kalkinewsodisha
kalkinewsodisha
  • 337
  • 281 820

วีดีโอ

କାମକର ନହେଲେ ଜେଲ ଯିବ।
มุมมอง 1.1K9 ชั่วโมงที่ผ่านมา
NHAI ଅଧିକାରୀଙ୍କ ଉପରେ ବର୍ଷିଲେ ମନ୍ତ୍ରୀ।କହିଲେ କାମକର ନହେଲେ ବନ୍ଧା ହେବ।ବାଙ୍ଗିରିପୋଷି ଘାଟି ପ୍ରସସ୍ଥକାରଣ ପ୍ରକ୍ରିୟା କଛପ ଗତିରେ , ମୟୂରଭଞ୍ଜ। @kalkinewsodisha #mayurbhanj #cmoodisha #krushnachandrapatra #odianews #odishanews#copypaist#trending
ଜମିବାଡ଼ି ଘଟଣାକୁ ନେଇ ଗୁଳି ଚାଳନା , ଝାଡ଼ସୁଗୁଡ଼ା , ଓଡ଼ିଶା।
มุมมอง 79019 ชั่วโมงที่ผ่านมา
ରାସ୍ତାସଫା କରିବାକୁ ଆସିଥିବା ଶ୍ରମିକଙ୍କ ଆଡ଼କୁ ଲକ୍ଷ୍ୟକରି ଗୁଳି ଚାଳନା। @kalkinewsodisha #jhardsuguda#sambalpuri #sambalpur #odishapolice #odianews #odisha#copyrightfree #muodia #crimenews
ବିଶ୍ଵବିଦ୍ୟାଳୟ ଭଲିବଲ ର ମହାକୁମ୍ଭ
มุมมอง 351วันที่ผ่านมา
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆସନ୍ତା ୧୯-୧୧-୨୦୨୪ ଠାରୁ ୨୩-୧୧-୨୦୨୪ ପର୍ଯ୍ୟନ୍ତ ପୂର୍ବ ଭାରତୀୟ ଆନ୍ତଃ-ବିଶ୍ୱବିଦ୍ୟାଳୟ ପୁରୁଷ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହେବ । ପୂର୍ବ ଭାରତର ୬୪ଟି ବିଶ୍ୱବିଦ୍ୟାଳୟର ପ୍ରାୟ ୯୦୦ ଜଣ ଖେଳାଳୀ ଓ ମ୍ୟାଚ୍‌ ଅଧିକାରୀ ଏଥିରେ ଭାଗନେବେ । @kalkinewsodisha #mayurbhanj #baripada #northodishaunivercity #odishanews
ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ କୀଚକେଶ୍ୱରୀଙ୍କ ପୀଠରେ ସୁନାବେଶ।
มุมมอง 344วันที่ผ่านมา
ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ କୀଚକେଶ୍ୱରୀଙ୍କ ସୁନାବେଶ। @kalkinewsodisha #mayurbhanj #odisha #maakichakeswari#khiching #mayurbhanjnews #ganeshkhuntia
ହଟହଟା ହେଲେ ମୟୂରଭଞ୍ଜ ସାଂସଦ।
มุมมอง 610วันที่ผ่านมา
ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ରେ ଜଣକ ଜୀବନ ଗଲାପରେ ଲୋକଙ୍କ ଆକ୍ରୋଶ ର ଶିକାର ହେଲେ ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ , ବାଙ୍ଗିରିପୋଷି। #mayurbhanj #nabacharanmajhi #bjp4odisha
ସେକ୍ସ ରେକେଟ୍ ଠାବ,୩ ଯୁବତୀ ଉଦ୍ଧାର, ଦମ୍ପତି ଗିରଫ
มุมมอง 26514 วันที่ผ่านมา
ବାରିପଦା ସହର ରଘୁନାଥପୁର ଅଂଚଳରୁ ସେକ୍ସ ରେକେଟ୍ ଠାବ,୩ ଯୁବତୀ ଉଦ୍ଧାର, ଦମ୍ପତି ଗିରଫ। ଗରିବ ଅସହାୟ ଯୁବତୀଙ୍କୁ ପାଠ ପଢ଼ିବା ଓ ଚାକିରୀ କରାଇଦେବା ବାହାନାରେ ରାଜ୍ୟ ଏବଂ ବାହାର ରାଜ୍ୟର ବିଭିନ୍ନ ସ୍ଥାନରୁ ନେଇଆସି ଦେହ ବ୍ୟବସାୟ ରେ ଲଗାଉଥିଲେ ଦମ୍ପତି। @kalkinewsodisha #mayurbhanj #baripada #mayurbhanjnews #
ବିଦ୍ୟାଳୟରେ କଳାକନା ବୁଲାଇଲେ ଦୁବୃର୍ତ୍ତ
มุมมอง 49914 วันที่ผ่านมา
ମଧୁବନ ସ୍ଥିତ ମହେଶ ସରକାରୀ ଉଚ୍ଚ ବିଦ୍ୟାଳୟରେ କଳାକନା ବୁଲାଇଲେ ଦୁବୃର୍ତ୍ତ। ଶିଶୁଦିବସ ପାଳନ କରିବାକୁ ଆସିଥିଲେ ବିଦ୍ୟାର୍ଥୀ। @kalkinewsodisha #mayurbhanj #baripada #spmayurbhanj #odianews#odishanews
ବିଶ୍ୱ ମାଣ୍ଡିଆ ଦିବସ ରେ କଣ କହିଲେ ମନ୍ତ୍ରୀ।
มุมมอง 39714 วันที่ผ่านมา
ବିଶ୍ୱ ମାଣ୍ଡିଆ ଦିବସ ରେ କଣ କହିଲେ ମନ୍ତ୍ରୀ ଡ କୃଷ୍ଣଚନ୍ଦ୍ର ମହାପାତ୍ର , ମୟୂରଭଞ୍ଜ। @kalkinewsodisha #mayurbhanj #krushnachandrapatra #cmoodisha
ବାଙ୍ଗିରିପୋଷି ଠାରେ କାଳିଆ ଶାଆନ୍ତ ଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ।
มุมมอง 66214 วันที่ผ่านมา
ବାରିପଦା ଠାରେ କାଳିଆ ଶାଆନ୍ତ ଙ୍କୁ ଦର୍ଶନକଲେ ମୁଖ୍ୟମନ୍ତ୍ରୀଙ୍କ ଧର୍ମପତ୍ନୀ। @kalkinewsodisha #mayurbhanj #bangiriposhi #cmoodisha #mohanmajhi #mohancharanmajhi
୫୦କିଲୋ ଗଞ୍ଜେଇ ସହ ଗାଡି ଜବତ , ଦୁଇଗିରଫ।
มุมมอง 89514 วันที่ผ่านมา
୫୦କିଲୋ ଗଞ୍ଜେଇ ସହ ଗାଡି ଜବତ , ଦୁଇଗିରଫ। @kalkinewsodisha #mayurbhanj #baripada #odianews
ବନ୍ଦରହିବ ଲଘୁଖଣିଜ ପରିବହନ।
มุมมอง 60914 วันที่ผ่านมา
ଆସନ୍ତାକାଲି ଠାରୁ ଅନିର୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବନ୍ଦ ରହିବ ଲଘୁ ଖଣିଜ ପରିବହନ -: ମୟୂରଭଞ୍ଜ ଟ୍ରକ୍ ମାଲିକ ସଂଘ , ମୟୂରଭଞ୍ଜ। @kalkinewsodisha #mayurbhanj #odianews #baripada
ଭଞ୍ଜପୁର ଜଗଧାତ୍ରି ମେଳା , JANAKI TEMPLE , NEPAL ବାରିପଦା।
มุมมอง 21114 วันที่ผ่านมา
ଚଳିତବର୍ଷ ଭଞ୍ଜପୁର ସ୍ଥିତ ଜଗଧାତ୍ରି ମେଳାରର ଆକର୍ଷଣୀୟ ପ୍ୟାଣ୍ଡେଲ, ବାରିପଦା। @kalkinewsodisha #mayurbhanj #baripada #janakitemple #nepal
ଚୋରି ହୋଇଥିବା ଟାଟା ଏସି ଗାଡି ଉଦ୍ଧାର , ଭଂଜପୁର , ବାରିପଦା।
มุมมอง 45114 วันที่ผ่านมา
ଚୋରି ହୋଇଥିବା ଟାଟା ଏସି ଗାଡି ଉଦ୍ଧାର , ଭଂଜପୁର , ବାରିପଦା। @kalkinewsodisha #mayurbhanj #baripada
ଭୁଲ କାହାର !!ବାପର /ଆମ୍ବୁଲାନ୍ସର / ପୋଲିସ ???
มุมมอง 45921 วันที่ผ่านมา
ଆମ୍ବୁଲାନ୍ସ ନ ମିଳିବାରୁ ରୋଗୀଣା ଶିଶୁକନ୍ୟାକୁ ତିନିକିମି କାନ୍ଧରେ ଧରି ଡାକ୍ତରଖାନା ଆସିଲା , ପ୍ରତିବାଦରେ 18 ନମ୍ବର ଜାତୀୟ ରାଜପଥ କୁଳିଅଣା ଠାରେ ଗାଡି ଅଟକାଇ ପୋଲିସଠୁ ମାଡ ଖାଇଲା। @kalkinewsodisha #mayurbhanj #mayurbhanja #baripada #odianews #odishanews #cmoodisha
ବାଙ୍ଗିରିପୋଷି ଘାଟିରେ ଟ୍ରଲର ଦୁର୍ଘଟଣା, ଘାଟି ଜାମ ହେବାର ସମ୍ଭାବନା।
มุมมอง 57821 วันที่ผ่านมา
ବାଙ୍ଗିରିପୋଷି ଘାଟିରେ ଟ୍ରଲର ଦୁର୍ଘଟଣା, ଘାଟି ଜାମ ହେବାର ସମ୍ଭାବନା।
ଗୋଠଛଡ଼ା ହାତୀଛୁଆ କୁ ଗ୍ରହଣ କରୁନି ତା ମାଁ , କେଉଁଝର।
มุมมอง 31721 วันที่ผ่านมา
ଗୋଠଛଡ଼ା ହାତୀଛୁଆ କୁ ଗ୍ରହଣ କରୁନି ତା ମାଁ , କେଉଁଝର।
ବିଜୁ ଜନତା ଦଳର ବିଶାଳ ପଦଯାତ୍ରା , ବାରିପଦା।
มุมมอง 55221 วันที่ผ่านมา
ବିଜୁ ଜନତା ଦଳର ବିଶାଳ ପଦଯାତ୍ରା , ବାରିପଦା।
ମୟୂରଭଞ୍ଜ ଜିଲ୍ଲାରେ ହେବ ପର୍ଯ୍ୟଟନ ର ବିକାଶ।
มุมมอง 49721 วันที่ผ่านมา
ମୟୂରଭଞ୍ଜ ଜିଲ୍ଲାରେ ହେବ ପର୍ଯ୍ୟଟନ ର ବିକାଶ।
ପାଞ୍ଚଦିନ ହେଲା କଣ ପାଇଁ ବନ୍ଦଅଛି ବାରିପଦା ପଟୁ ଶିମିଳିପାଳ ରାସ୍ତା ??
มุมมอง 20121 วันที่ผ่านมา
ପାଞ୍ଚଦିନ ହେଲା କଣ ପାଇଁ ବନ୍ଦଅଛି ବାରିପଦା ପଟୁ ଶିମିଳିପାଳ ରାସ୍ତା ??
ମାଦଳ ବଜାଇ ନାଚିଲେ ଓ ନଚାଇଲେ ମୁଖ୍ୟମନ୍ତ୍ରୀ।
มุมมอง 2.7K21 วันที่ผ่านมา
ମାଦଳ ବଜାଇ ନାଚିଲେ ଓ ନଚାଇଲେ ମୁଖ୍ୟମନ୍ତ୍ରୀ।
ନଦୀର ପ୍ରଖର ସୁଅରେ ଭାସିଗଲା ଯୁବକ ।
มุมมอง 690หลายเดือนก่อน
ନଦୀର ପ୍ରଖର ସୁଅରେ ଭାସିଗଲା ଯୁବକ ।
ବୁଢ଼ାବଳଙ୍ଗ ନଦୀ (ବାଲଡିହା , ବ୍ରାହ୍ମଣକୁଣ୍ଡ ଓ ମଧୁବନ)
มุมมอง 1.1Kหลายเดือนก่อน
ବୁଢ଼ାବଳଙ୍ଗ ନଦୀ (ବାଲଡିହା , ବ୍ରାହ୍ମଣକୁଣ୍ଡ ଓ ମଧୁବନ)
ଫୁଲୁଛି ବୁଢ଼ାବଳଙ୍ଗ , ସ୍ଥିତି ପରଖିଲେ ମନ୍ତ୍ରୀ ଓ ଜିଲ୍ଲାପାଳ।
มุมมอง 1.8Kหลายเดือนก่อน
ଫୁଲୁଛି ବୁଢ଼ାବଳଙ୍ଗ , ସ୍ଥିତି ପରଖିଲେ ମନ୍ତ୍ରୀ ଓ ଜିଲ୍ଲାପାଳ।
ଶୂନଶାନ ବାରିପଦା ସହର।
มุมมอง 1.7Kหลายเดือนก่อน
ଶୂନଶାନ ବାରିପଦା ସହର।
ନିରାଶ୍ରୟ ବୃଦ୍ଧା ଙ୍କୁ ଉଦ୍ଧାର କଲେ ମନ୍ତ୍ରୀ।
มุมมอง 369หลายเดือนก่อน
ନିରାଶ୍ରୟ ବୃଦ୍ଧା ଙ୍କୁ ଉଦ୍ଧାର କଲେ ମନ୍ତ୍ରୀ।
ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିରରୁ ଉଡ଼ିଗଲା ପତିତପାବନ ବାନା। (like &Share)
มุมมอง 1.9Kหลายเดือนก่อน
ଶ୍ରୀ ଶ୍ରୀ ହରିବଳଦେଵ ଜୀଉ ଙ୍କ ମନ୍ଦିରରୁ ଉଡ଼ିଗଲା ପତିତପାବନ ବାନା। (like &Share)
ଦିନ 2ଟା ରୁ ବନ୍ଦ ରହିବ ମାର୍କେଟ , ମଦଦୋକାନ ଓ ପାର୍କ ବନ୍ଦ।(like &Share)
มุมมอง 2.6Kหลายเดือนก่อน
ଦିନ 2ଟା ରୁ ବନ୍ଦ ରହିବ ମାର୍କେଟ , ମଦଦୋକାନ ଓ ପାର୍କ ବନ୍ଦ।(like &Share)
ଲୁଟେରାଙ୍କ ଟାର୍ଗେଟ ରେ ମହିଳା
มุมมอง 492หลายเดือนก่อน
ଲୁଟେରାଙ୍କ ଟାର୍ଗେଟ ରେ ମହିଳା
୬୫ତମ ପୋଲିସ ଶହୀଦ ଦିବସ ପାଳିତ , ମୟୂରଭଞ୍ଜ।
มุมมอง 181หลายเดือนก่อน
୬୫ତମ ପୋଲିସ ଶହୀଦ ଦିବସ ପାଳିତ , ମୟୂରଭଞ୍ଜ।

ความคิดเห็น

  • @debanandahembram1000
    @debanandahembram1000 5 ชั่วโมงที่ผ่านมา

    ରାଧୁଅ ଗପ କହୁଛନ୍ତି!!!

  • @purtystarofficial217
    @purtystarofficial217 5 ชั่วโมงที่ผ่านมา

    Ghati rasta NH-49 tenu eharo kamo central governtment ro

  • @Prabinsahu-m9i
    @Prabinsahu-m9i 8 ชั่วโมงที่ผ่านมา

    😂

  • @saratkumarmohanty9531
    @saratkumarmohanty9531 8 ชั่วโมงที่ผ่านมา

    ଆନ୍ଦୋଳନ କର

  • @Sanumarndi6879
    @Sanumarndi6879 8 ชั่วโมงที่ผ่านมา

    ଚର

  • @Kuldeepkitchen2016
    @Kuldeepkitchen2016 8 ชั่วโมงที่ผ่านมา

    ଜାତୀୟ ରାଜପଥ.... କେନ୍ଦ୍ର ସରକାର ଦାୟୀ ରହିବେ

  • @jitraytudu9655
    @jitraytudu9655 9 ชั่วโมงที่ผ่านมา

    ଆଖି ଥାଇ ଅନ୍ଧ ସୁଦାମ ରାଣ୍ଡି 😅😅😅

  • @salikanaik4153
    @salikanaik4153 11 ชั่วโมงที่ผ่านมา

    Bjd sarkar thila bele dekhagalini Aina dekhagola

  • @kanhucharanmurmukunal725
    @kanhucharanmurmukunal725 11 ชั่วโมงที่ผ่านมา

    Aei recent kharap heiga badhe agaru bhalathila ki

  • @localtalent8820
    @localtalent8820 12 ชั่วโมงที่ผ่านมา

    Raha 24 barsa heiparila ni au 50 barsa jau

  • @localtalent8820
    @localtalent8820 12 ชั่วโมงที่ผ่านมา

    24 barsa khai khai sarideichhu

  • @dhanusoren7554
    @dhanusoren7554 14 ชั่วโมงที่ผ่านมา

    Oooti sochoniyo, 2024 pore hin dekha jauchi😂😂😂😂

    • @DhirendranathBaskey
      @DhirendranathBaskey 4 ชั่วโมงที่ผ่านมา

      Balo na,24 agoru Volo thila ki ,tome katho chosoma logeixho bodhe😅

  • @bariyalhembram5044
    @bariyalhembram5044 14 ชั่วโมงที่ผ่านมา

    20 yrs MP/MLA rohilo tumo akhire kn posi thila aji dekha gola harijaichho boli na kn tumo ro MLA ki mp pai jogyo nuho

  • @NIMUTUDU-bc6gy
    @NIMUTUDU-bc6gy 20 ชั่วโมงที่ผ่านมา

    Maigiha Sudam Marandi tu24 years BJD rohithilu kana upadilu

  • @manasbehera839
    @manasbehera839 วันที่ผ่านมา

    ବାପାଲ ହିନ୍ଦୀ

  • @ratikantasi9806
    @ratikantasi9806 วันที่ผ่านมา

    24barshA re kichi Kari nothilo ebe chinta karucha

  • @newsmodisha5422
    @newsmodisha5422 4 วันที่ผ่านมา

    ❤❤

  • @batakrushnatripathy9389
    @batakrushnatripathy9389 18 วันที่ผ่านมา

    Maa❤❤🙏🙏..

  • @newsmodisha5422
    @newsmodisha5422 21 วันที่ผ่านมา

    😢😢

  • @jageswarbehera1013
    @jageswarbehera1013 23 วันที่ผ่านมา

    ଯେତେ ଯାହା କଲେ ଭି ଆଉ ବିଜେଡି ଆସିବ ନାହିଁ

  • @apnaswasthya
    @apnaswasthya 23 วันที่ผ่านมา

    ଅଶେଷ ଅଶେଷ ଧନ୍ୟବାଦ 🙏🙏🙏

  • @newsmodisha5422
    @newsmodisha5422 23 วันที่ผ่านมา

    ❤❤

  • @debkumarmohanta7024
    @debkumarmohanta7024 25 วันที่ผ่านมา

    One guy celebrating like a goal 😂

  • @baishakhimahanta6681
    @baishakhimahanta6681 26 วันที่ผ่านมา

    🎉❤🎉

  • @NarayanaSahu-z9m
    @NarayanaSahu-z9m หลายเดือนก่อน

    Danger

  • @newsmodisha5422
    @newsmodisha5422 หลายเดือนก่อน

    ❤❤

  • @newsmodisha5422
    @newsmodisha5422 หลายเดือนก่อน

    😂

  • @DebabrataNayak
    @DebabrataNayak หลายเดือนก่อน

    Soipada sabu dana asuchi

  • @thakurprasaddas1116
    @thakurprasaddas1116 หลายเดือนก่อน

    Jay Jagannath 🙏

  • @newsmodisha5422
    @newsmodisha5422 หลายเดือนก่อน

    Jay Jagannath

  • @newsmodisha5422
    @newsmodisha5422 หลายเดือนก่อน

    ❤❤

  • @lalitamurmu8441
    @lalitamurmu8441 หลายเดือนก่อน

    🙏🙏🙏🙏🙏🙏🙏🙏🙏🙏🙏🙏

  • @abhijitram22
    @abhijitram22 หลายเดือนก่อน

    Mini Corona Lockdown bhalia Mane heuchhi

  • @allitaur8706
    @allitaur8706 หลายเดือนก่อน

    Total sabu CL ku ଆଉଟ୍ କରାଯାଉ

  • @Jarikahomusic
    @Jarikahomusic หลายเดือนก่อน

    ଏଥି ପାଇଁ ଓଡିଶା ସରକାର ଦାୟୀ,କାହିଁକି ନା କମ୍ପାନୀ ହାତରେ ଟେକି ଦେଇଛି ଜରୁରୀକାଳୀନ ସେବାକୁ !

  • @manojkumarmohanta3396
    @manojkumarmohanta3396 หลายเดือนก่อน

    108 ଆମ୍ବୁଲାନ୍ସ ସେବା ଏକ ଜରୁରୀକାଳୀନ ସେବା,108 କର୍ମଚାରୀ ମାନେ, ଦିନ ରାତି ଏକ କରି ରୋଗୀ ସେବା ଯୋଗାଉଛନ୍ତି କିନ୍ତୁ, ସରକାର ତାଙ୍କ ଉପରେ ଦୃଷ୍ଟି ଦେଉନାହାଁନ୍ତି, ଘୋରୋଇ କମ୍ପାନୀ ହାତରେ ଟେକି ଦେଇଛନ୍ତି, ଏହି ସେବାକୁ, କମ୍ପାନୀ ପୂରାପୂରି ବ୍ରିଟିଶ୍ ଶାସନ ଭଳି କର୍ମଚାରୀଙ୍କୁ ଅକଥନୀୟ ନିର୍ଯାତନା ଦେଇଆସୁଛି,12 ଘଣ୍ଟା ପରିଶ୍ରମ ବିନା ବିଶ୍ରାମରେ, ସେ ପୁଣି 08 ଘଣ୍ଟାର ପାରିଶ୍ରମିକ, ସେଥିରୁବି କାଟିକି ଦେଉଛି, ଏବେ ଯୋଉ ନୂଆ କମ୍ପାନୀ ଆସିଛି ଜନିଶୁଣିକି କିଛି ପିଲାମାନଙ୍କୁ joining ଦେଇନି, ଏଥିପ୍ରତି ସରକାର ଦୃଷ୍ଟି ଦେବା, ସହ ଏହାର ସମାଧାନ କରିବେ ଅତ୍ୟନ୍ତ ଆବଶ୍ୟକ

  • @newsmodisha5422
    @newsmodisha5422 หลายเดือนก่อน

    😢

  • @rakeshpattanayak2002
    @rakeshpattanayak2002 หลายเดือนก่อน

    Jai shree Ram 🚩

  • @newsmodisha5422
    @newsmodisha5422 หลายเดือนก่อน

    ❤❤

  • @kalkinewsodisha
    @kalkinewsodisha หลายเดือนก่อน

    ❤❤

  • @newsmodisha5422
    @newsmodisha5422 หลายเดือนก่อน

    Maa

  • @arupanandamahala6277
    @arupanandamahala6277 หลายเดือนก่อน

    Wow nice 💯

  • @sitamnayako3h
    @sitamnayako3h หลายเดือนก่อน

    Jay jagannath 🙏🙏🙏🙏

  • @munapalei6696
    @munapalei6696 หลายเดือนก่อน

    ଜୟ ଜଗନ୍ନାଥ 🙏🙏

  • @newsmodisha5422
    @newsmodisha5422 หลายเดือนก่อน

  • @proloser-c2y
    @proloser-c2y หลายเดือนก่อน

    aeee camera re toh number plate b jona poduni

  • @gobindasoren5689
    @gobindasoren5689 หลายเดือนก่อน

    Camera ଲଗେଇଲେ, ପୁଣି ସେଥିରେ ବି ପୂଜା ପାଠ କରୁଛନ୍ତି 😅😅😅

  • @biramurmu4962
    @biramurmu4962 หลายเดือนก่อน

    Bike rider nku besi hoiran koribe police wala

  • @theprinceyt96
    @theprinceyt96 หลายเดือนก่อน

    We are safe now ❤

  • @omprakashnaik-n8t
    @omprakashnaik-n8t หลายเดือนก่อน

    👍👍👍👍👍