- 31
- 823 655
Prasant Nag Official
India
เข้าร่วมเมื่อ 20 ส.ค. 2018
THANK YOU GOD FOR GIVING ME THIS BEAUTYFUL GIFTED
Chamakila Aji Sara Dunia//ଚମକିଲା ଆଜି ସାରା ଦୁନିଆ//New Koraputia Christmas Song//Prasant & Saraj
ସର୍ବ ପ୍ରଥମେ ନବ ଜାତ ଶିଶୁ ପ୍ରିୟ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ସମସ୍ତଙ୍କୁ PRASANT NAG OFFICIAL ପରିବାର ତରଫରୁ ନମସ୍କାର ଜଣାଉ।ଯୀଶୁଙ୍କ ଜନ୍ମ ଦିନ ଉପଲକ୍ଷେ ଏକ ଅତି ସୁନ୍ଦର ଗୀତ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ ଏହି ବର୍ଷ 2024 CHRISTMAS ରେ ଗୀତକୁ ଶୁଣନ୍ତୁ ପୁଣି ଆନନ୍ଦ ସହିତ ଏଥର ବଡଦିନ କୁ ପାଳନ କରନ୍ତୁ ପୁଣି ଏମିତି ଆହୁରି ନୂଆ ନୂଆ ଗୀତ ଦେଖିବା ପାଇଁ ଆମର ଏହି ଚେନେଲକୁ SUBSCRIBE କରନ୍ତୁ ପୁଣି ଆମ ନିମନ୍ତେ ପ୍ରାର୍ଥନା କରନ୍ତୁ ଧନ୍ୟବାଦ୍।
.........SONG CREADIt............
Song- ଚମକିଲା ଆଜି ସାରା ଦୁନିଆ
Singer-Prasant Nag & Saraj Jubli
Lyrics & Music-Prasant Nag
Music Arrangement-Prasant Nag & Bikram Takri
Recording-Blessing Studio (Semliguda)
Dance By-Pujariguda JELC Youth
Camera-Biren Bhai
Video Editing & Poster-Prasant Nag
Special Thanks-My Family & Saraj Jubli
.........ସମ୍ପୂର୍ଣ ଗୀତର ଲେଖା.....📖📖📖
ଚମକିଲା ଆଜି ଚମକିଲା ଦେକା ସାରା ଦୁନିଆ
ଜନମିଲାୟ ଆଜି ଜନମିଲାୟ ଆମର ଯୀଶୁରାଜା..(୨ଥର)
ବେଥଲିହିମର ଗାଇଗୁହାଲେ ଯୀଶୁ ନର ରୂପେ ଜନମ ନେଲେ
ସାରଗକେ ଛାଡ଼ି ଉତୁରି ଆଇଲେ ଦେକା ମା ମରୀୟମର କଲେ..(୨ଥର)
ଚମକିଲା ଆଜି ଚମକିଲା......
................ପ୍ରଥମ ଅନ୍ତରା..............
(୧) ପାପ ଅନ୍ଧକାରେ ପଡ଼ିକରି ଆମେ ପିତାନୁ ରେଲୁ ଦୂରେଇ ହଁ ପୀତାନୁ ରେଲୁ ଦୂରେଇ
ସେ ଦୁରତାକେ ଜଡ଼ିବାକେ କାଯେ ଯୀଶୁ ଆୟଲାୟ ସରଗ ଛାଡ଼ି ହଁ ଦେକା ଯୀଶୁ ଆୟଲାୟ ସରଗ ଛାଡ଼ି
ସତ ବାଟ ଆମେ ଛାଡ଼ି ଦେକା ପାପର ବାଟେ ରେଲୁ ଭାଇ ହଁ ଆମେ ପାପର ବାଟେ ରେଲୁ ଭାଇ
ସରଗର ବାଟେ ନେବା କାଜେ ଆମକେ ସରଗନୁ ଅଇଲା ଧାଇ ହଁ ଯୀଶୁ ସରଗନୁ ଆଇଲା ଧାଇ
ପାପର ଆନ୍ଧାର ଦେକା କରିଲାୟ ସେ ଦୂର
ପାଇଗଲୁ ଆମେ ଉଜଲ ଆରି ନାଇନୀ କାକେ ଡର (୨ଥର)
ଚମକିଲା ଆଜି ଚମକିଲା...........
.............ଦ୍ଵିତୀୟ ଅନ୍ତରା.............
(୨)ବଡଦିନ ଆଜି ଆସିଲାରେ ଭାଇ ବାଜା ମାରି ନାଚୁ ଆଶା ହଁ ଆମେ ବାଜା ମାରି ନାଚୁ ଆଶା
ଆମର ଯୀଶୁରାଜା ଜନମ ନେଲାୟ ଦୁନିଆକେ କଇଯୁ ଆଶା ହଁ ଆମେ ଦୁଣିଆକେ କାଇଯୁ ଆଶା
ସରଗ ମରତ କମ୍ପିଲାନି ଯୀଶୁ ହେଲାୟ ବୋଲି ଜନମ ହଁ ଆଜି ହେଲାୟ ବୋଲି ଜନମ
କୁଆଁ କୁଆଁ ଯୀଶୁ କାନ୍ଦିବା ଶବଦେ ନାଚିଗଲାନି ମୋର ମନ ହଁ ଆଜି ନାଚି ଗଲାନି ମୋର ମନ
ଆଜିର ଦିନକେ ଆମେ ସରଦା କରିବେ
ହାଲେଲୁୟା ଗୀତ ଗାଇ ଆଶା ଆନନ୍ଦେ ନାଚୁବେ(୨ଥର)
ଚମକିଲା ଆଜି ଚମକିଲା.............
.....................(ସମାପ୍ତ)......................
............ଅନ୍ୟ ଗୀତର Link 🔗🔗🔗...........
ସରିଗଲା ସବୁ ଦୁକର ଦିନ
th-cam.com/video/WbcocKYYgjo/w-d-xo.html
ସରଗର ରାଜା
th-cam.com/video/F9NcimJu8g8/w-d-xo.html
ଯୀଶୁ ରାଜାକେ ଛାଡ଼ି ଦେଲାସ
th-cam.com/video/csjHvZEllxA/w-d-xo.html
ଆବେ ଫେରି ସବୁ ପାପ ଛାଡ଼ି
th-cam.com/video/ppGZWqiSVKA/w-d-xo.html
ଆଶା ଆଶା ଯୁବେ ଯୀଶୁର ପାକେ
th-cam.com/video/E3gcH7LXPIM/w-d-xo.html
ଆକାଶେ ତୂରୀ ବାଜିଲା
th-cam.com/video/adqrZN_nnyw/w-d-xo.html
ହେ ଯୀଶୁ ରାଜା ମୋର ଯୀଶୁ ରାଜା
th-cam.com/video/k8xxktw7pQk/w-d-xo.html
#prasantnagofficial
#newkoraputiachristmassong
#bidyutbhatranewcgristmassong
#humansagarnewchristmassong
#odiachristmassong
#hindibestchristmas
#sambalpurichristmassong
#viralvideo
#trendingvideo
#bestkoraputiachrustiansong
#odianewchristiansong

มุมมอง: 19 782
วีดีโอ
Chamakila Aji Sara Dunia//ଚମକିଲା ଆଜି ସାରା ଦୁନିଆ//New Koraputia Christmas Song/Singer Prasant & Saraj
มุมมอง 1.9Kวันที่ผ่านมา
Chamakila Aji Sara Dunia//ଚମକିଲା ଆଜି ସାରା ଦୁନିଆ//New Koraputia Christmas Song/Singer Prasant & Saraj
Saragara Raja//ସରଗର ରାଜା//New Odia Christian Song//Gospel Singer Bidyut Bhatra & Prasant Nag
มุมมอง 33Kหลายเดือนก่อน
ପ୍ରଭୁ ଯୀଶୁଙ୍କ ମହାନ ନାମରେ ସମସ୍ତଙ୍କୁ ଆମର ଆନ୍ତରିକ ନମସ୍କାର ପୁଣି Praise The Lord ପ୍ରଭୁଙ୍କର ଗୌରବ ନିମନ୍ତେ ପୁଣି ତାଙ୍କରି ଆଗମନ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଏହି ଗୀତ "ସରଗର ରାଜା" ଆଶା କରିଅଛୁ ସମସ୍ତଙ୍କୁ ଭଲ ଲାଗିବ ପୁଣି ତାଙ୍କରି ଗୌରବ ନିମନ୍ତେ ବ୍ୟବହୃତ ହେବ।ଏହି ଗୀତ ସମ୍ପୂର୍ଣ୍ଣ ପ୍ରଭୁଙ୍କ ଆଗମନ ଉପରେ ଲେଖିଥିବା ବେଳେ ଏହି ଗୀତକୁ ଅତି ସୁନ୍ଦର ଭାବରେ କଣ୍ଠଦାନ କରିଛନ୍ତି ସୁଚମଚର ଗାୟକ "ଭାଇ ବିଦ୍ୟୁତ୍ ଭତ୍ରା ଏବଂ ଭାଇ ପ୍ରଶାନ୍ତ ନାଗ" ଗୀତକୁ ଶୁଣନ୍ତୁ ...
Saragara Raja//ସରଗର ରାଜା//New Odia Christian Song//Singer Bro Bidyut Bhatra & Bro Prasant Nag
มุมมอง 2.1Kหลายเดือนก่อน
ବୋହୁତ ଦିନର ବ୍ୟବଧାନ ପରେ ପ୍ରଭୁ ପୁଣି ସାହାଯ୍ୟ କଲେ ତାଙ୍କରି ଗୌରବ ନିମନ୍ତେ ଆଉ ଏକ ଗୀତ ପ୍ରସ୍ତୁତ କରିବା ନିମନ୍ତେ ଆଜି ଅପରାହ୍ନ ଠିକ୍ 5:00 ଘଣ୍ଟା ସମୟରେ ଏହି Teaser Video ମୁକ୍ତିଲାଭ କରିବାକୁ ଯାଉଅଛି ଆଶା କରୁଅଛି ଆପଣ ମାନେ ପ୍ରାର୍ଥନାର ସହିତ ଅପେକ୍ଷାରେ ରହିବେ ବୋଲି ଏହି ଗୀତକୁ ଅତି ସୁନ୍ଦର୍ ଭାବରେ ଗାଇଛନ୍ତି ସୁସମାଚାର ଗାୟକ ଭାଇ ବିଦ୍ୟୁତ୍ ଭତ୍ରା ଏବଂ ଭାଇ ପ୍ରଶାନ୍ତ ନାଗ ଗୀତଟା ବହୁତ୍ ସୁନ୍ଦର୍ ହେଇଛି ଶୁଣିବା ପାଇଁ ଭୂଲନ୍ତୁ ନାହି #odianewchristiansong ...
Jisur Pakhe Ache Jibanara Chabikathi Original Karaoke Song/New Koraputia Karaoke Song/VC Suriya Nag
มุมมอง 2893 หลายเดือนก่อน
ତ୍ରାଣକର୍ତ୍ତା ପ୍ରିୟ ପର୍ଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ବହୁମୂଲ୍ୟ ନାମରେ ଏହି ଗୀତକୁ ଦେଖୁଥିବା ସମସ୍ତ ଦର୍ଶକ ବନ୍ଧୁ ମାନଙ୍କୁ PRASANT NAG OFFICIAL ତରଫରୁ ନମସ୍କାର ପୁଣି PRAISE THE LORD ପ୍ରଭୁଙ୍କର ଗୌରବ ନିମନ୍ତେ ପୁଣି ଥରେ ଆଉ ଏକ KARAOKE TRACK ଆପଣ ମାନଙ୍କ ସମ୍ମୁଖରେ ରଖିଅଛି ଏହି TRACK ଦ୍ଵାରା ଆପଣ ମାନେ ମଧ୍ୟ ପ୍ରଭୁଙ୍କର ଗୌରବ କରିବା ହେଅନ୍ତୁ। ଏହି TRACK ଦ୍ଵାରା ପ୍ରଭୁଙ୍କର ଗୌରବ ଯୁଗେ ଯୁଗେ ହେଉ। ଏହି ଗୀତର ସମ୍ପୂର୍ଣ୍ଣ VIDEO LINK👇👇👇👇 th-cam.com/vid...
Raube Jisur Loge//New Koraputia Christian Song//Singer Bikram Takri & Prasant Nag
มุมมอง 5836 หลายเดือนก่อน
ପ୍ରଭୁଙ୍କର ଗୌରବ ହେଉ ପ୍ରଭୁଙ୍କର ସେବା ନିମନ୍ତେ ଆମେ ମନେ ଏକ ଗୀତ ପ୍ରସ୍ତୁତ କରିଅଛୁ ଆସା କରୁଅଛୁ ସମସ୍ତଙ୍କୁ ଭଲ ଲାଗିବ ବୋଲି ।ଏହି ଗୀତକୁ ଅତି ସୁନ୍ଦର୍ ଭାବରେ ବିକ୍ରମ ତକ୍ରି ଭାଇ ଏବଂ ପ୍ରଶାନ୍ତ ନାଗ ଭାଇ ଗାଇଛନ୍ତି ବହୁତ୍ Sundar htudaya ସ୍ପର୍ଶି ଗୀତ ନିଶ୍ଚିତ ଭାବରେ ଥରେ ଶୁଣନ୍ତୁ ପୁଣି ପ୍ରଭୁଙ୍କର ଗୌରବ କରିବା ପାଇଁ ବ୍ୟବହାର କରନ୍ତୁ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ Song Creadit ଗୀତ-ରଉବେ ଯୀଶୁର ଲୋଗେ Singer-Bikram Takri & Prasant Nag Lyrics...
New Letest Best Koraputia Christian Song//ଆବେ ଫେରି ସବୁ ପାପ ଛାଡ଼ି//Singer By Prasant Nag
มุมมอง 3.2K7 หลายเดือนก่อน
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର ଜ୍ଞାପନ କରେ। ପ୍ରଭୁଙ୍କର ଗୌରବ ନିମନ୍ତେ ଆଉ ଏକ ଗୀତ ପ୍ରସ୍ତୁତ କରିବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ। ଗୀତଟି ଅତି ସୁନ୍ଦର୍ ହେଇଛି ଶୁଣନ୍ତୁ ଆଉ ପ୍ରଭୁଙ୍କର ଗୌରବ କରନ୍ତୁ। ଏହି ଗୀତକୁ ଅତି ସୁନ୍ଦର ଭାବରେ ପ୍ରଶାନ୍ତ ନାଗ ଭାଇ କଣ୍ଠ ଦାନ କରିଛନ୍ତି।ଏହି ଗୀତକୁ ପ୍ରଭୁଙ୍କ ଗୌରବ ଛଡ଼ା ଆଉ ଅନ୍ୟଥାରେ ବ୍ୟବହାର କରନ୍ତୁ ନାହିଁ ପୁଣି ଏହି ଗୀତକୁ ବିନା ଅନୁମତିରେ ଅନ୍ୟ CHANNEL ରେ UPLOAD କରନ୍ତୁ ନା...
Abe Feri Sabu Papo Chhadi Promo Video//Singer By Gospel Singer Prasant Nag
มุมมอง 6957 หลายเดือนก่อน
ସର୍ବ ପ୍ରଥମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମହାନ ନାମରେ ସମସ୍ତଙ୍କୁ ନମସ୍କାର ପୁଣି Praise The Lord ପ୍ରଭୁଙ୍କର ଗୌରବ ନିମନ୍ତେ ପୁଣିଥରେ ଗୋଟେ ଗୀତ ଆଣିବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ ଏହି ଗୀତର Full Video ଖୁବ୍ ଶୀଘ୍ର ଆସିବ ସମସ୍ତେ ପ୍ରଥମ ସହିତ ଅପେକ୍ଷା କରନ୍ତୁ । ଏହି ଗୀତ କୁ ଲେଖିବା ନିମନ୍ତେ ପୁଣି ଗାଇବା ନିମନ୍ତେ ପ୍ରଭୁ ସାହାଯ୍ୟ କଲେ ମୁ ଆସା କରୁଅଛି ଯେ ଏହି ଗୀତ ନିଶ୍ଚିତ ଭାବରେ ଆପଣ ମାନଙ୍କୁ ଭଲ ଲାଗିବ ପୁଣି ପ୍ରଭୁଙ୍କ ସେବା ନିମନ୍ତେ ବ୍ୟବହୃତ ହେବ ଏହି ...
ସରିଗଲା ସବୁ ଦୁକର ଦିନ//Koraputia Christmas Orginal Karaoke IT Track//By Prasant Nag & Bidyut Bhatra
มุมมอง 1Kปีที่แล้ว
ସରିଗଲା ସବୁ ଦୁକର ଦିନ//Koraputia Christmas Orginal Karaoke IT Track//By Prasant Nag & Bidyut Bhatra ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମଧୁର ନାମରେ PRASANT NAG OFFICIAL ତରଫରୁ ଆନ୍ତରିକ ନମସ୍କାର ପୁଣି ପବିତ୍ର ବଡଦିନର ହାର୍ଦ୍ଧିକ ଅଭିନନ୍ଦନ ସମସ୍ତଙ୍କୁ MERRY CHRISTMAS ପ୍ରଭୁଙ୍କ ଗୌରବ ନିମନ୍ତେ "ସରିଗଲା ସବୁ ଦିକର ଦିନ"ଗୀତକୁ ଆପଣମାନେ ଏତେ ମାତ୍ରାରେ ଭଲ ପାଇବା ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ପ୍ରଭୁଙ୍କ ଗୌରବ ନିମନ୍ତେ ଏହି ଗୀତର KARAOKE...
Jisurajake Chhadi delas/ଯୀଶୁରାଜାକେ ଛାଡିଦେଲାସ/New Koraputia Christian Song/By Bidyut Bhatra Suria Nag
มุมมอง 28Kปีที่แล้ว
ସର୍ବ ପ୍ରଥମେ ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅତି ମଧୁର ନାମରେ PRASANT NAG OFFICIAL CHENNEL ତରଫରୁ ଖ୍ରୀଷ୍ଟିୟ ନମସ୍କାର ଜ୍ଞାପନ କରୁ ପ୍ରଭୁଙ୍କର ଗୌରବ ନିମନ୍ତେ ଆମେ ଆଉ ଏକ ଅତି ସୁନ୍ଦର କରାପୁଟିଆ ଖ୍ରୀଷ୍ଟିୟ ଗୀତ ପ୍ରସ୍ତୁତ କରି କରିଅଛୁ ଯାହାକି"ଯୀଶୁରାଜାକେ ଛାଡିଦେଲାସ" ପ୍ରକୃତରେ ଆମ୍ଭେମାନେ ଯୀଶୁଙ୍କୁ ଭୁଲିଯାଇ ଅନେକ ପ୍ରକାର ପାପ କାର୍ଯ୍ୟରେ ମତି ରହୁଅଛୁ ଏହି ଗୀତ ଦ୍ଵାରା ଆମେ ଆପଣ ମାନଙ୍କୁ ସଚେତନତା ଏବଂ ପ୍ରଭୁଙ୍କ ନିକଟକୁ ଫେରିଆସିବା ପାଇଁ ଆମେ ଆପଣ ମାନ...
JISU RAJA KE CHHADI DELAS PROMO VIDEO//SINGER BY GOSPEL SINGER BIDYUT BHATRA AND SURIYA NAG/
มุมมอง 1.8Kปีที่แล้ว
JISU RAJA KE CHHADI DELAS PROMO VIDEO//SINGER BY GOSPEL SINGER BIDYUT BHATRA AND SURIYA NAG/
ସରିଗଲା ସବୁ ଦୁକର ଦିନ/NEW LETEST KARAPUTIA CHRISTMAS SONG/SINGER BY BIDYUT BHATRA & PRASANT NAG
มุมมอง 320Kปีที่แล้ว
ସରିଗଲା ସବୁ ଦୁକର ଦିନ/NEW LETEST KARAPUTIA CHRISTMAS SONG/SINGER BY BIDYUT BHATRA & PRASANT NAG
New Karaputia Christian Song/Asa Girija Ghore Ju/Singer by Susant Hial & Sanju Sister
มุมมอง 10K2 ปีที่แล้ว
New Karaputia Christian Song/Asa Girija Ghore Ju/Singer by Susant Hial & Sanju Sister
NEW KARAPUTIA CHRISTIAN SONG/ASA ASA JUBE JISURA PAKHE/SINGER-BRO BIKRAM TAKRI AND BRO PRASANT ANG..
มุมมอง 16K2 ปีที่แล้ว
NEW KARAPUTIA CHRISTIAN SONG/ASA ASA JUBE JISURA PAKHE/SINGER-BRO BIKRAM TAKRI AND BRO PRASANT ANG..
New Karaputia Christian son//Asa Asa Jube Jisura Pake Promo Video//Singer Bikram Takri &Prasant Nag
มุมมอง 3.7K2 ปีที่แล้ว
New Karaputia Christian son//Asa Asa Jube Jisura Pake Promo Video//Singer Bikram Takri &Prasant Nag
ହେ ଯୀଶୁ ରାଜା ମୋର ଯୀଶୁ ରାଜା//New Karaputia Christian Song//Singer-BIDYUT BHATRA & SURIYA NAG//
มุมมอง 179K2 ปีที่แล้ว
ହେ ଯୀଶୁ ରାଜା ମୋର ଯୀଶୁ ରାଜା//New Karaputia Christian Song//Singer-BIDYUT BHATRA & SURIYA NAG//
ହେ ଯୀଶୁ ରାଜା ମୋର ଯୀଶୁ ରାଜା(PROMO)/New Karaputia Chriatian Song/Bro Bidyut Bhatra And Sis Suriya Nag
มุมมอง 1.6K2 ปีที่แล้ว
ହେ ଯୀଶୁ ରାଜା ମୋର ଯୀଶୁ ରାଜା(PROMO)/New Karaputia Chriatian Song/Bro Bidyut Bhatra And Sis Suriya Nag
PRARTHANA KARE SUNAGO THARE//ପ୍ରାର୍ଥନ କରେ ଶୁଣଗୋ ଥରେ//NEW ODIA CHRISTIAN DANCE VIDEO SONG 2022//
มุมมอง 24K2 ปีที่แล้ว
PRARTHANA KARE SUNAGO THARE//ପ୍ରାର୍ଥନ କରେ ଶୁଣଗୋ ଥରେ//NEW ODIA CHRISTIAN DANCE VIDEO SONG 2022//
New Odia Christian Song//Prarthana Kore Suna Go Thore//Singer-Bro.Bidyut Bhatra And Prasant Nag//
มุมมอง 92K3 ปีที่แล้ว
New Odia Christian Song//Prarthana Kore Suna Go Thore//Singer-Bro.Bidyut Bhatra And Prasant Nag//
New Odia Christian Song//Prarthana Kore//Singer by Brother Bidyut Bhatra//
มุมมอง 3.6K3 ปีที่แล้ว
New Odia Christian Song//Prarthana Kore//Singer by Brother Bidyut Bhatra//
New Lettest Odia Christian Dance Video Song//Dekho Akashe Turi Bajila//Best song Of 2020
มุมมอง 37K3 ปีที่แล้ว
New Lettest Odia Christian Dance Video Song//Dekho Akashe Turi Bajila//Best song Of 2020
Jibanara Chabikathi//New Lettest karaputia Heartuoching Christian Christian song//
มุมมอง 38K4 ปีที่แล้ว
Jibanara Chabikathi//New Lettest karaputia Heartuoching Christian Christian song//
Praise the lord 🕊️🙏💖
Super song god bless you
Praise the lord ❤ lot's of love to u all ❤❤❤❤
Very good song ❤❤🎉🎉
ବଡ଼ିଆ ହଇଛି ଗୀତ ପ୍ରଭୁ ଆଶୀର୍ବାଦ କରନ୍ତୁ
Praise the lord
Superb singing and dancing is out standing God bless you all of u
ଚମକିଲା ଆଜି ଚଂକିଲା ଏ ଗିତ ର ଟ୍ରାକ song send me please
Praise the lord Gita badia Haichi song
Nice bhai❤❤❤
Very nice song bro 🥳❤️
Nice song brothers
Praise the lord❤❤❤
Nice song mama❤❤❤❤
Grt job saraj...👍🏻
Very nice praise God ❤❤❤
Very nice song saroj bhai👌👌
Excellent song god bless you👍
Amen.❤❤❤❤❤🎉🎉🎉🎉
Bahut sundar Gita daniya probhu Tumo name
🙏 God bless you all team members ✨📖❤️🕊️✝️👍👍👍✨✨✨✨✨✨✨👌👌👌👌👌👌👌🙏
🙏 Glory to God 🙏 Amen 🙏
Exsilynt ❤❤❤❤❤🎉🎉🎉🎉🎉
Super sy upr
Bohut Sunder
Beautiful
ବହୁତ ସୁନ୍ଦର ହେଇଛି ❤❤
Bohut bodia heichhi Bhai ❤❤ probhu somosto nku asirbad korontu
Track roile de anna garu
Super sanga🎉🎉🎉🎉
🎉❤❤❤
Very nice song God bless you all 🙌🙌
Nice song bro 👌👌👌
wow congratulations 🎉🎉🎉 prasanta bhai bahut sundara heichi gito
Tq so much Bhai
Praise the lord and God bless you both ❤❤❤
Praise the lord 🙏
Nona komal ka
Praise the lord 🎉🎉🎉🎉🎉🎉
❤❤🎉🎉
Lovely voice and song Bhaina ❤
କେତେ ସୁନ୍ଦର ପ୍ରଭୁ ଗୀତ ❤️🧡💚🤍
Praise the lord 🙏❤️❤️
SuperHit christmas 🎄 song of the year ❤ from NANDAPURA J E L C CYA
Praise the Lord ❤❤❤❤❤ Thank You Jesus 🎉🎉🎉
Praise the lord ❤
Well done Saroj 👌🏻
God bless you all tem bro
Superb #mddilipkumar
Very Nice song soroj bhai God bless you❤
God bless you all ❤❤