ ବିନା ପୂଜାସାମଗ୍ରୀ ରେ କରି ହେବ କି? ​@@odishatantragyan

  • @swarajmohapatra6853
    @swarajmohapatra6853 6 ชั่วโมงที่ผ่านมา

    Pranam gurujii

  • @tapankumarDas-s7s
    @tapankumarDas-s7s 6 ชั่วโมงที่ผ่านมา

    Sir tripura sundari sadhana kamiti Karibi

  • @babujena3406
    @babujena3406 6 ชั่วโมงที่ผ่านมา

    ଆଜ୍ଞା ସର୍ବ ସମ୍ମୋହନ ଆଉ ସର୍ବଜନ ବଶୀକରଣ ଏହି ୨ଟି ର ଅର୍ଥ ଗୋଟିଏ କି?

  • @babujena3406
    @babujena3406 6 ชั่วโมงที่ผ่านมา

    ଆଜ୍ଞା କ୍ରୋଧ ନିୟନ୍ତ୍ରଣ ପାଇଁ କିଛି ସରଳ ଉପାୟ ଦିଅନ୍ତୁ

  • @SahoojambeswarJambeswarsahoo
    @SahoojambeswarJambeswarsahoo 6 ชั่วโมงที่ผ่านมา

    Baba 🙏🙏🙏.Apananka phon nombar diantu mu apanak Sangare kicjho katha habara achhi

  • @babujena3406
    @babujena3406 6 ชั่วโมงที่ผ่านมา

    ଆଜ୍ଞା ଏପରି କିଛି ସରଳ ସାଧନା ଦିଅନ୍ତୁ ଯାହା ଦ୍ୱାରା ଜଣେ ମିଛ କହୁଥିବା ବ୍ୟକ୍ତି ର ମୁହଁ କୁ ଦେଖି ଆମେ ସତ ଜାଣି ପାରିବା ବ୍ୟକ୍ତି ଟି ଅତୀତ ରେ କରିଥିବା କର୍ମ ବିଷୟରେ ଜାଣି ପାରିବା ଅନ୍ୟର ମିଛ କଥା ବା ଅନ୍ୟର ଅତୀତ ବିଷୟରେ କେମିତି ଜାଣିବା

  • @STORYCAPSUL
    @STORYCAPSUL 6 ชั่วโมงที่ผ่านมา

    Guruji pranam Guruji 1st view

  • @golakmohapatra3625
    @golakmohapatra3625 6 ชั่วโมงที่ผ่านมา

    Guruji prnam guruji brukhya ku nimantrana bidhi uppare video anantu

  • @ChandrakantaSahu-es3qf
    @ChandrakantaSahu-es3qf 6 ชั่วโมงที่ผ่านมา

    1st view

  • @ChandrakantaSahu-es3qf
    @ChandrakantaSahu-es3qf 6 ชั่วโมงที่ผ่านมา

    Jay guru dev

  • @DhanpatiJani-ep7mr
    @DhanpatiJani-ep7mr 10 ชั่วโมงที่ผ่านมา

    ଗୁରୁଜି ପ୍ରଣାମ ବୁଦ୍ଧି ର ମାର୍ଗ ଖାଲିଦେଇଚ 1000ଧନ୍ୟବାଦ

  • @susantakumarmajhisusantaku5978
    @susantakumarmajhisusantaku5978 12 ชั่วโมงที่ผ่านมา

    Barahitantra,yogini tantra,talapatra puthi achhi ki sir

  • @susantakumarmajhisusantaku5978
    @susantakumarmajhisusantaku5978 12 ชั่วโมงที่ผ่านมา

    Kautuka chintamani book achhi ki sir

  • @AshokBhoi-h6k
    @AshokBhoi-h6k 16 ชั่วโมงที่ผ่านมา

    ଧନ୍ୟବାଦ ଗୁରୁଦେବ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @AshokBhoi-h6k
    @AshokBhoi-h6k 17 ชั่วโมงที่ผ่านมา

    ଧନ୍ୟବାଦ ଗୁରୁଦେବ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @AshokBhoi-h6k
    @AshokBhoi-h6k 17 ชั่วโมงที่ผ่านมา

    ଧନ୍ୟବାଦ ଗୁରୁଦେବ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @Umakanta-badatya
    @Umakanta-badatya วันที่ผ่านมา

    ପୂର୍ଣ୍ଣିମା ରାତିରେ ସାଧନା ଆରମ୍ଭ କରିବାକୁ ହେଲେ। ଦିନ ସାରା ଉପାବାସରେ ରହିବା ନା ଖାଦ୍ୟ ଖାଇ ପାରିବା ୨୧ଦିନ ଜାଏଂ

    • @odishatantragyan
      @odishatantragyan 20 ชั่วโมงที่ผ่านมา

      Dina re khadya khai haba

    • @Umakanta-badatya
      @Umakanta-badatya 17 ชั่วโมงที่ผ่านมา

      ଧନ୍ୟବାଦ୍

  • @HariMajhi-b1m
    @HariMajhi-b1m วันที่ผ่านมา

    ଧନ୍ୟବାଦ sir

  • @KarinaPani-g6e
    @KarinaPani-g6e วันที่ผ่านมา

    Sira makara raasi jhia au mena raasi pua kn bahaaghara habanaa

  • @dhabaleswarbehera5554
    @dhabaleswarbehera5554 วันที่ผ่านมา

    ଗୁରୁଜୀ ସିଦ୍ଧ କୁଞ୍ଜିକା strotam ମୁ ପାଠ କଳା ପରେ ସମସ୍ତେ ଦୂରେଇ ଯାଉଛନ୍ତି କାରଣ କଣ

  • @TR_MUSICODIA
    @TR_MUSICODIA 2 วันที่ผ่านมา

    Guruji 36 mala kahile kete mala bujhae tike kuhantu please reply Guruji

    • @odishatantragyan
      @odishatantragyan 20 ชั่วโมงที่ผ่านมา

      Eka mala 108 thara

  • @subasissatapathy
    @subasissatapathy 2 วันที่ผ่านมา

    Kari guruji mntra kaei 🙏🏼🙏🏼🙏🏼

  • @AshokBhoi-h6k
    @AshokBhoi-h6k 2 วันที่ผ่านมา

    ଧନ୍ୟବାଦ ଗୁରୁଦେବ 🙏🙏🙏🙏🙏🙏🙏🙏🙏🙏🙏

  • @priyabrata2401
    @priyabrata2401 2 วันที่ผ่านมา

    Guruji mro jane bhai achanti tanka sapnare prayate kali maa asanti regularly tankara b swapna pura clear mane pade kintu se kali maa nku nka bhaktq nuhanti ehara mane kn ?

  • @dr.purnendutripathy5263
    @dr.purnendutripathy5263 3 วันที่ผ่านมา

    ଏହା ଲିଖିତ ଭାବରେ ଦେଲେ ଭଲ ହେବ।

  • @pm89726
    @pm89726 3 วันที่ผ่านมา

    ଗୁରୁଜୀ ପ୍ରଣାମ 🙏 ଗୁରୁଜୀ ମଧୁସ୍ରଵା ଗନ୍ଧର୍ବ ସାଧନା ଅନୁଭୂତି କୁହନ୍ତୁ 🙏

  • @santoshtripathy8449
    @santoshtripathy8449 3 วันที่ผ่านมา

    Ghanti kahi

    • @odishatantragyan
      @odishatantragyan 6 ชั่วโมงที่ผ่านมา

      Mora kundali re chandra 2nd house re achanti so mu ghanti use kareni