Umesh and Jagannath
Umesh and Jagannath
  • 157
  • 234 951
#Mahaprabhu nka Dinacharcha-3//ମହାପ୍ରଭୁଙ୍କ ସନ୍ଧ୍ୟାଧୂପ,ରାତ୍ରପହୁଡର ସମ୍ପୂର୍ଣ୍ଣ ବିବରଣୀ#puri#jayjagannath
🙏🏼🦚 *ଶ୍ରୀପତି ଜଗନ୍ନାଥ ମହାପ୍ରଭୁ ଙ୍କ ପହୁଡ଼ ନୀତି* 🦚🙏🏼
ମହାପ୍ରଭୁ ଶ୍ରୀପତି ଜଗନ୍ନାଥ ମର୍ତ୍ତ୍ୟ ଲୋକ ର ମର୍ତ୍ତ୍ୟ ବୈକୁଣ୍ଠ ରେ ଅବସ୍ଥାନ କରି ମାନବୀୟ ଲୀଳା ପ୍ରତିପାଦନ କରିବା ସହ ଭକ୍ତଜନ ମାନଙ୍କ ଦୁଃଖ ଗୁହାରି ଶୁଣି ଶୁଣି ସନ୍ଧ୍ୟା ଧୂପ ପର୍ଯ୍ୟନ୍ତ କ୍ଲାନ୍ତ ହୋଇପଡ଼ନ୍ତି । ସେହି କ୍ଲାନ୍ତ କୁ ଦୂର କରିବା ନିମନ୍ତେ ସେବକ ମାନେ ମଣିମା ଙ୍କୁ ଚନ୍ଦନ ଲାଗି କରି ମହାପ୍ରଭୁ ଙ୍କ କ୍ଲାନ୍ତ କୁ ଦୂର କରି ଦିଅନ୍ତି।ସେହି ଚନ୍ଦନ ଲାଗି ସମୟ ରେ ମଣିମା ଅପୂର୍ବ ବିଡିଆ ପାନ ମଣୋହି କରି ନିଜ କୁ ଥଣ୍ଡା କରି ସେହି ବିସ୍ପାରିତ ରଙ୍ଗା ଅଧର ରେ ସେହି ବିଡିଆ ଖାଇ ଜଗମୋହନ ହସ ର ବନ୍ୟା ରେ ଭକ୍ତ ମାନଙ୍କ ମନ କୁ ଭସାଇ ଦିଅନ୍ତି। ସେହି ସମୟ ର ଦିବ୍ୟ ମୁହୂର୍ତ ଯିଏ ଦେଖିଛି ସିଏ ହିଁ ଜାଣିପାରିବ । ପରେ ଆରମ୍ଭ ହୁଏ ଦିନ ର ଅନ୍ତିମ ଓ ସର୍ବ ଆକର୍ଷଣୀୟ ବେଶ ର *ବଡସିଂହାର ବେଶ* ର ଯେଉଁ ବେଶ ରେ ମଣିମା ସୁସଜ୍ଜିତ ହୋଇ ଦୈନନ୍ଦିନ ର ଶେଷ ଭୋଗ ଅର୍ଥାତ ବଡ଼ସିଂହାର ଭୋଗ ଓ ମର୍ତ୍ତ୍ୟ ବୈକୁଣ୍ଠ ରେ ବୈକୁଣ୍ଠ ଲୀଳା ନିମନ୍ତେ ପ୍ରସ୍ତୁତ ହୁଅନ୍ତି । ତତ୍ ପୂର୍ବ ରୁ ମହାପ୍ରଭୁ ଙ୍କର ଅତିପ୍ରିୟ ଶ୍ରୀ ଜୟଦେବ ଙ୍କ କୃତ ଗୀତ ଗୋବିନ୍ଦ କାବ୍ୟ ର ପଦାବଳୀ ଲେଖା ହୋଇଥିବା ଗୀତଗୋବିନ୍ଦ ପାଟ ଓ ଶିର ରେ ଧଳା ଶିରକପଡ଼ା କୁ ଧାରଣ କରି ଅନେକ ପ୍ରକାର ର ପୁଷ୍ପାଭରଣ ଧାରଣ କରନ୍ତି । ତାହା ହେଲା ଚନ୍ଦ୍ରିକା, ଅଳକା,ନାକଚଣା, ଝୁମ୍ପା, ଅଧରମାଳ, କୌସ୍ତୁଭ ପଦକ(ଶ୍ରୀ ଜଗନ୍ନାଥ ଙ୍କ ନିମନ୍ତେ),କରପଲ୍ଲବ, ହୃଦପଦକ ,ମକର କୁଣ୍ଡଳ,ଶ୍ରୀପୟର ତୁଳସୀ ମାଳ ଆଦି ଲାଗି ହୁଅନ୍ତି ।ମଝିବାଡ଼ରେ ମା ଭଗବତୀ ସୁଭଦ୍ରା ୩ ଗୋଟି ସ୍ୱତନ୍ତ୍ର ଅଳଙ୍କାର ଧାରଣ କରନ୍ତି ଯାହା ହେଉଛି ପୁଷ୍ପ ନିର୍ମିତ ତାଟଙ୍କ ବା ତଡଗୀ ଓ ପୁଷ୍ପ ନିର୍ମିତ ଓଡ଼ିଆଣି ବା କମରପଟି । ବେଶ ବଢିବାପରେ ଶ୍ରୀଜୀଉ ମାନେ କର୍ପୁର ଲାଗିହୁଅନ୍ତି। ପରେ ପୋଖରୀଆ ବା ଗର୍ଭଗୃହ କୁ ଧୋଇଦେଇ ବଡ଼ସିଂହାର ଭୋଗ ବଢ଼ା ଯାଏ। ଏହି ଭୋଗ ରେ ମିଠା ପଖାଳ, କଦଳୀବଡା, କାଞ୍ଜି, ଖିରି ପ୍ରଭୃତି ଆଦି ଭୋଗ ହୁଏ। ଏହି ସମୟ ରେ ମହାପ୍ରଭୁ ଏ ଓଡ଼ିଆ ଜାତିର ବଡ଼ ଓଡ଼ିଆ ଭାବେ ପ୍ରତିହତ ହୁଅନ୍ତି।
୩ଜଣ ପୂଜାପଣ୍ଡା ଏହି ଭୋଗ କୁ ପଞ୍ଚୋପଚାର ବିଧି ରେ ମଣୋହି କରନ୍ତି ଏପଟେ ଜୟବିଜୟ ଦ୍ୱାର ନିକଟ ରେ ବଡ଼ଛତା ମଠ ର ସାଧୁସନ୍ଥ ମାନେ ଗିନି,ଢୋଲକ, ଆଦି ଧରି ପ୍ରସ୍ତୁତ ହୋଇ ରହିଥାନ୍ତି। ଯେତେବେଳେ ଟେରା ପଡି ଭୋଗ ନିମନ୍ତେ ପ୍ରଥମ ଘଣ୍ଟି ବାଜେ ଆରମ୍ଭ ହୋଇଯାଏ ମଣିମା ପହୁଡ଼ିବା ନିମନ୍ତେ ଅତୀବ ମନୋହର ଗୀତମାନ ।ଇତି ମଧ୍ୟ ରେ ପ୍ରଭୁ ଙ୍କ ଟେରା ଫିଟି ବଡ଼ସିଂହାର ଭୋଗ ବଢ଼ିଥାଏ । ଏହାପରେ ପାଣିପଡ଼ି ୩ଗୋଟି ରୁପା ର ରତ୍ନ ପଲଙ୍କ ବିଜେ ହୋଇଥାଏ।ଏହାପରେ ଆରମ୍ଭ ହୁଏ ସେହି ବୈକୁଣ୍ଠ ଲୀଳା ର। ପଲଙ୍କ ପଡି ସରିବା ପରେ ଭଣ୍ଡାର ଘରୁ ପାଳିଆ ପୁଷ୍ପାଳକ ସେବକ ଅଷ୍ଟଭୁଜ *ଅର୍ଦ୍ଧଲକ୍ଷ୍ମୀନାରାୟଣ(ଶୟନ ପ୍ରତିମା)* ଙ୍କୁ ମହାପ୍ରଭୁ ଙ୍କ ବାଡ଼ କୁ ବିଜେ କରନ୍ତି ଓ ପତି ମହାପାତ୍ର ସେବକ ମହାପ୍ରଭୁଙ୍କୁ ପଇଡ଼ ଓ ବିଡିଆ ମଣୋହି କରନ୍ତି ପରେ ବଡ଼ସିଂହାର ଆଳତି ଅନୁଷ୍ଠିତ ହୁଏ। ଆଳତି ସମ୍ପର୍ଣ୍ଣ ହେବା ପରେ ଶ୍ୱେତ ଛତ୍ର ରେ ପୁଷ୍ପାଳକ ଓ ଗରାବଡୁ ସେବକ ଙ୍କ ଦ୍ୱାରା *ଶୟନ ଠାକୁର* ଜୟବିଜୟ ଦ୍ୱାର ନିକଟ ରେ ଏକ ଡମ୍ବରୁ ଆକୃତି ର ଏକ ଆସନ ରେ ସୁବାସିତ ଶ୍ୱେତ ପୁଷ୍ପ ପକାଇ ତା ଉପରେ ବିଜେ କରନ୍ତି । ସେଠାରେ ଶୟନ ଠାକୁର ଙ୍କୁ ଭୋଗ, ବିଡିଆ,ପଇଡ଼ ମଣୋହି ହୁଏ । ଶେଷ ରେ ସୁନା ର ଦାନୀ ରେ କର୍ପୁର ଆଳତି ଓ ପିଷ୍ଟକ ଆଳତି ହୋଇଥାଏ । ଏହାପରେ ବିଜେ କାହାଳି ବାଜିଲେ ଶୟନ ଠାକୁର ଙ୍କୁ ସୁବାସିତ ଶ୍ଵେତପୁଷ୍ପ ପୁଷ୍ପାଞ୍ଜଳି ଶୟନ ଠାକୁର ଙ୍କୁ ଭିତର କୁ ବିଜେ କରାଯାଇ ଜୟବିଜୟ ଦ୍ୱାର ବନ୍ଦ ହୁଏ । ଏପଟେ ମନ୍ଦିର ରୁ ସବୁ ଲୋକ ଙ୍କୁ ବାହାର କରିଦିଆଯାଏ। ବଡ଼ଛତା ମଠ ର ସାଧୁସନ୍ଥ ମାନେ ପ୍ରଭୁ ସୁଖେ ପହୁଡ଼ଗଲେ ବୋଲି ଏକ ସ୍ୱତନ୍ତ୍ର ଗୀତ କୁ ଗାୟନ କରି ମନ୍ଦିର ରୁ ବାହାରକୁ ଆସନ୍ତି । ସିଂହଦ୍ଵାର ଗୁମୁଟ ରେ ଥିବା ଶ୍ରୀ ପତିତପାବନ ଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଗୀତ ଗାୟନ କରନ୍ତି ଯାହାଦ୍ୱାରା ପତିତପାବନ ପହୁଡ଼ ହୁଅନ୍ତି ଏହାପରେ ସିଂହଦ୍ଵାର ବନ୍ଦ ହୋଇଥାଏ ସେହି ସମୟ ରେ ଭକ୍ତମାନଙ୍କ *"ହରି ହରି ବୋଲ ମଣିମା ହରି ହରି ବୋଲ"* *"ସୁଖେ ପହୁଡ଼ ମଣିମା ସୁଖେ ପହୁଡ଼"* କହିବାର ଦୃଶ୍ୟ ଅତି ମନମୁଗ୍ଧକର।।
ଏହା ଥିଲା *ଶ୍ରୀପତି ଜଗନ୍ନାଥ* ଙ୍କ ଦୈନନ୍ଦିନ ପହୁଡ଼ ନୀତି 🦚🙏🏼
*जय श्रीपति जगन्नाथ ♥️🙏🏼 ଜୟଶ୍ରୀପତି ଜଗନ୍ନାଥ*🙏🏼♥️ *Jay Shreepati Jagannatha*
#jayjagannath #shrimandira #puri #odisha
มุมมอง: 50

วีดีโอ

Jagannathmahaprabhu's Sandhyadhup/ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ସନ୍ଧ୍ୟାଧୂପ ଦର୍ଶନ#puri#odisha#jayjagannath
มุมมอง 9443 หลายเดือนก่อน
ଜଗନ୍ନାଥଙ୍କ ବିଷୟରେ ଅଧିକ ଜାଣିବାପାଇଁ ଆମ ଚାନେଲ (umesh and Jagannath )କୁ subscribe କରନ୍ତୁ ଓ ସାଙ୍ଗମାନଙ୍କୁ share କରନ୍ତୁ. ଏହିପରି ଜଗନ୍ନାଥମହାପ୍ରଭୁଙ୍କ ପ୍ରଚାର ପ୍ରସାରରେ ଭାଗ ନିଅନ୍ତୁ #jayjagannath #odisha #puri #jayjagannath #odisha #puri #shrimandir #shriketra #dwarphitaniti #Mangalarati
#Mahaprabhu nka Dinacharcha// ମହାପ୍ରଭୁଙ୍କ ଅବକାଶ,ସକାଳଧୂପ ସମ୍ପୂର୍ଣ୍ଣ ବିବରଣୀ#puri#odisha #jayjagannath
มุมมอง 1.1K3 หลายเดือนก่อน
⭕‼️⭕ ଶ୍ରୀମନ୍ଦିର ଦୈନିକ ନୀତି ⭕‼️⭕ *ଗୋପାଳବଲ୍ଲଭ ଭୋଗ* ⁠ନିର୍ଦ୍ଧାରିତ ସମୟ ସକାଳ ନଅ । ଏହି ଭୋଗ ଠାକୁରଙ୍କ ପ୍ରାତଃଭୋଜନ ବା ଜଳଖିଆ । ଅଣସର ପିଣ୍ଡିରେ ଏହି ଭୋଗ ବଢ଼ାଯାଏ । ୩ଜଣ ପୂଜାପଣ୍ଡା ପଞ୍ଚ ଉପଚାରରେ ଏହି ଭୋଗ ପୂଜା କରନ୍ତି । ଏହି ଭୋଗରେ ପାଗ ଖଇ, ନଡ଼ିଆକୋରା, ଦହି, ପାତି ବା ଖୁଦି ନଡ଼ିଆ, ପାଚିଲା କଦଳୀ ଇତ୍ୟାଦି ବଢ଼ାଯାଏ । ଏବେ କେତେବର୍ଷ ହେଲା ନିୟମିତ ଖୁଆମଣ୍ଡା ମଧ୍ୟ ଭୋଗ କରାଯାଉଛି । ⁠ଏହି ନୀତିରେ ସଂପୃକ୍ତ ସେବକମାନେ ହେଲେ- ପୂଜାପଣ୍ଡା, ସୁଧ ସୁଆର, ବଲ୍ଲଭ ଯ...
#Detail of Dwarphitaniti &Mangalarati ମହାପ୍ରଭୁଙ୍କ ଦ୍ୱାରଫିଟାନୀତି, ମଙ୍ଗଳଆରତୀର ସମ୍ପୂର୍ଣ୍ଣ ବିବରଣୀ #puri
มุมมอง 2.7K5 หลายเดือนก่อน
ଦ୍ଵାର ଫିଟା ନୀତି ଆଜି ର ବିଷୟ ଆପଣ ମାନେ ଜାଣିଥିବେ ପ୍ରତ୍ୟେକ ମନ୍ଦିରରେ ପ୍ରଥମ ମଙ୍ଗଳ ଆରତୀ ହୋଇଥାଏ। କିନ୍ତୁ ଆମ ଜଗନ୍ନାଥ ମନ୍ଦିର ସଂପୂର୍ଣ୍ଣ ଅଲଗା ଏଠୀ ପ୍ରଥମେ ଦ୍ଵାର ଫିଟା ନୀତି ଅନୁଷ୍ଠିତ ହୋଇଥାଏ। ପ୍ରଥମେ ସିଂହଦ୍ଵାର ଫିଟି ଥାଏ। ପୂର୍ବ ରାତ୍ର ରୁ ସବୁ ଦ୍ଵାର ବନ୍ଦ ଥାଏ। ଭିତରଛ ମହାପାତ୍ର ଏକା ଏକ ସେବକ ଆସିଥାନ୍ତି। ତାପରେ ସିଂହ ଦ୍ଵାର ଫିଟାଯାଇଥାଏ। ଏହାପରେ ଅନ୍ୟ ଦ୍ଵାର phitajaithae। କିନ୍ତୁ ନାଟ ମଣ୍ଡପ ଓ ଜଗମୋହନ କୁ ସଂଯୋଗ କରିଥିବା ଜୟ ବିଜୟ ଦ୍ଵାର ବନ୍ଦ ହୋ...
#Shrikhetre Ramjanmaschaba//ପଣ୍ଡିତ ରଥଶର୍ମାଙ୍କ ମୁଖରୁ ରାମଜନ୍ମତ୍ସବ ବିବରଣୀ#jayjagannath #puri #odisha
มุมมอง 7956 หลายเดือนก่อน
⚫❗⚫ -: ll ଶ୍ରୀମନ୍ଦିରରେ ଗର୍ଭୋଦକ ବନ୍ଦାପନା ଓ ଜେଉଡ଼ ଭୋଗ ll :- *‘ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ* *ଦେବୋ ନ ଜାନାତି କୁତୋ ମନୁଷ୍ୟଃ ?’* ଶ୍ରୀରାମଙ୍କ ଜନ୍ମନୀତି ପୂର୍ବଦିନ ଅର୍ଥାତ୍ ଆଜି ଅଷ୍ଟମୀ ତିଥିରେ ଶ୍ରୀମନ୍ଦିରରେ ସନ୍ଧ୍ୟା ଧୂପ ସରିବା ପରେ ଭିତରେ ପାଣି ପଡ଼ି ଧୋ ପଖାଳ ହୋଇଥାଏ ଏହା ପରେ ଜୟ ବିଜୟ ଦ୍ଵାର ବନ୍ଦ ହୁଏ । ଏହାପରେ ସୁଆରବଡୁ ଥାଳି ପକାଇ ପଢ଼ିଆରୀ ଟେରା ବାନ୍ଧି ରୋଷକୁ ଜେଉଡ଼ ଭୋଗ ଡାକି ଯାଇଥାନ୍ତି। ଜେଉଡ଼ (ଜେଉଟ) ଭୋଗ (ଶାଗ, ତରକାରୀ, ପିଠା, ଝିଲି, ଓରିଆ...
#Shrimandire Holi khela//ମହାପ୍ରଭୁଙ୍କ ଦୋଳଉତ୍ସବ #Chcheribesha#Holi#jayjagannath#puri #odisha#Dolajatra
มุมมอง 3057 หลายเดือนก่อน
Every year, from Falgun Shukla Dashami to Chaturdashi, the Chacheri Besha organized by Ratna Singhasana for 5 days. ଏହି ବେଶ ଠାକୁରମାନଙ୍କ ମଧ୍ୟାହ୍ନଧୂପ ସରିବାପରେ ମେକାପ ସେବକ ଠାକୁରଙ୍କୁ ଚନ୍ଦନଲାଗି, ବସ୍ତୁ ଓ ମାଧାବଳୀ ଆଦି ନୂଆ ଲୁଗା ଲାଗି କରାଇ ୬ମୂର୍ତ୍ତି ଅଳଙ୍କାର ଯଥା ୪ସୁବର୍ଣ୍ଣ କୁଣ୍ଡଳ ଓ ୨ ତଡଗୀ ଲାଗି କରିଥାନ୍ତି । ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘରକୁ ବିଜେ କରାଯିବା ପରେ ଠାକୁରମାନଙ୍କ ଚାଚେରୀ ବେଶ ବଢିବାପରେ ଚଳନ୍ତି ପ୍ରତିମା ଦୋଳଗୋ...
#Pankaudharekadasi//ଶ୍ରୀଲୋକନାଥବାବାଙ୍କ ପଙ୍କଉଦ୍ଧାରଏକାଦଶୀ #puri#mahasivharatri #lokanath#jayjagannath
มุมมอง 6627 หลายเดือนก่อน
⚫❗⚫ ll ବୀଜୟା ଏକାଦଶୀ ବା ପଙ୍କୋଦ୍ଧାର ଏକାଦଶୀ ll *"ହେ ବିଶ୍ବନାଥ ଶିବ ଶଙ୍କର ଦେବଦେବ ,* *ଗଙ୍ଗାଧର ପ୍ରମଥନାୟକ ନନ୍ଦିକେଶ ।* *ବାଣେଶ୍ବରାନ୍ଧକରିପୋ ହର ଲୋକନାଥ ,* *ସଂସାରଦୁଃଖଗହନା ଜଗଦୀଶ ରକ୍ଷ ।।"* ଶ୍ରୀମନ୍ଦିରର ପଶ୍ଚିମ ଦିଗରେ ଶ୍ରୀ ଲୋକନାଥ ମହାଦେବ ବିଦ୍ୟମାନ । ଏହା ଏକ ପ୍ରାଚୀନ ମନ୍ଦିର । ପୁରାଣ ଓ ଲୋକକଥାରେ ଏହାଙ୍କୁ ଅଲାବୁକେଶ୍ୱର ନାମରେ ପରଚିତ। ଆଲବୁ ଅର୍ଥ ଲାଉ , ତେଣୁ କିଛି ଲୋକ ମତରେ ଏହାଙ୍କୁ ଲାଉକେଶ୍ୱର ନାମରେ ମଧ୍ୟ ଉପାସନା କରିଥାନ୍ତି। ଏହି ମାହାଦେବ ମନ...
#Mahprabhu Jagannath's Badasinghar Niti #puri#shrimandir #jayjagannath #Badasinghar#Badasingharbhog
มุมมอง 10K10 หลายเดือนก่อน
#Mahprabhu Jagannath's Badasinghar Niti #puri#shrimandir #jayjagannath #Badasinghar#Badasingharbhog
#Mahaprabhu's chandanlagi ritual in Shreemandir #ମହାପ୍ରଭୁଙ୍କ ଚନ୍ଦନଲାଗି ନୀତି #puri
มุมมอง 6K10 หลายเดือนก่อน
"ସେ କାଳେ କଳା ଶ୍ରୀମୁ ଶୁଣନ୍ତି ସକଳ ଦୁଃ " ଶ୍ରୀ ମହାପ୍ରଭୁ ଙ୍କ ଦୈନନ୍ଦିନ ବିବିଧ ନୀତି ମଧ୍ଯରୁ ରାତ୍ର ଚନ୍ଦନ ଲାଗି ଅନ୍ୟତମ ଆକର୍ଷଣ ଅଟେ। ଏହା ସନ୍ଧ୍ଯାଧୂପ ପରେ ଓ ବଡ଼ସିଂହାର ବେଶ ପୂର୍ବରୁ ଅନୁଷ୍ଠିତ ହୋଇଥାଏ। ଦୈନନ୍ଦିନ ସନ୍ଧ୍ଯାଧୂପ ବେଶ ମଇଲମ ପରେ ଶ୍ରୀ ମହାପ୍ରଭୁ ଙ୍କ ଶ୍ରୀଅଙ୍ଗରେ ଏକ ଗୀତଗୋବିନ୍ଦ ଖଣ୍ଡୁଆ ପରିଧାନ କରାଯାଏ। ପରେ ପାଳିଆ ମେକାପ ତିନିଗୋଟି ରୂପା ପିଙ୍ଗଣ ରେ ଚନ୍ଦନ ଘୋରା ଆଣି ରତ୍ନ ସିଂହାସନ ରେ ପାଳିଆ ପୁଷ୍ପାଳକ ସେବାୟତ ଙ୍କୁ ଦିଅନ୍ତି। ଏହି ଚନ୍ଦନଲାଗି...
#ପଣ୍ଡିତ ରଥଶର୍ମାଙ୍କ ମୁଖରୁ ପହିଲିଭୋଗନୀତି ବିବରଣୀ // #pahilibhog #shrimandir #puri
มุมมอง 3.1K10 หลายเดือนก่อน
⚫❗⚫ ll ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ପହିଲିଭୋଗ ନୀତି : କାଳିଆ ଖାଇବ ମାଆ ଯଶୋଦାଙ୍କର ହାତ ରନ୍ଧା ll ଓଡ଼ିଆର ଅନ୍ୟ ଏକ ମୁଖ୍ୟ ପର୍ବ ହେଉଛି ଧନୁ ସଂକ୍ରାନ୍ତି। କାହିଁ କେଉଁ ଅନାଦି କାଳରୁ ଏହା ପାଳିତ ହୋଇ ଆସୁଛି। ସୂର୍ଯ୍ୟଙ୍କ ଧନୁ ରାଶିକୁ ଚଳନକୁ ଧନୁ ସଂକ୍ରାନ୍ତି କୁହାଯାଇଥାଏ। ଏହି ସଂକ୍ରାନ୍ତି ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ସମୟ ହେଉଛି ପ୍ରଖର ଶୀତର ସମୟ। ଏହି ସମୟରେ ମଣିଷ ମାନଙ୍କ ଅଳସୁଆ ହୋଇ ଡେରିରେ ଶଯ୍ୟା ତ୍ୟାଗ କରିବା ସ୍ଵାଭାବିକ କଥା। କିନ୍ତୁ ଆମ ଦେଉଳ ପରମ୍ପ...
#ପଣ୍ଡିତରଥଶର୍ମାଙ୍କ ମୁଖରୁ ଶ୍ରାଦ୍ଧବେଶର ସମ୍ପୂର୍ଣ୍ଣ ବିବରଣୀ #Sardhabesha #shrimandir #Debadipabali #puri
มุมมอง 1.5K10 หลายเดือนก่อน
#ପଣ୍ଡିତରଥଶର୍ମାଙ୍କ ମୁଖରୁ ଶ୍ରାଦ୍ଧବେଶର ସମ୍ପୂର୍ଣ୍ଣ ବିବରଣୀ #Sardhabesha #shrimandir #Debadipabali #puri
Detail of GuptaGundicha from Pandit Rathasarma/ପଣ୍ଡିତରଥଶର୍ମାଙ୍କ ମୁଖରୁ ଦୁର୍ଗାସହସ୍ରକୁମ୍ଭାଭିଷେକ ବିବରଣୀ
มุมมอง 833ปีที่แล้ว
Detail of GuptaGundicha from Pandit Rathasarma/ପଣ୍ଡିତରଥଶର୍ମାଙ୍କ ମୁଖରୁ ଦୁର୍ଗାସହସ୍ରକୁମ୍ଭାଭିଷେକ ବିବରଣୀ
#Jagannath Mahaprabhu's Dwarphita Niti at ପୁରୀ //ଜଗନ୍ନାଥମହାପ୍ରଭୁଙ୍କ ଦ୍ୱାରଫିଟାନୀତି #shrimandir #puri
มุมมอง 4.1Kปีที่แล้ว
#Jagannath Mahaprabhu's Dwarphita Niti at ପୁରୀ //ଜଗନ୍ନାଥମହାପ୍ରଭୁଙ୍କ ଦ୍ୱାରଫିଟାନୀତି #shrimandir #puri
#How to celebrate janmastmi in shrimandir//ପଣ୍ଡିତସୂର୍ଯ୍ୟନାରାୟଣରଥଶର୍ମାଙ୍କମୁଖରୁ ଗର୍ଭଦକବନ୍ଦାପନା ବିବରଣୀ
มุมมอง 814ปีที่แล้ว
#How to celebrate janmastmi in shrimandir//ପଣ୍ଡିତସୂର୍ଯ୍ୟନାରାୟଣରଥଶର୍ମାଙ୍କମୁଖରୁ ଗର୍ଭଦକବନ୍ଦାପନା ବିବରଣୀ
#Shreemandir re Balabhadrajanma # ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ମୁଖରୁ ଶ୍ରୀବଳଭଦ୍ରଜନ୍ମ ବିବରଣୀ #puri
มุมมอง 664ปีที่แล้ว
#Shreemandir re Balabhadrajanma # ପଣ୍ଡିତ ସୂର୍ଯ୍ୟନାରାୟଣ ରଥଶର୍ମାଙ୍କ ମୁଖରୁ ଶ୍ରୀବଳଭଦ୍ରଜନ୍ମ ବିବରଣୀ #puri
#Detail of jhulanyatra ritual by pandit suryanarayan rathasarma//ପଣ୍ଡିତ ରଥଶର୍ମାଙ୍କ ମୁଖରୁ ଝୁଲଣଯାତ୍ରା
มุมมอง 204ปีที่แล้ว
#Detail of jhulanyatra ritual by pandit suryanarayan rathasarma//ପଣ୍ଡିତ ରଥଶର୍ମାଙ୍କ ମୁଖରୁ ଝୁଲଣଯାତ୍ରା
#The presentation of Mahaprabhu's human rhythm spiritual#Mahaprabhunka Manabiyaleela part-3 #puri
มุมมอง 157ปีที่แล้ว
#The presentation of Mahaprabhu's human rhythm spiritual#Mahaprabhunka Manabiyaleela part-3 #puri
#Anasartati phitila #Nabajouban darsan #puri #jayjagannath #shrimandir #viralvideo
มุมมอง 3.5Kปีที่แล้ว
#Anasartati phitila #Nabajouban darsan #puri #jayjagannath #shrimandir #viralvideo
#The presentation of Mahaprabhu's human rhythm spiritual #ମହାପ୍ରଭୁଙ୍କ ମାନବୀୟଲୀଳା part-2 #puri #
มุมมอง 270ปีที่แล้ว
#The presentation of Mahaprabhu's human rhythm spiritual #ମହାପ୍ରଭୁଙ୍କ ମାନବୀୟଲୀଳା part-2 #puri #
#How to perform ritual of snanpurnima in shrimandir #ଶ୍ରୀମନ୍ଦିରେସ୍ନାନପୂର୍ଣ୍ଣିମା #puri
มุมมอง 727ปีที่แล้ว
#How to perform ritual of snanpurnima in shrimandir #ଶ୍ରୀମନ୍ଦିରେସ୍ନାନପୂର୍ଣ୍ଣିମା #puri
#Shriketre RukminiHarana ekadasiniti #ମହାପ୍ରଭୁଙ୍କ ବିବାହ #Jagannath's marriage ceremony in shrimandir
มุมมอง 1.2Kปีที่แล้ว
#Shriketre RukminiHarana ekadasiniti #ମହାପ୍ରଭୁଙ୍କ ବିବାହ #Jagannath's marriage ceremony in shrimandir
#DitailofChandanyatra #shriketrechandanyatra #puri #ବାହାରଓଭିତରଚନ୍ଦନର ସମ୍ପୂର୍ଣ୍ଣ ବିବରଣୀ #ଜଳକ୍ରୀଡାନୀତି
มุมมอง 157ปีที่แล้ว
#DitailofChandanyatra #shriketrechandanyatra #puri #ବାହାରଓଭିତରଚନ୍ଦନର ସମ୍ପୂର୍ଣ୍ଣ ବିବରଣୀ #ଜଳକ୍ରୀଡାନୀତି
#Mahaprabhu's 16 mandap at puri/#ଜଗନ୍ନାଥଙ୍କଷୋଳମଣ୍ଡପ #puri #video ‎@umeshandjagannath7501
มุมมอง 3.2Kปีที่แล้ว
#Mahaprabhu's 16 mandap at puri/#ଜଗନ୍ନାଥଙ୍କଷୋଳମଣ୍ଡପ #puri #video ‎@umeshandjagannath7501
##who is in the family of Mahaprabhu Jagannath?/ମହାପ୍ରଭୁଙ୍କ ପରିବାରରେ କିଏ କିଏ ଅଛନ୍ତି?? #jayJagannath
มุมมอง 365ปีที่แล้ว
who is in the family of Mahaprabhu Jagannath?/ମହାପ୍ରଭୁଙ୍କ ପରିବାରରେ କିଏ କିଏ ଅଛନ୍ତି?? #jayJagannath
#Birthday ritual of Nursingh mahaprabhu#shrimandir re Nrusinghajayanti#puri#ଶ୍ରୀକ୍ଷେତ୍ରରେନୃସିଂହଜନ୍ମ
มุมมอง 157ปีที่แล้ว
#Birthday ritual of Nursingh mahaprabhu#shrimandir re Nrusinghajayanti#puri#ଶ୍ରୀକ୍ଷେତ୍ରରେନୃସିଂହଜନ୍ମ
##Ritual of Akhyatrutia at puri//ମହାପ୍ରଭୁଙ୍କ ଅକ୍ଷୟତୃତୀୟା ନୀତି ##Akhyatrutia ###puri
มุมมอง 415ปีที่แล้ว
Ritual of Akhyatrutia at puri//ମହାପ୍ରଭୁଙ୍କ ଅକ୍ଷୟତୃତୀୟା ନୀତି Akhyatrutia puri
#1994 Chandan yatra rare video //1994 ଚନ୍ଦନଯାତ୍ରା ####chandanyatra ###video ###puri
มุมมอง 196ปีที่แล้ว
#1994 Chandan yatra rare video //1994 ଚନ୍ଦନଯାତ୍ରା chandanyatra video puri
##The presentation of Mahaprabhu's human rhythm spiritualseries#ମହାପ୍ରଭୁଙ୍କ ମାନବୀୟ ଲୀଳା(part-1)#puri
มุมมอง 189ปีที่แล้ว
The presentation of Mahaprabhu's human rhythm spiritualseries#ମହାପ୍ରଭୁଙ୍କ ମାନବୀୟ ଲୀଳା(part-1)#puri
#### The presentation of Mahaprabhu's human rhythm spiritual series is coming soon....
มุมมอง 226ปีที่แล้ว
The presentation of Mahaprabhu's human rhythm spiritual series is coming soon....

ความคิดเห็น

  • @gopugammer1587
    @gopugammer1587 6 ชั่วโมงที่ผ่านมา

    Prabhu ji naba kalabara kimeti hua kuhantu plzz

    • @Jagannatha_Bhakti
      @Jagannatha_Bhakti 3 ชั่วโมงที่ผ่านมา

      ଆମେ ସେ ବିଷୟ ରେ ଚେଷ୍ଟା କରିବୁ 🙏🏼

  • @RudrapratapNayak-p3c
    @RudrapratapNayak-p3c 14 ชั่วโมงที่ผ่านมา

    ଜୟ ଜଗନ୍ନାଥ 🙏

  • @subhammohanty3303
    @subhammohanty3303 7 วันที่ผ่านมา

    Bhai a gura sabu kouthi display heichi

    • @umeshandjagannath7501
      @umeshandjagannath7501 7 วันที่ผ่านมา

      ଜଗନ୍ନାଥ ମହୋତ୍ସବରେ

    • @subhammohanty3303
      @subhammohanty3303 6 วันที่ผ่านมา

      @@umeshandjagannath7501 kebe kouthi heithila

  • @umeshandjagannath7501
    @umeshandjagannath7501 หลายเดือนก่อน

    ।।ଶ୍ରୀମନ୍ଦିରରେ ଶାକ୍ତ ଗୁଣ୍ଡିଚା ଏବଂ ଶ୍ରୀ ଦୁର୍ଗା ମାଧବ ଉପାସନା ।। ଯେ ଦୁର୍ଗାମାଧବଂ ନିତ୍ୟଂ ସ୍ମରନ୍ତି ଶ୍ରଦ୍ଧୟାନ୍ବିତେ ସର୍ବବିଘ୍ନ ଭୟରେଷାଂ ବିନଶ୍ୟନ୍ତି ପଦେ ପଦେ ।। ଶ୍ରୀମନ୍ଦିରରେ ଦୁର୍ଗା ମାଧବ ଉପାସନା ଅତୀବ ପ୍ରାଚୀନ ପରମ୍ପରା ଅଟେ | ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆଶ୍ୱିନ ଶୁକ୍ଳ ନବମୀ ପର୍ଯ୍ଯନ୍ତ ଷୋଡଶ ଦିବସ ବ୍ୟାପି ପାଳିତ ହୁଏ | ସର୍ବତ୍ର ମା ଦୁର୍ଗା ଙ୍କୁ ଶିବ ପ୍ରିୟା ଭାବେ ପୂଜା କରା ଯାଉଥିବା ବେଳେ ଶ୍ରୀ କ୍ଷେତ୍ର ରେ ବିଶେଷତଃ ଶ୍ରୀ ମନ୍ଦିର ରେ ମାଧବ ଙ୍କ ପୂଜା ପାଇଥାନ୍ତି ମା ବିମଳା ଆଦ୍ୟା ଓ ପରାମ୍ବା ପରମ ବୈଷ୍ଣବୀ ନାରାୟଣୀ ଓ ମାଧବ ସ୍ବୟଂ ପରଂବ୍ରହ୍ମ ଜଗତ୍ ବ୍ଯାପି ଜଗନ୍ନାଥ ଉତ୍କଳର ପ୍ରତ୍ୟକ ମାଙ୍ଗଳିକ କାର୍ଯ୍ୟରେ ଦୁର୍ଗା ଓ ମାଧବଙ୍କର ସ୍ମରଣ କରାଯାଇଥାଏ || ଶ୍ରୀଦୁର୍ଗାମାଧବ ଉପାସନା ଓ ଯାତ୍ରାବି ଆଶ୍ଵିନ କୃଷ୍ଣ ଅଷ୍ଟମୀଠାରୁ ଆରମ୍ଭ ହୋଇ ଆଶ୍ୱିନ ଶୁକ୍ଳଦଶମୀ ତିଥିରେ ଅର୍ଥାତ୍ ଦଶହରା ଦିନ ଶେଷ ହୋଇଥାଏ । ଆଶ୍ୱିନ ମାସରେ ଶ୍ରୀମନ୍ଦିର ବ୍ୟତୀତ ଅନ୍ୟତ୍ର କୁତ୍ରାପି ଶ୍ରୀଦୁର୍ଗାମାଧବ ଉପାସନ ପରି ଦୁଷ୍ଟ ହୁଏନାହିଁ । ଶରତକାଳରେ ଗୋଟିଏ ରଥରେ ଏକତ୍ର ଦେବୀ ଦୁର୍ଗା ଓ ଶ୍ରୀମାଧବ (ବାଳପୁରୁଷୋତ୍ତମ) ବିମଳାଦେବୀଙ୍କ ମନ୍ଦିରରେ ଆଠ ଦିନ ବିଜେ କରି ନବମ ଦିନରୁ ଦୋଳମଣ୍ଡପ ସାହି ସୁ ଦେବୀ ନାରାୟଣୀଙ୍କ ଆସ୍ଥାନ (ଆଶ୍ଵିନ ଗୁଣ୍ଡି ଚା ମଣ୍ଡପ)କୁ ଯାଇଥାନ୍ତି । ଏଥୁପାଇଁ ଏହି ଯାତ୍ରାକୁ ଗୁପ୍ତ ଗୁଣ୍ଡିଚା, ଶରତ ଗୁଣ୍ଡିଚା ଓ ଶାକ୍ତ ଗୁଣ୍ଡିଚା କୁହାଯାଇଥାଏ । ଏହି ଉପାସନାରେ ଦେବୀ ଦୁର୍ଗା, ମାଧବଙ୍କର ଶକ୍ତି ଭାବରେ ଉପାସିତ ହୋଇଥାନ୍ତି । । ଆଶ୍ୱିନ କୃଷ୍ଣ ଅଷ୍ଟମୀ ଦିନ ସକାଳ ଧୂପ ଓ ସହସ୍ରାକୁମ୍ଭାଭିଷେକ ସାରି । ଶ୍ରୀଦୁର୍ଗାଦେବୀ ଭଣ୍ଡାର ଦ୍ଵାରରେ ବିଜେ ହେବାପରେ ଶ୍ରୀମାଧବ (ବାଳପୁରୁଷୋତ୍ତମ) ଶ୍ରୀବିଗ୍ରହଙ୍କ ଠାରୁ ଆଜ୍ଞାମାଳ ପାଇ ଆସି ଦେବୀଙ୍କ । ସହ ଏକତ୍ର ଭଦ୍ରାସନରେ ଉପବେଶନ କଲେ ରୁନ୍ଧାକାର୍ଯ୍ୟ ବଢ଼େ । ଭଦ୍ରାସନରେ ଏକତ୍ର ରୁନ୍ଧା ହୋଇଥିବା ଶ୍ରୀଦୁର୍ଗାମାଧବ ରତ୍ନସିଂହାସନ ନିକଟକୁ ଯାଇ ଆଜ୍ଞାମାଳ ପାଇବା ପରେ ଜୟବିଜୟ ଦ୍ଵାରବାଟ ଦେଇ ଝୁଲଣ୍ଡ ମଣ୍ଡପ । ନିକଟରେ ଥିବା ପାଲିଙ୍କିରେ ବିଜେ କରନ୍ତି । ମା’ବିମଳାଙ୍କ ସକାଳଧୂପ ସରିଲେ ଶ୍ରୀଦୁର୍ଗାମାଧବ ପାଲିଙ୍କିରେ ଯାଇ କର୍ପୂର ଜଳ ଲାଗି ହେବାପରେ ମା’ଙ୍କ ମନ୍ଦିରରେ ପଡ଼ିଥିବା ଖଟ ଉପରେ ବିଜେ କରନ୍ତି । ଏହାପରେ ଶୀତଳଭୋଗ ମଣୋହି ଓ ବନ୍ଦାପନା କରାଯାଏ । ଏହି ପରି ବିମଳାଦେବୀଙ୍କର ତିନିଧୂପ ବଢ଼ିବା ପରେ ଶ୍ରୀବିଗ୍ରହମାନଙ୍କର ରାତ୍ର । ଚନ୍ଦନଲାଗି ସରିଲେ ପାଲିଙ୍କିରେ ଯାଇ ଭଣ୍ଡାର ଘରେ ବିଜେ କରନ୍ତି । । ଶ୍ରୀଦୁର୍ଗାମାଧବ ଆଶ୍ୱିନ କୃଷ୍ଣ ଅଷ୍ଟମୀଠାରୁ ଆଠଦିନ ପର୍ଯ୍ୟନ୍ତ ବିମଳାଦେବୀଙ୍କ । ମନ୍ଦିରକୁ ବିଜେ କରନ୍ତି ଓ ନବମ ଦିନଠାରୁ ରଥାରୁଢ଼ ହୋଇ ଶୁକ୍ଳ ନବମୀ । ପର୍ଯ୍ୟନ୍ତ ଦୋଳମଣ୍ଡପ ସାହିସ୍ଥିତ ଦେବୀ ନାରାୟଣୀଙ୍କ ମନ୍ଦିରକୁ ଯାଇଥାନ୍ତି । । ଏଠାରେ ପ୍ରତିଦିନ କର୍ପୂର ଜଳ ଲାଗି, ଭୋଗ ଓ ବନ୍ଦାପନା ଇତ୍ୟାଦି । ନୀତିମାନ ଅନୁଷ୍ଠିତ ହୋଇଥାଏ । ଶ୍ରୀବିଗ୍ରହଙ୍କର ରାତ୍ର ଚନ୍ଦନ ଲାଗି ବଢ଼ିଲେ । ଶ୍ରୀଦୁର୍ଗାମାଧବ ନାରାୟଣୀଙ୍କ ମନ୍ଦିରରୁ ପାଲିଙ୍କିରେ ଆସି ଭଣ୍ଡାର ଘରକୁ । ବିଜେ କରିଥାନ୍ତି । ଦଶହରା ପର୍ଯ୍ୟନ୍ତ ଶ୍ରୀଦୁର୍ଗାମାଧବଙ୍କର ରୁନ୍ଧା ରହିଥାଏ । ଠାକୁର ଠାକୁରାଣୀ ଦଶହରା ପଦାରୁ ଫେରିଲେ ରୁନ୍ଧା ଫିଟିଥାଏ ।

    • @adisadhyatmikandadihorror
      @adisadhyatmikandadihorror หลายเดือนก่อน

      @@umeshandjagannath7501 ଆଜ୍ଞା ମହାପ୍ରଭୁଙ୍କ ବିଷୟରେ କିଛି ପଚାରିବାର ଥିଲା

    • @adisadhyatmikandadihorror
      @adisadhyatmikandadihorror 15 ชั่วโมงที่ผ่านมา

      @@umeshandjagannath7501 ଜୟ ଜଗନ୍ନାଥ ମୋର ଆପଣଙ୍କୁ କିଛି ପଚାରିବାର ଥିଲା

  • @adisadhyatmikandadihorror
    @adisadhyatmikandadihorror หลายเดือนก่อน

    Jai maa Bimala

  • @StudyWithAlbert
    @StudyWithAlbert หลายเดือนก่อน

    Jai jagannath ⭕❗⭕😊

  • @tutusarangi6636
    @tutusarangi6636 หลายเดือนก่อน

    Bhai pada ki jibha tike dwanda achi kichi book prove achi ki

    • @umeshandjagannath7501
      @umeshandjagannath7501 หลายเดือนก่อน

      Pada padi thila boli ehaku padapitha o bimalanku padapitheswari kuhajae

    • @tutusarangi6636
      @tutusarangi6636 หลายเดือนก่อน

      @@umeshandjagannath7501 dhanyawad

  • @sanjayakumarseth6737
    @sanjayakumarseth6737 2 หลายเดือนก่อน

    Jai jagannath 🙏🌸

  • @dharamabiswal5722
    @dharamabiswal5722 2 หลายเดือนก่อน

    ❤❤❤❤❤❤❤❤❤❤❤❤❤❤❤❤❤❤❤❤

  • @krushnachandramohanty3889
    @krushnachandramohanty3889 2 หลายเดือนก่อน

    Jay Shree Balbhadra

  • @bikashmohapatra756
    @bikashmohapatra756 2 หลายเดือนก่อน

    ଜୟ ଜଗନ୍ନାଥ 😢😢😢😢❤

  • @baijayantimishra3693
    @baijayantimishra3693 2 หลายเดือนก่อน

    Jay Jagannath ♥️🙏

  • @anannyapaul--radha
    @anannyapaul--radha 2 หลายเดือนก่อน

    Hey..mahaprabhu jagannath..🙏🙏💛💛💛🙏🙏💛🙏🙏💛💛🙏

  • @DEV93480
    @DEV93480 2 หลายเดือนก่อน

    Jay Jagannath 🙏💝

  • @TapanSatapathy-p8z
    @TapanSatapathy-p8z 2 หลายเดือนก่อน

    Semiti hueni mahabahu nka niti

  • @satyashreenayak3953
    @satyashreenayak3953 2 หลายเดือนก่อน

    Jay Jagnnath Swami ❤❤❤

  • @satyashreenayak3953
    @satyashreenayak3953 2 หลายเดือนก่อน

    Jay shree Jagnnath Swami ❤❤❤

  • @Jayjagannathrajkumari
    @Jayjagannathrajkumari 2 หลายเดือนก่อน

    Jay jagannath....

  • @rajsamal-ch4mx
    @rajsamal-ch4mx 2 หลายเดือนก่อน

    Jay mo Prabhu Jagannath

  • @satyashreenayak3953
    @satyashreenayak3953 2 หลายเดือนก่อน

    Jay Jagnnath Swami ❤❤❤

  • @satyashreenayak3953
    @satyashreenayak3953 2 หลายเดือนก่อน

    Jay jagnnath swami ❤❤❤

  • @Hiteswarsahu228
    @Hiteswarsahu228 2 หลายเดือนก่อน

    Jay Jagannath mahaprabhu ⭕‼⭕🙏🙏🌎🌎🌎

  • @_Shruti909
    @_Shruti909 2 หลายเดือนก่อน

    Jay Jagannath 🙏🙏😭😭

  • @madanbehera2477
    @madanbehera2477 2 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏

  • @biswambarnayak361
    @biswambarnayak361 2 หลายเดือนก่อน

    Jay Shree Jagannath 👏 🙌

  • @Krishna_xs8cb
    @Krishna_xs8cb 2 หลายเดือนก่อน

    Jay jay shree Jagannath mahaprabhu 🙌 hey mahabahu Kalia saante 🙏🙏🙏🙏 jay maa mahalaxmi 🙏🙏🙏 jay Jagannath Swami Nayana patha gami bhaba tume ⭕❗⭕

  • @madanbehera2477
    @madanbehera2477 2 หลายเดือนก่อน

    ଜୟ ଶ୍ରୀ ଜଗନ୍ନାଥ 🙏🙏🙏🙏🙏🙏🙏

  • @sudhansusekharpanda1779
    @sudhansusekharpanda1779 2 หลายเดือนก่อน

    Jay shree balabhadra

  • @MinakshiPadhan-gc4rf
    @MinakshiPadhan-gc4rf 2 หลายเดือนก่อน

    🙏 Jay 🙏 shree 🙏 jagannath 🙏🙏🙏🙏🙏🙏🙏🙏🙏🙏🙏🙏

  • @MinakshiPadhan-gc4rf
    @MinakshiPadhan-gc4rf 2 หลายเดือนก่อน

    Jay shree jagannath 🙏🪔🪔🙏🙏🙏

  • @AJJAYQJNUMEROLOGY
    @AJJAYQJNUMEROLOGY 2 หลายเดือนก่อน

    Jay ho Balabhadra Mahaprabhu Jay ho jagannath mahaprabhu Jay maa Subhadra maa tumara jaya hau prabhu 🙏 🙏🙏🙏🙏

  • @GopalDasDas-y9i
    @GopalDasDas-y9i 2 หลายเดือนก่อน

    Jai Jagannath swami Naynpath gami ❤🎉

  • @Rajubabu803
    @Rajubabu803 2 หลายเดือนก่อน

    ଜୟ ଜଗନ୍ନାଥ 🙏

  • @RockSom-s1q
    @RockSom-s1q 2 หลายเดือนก่อน

    Jay jagannath swami

  • @narayandalai9799
    @narayandalai9799 2 หลายเดือนก่อน

    ଜୟ 🚩🌿ଶ୍ରୀ🚩🌴 ଜଗନ୍ନାଥ 🌿🚩🌻☘️🌱🌴🚩🌿☘️🌱🌴🚩🌿🌻🌻☘️ଜୟ 🚩🌴ଶ୍ରୀ 🚩🌴ପଞ୍ଚସଖା 🚩🌴🙏🙏🙏

  • @Shreyarts252
    @Shreyarts252 2 หลายเดือนก่อน

    Jai maa Subhadra

  • @Shreyarts252
    @Shreyarts252 2 หลายเดือนก่อน

    Jai Jagannath

  • @KhumeshPasi-qz9wr
    @KhumeshPasi-qz9wr 2 หลายเดือนก่อน

    Jai dwarkadhish jai Jagannath jai Jagannath jai Jagannath jai Jagannath jai Jagannath jai Jagannath jai Jagannath jai Jagannath 😊

  • @cutevivan111
    @cutevivan111 3 หลายเดือนก่อน

    ❤❤❤❤❤🙏🙏🥰🥰

  • @KataPatra
    @KataPatra 3 หลายเดือนก่อน

    Jay Jagannath Swami Nayana Pathagami Vhavo Tumea 🙏❤️🌹🌺🚩🙏⭕‼️⭕

  • @niharikasarangi3413
    @niharikasarangi3413 3 หลายเดือนก่อน

    Jay jagannath

  • @puspalatanayak4731
    @puspalatanayak4731 3 หลายเดือนก่อน

    Jay Jagannath

  • @anishsharma3078
    @anishsharma3078 3 หลายเดือนก่อน

    Jai Shree Jagannath mahaprabhu❤❤

  • @ukbproduction2451
    @ukbproduction2451 3 หลายเดือนก่อน

    ଜୟ ଜଗନ୍ନାଥ ସ୍ବାମୀ

  • @ukbproduction2451
    @ukbproduction2451 3 หลายเดือนก่อน

    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ

  • @gopalmalana7504
    @gopalmalana7504 3 หลายเดือนก่อน

    Ja ganna tah swami

  • @SubashChNaik-sc2kg
    @SubashChNaik-sc2kg 3 หลายเดือนก่อน

    ❤❤❤❤❤😢 Jay jagannath 😢❤❤❤❤❤

  • @satyabanpradhan6153
    @satyabanpradhan6153 3 หลายเดือนก่อน

    Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Jaya jagannath Swami Nayana patha gami bhaba