- 1
- 4 036
Uttam Benia Official
เข้าร่วมเมื่อ 17 ธ.ค. 2022
କରୁଣା ନିଧି // karuna Nidhhi // New Christian song // Ashob benya // Rev. Niakodim benia.
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ Praise the Lord 🙏. Uttam Benia official TH-cam channel ଏକ ସୁନ୍ଦର ଖ୍ରୀଷ୍ଟୀୟ ସଂଗୀତ ନେଇ ଆସିଛି "କରୁଣା ନିଧି"
ଏହି ଗୀତ ଟି ପ୍ରଭୁ ଯୀଶୁଙ୍କ ମହିମା ଉଦ୍ଧେଶ୍ୱରେ ପ୍ରସ୍ତୁତ କରାଯାଇଛି l ଗୀତ ଟିକୁ ଶୁଣନ୍ତୁ ଏବଂ ଆଶୀର୍ବାଦ ପାଆନ୍ତୁ |ଯଦି ଏହି ଗୀତ ଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହି TH-cam channel କୁ like, comment ଏବଂ share କରନ୍ତୁ |ଏହିପରି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଂଗୀତ ପାଇବା ପାଇଁ TH-cam channel କୁ subscribe କରନ୍ତୁ || ଧନ୍ୟବାଦ ||
Lyrics-
ଆ. ଆ. ଆ.ଆ.....
ଆ. ଆ. ଆ. ଆ..
କରୁଣା କର ହେ କରୁଣା ନିଧି
ତୁମ କରୁଣା ହୃଦୟେ ମୁ ପାପି ନର
ଦୟା କର ହେ ଦୟା ସାଗର
ତୁମ ଦୟା ହୃଦୟେ ମୁ ପାପି ନର
ତୁମେ କରୁଣା କର ଦୟା କର
ମୋ ପାପି ନର ପ୍ରତି ହୁଅ ସହାୟ-2
*ଆଖି ଥାଇ ପ୍ରଭୁ ଅନ୍ଧ ମୁ ସାଜିଛି
ନ ପାଇ ତୁମ ମୁଖ ଦର୍ଶନ
କାନ ଥାଇ ପ୍ରଭୁ ବଧିର ହଇଛି
ନ ଶୁଣି ତୁମ ବ୍ୟବସ୍ଥାମାନ
ତୁମେ ପ୍ରେମମୟ ଦୟାମୟ
ମୋ ପାପି ନର ପ୍ରତି ହୁଅ ସଦୟ -2
କରୁଣା କର ହେ.......
*ପଡ଼ିଅଛି ଆଜି ଏ ମାୟା ଜଗତେ
କେହି ନାହି ମୋର ସହାୟକ
ତୁମ ଶ୍ରୀ ଚରଣେ ବେଦନା ଢାଳୁଛି
ପୋଛି ଦିଅ ପ୍ରଭୁ ମୋ ଲୋତକ
ତୁମେ କୃପାମୟ କ୍ଷମାମୟ
ମୋ ପାପି ନର ପ୍ରତି ହୁଅ ଆଶ୍ରୟ-2
କରୁଣା କର ହେ.......
SONG DESCRIPTION :-
SONG - Karuna nidhhi
SINGER - Ashob benya
LYRICS - Rev. Nikodim benia
PRODUCER - Uttam benia
MUSIC ARRANGEMENT - Bapi samal
STUDIO - Ghumura studio, madanpur
Mixing& mastering-Bikash sahoo
SPECIAL THANKS - Joseph benia, Pr. Jeeban nayak, Semash digal,Binod benya, Jirimiya digal, Akash digal
#karunanidhhi
#newchristiansong
#newyearsong
#christiandevotionalsong
#worshipsongs
#odiachristiansong
#ashobbenya
#uttambenia
#humansagar
#amitpanisong
#jaganmohannag
#joyabnaik
#gospelmusic
#amitbadanayakchristiansongs
#newyearchristiansong
#jesussong
ଏହି ଗୀତ ଟି ପ୍ରଭୁ ଯୀଶୁଙ୍କ ମହିମା ଉଦ୍ଧେଶ୍ୱରେ ପ୍ରସ୍ତୁତ କରାଯାଇଛି l ଗୀତ ଟିକୁ ଶୁଣନ୍ତୁ ଏବଂ ଆଶୀର୍ବାଦ ପାଆନ୍ତୁ |ଯଦି ଏହି ଗୀତ ଟି ଆପଣଙ୍କୁ ଭଲ ଲାଗିଥାଏ ତେବେ ଏହି TH-cam channel କୁ like, comment ଏବଂ share କରନ୍ତୁ |ଏହିପରି ନୂଆ ନୂଆ ଖ୍ରୀଷ୍ଟୀୟ ଭକ୍ତି ସଂଗୀତ ପାଇବା ପାଇଁ TH-cam channel କୁ subscribe କରନ୍ତୁ || ଧନ୍ୟବାଦ ||
Lyrics-
ଆ. ଆ. ଆ.ଆ.....
ଆ. ଆ. ଆ. ଆ..
କରୁଣା କର ହେ କରୁଣା ନିଧି
ତୁମ କରୁଣା ହୃଦୟେ ମୁ ପାପି ନର
ଦୟା କର ହେ ଦୟା ସାଗର
ତୁମ ଦୟା ହୃଦୟେ ମୁ ପାପି ନର
ତୁମେ କରୁଣା କର ଦୟା କର
ମୋ ପାପି ନର ପ୍ରତି ହୁଅ ସହାୟ-2
*ଆଖି ଥାଇ ପ୍ରଭୁ ଅନ୍ଧ ମୁ ସାଜିଛି
ନ ପାଇ ତୁମ ମୁଖ ଦର୍ଶନ
କାନ ଥାଇ ପ୍ରଭୁ ବଧିର ହଇଛି
ନ ଶୁଣି ତୁମ ବ୍ୟବସ୍ଥାମାନ
ତୁମେ ପ୍ରେମମୟ ଦୟାମୟ
ମୋ ପାପି ନର ପ୍ରତି ହୁଅ ସଦୟ -2
କରୁଣା କର ହେ.......
*ପଡ଼ିଅଛି ଆଜି ଏ ମାୟା ଜଗତେ
କେହି ନାହି ମୋର ସହାୟକ
ତୁମ ଶ୍ରୀ ଚରଣେ ବେଦନା ଢାଳୁଛି
ପୋଛି ଦିଅ ପ୍ରଭୁ ମୋ ଲୋତକ
ତୁମେ କୃପାମୟ କ୍ଷମାମୟ
ମୋ ପାପି ନର ପ୍ରତି ହୁଅ ଆଶ୍ରୟ-2
କରୁଣା କର ହେ.......
SONG DESCRIPTION :-
SONG - Karuna nidhhi
SINGER - Ashob benya
LYRICS - Rev. Nikodim benia
PRODUCER - Uttam benia
MUSIC ARRANGEMENT - Bapi samal
STUDIO - Ghumura studio, madanpur
Mixing& mastering-Bikash sahoo
SPECIAL THANKS - Joseph benia, Pr. Jeeban nayak, Semash digal,Binod benya, Jirimiya digal, Akash digal
#karunanidhhi
#newchristiansong
#newyearsong
#christiandevotionalsong
#worshipsongs
#odiachristiansong
#ashobbenya
#uttambenia
#humansagar
#amitpanisong
#jaganmohannag
#joyabnaik
#gospelmusic
#amitbadanayakchristiansongs
#newyearchristiansong
#jesussong
มุมมอง: 4 117
ଏ ହିଁ ପ୍ରବୁଙ୍କ ଆଶୀର୍ବାଦ ଭାଇ
Thank you
Woh wow very nice ❤❤❤
Thank you
Nice one😊
Thanks 🤗
God bless you bro ❤❤❤
Thank you brother🙏😊
Congrats!! Asob Benya!! It gives joy to see you in such way!! Wonderful song. I am Blessed. God bless you!!!
@praveenturuk1001 Thank you so much sir 🙏 for your words of appreciation🙏
Nice song
Thank you
ଗୀତ ବହୁତ ସୁନ୍ଦର ହେଇଛି ଭାଇ ।ପ୍ରଭୁ ଙ୍କ ପାଇଁ ବଢ଼ିବା ନିମନ୍ତେ ପ୍ରଭୁ ତୁମକୁ ଆଶୀର୍ବାଦ କରନ୍ତୁ। ଅମେନ୍ Nice line WOOO Super 👍🎉🎉❤❤
Thank you brother🙏❤
👍👍👍👍👍👍👍👍👍🙏
Track chada bhai
Just wait brother 😊
Good bless you very very nice song
Thank you brother🙏
PRAISE THE LORD
Praise the Lord brother🙏
Wandorful full song bro may God bless you🎉
Thank you so much brother🙏🤗
ପ୍ରଭୁଙ୍କର ଆଶୀର୍ବାଦ ହେଉ ତମପ୍ରତି
Thank you🙏
Very good ❤❤song❤❤💙♥️👍💐
Thank you
❤❤❤❤🎉🎉🎉🎉🎉
Bahut Badhia Heichi agiya Gita Agiya
@@SubashPradhanOfficial34 Tank you
Wow very nice song
Thank you🙏
ବହୁତ ଭଲ ଲାଗିଲା ❤😊 ଧନ୍ୟବାଦ Ashob. ଆଗକୁ ଆହୁରି ଭଲ କରିବା ପାଇଁ ପ୍ରାର୍ଥନା
Thank you my friend😊 ❤
Very nice song God bless you Bhai ❤❤
Thank you brother🙏
Is it Lubengada song?
Yes brother🙏
Super 👌 🎉🎉
Thanks 🤗
Super Bro❤👌🎉 God bless you
Thanks daa 🙏🤗
🎉🎉😢😢
Thanks🙏
Prabhakar mahima heu, Geeta bahut sundar hoichhi, May GOD use in His Kingdom more and more , GOD bless you Ashob Bhai..❤❤❤....
Thank you so muchb brother❤🙏😊
Super bro 💐
Thank you so much bro brother🙏
Praise the lord
Praise the Lord🙏
🎉🎉😢😢😢😢
Thank you
Super bro God bless you ❤❤❤❤❤❤
Thank you
Bahut vl heichhi Gita god bless you 🙏
Thank you
Praise the lord bhai..😊Gito Bodhia laguchhi au Rahila Tama Vocal kotha Pura Attractive he🎉All Glory To GOD. Praise the lord ❤
Praise the Lord🙏 Thank you so much brother❤🙏
Best singing. .....🎉🎉🎉🎉🎉❤❤❤❤❤🎉❤🎉❤❤🎉🎉❤🎉❤❤🎉❤🎉❤🎉❤❤🎉 I love your voice
Thank you
Bohut sunder song auu bohut bhala singer ❤❤❤❤❤❤❤❤❤❤ God bless you..dost
Thank you dost ❤🤗
❤️❤️❤️❤️
Praise the lord, 🙏🙏🙏❤
Praise the Lord bhai 🙏
Nice song Dear chata brother
Thank you
Nice dst
Thank you
Nice song Babu...God bless you
Thank you
God Bless You ଭାଇ ❤
Thank you🙏
ଭାଇ ହୃଦୟକୁ ଛୁଇଁଲା ଗୀତ ଟି, ହୃଦୟ କୁ ମୋର ତରଳେଇ ଦେଲ, ପ୍ରଭୁଙ୍କୁ କେମିତି ଧନ୍ୟବାଦ୍ ମୁଁ ଜାଣିପାରୁନି, ତୁମ ସ୍ୱର, ଗୀତ ର ଲେଖା, ସ୍ୱର ସଞ୍ଜଯୋନା ଆଉ Music ସବୁ ଭଲ ହେଇଛି ଭାଇ, ପ୍ରଭୁ ଆଶୀର୍ବାଦ କରନ୍ତୁ, ଏହି ଗୀତ ରେ ପ୍ରଭୁ ଯୀଶୁଙ୍କର ଅଶେଷ ଗୌରବ, ପ୍ରଶଂସା, ମହିମା ହେଉ, ଧନ୍ୟବାଦ୍ ❤🎉
Thank you so much bro brother🙏
BROTHER IT IS Good SONG ❤❤ exilent❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤
🎉🎉🎉🎉😅😅
Bahut bhala heichi bhai ❤❤❤❤
Thank you bhai 🙏
Wonderful song my dear 🎉🎉🎉🎉🎉
Thank you bro brother🙏
Very good 👍👍👍👍
Thank you
Oo my god 👌💯🫰
Thank you
Keep trying, let's go far ahead, may the Lord bless us.
Thanks brother 🙏
So nice song🎉❤
Thank you 🙏
Nice song god bless you Ashab bro
Thank you brother 😊
🎉 Nice bro
Thanks bro🙏
What a sing the song, really fantastic divisional song 🎵❤❤
Thank you friend 😊