Austin News
Austin News
  • 1 176
  • 1 900 410
ସରିଲା ସିନ ରିକ୍ରିଏସନ ଦେଖନ୍ତୁ ଏକ୍ସକ୍ଲୁଜିଭ ରିପୋର୍ଟ ।#CrimebranchOdisha #ExclusiveNews #AustinNewsOdisha
ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯ୍ୟାତନା ଘଟଣାର ସିନରିକ୍ରିଏସନ କରିଛି କ୍ରାଇମବ୍ରାଞ୍ଚ ଉପସ୍ଥିତ ଥିଲେ ଭାରତୀୟ ସେନା କର୍ମୀ।
#BreakingNews
#ExclusiveNews
#RecreationNews
#CrimeBranchOdisha
#IndianArmy
#BharatpurPoliceStationCase
#BharatapurPoliceCase
#AustinNews
#AustinNewsOdia
#AustinNewsOdisha
มุมมอง: 504

วีดีโอ

ମେଳି କରି ପୋଲିସ ମୁଖିଆଙ୍କୁ ଚ୍ୟାଲେଞ୍ଜ କରିଛି ପୋଲିସ #PoliceProtest #BharatpurCase #AustinNewsOdia #Odisha
มุมมอง 14K6 ชั่วโมงที่ผ่านมา
ପୋଲିସ ନିଜର ଆତ୍ମ ସମୀକ୍ଷା କରୁ ।ସଭା ସମିତି ନିମନ୍ତେ ପରମିଶନ ନ ଆଣିଲେ ପୋଲିସ ରୋକ ଦେଉଛି ହେଲେ ବିନା ଅନୁମତିରେ କେମିତି ମେଳି କରୁଥିଲା ପୋଲିସ ଆସିଲା ବଡ଼ ପ୍ରଶ୍ନ ? #BreakingNews #OdishaPoliceProtest #PoliceProtest #BharatpurCase #BhratapurPoliceStationIssue #CommisionratePolice #DGPOdisha #CrimeBranchOdisha #JudicialJustice #JusticeChitaranjanDas #DCPPratikSingh #AustinNewsOdia #AustinNewsOdisha #AustinNews
ଆଉ ଦୁଇ କୁଆଡ଼େ ଗଲେ ? ପ୍ରଶ୍ନ କଲେ ସଞ୍ଜୀବ ମାରିକ #BreakingNews #Ex-DGP #BharatpurPoliceCase #AustinNews
มุมมอง 21K2 ชั่วโมงที่ผ่านมา
ସାତ କର୍ମଚାରୀ ଥାନାରେ ଥିଲେ ପାଞ୍ଚ ଜଣଙ୍କୁ ସସପେଣ୍ଡ କଲେ ଆଉ ଦୁଇ କୁଆଡେ ଗଲେ ?ଏପରି ପ୍ରଶ୍ନ କରିଛନ୍ତି ପୂର୍ବତନ ପୋଲିସ ଡିଜିପି ସଞ୍ଜୀବ ମାରିକ। ଭରତପୁର ଥାନା ଘଟଣାରେ ଅଙ୍କିତା ପ୍ରଧାନଙ୍କ ବାପା ରିଟାର୍ଡ ବିଗ୍ରେଡିୟର ଅନ୍ତର୍ଯ୍ୟାମୀ ପ୍ରଧାନଙ୍କ ପ୍ରଶ୍ନକୁ ଦୋହରାଇଛନ୍ତି ପୂର୍ବତନ ପୁଲିସ ଡିଜିପି ସଞ୍ଜୀବ ମାରିକ। #BreakingNews #BharatpurPoliceStation #BharatpurPoliceCase #BharatpurPoliceSuspend #CommisionratePolice #ExDGPSanjivMarik #AustinNews...
#BreakingNews ରୋଗୀ ମୃତ୍ୟୁକୁ ନେଇ ହସ୍ପିଟାଲରେ ଉତ୍ତେଜନା #PatientDeath #ExclusiveNews #AustinNewsOdia
มุมมอง 1.1K4 ชั่วโมงที่ผ่านมา
କଳିଙ୍ଗ ହସ୍ପିଟାଲ ସମ୍ମୁଖରେ ଧାଣାରେ ପରିବାର ଲୋକ। କିଡନୀ ଟ୍ରାନ୍ସପ୍ଲାଣ୍ଟର ମାସେ ପରେ ଚିକିତ୍ସିତ ଅବସ୍ଥାରେ ରୋଗୀ ମୃତ୍ୟୁ ହୋଇଛି। ଅପରେସନ ସମୟର ଭିଡ଼ିଓ ରହିବ କହି ଅପରେସନ କରାଗଲା। କିନ୍ତୁ ଏବେ ସେ ଭିଡିଓ ନଥିବା କଥା କହୁଛନ୍ତି କତୃପକ୍ଷ। ମୃତୁର କାରଣ କହୁନାହାନ୍ତି,କିଡନୀ ଟ୍ରାନ୍ସପ୍ଲାଣ୍ଟକୁ ନେଇ ଦ୍ଵନ୍ଦ ବଢୁଛି। #BreakingNews #ExclusiveNews #FirstNews #LatestNews #PatientDeath #KalingaHospital #KidenyTransplanet #ProtestNews #AustinNews #O...
ଶ୍ରମିକ ଶୋଷଣ ବନ୍ଦ ନ କଲେ ଭୟଙ୍କର ଆନ୍ଦୋଳନ ହେବ। #LabourUnion #BMS #AustinNewsOdia #OdishaNews
มุมมอง 4104 ชั่วโมงที่ผ่านมา
ଭାରତୀୟ ମଜୁଦର ସଂଘର କଡା ଚେତାବନୀ ! ଶ୍ରମିକ ଶୋଷଣ ବନ୍ଦ ନ କଲେ ଭୟଙ୍କର ଆନ୍ଦୋଳନ କରିବ ସଂଘ।ସ୍ୱାବଲମ୍ବୀ କାରିଗରମାନଙ୍କୁ ସର୍ବନିମ୍ନ ମଜୁରୀ ଦାବିରେ ରାଜ୍ୟ ସ୍ତରୀୟ ଭାରତୀୟ ମଜୁଦର ସଙ୍ଘର କାର୍ଯ୍ୟକାରୀଣି ବୈଠକ ଅନୁଷ୍ଠିତ। #BreakingNews #BharatiyaMajudurSanghaNews #BMSNews #LabourUnionStateLevelMeeting #AustinNews #OdiaNews #LatestNeww
ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତି ଥିଲେ ଗିରଫ ଗିରଫ କର #BreakingNews #SuraRout #BharatpurCase #AustinNews
มุมมอง 2.5K7 ชั่วโมงที่ผ่านมา
ରୋଡ଼ ରୋମିଓଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଭଣଜା ଥିବାର ଆସିଲା ଅଭିଯୋଗ।ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ପୃକ୍ତ ଥିଲେ ବି ଗିରଫ କର। #BreakingNews #BharatpurPoliceStation #MajorFiancee #SuraRout #PoliceAssociation #OdishaNews #AustinNews
ବାର ବର୍ଷରେ ଏମ୍ସ ଯୋଗଦେଲେ ଉପ-ମୁଖ୍ୟମନ୍ତ୍ରୀ ! #AIIMS #AnualFunction #AustinNews #OdishaNews #KVSinghdeo
มุมมอง 2177 ชั่วโมงที่ผ่านมา
ବାର ବର୍ଷରେ ପାଦ ଦେଲା ଏମ୍ସ ଆଜିର ଦିନରେ ଏ ସବୁ ରହିଛି ଚ୍ୟାଲେଞ୍ଜ ।ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ଆଜିକୁ ବାର ବର୍ଷ ତଳେ ଗଢି ଉଠିଥିଲା।ସେହିଦିନକୁ ମନେପକାଇ ଏମ୍ସ ଅଡିଟୋରିମରେ ବାରତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି।କାର୍ଯ୍ୟକ୍ରମରେ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। #BreakingNews #AIIMSOdisha #AIIMSNews #AIIMSAnualFunction #AIIMS12thAnualFunction #OdishaDeputyChiefMinister #KanakBar...
ପୋଲିସ ଆସୋସିଏସନ ପ୍ରେସ ମିଟ ପରେ କେଭିଙ୍କ ହେଭି ବୟାନ ! #DCM #PoliceAssociation #AustinNewsOdia #Odisha
มุมมอง 31K7 ชั่วโมงที่ผ่านมา
ସସପେଣ୍ଡ ଘଟଣାରେ ରାଜ୍ୟ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପ୍ରତିକ୍ରିୟା।ସସପେଣ୍ଡ ପ୍ରତ୍ୟାହାର ଦାବି ନେଇ ପୋଲିସ ଆସୋସିଏସନ ପ୍ରେସମିଟ ପରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଏଭଳି ପ୍ରତିକ୍ରିୟା। #BreakingNews #PoliceAssociationPressMeet #BharatpurPoliceSuspendIssue #DeputyChiefMinister #KanakBardhanSinghdeo #MajorArmyFiancee #SuspendPolice #OdishaNews #AustinNewsOdia
ବିଜେଡି ଆପ ମିଶିକି କଲେ ପ୍ରତିବାଦ ! #BreakingNews #BharatpurPolice #AustinNews #OdishaNews #OdiaNews
มุมมอง 4.2K7 ชั่วโมงที่ผ่านมา
ସସପେଣ୍ଡ ହୋଇଥିବା ପୋଲିସ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ବିଜେଡି ଆପ ମିଶିକି କଲେ କମିଶନରେଟ ପୋଲିସ ଭବନ ଆଗରେ ପ୍ରତିବାଦ।ଦେଖନ୍ତୁ ଭିଡ଼ିଓ। #BreakingNewsOdisha #SuspendPoliceOfficer #ArrestedProtest #APPOdisha #BJDOdisha #CommisonratePolice #ArmyMajorFaincee #AustinNews #OdishaNews #LatestNews
ରାତି ଦୁଇରେ ଫୋନ କଲେ ପୋଲିସ ଆମକୁ....କହୁ କହିଦେଲେ ମହିଳା #BreakingNews #BhararatpurPoliceCase #OdishaNews
มุมมอง 2.2K7 ชั่วโมงที่ผ่านมา
ରାତି ଅଧରେ ଫୋନ କଲେ ପୋଲିସ ଆମକୁ.... ଜନମାନ୍ୟତା ସମାଜସେବୀ ମହିଳା ସଂଗଠନ ପକ୍ଷରୁ ଓଡିଶା ପୋଲିସ ଓ କମିଶନରେଟ ପୋଲିସକୁ ନେଇ କହିଦେଲେ ଏମିତି କଥା। #BreakingNews #CommisionratePolice #JanamanyataSocialOrganisation #OdishaPolice #LatestUpdate #JudicialJustice #BharatpurPSCase #ArmyOfficerFiancee #AustinNews
ପୋଲିସ କେଳେଙ୍କାରୀର ଉଦାହରଣ ରଖିଲେ ଆଇନଜୀବୀ ! #BreakingNews #OdishaPolice #AustinNews #BharatpurPolice
มุมมอง 38K9 ชั่วโมงที่ผ่านมา
ହାଇକୋର୍ଟର ନିର୍ଦ୍ଦେଶକୁ କିପରି ଓଡ଼ିଶା ପୋଲିସ ଖାତିର କରେନି ତଥ୍ୟ ସହ ପ୍ରମାଣ ରଖିଲେ ପୁରୁଷ କମିଶନର ଅଧକ୍ଷ ତଥା ହାଇକୋର୍ଟର ଆଇନଜୀବୀ ବ୍ୟୋମକେଶ ତ୍ରିପାଠୀ। #BrekingNews #BharatapurPoliceStation #OdishaPolice #CommisionratePolice #DCPPratikSingh #HighCourtOfOdisha #ArmyOfficerFiancee #AustinNews #OdishaNews #OdiaNews
ମହିଳାଙ୍କ ସହ ଧାରଣାରେ ବସିଲେ ମନ୍ମଥ ରାଉତରାୟ । #CPOfficeProtest #ManmathaRoutray #AustinNewsOdia #Odisha
มุมมอง 3.2K9 ชั่วโมงที่ผ่านมา
ଅଙ୍କିତା ପ୍ରଧାନଙ୍କୁ ନ୍ୟାୟ ଦାବିରେ ପୋଲିସ ସେବା ଭବନ ଆଗରେ ସମାଜସେବୀଙ୍କ ସହ ଧାରଣାରେ ବସିଲେ ବିଜେଡି ଭୁବନେଶ୍ୱର ସାଂସଦ ପାର୍ଥି ମନ୍ମଥ ରାଉତରାୟ। #BreakingNews #PoliceSevaBhaban #ProtestNews #BJDMPCandidateBBSR #ManmathaRoutray #WomenAssociationProtest #BharatpurPoliceIssues #JudicialJustice #MajorFiancee #AustinNewsOdia
ଆସନ୍ତାକାଲି ସରକାରଙ୍କୁ ରିପୋର୍ଟ ଦେବେ କମିଶନ । #WomenCommision #AustinNewsOdia #BharatpurPoliceIissues
มุมมอง 5959 ชั่วโมงที่ผ่านมา
ସେନା ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ କେସର ରିପୋର୍ଟ ଆସନ୍ତାକାଲି ଦାଖଲ କରିବ ମହିଳା କମିଶନ । #BharatapurPoliceStation #ArmyOfficerFanciee #IICSuspend #SexuallyAsult #ThirdDigree #WomenCommision #AustinNewsOdisha #ComisonratePolice #AustinNews
ସାତ ଜଣ ରୋଡ଼ ରୋମିଓଙ୍କୁ ଗିରଫ କଲା କମିଶନରେଟ ପୋଲିସ ! #BreakingNews #AustinNews #PoliceArrest #OdishaNews
มุมมอง 1.3K9 ชั่วโมงที่ผ่านมา
ମେଜର ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିଥିବା ଦୁର୍ବୁତ୍ତଙ୍କ ମଧ୍ୟରୁ ସାତ ଜଣଙ୍କୁ ଗିରଫ କଲା କମିଶନରେଟ ପୋଲିସ। #BharatapurPoliceStation #CommisionratePolice #RoadRomioArrested #BreakingNews #ArmyOfficerFiancee #AsutinNewsOdia #OdishaNews #NabinPatanaik
ନ୍ୟାୟିକ ତଦନ୍ତ ନବୀନଙ୍କ ଦାବି ! ତୀବ୍ର ନିନ୍ଦା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ #BreakingNews #ExCMOdisha #News
มุมมอง 69912 ชั่วโมงที่ผ่านมา
ନ୍ୟାୟିକ ତଦନ୍ତ ନବୀନଙ୍କ ଦାବି ! ତୀବ୍ର ନିନ୍ଦା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ #BreakingNews #ExCMOdisha #News
ଥାନା ନା କ୍ଲବ ଖାନା ? କିଏ ନାଇଟ ପିନ୍ଧୁଛି ତ କିଏ ହାଫ ପ୍ୟାଣ୍ଟ ରେ ବସୁଛି ! #BijayaPatanaik #AustinNews #Odia
มุมมอง 1.8K12 ชั่วโมงที่ผ่านมา
ଥାନା ନା କ୍ଲବ ଖାନା ? କିଏ ନାଇଟ ପିନ୍ଧୁଛି ତ କିଏ ହାଫ ପ୍ୟାଣ୍ଟ ରେ ବସୁଛି ! #BijayaPatanaik #AustinNews #Odia
IIC ଙ୍କ ନାମରେ ରୁଜୁ ହେଲା ଅପରାଧିକ ମାମଲା #bharatpurpolicestation #AustinNews #OdishaNews #OdishaPolice
มุมมอง 78812 ชั่วโมงที่ผ่านมา
IIC ଙ୍କ ନାମରେ ରୁଜୁ ହେଲା ଅପରାଧିକ ମାମଲା #bharatpurpolicestation #AustinNews #OdishaNews #OdishaPolice
କାହିଁକି ଗିରଫ କରୁନି ପୋଲିସ ? #BreakingNews #MajorFiancee #AustinNews #Odisha
มุมมอง 87K12 ชั่วโมงที่ผ่านมา
କାହିଁକି ଗିରଫ କରୁନି ପୋଲିସ ? #BreakingNews #MajorFiancee #AustinNews #Odisha
ସେନା ବାନ୍ଧବୀଙ୍କ ଅନ୍ତବସ୍ତ୍ର ଚିରି କ'ଣ କରୁଥିଲା ପୋଲିସ ? #ArmyOfficerFiancee #AustinNews #OdishaPolice
มุมมอง 2K12 ชั่วโมงที่ผ่านมา
ସେନା ବାନ୍ଧବୀଙ୍କ ଅନ୍ତବସ୍ତ୍ର ଚିରି କ'ଣ କରୁଥିଲା ପୋଲିସ ? #ArmyOfficerFiancee #AustinNews #OdishaPolice
ମେଜର-ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିଥିବା ସମସ୍ତ ଦୁର୍ବୃତ୍ତ ବିଜେପି ପିଲା ! #BreakingNews #AustinNews
มุมมอง 7K12 ชั่วโมงที่ผ่านมา
ମେଜର-ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିଥିବା ସମସ୍ତ ଦୁର୍ବୃତ୍ତ ବିଜେପି ପିଲା ! #BreakingNews #AustinNews
ଶହେ ଦିନିଆ ରିପୋର୍ଟ କାର୍ଡକୁ ନେଇ ସୋଫିଆଙ୍କ ପ୍ରତିକ୍ରିୟା ! #sofiafirdosh #Govt100Days #austinnewsodia
มุมมอง 3.1K12 ชั่วโมงที่ผ่านมา
ଶହେ ଦିନିଆ ରିପୋର୍ଟ କାର୍ଡକୁ ନେଇ ସୋଫିଆଙ୍କ ପ୍ରତିକ୍ରିୟା ! #sofiafirdosh #Govt100Days #austinnewsodia
କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ ! #breakingnewsodisha #pcc #rahulgandhi #austinnews #OdishaNews
มุมมอง 10K14 ชั่วโมงที่ผ่านมา
କଂଗ୍ରେସ କର୍ମୀଙ୍କୁ ଉଠାଇ ନେଲା ପୋଲିସ ! #breakingnewsodisha #pcc #rahulgandhi #austinnews #OdishaNews
ପୋଲିସ ଷ୍ଟେସନରେ ସର୍ବାଧିକ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ! #breakingnews #austinnewsodia #odishaarmyissue
มุมมอง 28K14 ชั่วโมงที่ผ่านมา
ପୋଲିସ ଷ୍ଟେସନରେ ସର୍ବାଧିକ ମାନବାଧିକାର କ୍ଷୁର୍ଣ୍ଣ ହେଉଛି ! #breakingnews #austinnewsodia #odishaarmyissue
#breakingnews ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କାହିଁକି ଧରୁନି ପୋଲିସ ?#bharatpurpolice #austinnews #odishanews
มุมมอง 26514 ชั่วโมงที่ผ่านมา
#breakingnews ଏ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ କାହିଁକି ଧରୁନି ପୋଲିସ ?#bharatpurpolice #austinnews #odishanews
#BreakingNews ପୋଲିସ କରିଛି ସମ୍ପୂର୍ଣ୍ଣ ଭୁଲ ; ସଞ୍ଜୀବ ମାରିକ। #majorissue #BharatpurPolice #austinnews
มุมมอง 59K14 ชั่วโมงที่ผ่านมา
#BreakingNews ପୋଲିସ କରିଛି ସମ୍ପୂର୍ଣ୍ଣ ଭୁଲ ; ସଞ୍ଜୀବ ମାରିକ। #majorissue #BharatpurPolice #austinnews
ମେଜର-ବାନ୍ଧବୀ ଘଟଣାରେ ପ୍ରତିକ୍ରିୟା ରଖିଲେ ପୀଡିତାଙ୍କ ବାପା | #BreakingNews #ArmyMajorUpdate #AustinNews
มุมมอง 61K16 ชั่วโมงที่ผ่านมา
ମେଜର-ବାନ୍ଧବୀ ଘଟଣାରେ ପ୍ରତିକ୍ରିୟା ରଖିଲେ ପୀଡିତାଙ୍କ ବାପା | #BreakingNews #ArmyMajorUpdate #AustinNews
ସୁଭଦ୍ରା ଟଙ୍କା ଆସିଲା ପରେ କ'ଣ କହନ୍ତି ମହିଳା ଦେଖନ୍ତୁ । #ShubhdraYoyona #NarendraModi #austinnewsodia
มุมมอง 85716 ชั่วโมงที่ผ่านมา
ସୁଭଦ୍ରା ଟଙ୍କା ଆସିଲା ପରେ କ'ଣ କହନ୍ତି ମହିଳା ଦେଖନ୍ତୁ । #ShubhdraYoyona #NarendraModi #austinnewsodia
ଓଡିଶା ଛାଡିଲେ ମୋଦି !ଯିବା ସମୟର ଦେଖନ୍ତୁ ଭିଡ଼ିଓ । #BreakingNews #narendramodi #subhdrascheme #austinnews
มุมมอง 4.6K19 ชั่วโมงที่ผ่านมา
ଓଡିଶା ଛାଡିଲେ ମୋଦି !ଯିବା ସମୟର ଦେଖନ୍ତୁ ଭିଡ଼ିଓ । #BreakingNews #narendramodi #subhdrascheme #austinnews
ମୋଦିଙ୍କ ରୋଡ଼ ସୋ ର ଦେଖନ୍ତୁ ଭିଡ଼ିଓ ! #ModiRoadShow #AustinNews #Odisha
มุมมอง 1.2K19 ชั่วโมงที่ผ่านมา
ମୋଦିଙ୍କ ରୋଡ଼ ସୋ ର ଦେଖନ୍ତୁ ଭିଡ଼ିଓ ! #ModiRoadShow #AustinNews #Odisha
ବିମାନ ବନ୍ଦରରୁ ରୋଡ଼ ସୋ ରେ ବାହାରିଲେ ମୋଦି ! #breakingnews #PMIndia #narendramodi #AustinNews #Odisha
มุมมอง 4.3K19 ชั่วโมงที่ผ่านมา
ବିମାନ ବନ୍ଦରରୁ ରୋଡ଼ ସୋ ରେ ବାହାରିଲେ ମୋଦି ! #breakingnews #PMIndia #narendramodi #AustinNews #Odisha

ความคิดเห็น

  • @manoranjanbhatta5357
    @manoranjanbhatta5357 13 วินาทีที่ผ่านมา

    ଏ ଲୋକ କୁ ଭଲ ଭାବେ ଜାଣ ଏ ଜଣେ ବହୁ ରୁପି l

  • @travelwithsudhansu3340
    @travelwithsudhansu3340 13 วินาทีที่ผ่านมา

    ଆର୍ମୀ ସହିତ ତୁମ deparment କୁ ତୁଳନା କର ନାହିଁ। ତୁମ deparment କେଉଁ କାମ କୁ ନୁହେଁ । କେବଳ ନିଜ ପକେଟ୍ ଗରମ ବର୍ଦି ଲେଖାଇ ଲୋକ ଙ୍କୁ ଲୁଟୁଛ

  • @Binatisahoo-g7g
    @Binatisahoo-g7g 54 วินาทีที่ผ่านมา

    Right Katha sir

  • @travelwithsudhansu3340
    @travelwithsudhansu3340 8 นาทีที่ผ่านมา

    ମୋ ଜାଣିବା ରେ ଓଡିଶା ରେ 99 ଭାଗ police ବଡ ଚୋର ତୁ ଯେଉଁ ବାଇଟ ଦେଉଚୁ, ସେଥିରୁ ଜଣା ପଡ଼ୁଚି 99 ଭାଗ ଭିତରେ ଚୋର ଭିତରୁ ତୁ ଜଣେ ଆମ tax ଟଙ୍କା ରେ ଚୋର ପୋଲିସ୍ କୁ ଦରମା ଦିଆ ହେବ ନାହିଁ। ବହିସ୍କାର କରାଯିବା ପାଇଁ ଅନୁରୋଧ କରୁଛି

  • @aratadash5311
    @aratadash5311 9 นาทีที่ผ่านมา

    ଭାରତ ପୁର କେଶରେ ଯେଉଁ ପୋଲିସ ମାନେ ମେଳି କରି ଥିଲେ ସେମାନଙ୍କୁ ତିନି ମାସ ସସପେଣ୍ଡ କରାଯାଉ ଆଇନ ବିରୁଧରେ ମେଳି କରିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ତା ପେର ଜାହା ହେବ

  • @shaikabdullatif5621
    @shaikabdullatif5621 17 นาทีที่ผ่านมา

    Very nice.

  • @sureshparida2199
    @sureshparida2199 29 นาทีที่ผ่านมา

    Bina tankare service. Paiisa juade

  • @kuldipjena3820
    @kuldipjena3820 32 นาทีที่ผ่านมา

    100% right sir

  • @debrajmall1704
    @debrajmall1704 34 นาทีที่ผ่านมา

    Police sabutharu bada chora...

  • @kalakarmahanta9151
    @kalakarmahanta9151 37 นาทีที่ผ่านมา

    ପୋଲିସ ଧିକ l l hate police.

  • @romioniosridder8709
    @romioniosridder8709 46 นาทีที่ผ่านมา

    Ki jatra jhioku maal piao au seen re creat koro

  • @ଅନୁଚିନ୍ତା-ଡ1ଝ
    @ଅନୁଚିନ୍ତା-ଡ1ଝ 53 นาทีที่ผ่านมา

    🙏

  • @sandhyacreative7443
    @sandhyacreative7443 54 นาทีที่ผ่านมา

    Thik katha bhai

  • @pradeepkumarroul7459
    @pradeepkumarroul7459 58 นาทีที่ผ่านมา

    My dear police organising secretary,the police strike in relation to Bharatpur incedence is unconstitutional.so please do not demand or request any thing.

  • @subashchandra5589
    @subashchandra5589 ชั่วโมงที่ผ่านมา

    You are absolutely right 100%

  • @GitanjaliNayak-jy5bt
    @GitanjaliNayak-jy5bt ชั่วโมงที่ผ่านมา

    Yes right...

  • @sasanksekharaswain9208
    @sasanksekharaswain9208 ชั่วโมงที่ผ่านมา

    ଧିରେ କୁହ , ବିକଟାଳ ସୁଭୁଛି ,

  • @Loki-pg7jr
    @Loki-pg7jr ชั่วโมงที่ผ่านมา

    Bhai CSPur IIS was there in that field at front foot😂

  • @debasishpatra1366
    @debasishpatra1366 ชั่วโมงที่ผ่านมา

    Very Constructive discussion.🙏

  • @Alexmunaparida897
    @Alexmunaparida897 ชั่วโมงที่ผ่านมา

    Nia सकता kauthi hela sey loka sey kanun ra katha kahuchi sey loka bhul kahuchi ki tame jau gayani loka jana paduchi jadi bhabucha mada sabu ra karana mada band karidia bina mada tax re bi desha chaliba kete ta magena khia chora achhanti tanku mada ru tax darkar sabu khetra re gariba loka maruchi kete ta cotipati mada piuchhanti age mada band karantu

  • @nihar7726
    @nihar7726 ชั่วโมงที่ผ่านมา

    Sir hero charector ra police ku Singham kahanti.

  • @rasmiranjanmishra1523
    @rasmiranjanmishra1523 ชั่วโมงที่ผ่านมา

    Bheena saying 100% right

  • @lipuswain3957
    @lipuswain3957 ชั่วโมงที่ผ่านมา

    Right Sir

  • @Alexmunaparida897
    @Alexmunaparida897 ชั่วโมงที่ผ่านมา

    Ea gote mo suna iic

  • @nihar7726
    @nihar7726 ชั่วโมงที่ผ่านมา

    Justice for lady lawyer

  • @niranjansahoo3660
    @niranjansahoo3660 ชั่วโมงที่ผ่านมา

    Bahut bhala heichi army sucess heba

  • @HeeralalSabar-e2d
    @HeeralalSabar-e2d ชั่วโมงที่ผ่านมา

    Police bale sab chor hai haram ka paisa lutanti

  • @KhirodJena-vr6fv
    @KhirodJena-vr6fv ชั่วโมงที่ผ่านมา

    Nice reporting

  • @dukhishyamdas4075
    @dukhishyamdas4075 ชั่วโมงที่ผ่านมา

    Balance gapucha

  • @hareshchandranaik8065
    @hareshchandranaik8065 ชั่วโมงที่ผ่านมา

    Please save odisa and save poor people kindly 🙏

  • @banarassbanara1626
    @banarassbanara1626 ชั่วโมงที่ผ่านมา

    Good

  • @sudhirkumarsethy2479
    @sudhirkumarsethy2479 ชั่วโมงที่ผ่านมา

    Very fine

  • @prafulladash6726
    @prafulladash6726 ชั่วโมงที่ผ่านมา

    HariPani Suryamani nka Bhali NiraPekhya Loka Kahanti?

  • @bhubanmohanty3853
    @bhubanmohanty3853 ชั่วโมงที่ผ่านมา

    Do you know the initial disciplinary proceedings after serving in put for so many years very well knowing suspension is nor a punishment. You also wait for end of inquiry

  • @nageshkumardandpat9581
    @nageshkumardandpat9581 ชั่วโมงที่ผ่านมา

    Tame Kan bandu.tamara sambiidhan Kan alaga.tame bite deba.tamara puni assaciation.tame Kan godfather.tame Kan maribanahi.

  • @asokkumarmohanty8288
    @asokkumarmohanty8288 2 ชั่วโมงที่ผ่านมา

    Tadanta crimebranch karuchi agaru nayagada tadanta karithele samit heba

  • @SanatanchattarChattar
    @SanatanchattarChattar 2 ชั่วโมงที่ผ่านมา

    ଏମାନଙ୍କୁ ଗୁଳି କର,,,ଡ୍ରେସ୍ ଖଣ୍ତେ ପିନ୍ଧି ସର୍ଭେ ସର୍ଭା ଭାବୁଛନ୍ତି

  • @sibasisnayak-qp8dy
    @sibasisnayak-qp8dy 2 ชั่วโมงที่ผ่านมา

    100% right katha kahichanti byamokesh bhai. satare police department aama maa bhali. aau maa jadi ta chhua ku goitha mariba tahele chuua jiba kouthiki . so police prasasana re sudhar aniba nihati jaruri.

  • @asokkumarmohanty8288
    @asokkumarmohanty8288 2 ชั่วโมงที่ผ่านมา

    Police ku Mali Kariba pachere kahi rahiche a manaku kia ta phon Kari time place deitheb Anya lps officer kia achi 24 barsara kalakita brukhya ku upadi sarakar subidhre sasan loka ku deba ate sajhaga nuha rajaya paristhi bhalnahi

  • @gopalkrishnapattnaik5313
    @gopalkrishnapattnaik5313 2 ชั่วโมงที่ผ่านมา

    Some policemen of BBSR are unhappy on their suspension.. THEY MAY SUBMIT VOLUNTARY 4:21 RESIGNATION & GO.. GOVT RULE MUST BE FOLLOWED.

  • @dilipkumarnanda5579
    @dilipkumarnanda5579 2 ชั่วโมงที่ผ่านมา

    Helmet check re police bahut paisa income karuchanti, aye manku check kariba kiye

  • @anupamadas6512
    @anupamadas6512 2 ชั่วโมงที่ผ่านมา

    ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ। ଆଜିର ଆଲୋଚନା ଖୁବ୍ ଭଲ ଲାଗିଲା ନିରାଟ ସତ କଥା ।

  • @BalkrushnaRana-d6t
    @BalkrushnaRana-d6t 2 ชั่วโมงที่ผ่านมา

    ତମେ ଶଲେ ଆର୍ମି ର ଗୁହ କୁ ସରି ନୁହଁ ତମକୁ ଲୋକେ ମା ବହନି ଶୋଧୁଛନ୍ତି, ଆର୍ମି ସଂଗେ ତୁଳନା ହେବା ବହୁତ ବଡ ପାପ

  • @brahmadeep8341
    @brahmadeep8341 2 ชั่วโมงที่ผ่านมา

    Police ku biswas nahin

  • @bibhutibhusanacharya5635
    @bibhutibhusanacharya5635 2 ชั่วโมงที่ผ่านมา

    Your analysis is absolutely correct. Police never change their attitude.

  • @brahmadeep8341
    @brahmadeep8341 2 ชั่วโมงที่ผ่านมา

    Apari police hatao

  • @biswalpapu8109
    @biswalpapu8109 2 ชั่วโมงที่ผ่านมา

    Byamokash sir please aapananka no darkar kichhi tathya deba pain mu chahunchi

  • @biswalpapu8109
    @biswalpapu8109 2 ชั่วโมงที่ผ่านมา

    Aebhali magihan police pain aaji odisha badnam hauchi

  • @biswalpapu8109
    @biswalpapu8109 2 ชั่วโมงที่ผ่านมา

    Sir gote katha kahuchi bharatpur thanare janiki pramana nasta kariba pain homa puja bahana kariki pramana nasta karidelA

  • @GolapBhoi-x6m
    @GolapBhoi-x6m 2 ชั่วโมงที่ผ่านมา

    Jay hind.you are right sir