Ag News Cover
Ag News Cover
  • 358
  • 675 303
ଏହି କାରଣଟି ପାଇଁ ଯେତେ ଡାକିଲେବି ଭଗବାନଙ୍କ କୃପା ମିଳି ପାରୁନାହିଁ l ଜାଣନ୍ତୁ କାରଣଟି କଣ?
ଏହି କାରଣଟି ପାଇଁ ଯେତେ ଡାକିଲେବି ଭଗବାନଙ୍କ କୃପା ମିଳି ପାରୁନାହିଁ l ଜାଣନ୍ତୁ କାରଣଟି କଣ?
#dibyabani #sadhubani #morallesson
มุมมอง: 58

วีดีโอ

ଯେଉଁଦିନ ବିବେକାନନ୍ଦ ଶରୀର ତ୍ୟାଗ କଲେ, ସେ ଦିନ କିପରି କଟିଥିଲା?
มุมมอง 22714 ชั่วโมงที่ผ่านมา
ଯେଉଁଦିନ ବିବେକାନନ୍ଦ ଶରୀର ତ୍ୟାଗ କଲେ, ସେ ଦିନ କିପରି କଟିଥିଲା? #vivekananda #vivekanandathoughts #vivekanandaspeech
ଓଡ଼ିଶାର ସବୁଠୁ ଉଚ୍ଚତମ ହନୁମାନ ମୂର୍ତ୍ତି l ଯଦି ଦେଖି ନାହାନ୍ତି ଦେଖନ୍ତୁ l
มุมมอง 15621 วันที่ผ่านมา
ଓଡ଼ିଶାର ସବୁଠୁ ଉଚ୍ଚତମ ହନୁମାନ ମୂର୍ତ୍ତି l ଯଦି ଦେଖି ନାହାନ୍ତି ଦେଖନ୍ତୁ l #touristplace #odishatouristplace #hanuman
ମନ୍ଦିରଟି ଦେଖିବାକୁ ଖୁବ ସୁନ୍ଦର l Video ଟିକୁ ଶେଷଯାଏ ଦେଖନ୍ତୁ l ମନ୍ଦିରଟି କେଉଁ ସ୍ଥାନର ଜାଣନ୍ତୁ l
มุมมอง 89หลายเดือนก่อน
ମନ୍ଦିରଟି ଦେଖିବାକୁ ଖୁବ ସୁନ୍ଦର l Video ଟିକୁ ଶେଷଯାଏ ଦେଖନ୍ତୁ l ମନ୍ଦିରଟି କେଉଁ ସ୍ଥାନର ଜାଣନ୍ତୁ l #temple #templeofodisa #hindutemples
ଅନେକ ସମୟରେ" ଦୟା "କାହିଁକି ଆମର ଓ ଅନ୍ୟର ହିତ କରିବା ପରିବର୍ତ୍ତେ କ୍ଷତି ସାଧନ କରିଥାଏ?
มุมมอง 89หลายเดือนก่อน
ଅନେକ ସମୟରେ" ଦୟା "କାହିଁକି ଆମର ଓ ଅନ୍ୟର ହିତ କରିବା ପରିବର୍ତ୍ତେ କ୍ଷତି ସାଧନ କରିଥାଏ? #mythology #pauranikkatha #pauranikstoryinodia
ଇଲେକ୍ଟ୍ରି ଗାଡି କିଣିବା ପୂର୍ବରୁ କେତୋଟି ଜାଣିବା କଥା l
มุมมอง 1.1Kหลายเดือนก่อน
ଇଲେକ୍ଟ୍ରି ଗାଡି କିଣିବା ପୂର୍ବରୁ କେତୋଟି ଜାଣିବା କଥା l #ev #electricvehicle #electricscooter
ପ୍ରଭୂ ଶ୍ରୀଜଗନ୍ନାଥଙ୍କ ବଡ଼ ସିଂହାର ବେଶ l ଦେଖିନଥିଲେ ଦେଖନ୍ତୁ l ଜୟ ଜଗନ୍ନାଥ l
มุมมอง 52หลายเดือนก่อน
ପ୍ରଭୂ ଶ୍ରୀଜଗନ୍ନାଥଙ୍କ ବଡ଼ ସିଂହାର ବେଶ l ଦେଖିନଥିଲେ ଦେଖନ୍ତୁ l ଜୟ ଜଗନ୍ନାଥ l #jagannathpuri #jagannathtemple #jagannathdham
ଶ୍ରୀଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରେ ତଡ଼ପଉତ୍ତରି ବେଶ ଗୋଟିଏ l ସେ ବେଶଟି କିପରି ଦେଖନ୍ତୁ l ଜୟ ଜଗନ୍ନାଥ l
มุมมอง 107หลายเดือนก่อน
ଶ୍ରୀଜଗନ୍ନାଥଙ୍କ ଅନେକ ବେଶ ମଧ୍ୟରେ ତଡ଼ପଉତ୍ତରି ବେଶ ଗୋଟିଏ l ସେ ବେଶଟି କିପରି ଦେଖନ୍ତୁ l ଜୟ ଜଗନ୍ନାଥ l #, jagannath #jagannathpuri #jagannathtemple
ଦେବତାମାନେ କାହିଁକି ଶୁକ୍ରାଚାର୍ଯ୍ୟଙ୍କ ଶତ୍ରୁ ଥିଲେ? ଶୁକ୍ରାଚାର୍ଯ୍ୟ ନାମ ପଛରେ ରହସ୍ୟ କଣ?
มุมมอง 681หลายเดือนก่อน
ଦେବତାମାନେ କାହିଁକି ଶୁକ୍ରାଚାର୍ଯ୍ୟଙ୍କ ଶତ୍ରୁ ଥିଲେ? ଶୁକ୍ରାଚାର୍ଯ୍ୟ ନାମ ପଛରେ ରହସ୍ୟ କଣ? #mythology #pauranikkatha #motivationalvideo
ମଲା ପରେ ଜୀବଟି କେଉଁ କେଉଁ ଜଗତ ଦେଇ ଯାତ୍ରା କରେ? କେଉଁ ଜଗତରେ କଣ କରେ?
มุมมอง 846หลายเดือนก่อน
ମଲା ପରେ ଜୀବଟି କେଉଁ କେଉଁ ଜଗତ ଦେଇ ଯାତ୍ରା କରେ? କେଉଁ ଜଗତରେ କଣ କରେ? #death #deathnews #lifeafterdeath
କେଉଁ ଉପାୟରେ ଭଗବାନ ବିଷ୍ଣୁ ନାରଦଙ୍କୁ ସତସଙ୍ଗର ମହିମା ବିଷୟରେ ଜ୍ଞାନ ଦେଲେ?
มุมมอง 643หลายเดือนก่อน
କେଉଁ ଉପାୟରେ ଭଗବାନ ବିଷ୍ଣୁ ନାରଦଙ୍କୁ ସତସଙ୍ଗର ମହିମା ବିଷୟରେ ଜ୍ଞାନ ଦେଲେ? #satsang #pauranikkatha #pauranikstory
ମୃତ୍ୟୁ କେଉଁ ପ୍ରକ୍ରିୟା ଓ ନିୟମ ଭିତର ଦେଇ ମଣିଷର ଜୀବନଟିକୁ ହରଣ କରି ନିଏ?
มุมมอง 585หลายเดือนก่อน
ମୃତ୍ୟୁ କେଉଁ ପ୍ରକ୍ରିୟା ଓ ନିୟମ ଭିତର ଦେଇ ମଣିଷର ଜୀବନଟିକୁ ହରଣ କରି ନିଏ? #death #lifeafterdeath #birthanddeath
khandagiri hill. Beautiful Tourist Place of Odisa.
มุมมอง 13หลายเดือนก่อน
khandagiri hill. Beautiful Tourist Place of Odisa. #khandagiri #touristplace #tourism
ସମସ୍ତେ ଜାଣିଛନ୍ତି ପୃଥିବୀକୁ ଗଙ୍ଗା କିପରି ଆସିଲା l କିନ୍ତୁ ଅନେକ ଜାଣି ନାହାନ୍ତି, ସ୍ୱର୍ଗକୁ ଗଙ୍ଗା କିପରି ଆସିଲା?
มุมมอง 109หลายเดือนก่อน
ସମସ୍ତେ ଜାଣିଛନ୍ତି ପୃଥିବୀକୁ ଗଙ୍ଗା କିପରି ଆସିଲା l କିନ୍ତୁ ଅନେକ ଜାଣି ନାହାନ୍ତି, ସ୍ୱର୍ଗକୁ ଗଙ୍ଗା କିପରି ଆସିଲା? #river #river ganga #pauranikkatha
ଦେବୀ କନ୍ୟାକୁମାରୀ l ବିବାହ କରି ନାହାଁନ୍ତି ଏଯାଏ l କାହାପାଇଁ ଅପେକ୍ଷା?କାହାକୁ ବରଣ କରିବେ ସିଏ?
มุมมอง 1.2Kหลายเดือนก่อน
ଦେବୀ କନ୍ୟାକୁମାରୀ l ବିବାହ କରି ନାହାଁନ୍ତି ଏଯାଏ l କାହାପାଇଁ ଅପେକ୍ଷା?କାହାକୁ ବରଣ କରିବେ ସିଏ? #kanyakumari #kanyakumaritrip #kanyakumaritemple
ସତ୍ୟ ଘଟଣା ଉପରେ ଆଧାରିତ ହୃଦୟସ୍ପର୍ଶୀ କାହାଣୀ l ଜାଣନ୍ତୁ ଆମର କର୍ମ କିପରି ଫଳ ତିଆରି କରିଥାଏ?
มุมมอง 670หลายเดือนก่อน
ସତ୍ୟ ଘଟଣା ଉପରେ ଆଧାରିତ ହୃଦୟସ୍ପର୍ଶୀ କାହାଣୀ l ଜାଣନ୍ତୁ ଆମର କର୍ମ କିପରି ଫଳ ତିଆରି କରିଥାଏ?
ହନୁମାନ ରାବଣର ଅଶୋକ ବାଟିକାରୁ ମାତା ସୀତାଙ୍କୁ ଆଣି ପାରିଲେ ନାହିଁ କାହିଁକି?
มุมมอง 138หลายเดือนก่อน
ହନୁମାନ ରାବଣର ଅଶୋକ ବାଟିକାରୁ ମାତା ସୀତାଙ୍କୁ ଆଣି ପାରିଲେ ନାହିଁ କାହିଁକି?
ମା କାଳୀଙ୍କ ପରମ ଭକ୍ତ ଥରୁଟିଏବି ପୁରୀ ଆସିନଥିଲେ l କାରଣ କଣ? ଏହା ପଛର ରହସ୍ୟ କଣ?
มุมมอง 57Kหลายเดือนก่อน
ମା କାଳୀଙ୍କ ପରମ ଭକ୍ତ ଥରୁଟିଏବି ପୁରୀ ଆସିନଥିଲେ l କାରଣ କଣ? ଏହା ପଛର ରହସ୍ୟ କଣ?
ବାରଣାସୀର ସନ୍ଥ ତୁଳସୀ ଦାସ କାହାକୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଙ୍କ ମଧ୍ୟରେ?
มุมมอง 506หลายเดือนก่อน
ବାରଣାସୀର ସନ୍ଥ ତୁଳସୀ ଦାସ କାହାକୁ ଦର୍ଶନ କଲେ ଶ୍ରୀଜଗନ୍ନାଥ ଙ୍କ ମଧ୍ୟରେ?
ଦୀପାବଳି ପଛରେ କିଛି ଅଜଣା କଥା l ଦୀପାବଳି କେବେଠୁ ଓ କାହିଁକି?
มุมมอง 231หลายเดือนก่อน
ଦୀପାବଳି ପଛରେ କିଛି ଅଜଣା କଥା l ଦୀପାବଳି କେବେଠୁ ଓ କାହିଁକି?
ଭୁବନେଶ୍ୱର ନୟାପଲ୍ଲୀ ଦୁର୍ଗା ମେଢ଼ l ଦେଖନ୍ତୁ କିପରି ହୋଇଛି? 🙏
มุมมอง 862 หลายเดือนก่อน
ଭୁବନେଶ୍ୱର ନୟାପଲ୍ଲୀ ଦୁର୍ଗା ମେଢ଼ l ଦେଖନ୍ତୁ କିପରି ହୋଇଛି? 🙏
ବିଜୁ ଜନତା ଦଳରେ ବବି ବାବୁ ଆଜି ଏତେ ଅଲୋଡ଼ା କାହିଁକି? ନବୀନ ବାବୁ କାହିଁକି ଠେଲି ଦେଲେ ତାଙ୍କୁ ପଛକୁ?
มุมมอง 1472 หลายเดือนก่อน
ବିଜୁ ଜନତା ଦଳରେ ବବି ବାବୁ ଆଜି ଏତେ ଅଲୋଡ଼ା କାହିଁକି? ନବୀନ ବାବୁ କାହିଁକି ଠେଲି ଦେଲେ ତାଙ୍କୁ ପଛକୁ?
ବବିଙ୍କ ପାଇଁ ବିଜୁ ଜନତା ଦଳରେ ବେଶୀ ଦିନ ରହିବା ସମ୍ଭବ ହୋଇ ନପାରେ?
มุมมอง 3452 หลายเดือนก่อน
ବବିଙ୍କ ପାଇଁ ବିଜୁ ଜନତା ଦଳରେ ବେଶୀ ଦିନ ରହିବା ସମ୍ଭବ ହୋଇ ନପାରେ?
ମୋହନ ମାଝୀ ଏମିତି ତିନୋଟି କଥା କହିଲେ, ଶୁଣିକି ସବୁ ଅଫିସର ଛାନିଆ l
มุมมอง 2862 หลายเดือนก่อน
ମୋହନ ମାଝୀ ଏମିତି ତିନୋଟି କଥା କହିଲେ, ଶୁଣିକି ସବୁ ଅଫିସର ଛାନିଆ l
ଆଜି ଦିନରେ ଜଣେ ରାଜ ନେତା କଣ ଏତେ ବିନମ୍ର ହୋଇପାରେ? ଶୁଣିକି ଜାଣନ୍ତୁ l
มุมมอง 792 หลายเดือนก่อน
ଆଜି ଦିନରେ ଜଣେ ରାଜ ନେତା କଣ ଏତେ ବିନମ୍ର ହୋଇପାରେ? ଶୁଣିକି ଜାଣନ୍ତୁ l
ହଲଟି ନିକଟରେ ଉଦଘାଟନ ହୋଇଛି l ଦେଖିକି ଅନୁମାନ ଲଗାନ୍ତୁ l BJD ସରକାର ନା BJP ସରକାର କରିଛି?
มุมมอง 562 หลายเดือนก่อน
ହଲଟି ନିକଟରେ ଉଦଘାଟନ ହୋଇଛି l ଦେଖିକି ଅନୁମାନ ଲଗାନ୍ତୁ l BJD ସରକାର ନା BJP ସରକାର କରିଛି?
କଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଚେଷ୍ଟା କରନ୍ତୁ ଜାଣିବାକୁ l
มุมมอง 732 หลายเดือนก่อน
କଣ କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l ଚେଷ୍ଟା କରନ୍ତୁ ଜାଣିବାକୁ l
ଭିଡ଼ିଓଟିକୁ ଦେଖିଲାପରେ ଅନୁମାନ ଲଗାନ୍ତୁ କଣ ହେବାକୁ ଯାଉଛି BJD ର ଭବିଷ୍ୟତ?
มุมมอง 1522 หลายเดือนก่อน
ଭିଡ଼ିଓଟିକୁ ଦେଖିଲାପରେ ଅନୁମାନ ଲଗାନ୍ତୁ କଣ ହେବାକୁ ଯାଉଛି BJD ର ଭବିଷ୍ୟତ?
ଭାଷଣ ଦେଲାବେଳେ କେଉଁ Style ରେ କହନ୍ତି ସୌମ୍ୟ ବାବୁଙ୍କ ଝିଅ ତନୟା ପଟ୍ଟନାୟକ?
มุมมอง 1.8K2 หลายเดือนก่อน
ଭାଷଣ ଦେଲାବେଳେ କେଉଁ Style ରେ କହନ୍ତି ସୌମ୍ୟ ବାବୁଙ୍କ ଝିଅ ତନୟା ପଟ୍ଟନାୟକ?
ସଭା ମଞ୍ଚରୁ ମୁଖ୍ୟମନ୍ତ୍ରୀ କହିଲେ ପୁଣି କେବେ ଓ କିପରି ମିଳିବ "ସୁଭଦ୍ରା ଯୋଜନା " ଟଙ୍କା?
มุมมอง 2692 หลายเดือนก่อน
ସଭା ମଞ୍ଚରୁ ମୁଖ୍ୟମନ୍ତ୍ରୀ କହିଲେ ପୁଣି କେବେ ଓ କିପରି ମିଳିବ "ସୁଭଦ୍ରା ଯୋଜନା " ଟଙ୍କା?

ความคิดเห็น

  • @PratikhyaTv
    @PratikhyaTv 6 วันที่ผ่านมา

    👍👍

  • @PratikhyaTv
    @PratikhyaTv 6 วันที่ผ่านมา

    🙏🙏

  • @spokenenglishwithsumatiajo5049
    @spokenenglishwithsumatiajo5049 27 วันที่ผ่านมา

    ସିଧା କଥା ହେଲା ଜଗନ୍ନାଥ ଙ୍କୁ ଦର୍ଶନ କିଏ ନିଜ ଇଚ୍ଛାରେ କରି ପାରେନି।ଜଗନ୍ନାଥଙ୍କ ଇଚ୍ଛା ହେବ , ଡୋରି ଲାଗିବ ତେବେ ଯାଇ ଦର୍ଶନ ହେବ it's simple.

  • @biswajitmahakud3870
    @biswajitmahakud3870 27 วันที่ผ่านมา

    ତ୍ୱମେବ ମାତାଶ୍ଚ ପିତା ତ୍ୱମେବ

  • @bibhutibhusanakhatai1721
    @bibhutibhusanakhatai1721 29 วันที่ผ่านมา

    reality... hela ramakrishna paramhansa , ଏଥି ପାଇଁ ଯେ ଯଦି ସେ ପୁରୀ କୁ ଆସି ଦର୍ଶନ କରିଦୀୟନ୍ତି , ତାଙ୍କର ମୋକ୍ଷ ପ୍ରତ୍ପି ହୋଇଯିବ ।ତାଙ୍କର jagat prati aou ଲାଳସ ba ea jou ଭୂତିକ jagat achhi ସେଠାରେ aou thre janma ନେବାକୁ aou ଇଚ୍ଛା ହେବ ନାହିଁ., ଯଦି ସେ jagannath nku darsha na karanti mrutu pare madhya ତାଙ୍କର ଜଗନ୍ନାଥଙ୍କ darhan ଅଭିଳାଷା ରହିବା. ଓ ତାଙ୍କର ଏଇ ଇଛଃ ତାଙ୍କୁ ଆଉଥରେ ଜନ୍ମ nebapani ବାଧ୍ୟ kariba..ସେଥି ପାଇଁ ସେ କେବେ ପୁରୀ ଆସୁନଥିଲ

  • @suranjankar5207
    @suranjankar5207 29 วันที่ผ่านมา

    Athiru Jona gala apona kata boda gyani... Jona hoshiba..

  • @laxminarayanbehera2467
    @laxminarayanbehera2467 29 วันที่ผ่านมา

    Aha jathartha karana ma manaku paunanhi.Sradhapurna naman.

  • @SusamaMahapatra-nv1kx
    @SusamaMahapatra-nv1kx 29 วันที่ผ่านมา

    Bekar katha

  • @kartikswaraster8311
    @kartikswaraster8311 หลายเดือนก่อน

    Jai jagannath mahaprabhu ji 🙏🙏🙏🚩🚩🚩❤️❤️❤️

  • @anantakishorepanda2480
    @anantakishorepanda2480 หลายเดือนก่อน

    Sudhansu baral babu, Ramakrishna paramhansa nka bisaya re apanka remark padili. Apana Puja bisaya re kichhi janinahanti. Janibaku try karantu. Bakbas remark diantu nahin

  • @korapradhan8804
    @korapradhan8804 หลายเดือนก่อน

    ମାଆ ଙ୍କ ଦିବ୍ୟ ରୁପ କୁ ଦର୍ଶନ କରିଥିଲେ ରାମ କୃଷ୍ଣ ପରମହଂସ🎉 ଜୟ ଜଗନ୍ନାଥ

  • @kalpanapadhi8709
    @kalpanapadhi8709 หลายเดือนก่อน

    🙏🙏

  • @BhaskarDas-h9g
    @BhaskarDas-h9g หลายเดือนก่อน

    This is not a satisfactory reply.

  • @debasisabinas1200
    @debasisabinas1200 หลายเดือนก่อน

    ଭାଇ କଣ ମୁଣ୍ଡ ବିଗିଡି ଯାଇଛି. ଭୂଲ କଥା କୁହନ୍ତୁ ନୀ, କଣ ବଙ୍ଗାଳି ତୁମ ଘରକୁ ଯାନ୍ତି, ବୋହୁତ ଟେକୁଛ, ଇତିହାସ ଭୁଲି ଗଲାଣି, ଓଡିଶା କୁ ଶତନ୍ତ୍ର ନହେହୁ ଏ ବଙ୍ଗାଳି ଥିଲା ଏ ଓଡିଶା କୂ ବର୍ବାଦ ପଛରେ.......

  • @annapurnapati5019
    @annapurnapati5019 หลายเดือนก่อน

    Satya

  • @AkhilaSahu-w9o
    @AkhilaSahu-w9o หลายเดือนก่อน

    ମା କାଳୀ ଓ ଜଗନ୍ନାଥ ଏକ ଅଭିନ୍ନ ସେ ହଉଛନ୍ତି କାଳୀକୃଷ୍ଣ 🙏

  • @kishormajhi2573
    @kishormajhi2573 หลายเดือนก่อน

    🙏🌺🌸ଜୟ ଶ୍ରୀ ଜଗନ୍ନାଥ 🌺🌼🙏

  • @debadattatripathy6345
    @debadattatripathy6345 หลายเดือนก่อน

    ରାମ କୃଷ୍ଣ ଠାକୁର ନିଜେ ଜଗନାଥ ମହାପ୍ରଭୁ ଶ୍ରୀ ଚୈତନ୍ୟ ନିଜେ ଜଗନାଥ ସେ ମନୁଷ୍ୟ ରୂପରେ ଅବତାର ହେଲେ ତାଙ୍କର ଆଚରଣ ତାଙ୍କର ଲୀଳା ସେ ଭକ୍ତିର ସ୍ରୋତ

  • @sriyanshupadhi6627
    @sriyanshupadhi6627 หลายเดือนก่อน

    ଆରେ ଯାହା ପାଖରେ ମା ଅଛି ତାକୁ ଆଉ କେହି ଦର୍କାର ନାହାଁନ୍ତି.

  • @Sudhansu1008
    @Sudhansu1008 หลายเดือนก่อน

    Anchor bhai, can you explain your content SIMPLY without adding unnecessary adjectives … 😵‍💫😵‍💫😵‍💫 Because, your narration is boring & tedious … 😏😏😏

  • @PrinceRaja-e4g
    @PrinceRaja-e4g หลายเดือนก่อน

    Prabal michha

  • @smrutiranjanparida7638
    @smrutiranjanparida7638 หลายเดือนก่อน

    ଖାଲି ସେତିକି ନୁହେଁ ୯୫ କିମି କହୁଥିଲା ବେଳେ ୬୦କିମି ଯାଉନି

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน

    Ramakrishna , SathyaSai. are incarnation of Lord Jagannath in human form . Why should they again go to place from where , they have come ??

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน

    Ramakrishna , SathyaSai. are incarnation of Lord Jagannath in human form . Why should they again vgo to place from where , they have come ??

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน

    Ramakrishna , SathyaSai. are incarnation of Lord Jagannath in human form . Why should they again vgo to place from where , they have come ??

    • @DeltaOne0110
      @DeltaOne0110 หลายเดือนก่อน

      Are u sure? pr

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน

    Ramakrishna , SathyaSai. are incarnation of Lord Jagannath in human form . Why should they again go to place from where , they have come ??

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน

    Ramakrishna , SathyaSai. are incarnation of Lord Jagannath in human form . Why should they again go to place from where , they have come ??

  • @priyabastia5154
    @priyabastia5154 หลายเดือนก่อน

    badheiki kahucha kichi bi, sie sina asiparileni, mala pare tanka photo aniki tanka stree maa sarada devi aniki asithile, puri darsana karibaku

  • @PratikhyaTv
    @PratikhyaTv หลายเดือนก่อน

    Nice 👍

  • @prasannadash9691
    @prasannadash9691 หลายเดือนก่อน

    Ĥow he will come leaving Mother Kali unattended ?????

  • @nirmalpattnaikmy123
    @nirmalpattnaikmy123 หลายเดือนก่อน

    ଠାକୁର ଶ୍ରୀ ରାମକୃଷ୍ଣ ପରମହଂସ ଙ୍କୁ ମୁଁ ସମ୍ମାନ କରେ କିନ୍ତୁ ସେ ପୁରୀ କୁ ନ ଆସିବା, ଆପଣ ଯେଉଁ କାରଣ ଦର୍ଶାଇଛନ୍ତି ତାହା କାହିଁକି mo ମନକୁ ପାଉନାହିଁ. ଆହୁରି ଅନୁସନ୍ଧାନ ଦର୍କାର ଏହା ଉପରେ.

  • @bishnuprasad6511
    @bishnuprasad6511 หลายเดือนก่อน

    Lies. Do not listen to such bogus talks. Only to make video, this video maker has made a video..

  • @siprajena7104
    @siprajena7104 หลายเดือนก่อน

    Jay Jagannath ❤❤

  • @SudhansuBaral59
    @SudhansuBaral59 หลายเดือนก่อน

    କି ମୁର୍ଖତା ଇଏ,ଆରେ ଏ ସୃଷ୍ଟିରେ ଏମିତି କେହି ବି ନାହିଁ ଯିଏ କି ନିଜ ଚର୍ମଚକ୍ଷୁରେ ଭଗବାନଙ୍କୁ ଦେଖିଚି। ଅର୍ଜୁନକୁ ବି ଭଗବାନ ଦିବ୍ୟଦୃଷ୍ଟି ଦେଇଥିଲେ ଯଦ୍ଵାରା ସେ ତାଙ୍କ ରୂପ ଦର୍ଶନ କରି ପାରିଥିଲେ। ସାଧକ ବାମାକ୍ଷେପା ନିଜ ସାଧନା ଵଳରେ ମା ତାରାଙ୍କୁ ଦେଖି ପାରିଥିଲେ। କିନ୍ତୁ ରାମକୃଷ୍ଣ ପରମହଂସ ଜଣେ ଅନାଚାରୀ, ଅନ୍ଧଭକ୍ତ ଥିଲେ। ଯେଉଁ ମନ୍ଦିରକୁ ଗୋଟେ ଅଛୁଆଁ ଜାତିର ନାରୀ ନିର୍ମାଣ କରିଥିଲା,ଯେଉଁଠି କୌଣସି ବି ବିଦ୍ଵାନ୍ ପଣ୍ଡିତ ପୂଜା କରିବାକୁ ରାଜି ହୋଇ ନଥିଲେ ସେଠାରେ ରାମକୃଷ୍ଣଙ୍କ ଭାଇ ପୂଜା କଲେ,କିଛି ଦିନ ପରେ ମଲେ। ପୁଣି ରାମକୃଷ୍ଣ ବି ସେଠାରେ ପୂଜା କଲେ, ଯଦିଓ ସେ ଶାସ୍ତ୍ରୋକ୍ତ ପୂଜା ବିଧାନ ଜାଣି ନ ଥିଲେ ଓ ଛୁଆଁ ଅଛୁଆଁ କିଛି ନ ମାନି ଦେବୀଙ୍କର ନାନା ଅନାଚାର କଲେ। ସେଥିପାଇଁ ଦେବୀ ଅଭିଶାପରେ ତାଙ୍କ ଶରୀରରେ କର୍କଟ ହେଲା ଓ ସେ ବି ମଲେ। ପୁଣି ଲୋକେ ତାଙ୍କୁ ପରମହଂସ କହୁଛନ୍ତି। ହେ ପ୍ରଭୁ ଏ ଲୋକଙ୍କ ମୁଣ୍ଡରେ କେବେ ବୁଦ୍ଧି ହେବ? ଜୟ ମା' କାଳୀ🙏🙏🙏

  • @PratikhyaTv
    @PratikhyaTv หลายเดือนก่อน

    🙏🙏

  • @GUDDU8779
    @GUDDU8779 หลายเดือนก่อน

    ଅତି କୁହାଳିଆପଣ ର, ମିଛ ମନଗଢା ଡାଇଲଗବାଜି ର ଏହା ହେଉଛି ଶ୍ରେଷ୍ଠ ଉଦାହରଣ । ଜଣକ ବିଷୟରେ ଭଲ ଭାବରେ ନଜାଣି ଏଣୁତେଣୁ ଗପିବା ଉଚିତ ନୁହେଁ।

  • @PratikhyaTv
    @PratikhyaTv หลายเดือนก่อน

    🙏🙏

  • @SabitaMahanty-c3o
    @SabitaMahanty-c3o หลายเดือนก่อน

    ରାମକୃଷ୍ଣ ଙ୍କୁ ଜଣାଥିଲା ଯେ ଦକ୍ଷିଣ କାଳୀ ଜଗନ୍ନାଥଙ୍କ ଅବତାର ତେଣୁ ଯିଏ ନିଜ ପାଖରେ ଅଛନ୍ତି କାହିଁକି ପୁରୀ ଆସିବେ ! ସକଳ ତୀର୍ଥ ତୋ ଚରଣେ ପୁରୀ ଯିବି କି କାରଣେ... :-ରାମକୃଷ୍ଣ ପରମହଂସ

    • @rashmikantasahu3522
      @rashmikantasahu3522 หลายเดือนก่อน

      Video ରେ କୁହା ଯାଉଥିବା ସମ୍ଭାବନା କୁ ମୁଁ ବିଶ୍ବାସ କରି ପାରୁନାହିଁ 😊

    • @sriyanshupadhi6627
      @sriyanshupadhi6627 หลายเดือนก่อน

      ଜଗନ୍ନାଥ ମା ଙ୍କ ଅବତାର. କାରଣ ଜଗନ୍ନାଥ ପୂର୍ବରୁ ମା ଅଛନ୍ତି

  • @sreegantayatamaharana6411
    @sreegantayatamaharana6411 หลายเดือนก่อน

    Thhik achhi kichhi asubidha nanhi ,Kali madhy swayam Jagannath ta pakhaku aasiba jaruri nanhi

  • @anjankumarjena8600
    @anjankumarjena8600 หลายเดือนก่อน

    ଜଗତର ନାଥ ହେଉଛନ୍ତି ବୁଦ୍ଧ ଦେବ |

    • @sirprataprout
      @sirprataprout หลายเดือนก่อน

      Buddha is only an Avatar of lord Vishnu

    • @anjankumarjena8600
      @anjankumarjena8600 หลายเดือนก่อน

      ଜ୍ଞାନୀ ମହାରାଜ , ଭଗବାନ ବୁଦ୍ଧଦେବ ଙ୍କୁ ପୃଥିବୀ ସାରା ଲୋକ ଜାଣନ୍ତି | ହେଲେ ........... ( ତାଙ୍କୁ ) ପୃଥିବୀ ସାରା ଲୋକ ଛାଡ଼ନ୍ତୁ , ତାଙ୍କ ନାମ ମୋତେ ଜଣା ନାହିଁ |

    • @KALINGA-sv7fj
      @KALINGA-sv7fj หลายเดือนก่อน

      What an intelligent person I meet Today. 😂😂😂 Tame jaha janina kan taha mithya. Tame jaha janicha kan kebal taha nhi satya. Tahale tame hiii Ishwar Parameswar tame Jagannath.😅😅😅

    • @anjankumarjena8600
      @anjankumarjena8600 หลายเดือนก่อน

      ଇତିହାସ ପଢନ୍ତୁ, ସବୁ ଜାଣିପାରିବେ |

  • @raghumaninayak9593
    @raghumaninayak9593 หลายเดือนก่อน

    🙏ଜୟ ଶ୍ରୀରାମ, ଜୟ ସତସଙ୍ଗ🧿‼️🧿🕉️🇮🇳🚩✡️🙏🧡🌹❤️🏹🔱🙏👍🔥🎎🪔🛐

  • @PratikhyaTv
    @PratikhyaTv หลายเดือนก่อน

    Nice

  • @DebarghyaBhattacharya
    @DebarghyaBhattacharya หลายเดือนก่อน

    Sri Ramkrishna dev's wife Srisri Ma Sarada devi was came Srikhetra Dham 03 times &She was took Her Husband Ramkrishna Paramhansa 's photo & devotted to darshan Sri Jagannath Dev's Murti to Thakur's image. Because Sarada maa know that her husband Sri Ramkrishna was did not go Pilgrimage in Jagannath Dham. I am bengali Devotte of Sri Ramkrishna Specallay Iam devotte of his wife Jagatjanani Mata Sarada. From Kolkata. Every month I visit Bagbazar “Mayer bari " “Srisri Sarada mayer bari ”. Jay Thakur Jay Sarada mahamai ki jay Jay Swamiji gurjmaharaj ji ki jay Jay Mahamai ki Jay Jay Gangamai ki jay!🙏🙏🙏🙏

  • @aamy00
    @aamy00 หลายเดือนก่อน

    ତୁ କିଏ ପଦ୍ମଲୋଚନ କହୁଛୁ କି

  • @hemalatapanda5218
    @hemalatapanda5218 หลายเดือนก่อน

    Good

  • @baboolmohapatra6522
    @baboolmohapatra6522 หลายเดือนก่อน

    Sir Aapan Kan bulibaku jaaiethilai ki

  • @PratikhyaTv
    @PratikhyaTv หลายเดือนก่อน

    Nice

  • @UdayChandra-w7s
    @UdayChandra-w7s หลายเดือนก่อน

    Jay Jay Shree Jagannath Mahaprabhu 🙏Jay Jay Shree Ramakrishna Thakur 🙏

  • @arunkumarpattnayakpattnaya3025
    @arunkumarpattnayakpattnaya3025 หลายเดือนก่อน

    Jay thakur

  • @bikramsahu160
    @bikramsahu160 หลายเดือนก่อน

    Beautiful