Odisha Darpan
Odisha Darpan
  • 96
  • 466 904

วีดีโอ

Cyclone Dana Update I importance news l
มุมมอง 50116 ชั่วโมงที่ผ่านมา
Cyclone Dana Update news Morning News Dana news
ଭଲ ସମୟ ଆସିବା ପୂର୍ବରୁ ଏହି ୧୦ ଟି ସଙ୍କେତ ମିଳିଥାଏ ।odia motivation l odia suvichar l #montustories
มุมมอง 570ปีที่แล้ว
ଭଲ ସମୟ ଆସିବା ପୂର୍ବରୁ ଏହି ୧୦ ଟି ସଙ୍କେତ ମିଳିଥାଏ ।odia motivation l odia suvichar l #montustories #montustories #inspirationstory #lessonablestories #odiagapa #suvichar #motivation
ସୁସ୍ଥ ରହିବା ପାଇଁ ୨୫ ଟି ଜିନିଷ କାମ କରିବା ଜରୁରୀ ! odia quotes l Motivation l suvichar l #Montustories
มุมมอง 1.3Kปีที่แล้ว
ସୁସ୍ଥ ରହିବା ପାଇଁ ୨୫ ଟି ଜିନିଷ କାମ କରିବା ଜରୁରୀ ! odia quotes l Motivation l suvichar l #Montustories #montustories #odiaquote #odiasuvichar #inspirationstory #lessonablestories
ଏହି ନିୟମ ପାଳନ କଲେ ସର୍ବଦା ସୁସ୍ଥ ରହିବା । odia quotes l odia motivation l odia suvichar l #Montustories
มุมมอง 2.3Kปีที่แล้ว
ଏହି ନିୟମ ପାଳନ କଲେ ସର୍ବଦା ସୁସ୍ଥ ରହିବା । odia quotes l odia motivation l odia suvichar l #Montustories #montustories #odiastories #quotes #odiasuvichar #odiamotivation
ବୋହୂ, ତୁମେ ବର୍ତ୍ତମାନ ବିବାହିତ, ହଷ୍ଟେଲରେ ରହିବା ଝିଅ ନୁହଁ l Lessonable story l Emotional #Montustories
มุมมอง 1.5Kปีที่แล้ว
ବୋହୂ, ତୁମେ ବର୍ତ୍ତମାନ ବିବାହିତ, ହଷ୍ଟେଲରେ ରହିବା ଝିଅ ନୁହଁ l Lessonable story l Emotional #Montustories #montustories #moralstories #hearttouchingstory #inspirationstory #odiagapa #lessonablestories
ମାଆ , ତୁମେ ଆମ ସହିତ ତାମିଲନାଡୁ ଚାଲ ... ବାପା ଥିଲେ ଅଲଗା କଥା | Lessonable story l #Montustories
มุมมอง 1.4Kปีที่แล้ว
ମାଆ , ତୁମେ ଆମ ସହିତ ତାମିଲନାଡୁ ଚାଲ ... ବାପା ଥିଲେ ଅଲଗା କଥା | Lessonable story l #Montustories
ନିଜର ମୂଲ୍ୟ କିପରି ବଢାଇବ। Motivation l Quotes l Emotional l #Montustories
มุมมอง 922ปีที่แล้ว
ନିଜର ମୂଲ୍ୟ କିପରି ବଢାଇବ। Motivation l Quotes l Emotional l #Montustories #odiamotivation #odiasuvichar
ବୋହୂ, ଖାଇବା ତୁମ ସ୍ୱାମୀଙ୍କ ରୋଜଗାରର ନୁହେଁ, ଏହା ମୋର ଝାଳବୁହା ରୋଜଗାରର !! emotional story #Montustories
มุมมอง 1.9Kปีที่แล้ว
ବୋହୂ, ଖାଇବା ତୁମ ସ୍ୱାମୀଙ୍କ ରୋଜଗାରର ନୁହେଁ, ଏହା ମୋର ଝାଳବୁହା ରୋଜଗାରର !! emotional story #Montustories #montustories #moralstories #hearttouchingstory #odiagapa #inspirationstory #lessonablestories #emotionalstory
ଜୀବନରେ ପାଞ୍ଚଟି କଥା କେବେବି ଭୁଲନ୍ତୁ ନାହିଁ । odia Quote l odia Motivation l Suvichar#Montustories
มุมมอง 1Kปีที่แล้ว
ଜୀବନରେ ପାଞ୍ଚଟି କଥା କେବେବି ଭୁଲନ୍ତୁ ନାହିଁ । odia Quote l odia Motivation l Suvichar #Montustories #montustories #odiamotivation #odiasuvichar #odiaquotes
ଭଗବାନ ଏଭଳି ମୂର୍ଖ ପୁଅ ସମସ୍ତଙ୍କୁ ଦିଅନ୍ତୁ। lessonable story l Emotional story l #Montustories
มุมมอง 3.6Kปีที่แล้ว
ଭଗବାନ ଏଭଳି ମୂର୍ ପୁଅ ସମସ୍ତଙ୍କୁ ଦିଅନ୍ତୁ। lessonable story l Emotional story l #Montustories #montustories #moralstories #hearttouchingstory #odiagapa #inspirationstory #lessonablestories
ଧନୀ ଲୋକ ମନ୍ଦିରରେ ଗରିବ ଲୋକଙ୍କୁ ସାହାଯ୍ୟ କଲେ । lessonable story l Emotional story #Montustories
มุมมอง 581ปีที่แล้ว
ଧନୀ ଲୋକ ମନ୍ଦିରରେ ଗରିବ ଲୋକଙ୍କୁ ସାହାଯ୍ୟ କଲେ । lessonable story l Emotional story #Montustories #montustories #moralstories #hearttouchingstory #inspirationstory #lessonablestories #emotionalstory
ବୁଢୀ ମା' , ପୁଅ ଏବଂ ବୋହୂକୁ ଦେଲେ ଏକ ଉଚିତ୍ ଶିକ୍ଷା । lessonable story l moral story l #Montustories
มุมมอง 2.5Kปีที่แล้ว
ବୁଢୀ ମା' , ପୁଅ ଏବଂ ବୋହୂକୁ ଦେଲେ ଏକ ଉଚିତ୍ ଶିକ୍ଷା । lessonable story l moral story l #Montustories #montustories #moralstories #hearttouchingstory #odiagapa #inspirationstory #lessonablestories
ଡାଲି ଚକଡି ଦିଅ ବୋହୂ , ତୁମ ପିତାମାତା ଆସିଛନ୍ତି l Lessonable story l Emotional story l #Montustories
มุมมอง 4Kปีที่แล้ว
ଡାଲି ଚକଡି ଦିଅ ବୋହୂ , ତୁମ ପିତାମାତା ଆସିଛନ୍ତି l Lessonable story l Emotional story l #Montustories #montustories #moralstories #odiagapa #hearttouchingstory #inspirationstory #lessonablestories #motivation
ବୋହୂ ତୁମେ ହୋଲି ମାନିବା ପାଇଁ ଶାଶୁଘର ଚାଲିଆସ । lessonable story l Emotional story l #Montustories
มุมมอง 4.9Kปีที่แล้ว
ବୋହୂ ତୁମେ ହୋଲି ମାନିବା ପାଇଁ ଶାଶୁଘର ଚାଲିଆସ । lessonable story l Emotional story l #Montustories
ଗୋଟିଏ ପରିବାରରେ ତୁମେ ଭାଉଜଙ୍କ ସମସ୍ୟା କାହିଁକି ବୁଝି ପାରିଲ ନାହିଁ ? lessonable story l #Montustories
มุมมอง 1.8Kปีที่แล้ว
ଗୋଟିଏ ପରିବାରରେ ତୁମେ ଭାଉଜଙ୍କ ସମସ୍ୟା କାହିଁକି ବୁଝି ପାରିଲ ନାହିଁ ? lessonable story l #Montustories
ଯେଉଁ ମାଆଙ୍କୁ ଘରୁ ଧକ୍କା ଦେଇ ବାହାର କରିଥିଲେ ,ସେହି ମାଆଙ୍କ ରୂପ ଦେଖି...। lessonable story #montustories
มุมมอง 3.5Kปีที่แล้ว
ଯେଉଁ ମାଆଙ୍କୁ ଘରୁ ଧକ୍କା ଦେଇ ବାହାର କରିଥିଲେ ,ସେହି ମାଆଙ୍କ ରୂପ ଦେଖି...। lessonable story #montustories
ବୋହୂ, ଯାହା ମୁଁ ଭୁଲ୍ କରିଥିଲି..ତାହା ତୁମେ କରିବ ନାହିଁ । Lessonable story l Emotionalstory #Montustories
มุมมอง 1.1Kปีที่แล้ว
ବୋହୂ, ଯାହା ମୁଁ ଭୁଲ୍ କରିଥିଲି..ତାହା ତୁମେ କରିବ ନାହିଁ । Lessonable story l Emotionalstory #Montustories
ମନୁ ସବୁ କିଛି ଦେଖିଥିଲେ । Lessonable story l Emotional story l Heart Touching l #Montustories
มุมมอง 1.7Kปีที่แล้ว
ମନୁ ସବୁ କିଛି ଦେଖିଥିଲେ । Lessonable story l Emotional story l Heart Touching l #Montustories
ଭଉଣୀଙ୍କ ସ୍ୱପ୍ନ ଭାଇ ପୂରଣ କଲେ । lessonable story l Emotional story l inspiration story #Montustories
มุมมอง 405ปีที่แล้ว
ଭଉଣୀଙ୍କ ସ୍ୱପ୍ନ ଭାଇ ପୂରଣ କଲେ । lessonable story l Emotional story l inspiration story #Montustories
ମା' ପରି କିଏ ହେବ । lessonable story l Emotional story l Heart Touching l Inspiration #Montustories
มุมมอง 1.6Kปีที่แล้ว
ମା' ପରି କିଏ ହେବ । lessonable story l Emotional story l Heart Touching l Inspiration #Montustories
ପିତାଙ୍କ ଶିକ୍ଷା। lessonable story l Heart Touching l emotional story l Moral Story l #Montustories
มุมมอง 973ปีที่แล้ว
ପିତାଙ୍କ ଶିକ୍ଷା। lessonable story l Heart Touching l emotional story l Moral Story l #Montustories
ପ୍ରଶଂସା କରିବା କୌଣସି ଦୋଷ ନୁହେଁ। lessonable story l Emotional story l Heart Touching l #Montustories
มุมมอง 1.2Kปีที่แล้ว
ପ୍ରଶଂସା କରିବା କୌଣସି ଦୋଷ ନୁହେଁ। lessonable story l Emotional story l Heart Touching l #Montustories
ବୋଝ ...ଏକ ଅଭିଶାପ ... Heart Touching l Lessonable story l Emotional story l odiastory #Montu_stories
มุมมอง 1.7Kปีที่แล้ว
ବୋଝ ...ଏକ ଅଭିଶାପ ... Heart Touching l Lessonable story l Emotional story l odiastory #Montu_stories
ମୋ ପ୍ରିୟ ଝିଅ । lessonable story l Emotional story l Heart Touching l Moral Story l #Montu_stories
มุมมอง 1.3Kปีที่แล้ว
ମୋ ପ୍ରିୟ ଝିଅ । lessonable story l Emotional story l Heart Touching l Moral Story l #Montu_stories
Suvichar l Emotional story l Moral Story l Lessonable story l Heart Touching story #Montu_stories
มุมมอง 1.9Kปีที่แล้ว
Suvichar l Emotional story l Moral Story l Lessonable story l Heart Touching story #Montu_stories
ଏମିତି ସ୍ବାମୀ ଭାଗ୍ୟରେ ଥିଲେ ମିଳନ୍ତି। lessonable story l Emotional story l Moral Story #Montu_stories
มุมมอง 1.5Kปีที่แล้ว
ଏମିତି ସ୍ବାମୀ ଭାଗ୍ୟରେ ଥିଲେ ମିଳନ୍ତି। lessonable story l Emotional story l Moral Story #Montu_stories
ପୁଅ କିପରି ପିତାମାତାଙ୍କ ସ୍ବାଭିମାନ ରକ୍ଷା କଲେ । Emotional story l Lessonable story l #Montustories
มุมมอง 5Kปีที่แล้ว
ପୁଅ କିପରି ପିତାମାତାଙ୍କ ସ୍ବାଭିମାନ ରକ୍ଷା କଲେ । Emotional story l Lessonable story l #Montustories
ବୃଦ୍ଧ ପିତାମାତାଙ୍କୁ ସମ୍ମାନ ଦେବାର ଅଧିକାର ପ୍ରଥମେ ବୋହୂଙ୍କ ନା ପୁଅର ? Lessonable story l Emotional story
มุมมอง 1.2Kปีที่แล้ว
ବୃଦ୍ଧ ପିତାମାତାଙ୍କୁ ସମ୍ମାନ ଦେବାର ଅଧିକାର ପ୍ରଥମେ ବୋହୂଙ୍କ ନା ପୁଅର ? Lessonable story l Emotional story
ପରିବାରର ମର୍ଯ୍ୟାଦା ରକ୍ଷା ପାଇଁ ଏମିତି କାହିଁକି କଲେ ? Emotional story l Inspiration story l #Montustories
มุมมอง 6Kปีที่แล้ว
ପରିବାରର ମର୍ଯ୍ୟାଦା ରକ୍ଷା ପାଇଁ ଏମିତି କାହିଁକି କଲେ ? Emotional story l Inspiration story l #Montustories

ความคิดเห็น

  • @hrowland9047
    @hrowland9047 ปีที่แล้ว

    *PromoSM*

  • @jharanapattanaik2835
    @jharanapattanaik2835 ปีที่แล้ว

    Heart touching beautiful story 👌🏻👌🏻

  • @pravhatibehera2845
    @pravhatibehera2845 ปีที่แล้ว

    Very nice

  • @henaranibehera4658
    @henaranibehera4658 ปีที่แล้ว

    ତୁମ ଘର ଟା କ'ଣ ମୟୁରଭଞ୍ଜ ଜିଲ୍ଲାର କେଉଁ ଜାଗାରେ ଭାଷା ରୁ ଜାଣି ହେଉଛି

  • @binapanipradhan9341
    @binapanipradhan9341 ปีที่แล้ว

    Lesson.for.society

  • @bhagirathinayak6467
    @bhagirathinayak6467 ปีที่แล้ว

    Thanks

  • @rukminidash8847
    @rukminidash8847 ปีที่แล้ว

    AR

  • @bharat7845
    @bharat7845 ปีที่แล้ว

    100℅Cotrect

  • @ganapatipradhan2404
    @ganapatipradhan2404 ปีที่แล้ว

    ସୁନ୍ଦର ଶିକ୍ଷଣୀୟ କାହାଣୀ । ଵୃଦ୍ଧ ପିତାମାତାଙ୍କୁ ସେବା କରିବା ଯେ ପୁଅବୋହୁର ଧର୍ମ .....ଏହା ପୁଅବୋହୁମାନେ ଜାଣିବା ଉଚିତ୍ । ଜୟ ଜଗନ୍ନାଥ ।।

  • @ganapatipradhan2404
    @ganapatipradhan2404 ปีที่แล้ว

    କଥାଟା ତ ଠିକ୍ ଯେ, ସହଯୋଗ ସହାନୁଭବ ସହୃଦୟତା ସମ୍ମାନରକ୍ଷା ଆଦି ଗୁଣ ବିବେକୀଙ୍କ ପାଖରେ ହିଁ ଦେଖିବାକୁ ମିଳେ, ମୂର୍ଖଙ୍କ ପାଖରେ ନୁହେଁ । ଆପଣଙ କାହାଣୀର ଶାଶୁ ମୂର୍ଖଙ୍କ ଭଳି ଜଣାଯାଉଛନ୍ତି । ଜୟ ଜଗନ୍ନାଥ ।।

  • @gitachihna6638
    @gitachihna6638 ปีที่แล้ว

    ଝିଅ ଆତ୍ମ ନିର୍ଭରଶୀଳ ହେବା ନିହାତି ଜରୁରି.ପୁଅ ବୋହୁ କେତେବେଳେ ବି ବାହାର କରିଦେବେ.ତେଣୁ ନିର୍ଭରଶୀଳ ନହୋଇ ବଞ୍ଚିବା ପାଇଁ ଚେଷ୍ଟା କରିବା ଉଚିତ.

  • @ganapatipradhan2404
    @ganapatipradhan2404 ปีที่แล้ว

    ଖୁବ୍ ଶିକ୍ଷଣୀୟ କାହାଣୀ ....।

  • @sanjumhrn1788
    @sanjumhrn1788 ปีที่แล้ว

    bakya sanjojana au tike bhala re karithile, padhiba pain ahuri bhala lagithanta, kie kahaku ketebele kana kahuchhi hathat bujhi hauni.

  • @asishmadhei7527
    @asishmadhei7527 ปีที่แล้ว

    Good story

  • @ganapatipradhan2404
    @ganapatipradhan2404 ปีที่แล้ว

    ସୁନ୍ଦର କାହାଣୀ । ହେଲେ ଗୋଟିଏ କଥା କରିଥିଲେ ଭଲ ହୁଅନ୍ତା ଯଦି ପବନ ଦ୍ବାରା ଠକାମିରେ ଶିକାର ହୋଇଥିବା ବ୍ୟକ୍ତିମାନଙ୍କୁ, ସେମାନଙ୍କ ସମ୍ପର୍କୀୟଙ୍କୁ ଏକାଠି କରି ପବନର ଉପସ୍ଥିତିରେ ସବୁ ଠକାମିର କାହାଣୀ ଶୁଣିହୁଅନ୍ତା ଏବଂ ତତ୍ ସହିତ ପବନ ଠାରୁ କ୍ଷତିପୂରଣ ଆଦାୟ ପୁର୍ବକ କଠୋର ଦଣ୍ଡରେ ଦଣ୍ଡିତ କରାଯାଆନ୍ତା ।

    • @odishadarpan12
      @odishadarpan12 ปีที่แล้ว

      ଆପଣଙ୍କ ବିଚାରକୁ ଉପସ୍ଥାପନ କରିଥିବାରୁ ଅଶେଷ ଧନ୍ୟବାଦ , ଜୟ ଜଗନ୍ନାଥ

  • @ganapatipradhan2404
    @ganapatipradhan2404 ปีที่แล้ว

    ଭଲ କଥା , ଜାଣିବା କଥା । ବଞ୍ଚିବା ପାଇଁ ଖାଇବା -- ଏହା ପ୍ରତ୍ୟେକଙ୍କର ଧ୍ୟେୟ ହେବା ଆବଶ୍ୟକ । ଜୟ ଜଗନ୍ନାଥ ।।

  • @ganapatipradhan2404
    @ganapatipradhan2404 ปีที่แล้ว

    ସୁନ୍ଦର ଶିକ୍ଷଣୀୟ କାହାଣୀ ....। ପତ୍ନୀ ପରା ଅର୍ଦ୍ଧାଙ୍ଗିନୀ, ଜୀବନସଙ୍ଗୀନୀ । ପତ୍ନୀକୁ ପତିର ଅନ୍ତରରୁ ସର୍ବଦା ଆଇ ଲଭ୍ ୟୁ ର ଅବ୍ୟକ୍ତ ଶବ୍ଦ ଗୁଞ୍ଜରିତ ହେଉଥାଏ । ଆଜିକାଲିକା ସ୍ବାର୍ଥପର ଦୁନିଆରେ ଲୋକ ଦେଖାଣିଆ ଭାବରେ ଭାଲେଣ୍ଟାଇନ୍ସ ଡେ ପାଳନ କରିବାଟା ସମୟ, ଶ୍ରମ, ଅର୍ଥର ଅପଚୟ ନୁହେଁ ତ ଆଉ କ'ଣ ?

  • @ganapatipradhan2404
    @ganapatipradhan2404 ปีที่แล้ว

    ଏହିଭଳି କଥା ଖୁବ୍ ଶିକ୍ଷଣୀୟ । ଆଈମା କାହାଣୀ ସମ । ଜୟ ଜଗନ୍ନାଥ ।।

    • @odishadarpan12
      @odishadarpan12 ปีที่แล้ว

      Ok ..ଜୟ ଜଗନ୍ନାଥ

  • @ganapatipradhan2404
    @ganapatipradhan2404 ปีที่แล้ว

    ଏହାକୁ ହିଁ କହନ୍ତି ସୁଶିକ୍ଷା । ଜୟ ଜଗନ୍ନାଥ।

  • @ganapatipradhan2404
    @ganapatipradhan2404 ปีที่แล้ว

    ବାଃ, ସୁନ୍ଦର ମାନବିକତା ! ପୋଲ ହୋଇ ରାସ୍ତା ସଂଯୋଗ କରୁଥିବା ଏକ ମହାନ୍ ଶିକ୍ଷଣୀୟ ଉପସ୍ଥାପନା । ଜୟ ଜଗନ୍ନାଥ ।।

  • @ganapatipradhan2404
    @ganapatipradhan2404 ปีที่แล้ว

    ଏହିଭଳି ସଂସାର ଏହିଭଳି ଶାଶୁ ହେବା ଉଚିତ । ଜୟ ଜଗନ୍ନାଥ।।

  • @ipsitapattnaik2104
    @ipsitapattnaik2104 ปีที่แล้ว

    Govt kahilani, we two and our 1,but eithi 3rd thara pregnancy katha samaja ku sikhya dia jauchi na,India population kuade pahanchilani,ama samajara chinta dhara kebe badaliba kejani

  • @ganapatipradhan2404
    @ganapatipradhan2404 ปีที่แล้ว

    ସୁନ୍ଦର ଶିକ୍ଷଣୀୟ ତ୍ୟାଗପୁତ କାହାଣୀ ......।

  • @sabitadas5726
    @sabitadas5726 ปีที่แล้ว

    Very good son.

  • @pravatinijaypuria5998
    @pravatinijaypuria5998 ปีที่แล้ว

    Nice story

  • @saradadash6629
    @saradadash6629 ปีที่แล้ว

    Pua. .ro...dosa

  • @mamatasahu1272
    @mamatasahu1272 ปีที่แล้ว

    Marvelous

  • @pravhatibehera2845
    @pravhatibehera2845 ปีที่แล้ว

    Very nice story

  • @Krushnaghosh143
    @Krushnaghosh143 ปีที่แล้ว

    Bhai apananka saha kichhi katha thila please Bhai reply diantu

  • @jyotikar8807
    @jyotikar8807 ปีที่แล้ว

    Bht sundar story te pura heart touching

  • @pradiptakumarojha2163
    @pradiptakumarojha2163 ปีที่แล้ว

    Story nice but you have a little problem with your talking language. Try to speak clearly.

  • @prabhakarbishoyi8110
    @prabhakarbishoyi8110 ปีที่แล้ว

    Verygood

  • @meghanadmishra6995
    @meghanadmishra6995 ปีที่แล้ว

    Story is nice,but ur voice is unhealthy.

  • @rajendrabhue351
    @rajendrabhue351 ปีที่แล้ว

    Vedio ta bhala lagila but tuma voice totali bhala lagilani

    • @odishadarpan12
      @odishadarpan12 ปีที่แล้ว

      Ok chesta koribi bholo pain Thank you

  • @jugalsahoo6361
    @jugalsahoo6361 ปีที่แล้ว

    Lekha gudika bahuta sikhyaniya hoechi kintu lekhagudoku padhuthiba bhainkar odia kahibar Abhayasa nahi

  • @fulaManimarndi247
    @fulaManimarndi247 ปีที่แล้ว

    So nice bro

  • @ganapatipradhan2404
    @ganapatipradhan2404 ปีที่แล้ว

    ସୁନ୍ଦର ଶିକ୍ଷଣୀୟ କାହାଣୀ ......।

  • @ganapatipradhan2404
    @ganapatipradhan2404 ปีที่แล้ว

    ସଂସ୍କାର ଜ୍ଞାନ ଉପରେ ନିର୍ଭର କରେ । ଜ୍ଞାନ ଆତ୍ମଚେଷ୍ଟା ଉପରେ; ଚେଷ୍ଟା ପରିବାର ଉପରେ; ପରିବାର ମୁରବୀ ଉପରେ; ଆଉ ମୁରବୀ ସ୍ବଶ୍ରଦ୍ଧା ଉପରେ ନିର୍ଭରଶୀଳ । ଶ୍ରଦ୍ଧା ସାତ୍ତ୍ୱିକ, ରାଜସିକ କିମ୍ବା ତାମସିକ ଗୁଣ ଉପରେ ନିର୍ଭର କରେ । ଯ୍ଃ ଯତ୍ଶ୍ରଦ୍ଧଃ ସଃ ତତ୍ପ୍ରାପ୍ତଃ । ଜୟ ଜଗନ୍ନାଥ ।।

    • @odishadarpan12
      @odishadarpan12 ปีที่แล้ว

      ଜୟ ଜଗନ୍ନାଥ 🙏

  • @priyankasohela870
    @priyankasohela870 ปีที่แล้ว

    Wow

  • @priyankasohela870
    @priyankasohela870 ปีที่แล้ว

    Good

  • @priyankasohela870
    @priyankasohela870 ปีที่แล้ว

    Good story

  • @dilipmahapatra5986
    @dilipmahapatra5986 ปีที่แล้ว

    Good story

  • @sudhansusahoo5929
    @sudhansusahoo5929 ปีที่แล้ว

    Thik thila

  • @ganapatipradhan2404
    @ganapatipradhan2404 ปีที่แล้ว

    ଅପରାଧୀକୁ ଏପରି ଦଣ୍ଡ ଦେବା ଦରକାର ଯେପରି କେବଳ ସେ ନୁହେଁ, ଅନ୍ୟମାନେ ବି ଅପରାଧ କରିବାକୁ ଇଚ୍ଛା କରିବେ ନାହିଁ । ଏହା ଶୃଙ୍ଖଳିତ ସମାଜର ପ୍ରଥମ ମନ୍ତ୍ର । କ'ଣ ମୁଁ ଠିକ୍ କହିଲି ନାହିଁ କି ? ଜୟ ଜଗନ୍ନାଥ ।

    • @odishadarpan12
      @odishadarpan12 ปีที่แล้ว

      ଠିକ୍ , ଏମିତି ଆଗକୁ ଉତ୍ସାହ କରାନ୍ତୁ । ଧନ୍ୟବାଦ । ଜୟ ଜଗନ୍ନାଥ 🙏🙏

  • @ganapatipradhan2404
    @ganapatipradhan2404 ปีที่แล้ว

    ସୁନ୍ଦର ତଥା ଶିକ୍ଷଣୀୟ । ଜୟ ଜଗନ୍ନାଥ।।

    • @odishadarpan12
      @odishadarpan12 ปีที่แล้ว

      ଜୟ ଜଗନ୍ନାଥ 🙏

  • @ganapatipradhan2404
    @ganapatipradhan2404 ปีที่แล้ว

    ପଲ୍ଲବୀଙ୍କ ଶଶୁରଙ୍କ ବିଚାରଧାରା ଠିକ୍ । ପଲ୍ଲବୀଙ୍କ ଚିନ୍ତାଧାରା ଠିକ୍ । ଉମାଦେବୀଙ୍କ ଜ୍ଞାନ ଅଳ୍ପବିଦ୍ୟା ଭୟଙ୍କରୀ ଭଳି ହୋଇଛି । ତେଣୁ ଉମାଦେବୀଙ୍କର ପ୍ରତିଦିନ ରାମାୟଣ କିମ୍ବା ଭାଗବତ ପଠନ/ଶ୍ରବଣ କରିବା ଉଚିତ୍ । ଜୟ ଜଗନ୍ନାଥ ।।

    • @odishadarpan12
      @odishadarpan12 ปีที่แล้ว

      ଜୟ ଜଗନ୍ନାଥ 🙏🙏

  • @smitakaibalyapradhan1350
    @smitakaibalyapradhan1350 ปีที่แล้ว

    Ea kan...???

  • @damadeep2826
    @damadeep2826 ปีที่แล้ว

    Nice super story 👌

  • @nirodkumarmohanty395
    @nirodkumarmohanty395 ปีที่แล้ว

    A good story

  • @laxmimishra412
    @laxmimishra412 ปีที่แล้ว

    Nice Story